ଜଳେଶ୍ୱର (ଅଜିତ କୁମାର ଦାସ) : ତାଙ୍କର ନିଶା ଓ ପେଶା ପିଲାଙ୍କୁ ପାଠ ପଢ଼ାଇବା। ସେଥିପାଇଁ ଅବସର ପରେ ବି ଛାଡ଼ି ନାହାନ୍ତି ପାଠ ପଢ଼ାଇବାର ଅଭ୍ୟାସ। ଆଜିକୁ ୨ ବର୍ଷ ହେଲାଣି ସ୍କୁଲ ଯାଇ ମାଗଣାରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ଏହି ଶିକ୍ଷକ ଜଣକ ହେଉଛନ୍ତି...
ଭୁବନେଶ୍ୱର : ଦ୍ୱିତୀୟ ଜେଇଇ ମେନ୍ ଲାଗି ଆବେଦନ ଶେଷ ହୋଇଛି। ଆସନ୍ତା ଏପ୍ରିଲ୍ରେ ଅନୁଷ୍ଠିତ ହେବ ଜେଇଇ ମେନ୍। ତେବେ ଜାନୁଆରୀରେ ପ୍ରଥମ ଜେଇଇ ମେନ୍ ଦେଇଥିବା ୭୦ ପ୍ରତିଶତ ଛାତ୍ରଛାତ୍ରୀ ପୁଣିଥରେ ଆବେଦନ କରିଛନ୍ତି। ଅର୍ଥାତ ମାତ୍ର ୩୦ ପ୍ରତିଶତ ଦ୍ୱିତୀୟ ସୁଯୋଗ ଲାଗି ମନ...
ଭୁବନେଶ୍ୱର : ୧୯୯୦ରୁ ୨୦୧୭ ମସିହା। ଗତ ୨୭ ବର୍ଷର ତଥ୍ୟକୁ ହିସାବକୁ ନେଇ ଏସବିଆଇ ପକ୍ଷରୁ ପ୍ରସ୍ତୁତ ମାନବ ବିକାଶ ସୂଚୀରେ ଦେଶର ୨୫ଟି ରାଜ୍ୟଙ୍କ ମଧ୍ୟରେ ୨୨ ତମ ସ୍ଥାନରେ ରହିଛି ଓଡ଼ିଶା। ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବନ ଧାରଣର ମାନକୁ ହିସାବକୁ ନେଇ...
ନୂଆଦିଲ୍ଲୀ : ୧୯ ଲୋକସଭା ନିର୍ବାଚନକୁ ଅଧିକ ସ୍ୱଚ୍ଛ ଓ ମୁକ୍ତ କରିବାକୁ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ଅନେକ କଡ଼ା ନିଷ୍ପତ୍ତି। ନାମାଙ୍କନ ଦାଖଲ ବେଳେ ପ୍ରାର୍ଥୀ ବିସ୍ତୃତ ଭାବେ ବ୍ୟକ୍ତିଗତ ତଥ୍ୟ ଦାଖଲ ଉପରେ ଦିଆଯାଇଛି ସର୍ବାଧିକ ଗୁରୁତ୍ୱ। ଶିକ୍ଷାଗତ ଯୋଗ୍ୟତା, ପତ୍ନୀ ଓ ପରିବାର ସଦସ୍ୟ,...
ଭୁବନେଶ୍ୱର : ଲୋକସଭା ନିର୍ବାଚନରେ ୭ଟି ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିବା ପାଇଁ ନବୀନଙ୍କ ଘୋଷଣା ପରେ ଆଜି ନବୀନ ନିବାସରେ ଲାଗିଛି ମହିଳା ସାଂସଦ ଓ ଆଶାୟୀଙ୍କ ଭିଡ଼। ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ରୀତା ତରାଇ, ବିଧାୟିକା ପ୍ରମିଳା ମଲ୍ଲିକ, ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର,...
ସୁନ୍ଦରଗଡ଼ (ବିଜୟ ବରୁଆ) : ସାମ୍ନାକୁ ଆସିଛି ଆଉ ଏକ ଅସଦାଚରଣ ଘଟଣା । ନାବାଳିକା ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅଞ୍ଚଳର ଏକ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ବିଦ୍ୟାଳୟରେ ଛାତ୍ରୀଙ୍କୁ...
ଜମ୍ମୁ-କଶ୍ମୀର : ଲୋକସଭା ନିର୍ବାଚନ ସହ ଜମ୍ମୁ କଶ୍ମୀରରେ ଏକା ସମୟରେ ବିଧାନସଭା ନିର୍ବାଚନ ନକରିବାକୁ ନେଇ ଜୋର ଧରିଛି ରାଜନୀତି। ପ୍ରସଙ୍ଗକୁ ନେଇ ବିଜେପି ସରକାରକୁ ଘେରିଛନ୍ତି ବିରୋଧୀ। ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। କଶ୍ମୀରରେ...
ଭୁବନେଶ୍ୱର : ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜନୈତିକ ଦଳଗୁଡିକ ମଧ୍ୟରେ ଜୋରଦାର ହୋଇଛି ତୁ ତୁ ମେ ମେ। ଆଜି ବିଜେଡି ନାଁରେ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ ଆଣିଛି ବିଜେପି। ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଭିନ୍ନ ଜାଗାରେ...
କଟକ : କେନ୍ଦ୍ରାପଡ଼ାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଜୋରଦାର ସ୍ୱାଗତ ସମ୍ବର୍ଦ୍ଧନା। ବିଜେପିରେ ଯୋଗ ଦେବା ପରେ ଆଜି ପ୍ରଥମ କରି ନିଜ ସଂସଦୀୟ କ୍ଷେତ୍ର କେନ୍ଦ୍ରାପଡ଼ାକୁ ଯାଇଥିଲେ ବୈଜୟନ୍ତ। ବହୁ ସଂଖ୍ୟାରେ ଦଳୀୟ ନେତା ଓ କର୍ମୀଙ୍କ ସହ ସମର୍ଥକମାନେ ବୈଜୟନ୍ତଙ୍କୁ ସ୍ୱାଗତ କରିଛନ୍ତି। କେନ୍ଦ୍ରାପଡ଼ା...
କେନ୍ଦୁଝର( ପ୍ରଣୟ ପାଣି) : ଖରା ଆରମ୍ଭରୁ ଜଳ କଷ୍ଟ। ପାନୀୟ ଜଳ ପାଇଁ ଗରା, ବାଲ୍ଟି ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ। କେନ୍ଦୁଝର ସଦର ନରଣପୁର ପଞ୍ଚାୟତର ହଳଦିଆଟାଙ୍ଗିରି ନିକଟରେ ଲୋକେ ରାସ୍ତାରୋକ୍ କରିଛନ୍ତି। ପାଣି ପାଇଁ ହଳଦିଆଟାଙ୍ଗିରି ଗ୍ରାମବାସୀ ଦୀର୍ଘ ବର୍ଷ ହେଲା ଆନ୍ଦୋଳନ କରିଆସୁଛନ୍ତି।...
ଜଳେଶ୍ୱର (ଅଜିତ୍ ଦାସ) : ଓଡ଼ିଶାରୁ ପଶ୍ଚିମବଙ୍ଗକୁ ବିସ୍ଫୋରକ ଚାଲାଣ ଘଟଣାରେ ଡିଲର୍ ସୁକାନ୍ତ ସାହୁ ଗିରଫ। ବାଲେଶ୍ୱର ବସ୍ତାରୁ ତାଙ୍କୁ ଗିରଫ କରିଛି କୋଲକତା ପୁଲିସର STF। ତାଙ୍କୁ କୋଲକତା ପୁଲିସ ଟ୍ରାଂଜିଟ୍ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି। ଏହା ଆଗରୁ ୨ ଜଣଙ୍କୁ ଏହି ଘଟଣାରେ ଗିରଫ...
ଚୌଦ୍ୱାର ( ନୀଳକଣ୍ଠ ଦୋରା) : ରାଜ୍ୟର ଅନ୍ୟତମ ବୃହତ କାରାଗାର କୁହାଯାଉଥିବା ଚୌଦ୍ୱାର ଜେଲ୍ରେ ଗ୍ୟାଙ୍ଗୱାର ଅଭିଯୋଗ। କେବଳ ଗ୍ୟାଙ୍ଗୱାର ନୁହେଁ, ଜେଲ୍ ଭିତରେ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ପତିଆରା ପାଇଁ ଲଢ଼େଇ, ପ୍ରଚୁର ନିଶା କାରବାର ଏବଂ ମୋବାଇଲ୍ର ଅବାଧ ପ୍ରବେଶ ଚାଲିଛି। ଚୌଦ୍ୱାର ଜେଲ୍ରେ...
ଭୁବନେଶ୍ୱର : ପିଲାଙ୍କ କାନ୍ଧରୁ ବାସ୍ତାନି ବୋଝ କମାଇବା ଓ ସେମାନଙ୍କ ମେଧାର ବିକାଶ ଲାଗି ରାଜ୍ୟ ସରକାରଙ୍କ ପଦକ୍ଷେପ। ଏଥିଲାଗି ୨୦୧୯-୨୦ ଶିକ୍ଷାବର୍ଷରେ ଲାଗୁ ହେବ ନୂଆ ଗାଇଡ୍ଲାଇନ୍ ସ୍କୁଲ ବ୍ୟାଗ୍ର ଅତ୍ୟଧିକ ବୋଝ ଯୋଗୁଁ ପିଲାମାନେ ବିଭିନ୍ନ ଶାରୀରିକ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ପ୍ରଥମେ ଏହାକୁ...
ଭୁବନେଶ୍ୱର : ସାଧାରଣ ନିର୍ବାଚନ ପାଇଁ ସବୁ ଦଳ ପୂରା ଦମ୍ରେ ଲାଗିପଡିଛନ୍ତି। ପ୍ରାର୍ଥୀ ତାଲିକା ପ୍ରସ୍ତୁତିରେ ଭୁବନେଶ୍ୱରରେ ସିପିଆଇ(ଏମ-ଏଲ) ଏକ ସାମ୍ବାଦିକ ସମ୍ମିଳନୀ କରି ସାଧାରଣ ନିର୍ବାଚନ ପାଇଁ ତାର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପୁରୀ ଓ କୋରାପୁଟ ନିର୍ବାଚନୀ ମଣ୍ଡଳୀରୁ ଚଳିତ ବର୍ଷ ଲୋକସଭା...
ଭୁବନେଶ୍ୱର : ବାଣୀବିହାରରେ ପୁଲିସର ଚଢ଼ାଉ। ବିଦା ହେଲେ ଅଣଛାତ୍ର। ଉତ୍କଳ ବିଶ୍ୱବିଦ୍ୟାଳୟର ୭ ନମ୍ବର ବଏଜ୍ ହଷ୍ଟେଲରେ ପୁଲିସ୍ ଏବଂ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମିଳିତ ଭାବେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ହଷ୍ଟେଲରୁ ୬୦ରୁ ଅଧିକ ଅଣଛାତ୍ରଙ୍କୁ ବାହାର କରାଯାଇଛି। ଏହାସହ ୭ ନମ୍ବର ହଷ୍ଟେଲରୁ ବହୁ...