• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

parrikar
ପାରିକରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ପରେ ଗୋଆ ରାଜନୀତିରେ ହଟଚମଟ

ପାଣାଜି : ଗୋଆ ରାଜନୀତିରେ ହଟଚମଟ। ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେବା ପରେ ତାଙ୍କର ଉତ୍ତରାଧିକାରୀ ବାଛିବାକୁ ବିଜେପି ପ୍ରକ୍ରିୟା ଆରମ୍ଭ କରିଦେଇଛି। ଗତକାଲି ବିଧାୟକଙ୍କ ବୈଠକ ବସି ଏ ସଂପର୍କରେ ଆଲୋଚନା ହୋଇଛି। ଏହାସହ ଆଜି ବସିବାକୁ ଥିବା କୋର୍ କମିଟି...

doctor
ବଞ୍ଚି ଥାଉ ଥାଉ ରୋଗୀଙ୍କୁ ମାରିଦେଲେ ଡାକ୍ତର

ଭଦ୍ରକ(ତପନ ସ୍ୱାଇଁ) : ବଞ୍ଚି ଥାଉ ଥାଉ ରୋଗୀଙ୍କୁ ମାରି ଦେଲେ ଡାକ୍ତର। ଭଦ୍ରକ ଡାକ୍ତରଖାନାରେ ଜଣେ ଜୀବିତ ବ୍ୟକ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିବା ଘଟଣା ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୋଷ୍ଟମୋର୍ଟମ ହେବାକୁ ଯିବା ଆଗରୁ ରୋଗୀଙ୍କର ହୋସ୍ ଆସିବା ପରେ ପଦାରେ ପଡ଼ିଥିଲା...

clean
ସ୍ୱଚ୍ଛତାର ଗାଁ ମୟୂରଭଞ୍ଜ ବିଶୋଇ ବ୍ଲକ୍‌ର ବାବଯୋଡ଼ା

ରାଇରଙ୍ଗପୁର( ରାଜେଶ ଶର୍ମା) : ମାଟି କାନ୍ଥରେ ନିଆର କଳାକୃତି। ଫୁଲ, ଗଛ ଲତା, କଳସ ସାଙ୍ଗକୁ ବିଭିନ୍ନ ଚିତ୍ରରେ ପରିପୂର୍ଣ୍ଣ ଘର। ଦେଖିଲେ ଯେତିକି ସୁନ୍ଦର ଲାଗୁଛି, ତା ଠାରୁ ଅଧିକ ସରସ ଲାଗୁଛି ଗାଁ ଦାଣ୍ଡ। ଏ ହେଉଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକର ବାବଯୋଡ଼ା...

pc
ଜଷ୍ଟିସ୍‌ ପିନାକୀ ଚନ୍ଦ୍ର ଘୋଷ ଲୋକପାଳ ପାଇଁ ମନୋନୀତ

ନୂଆଦିଲ୍ଲୀ : ସୁପ୍ରିମ୍‌କୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ପିନାକୀ ଚନ୍ଦ୍ର ଘୋଷଙ୍କୁ ଲୋକପାଳ ଭାବେ ନିଯୁକ୍ତି ଦିଆଯିବ। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଶେଷ ମୁହୂର୍ତ୍ତରେ ମନୋନୟନ କମିଟି ଜଷ୍ଟିସ୍‌ ଘୋଷଙ୍କୁ ଲୋକପାଳ ପାଇଁ ମନୋନୀତ କରିଛି। ଏହାସହ ଅନ୍ୟ ୮ ଜଣ ସଦସ୍ୟଙ୍କ ନାଁ ଚୂଡ଼ାନ୍ତ ହୋଇଥିଲେ...

bijay
ମୁହଁ ଖୋଲିଲେ ବରିଷ୍ଠ ନେତା ବିଜୟ ମହାପାତ୍ର

ଭୁବନେଶ୍ୱର : ରାଜ୍ୟ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଥିବା ବେଳେ ମୁହଁ ଖୋଲିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର। ସେ କେଉଁ ଦଳକୁ ଯିବେ ସେ ନେଇ ଏଯାଏଁ କୌଣସି ନିଷ୍ପତ୍ତି ନେଇନଥିବା କହିଛନ୍ତି। ଏ ସଂପର୍କରେ ସେ ଶୁଭେଚ୍ଛୁ ଓ ସମର୍ଥକଙ୍କ ସହ ଆଲୋଚନା କରୁଥିବା କହିଛନ୍ତି...

jagmohan
ସିବିଆଇ ତଦନ୍ତ ଦାବି କଲେ ଜଗନମୋହନ ରେଡ୍ଡି

ଆନ୍ଧ୍ରପ୍ରଦେଶ : ଓ୍ୱାଇଏସ୍ଆର କଂଗ୍ରେସ ନେତା ତଥା ଦଳ ସଭାପତି ଜଗନମୋହନ ରେଡ୍ଡିଙ୍କ ଦାଦା ଓ୍ୱାଇଏସ୍ ବିବେକାନନ୍ଦ ରେଡ୍ଡିଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଏଣୁ ଏହାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ଜଗନମୋହନ। ଆଜି ହାଇଦ୍ରାବାଦରେ ରାଜ୍ୟପାଳଙ୍କୁ ଭେଟି ଏନେଇ ଦାବି କରିଛନ୍ତି। ଏହାସହ ସେ...

voter
ସରକାରଙ୍କ ମାଳ ମାଳ ଯୋଜନା ସତ୍ତ୍ୱେ ପହଞ୍ଚୁନି ସୁଫଳ

ଭୁବନେଶ୍ୱର :  ଗରିବ ଲୋକଙ୍କ ପାଇଁ ସରକାରଙ୍କ ମାଳ ମାଳ ଯୋଜନା, ନିର୍ବାଚନ ସମୟରେ ଅନେକ ବାହାସ୍ଫୋଟ। ହେଲେ ଅସଲରେ କିନ୍ତୁ କେତେ ଫାଇଦା ପାଉଛନ୍ତି ତଳସ୍ତରର ଲୋକେ ତାର କିଛି ବାସ୍ତବ ଚିତ୍ର ଦେଖିବାକୁ ମିଳିଛି। ନିର୍ବାଚନରେ ୟାକୁ କେହି ମୁଦ୍ଦା କରୁ ବା ନକରୁ ଭୋଟର...

bjd
ନବୀନ ନିବାସରେ ପହଞ୍ଚିଲା ବିଜେଡି ଅସନ୍ତୋଷ

ଭୁବନେଶ୍ୱର :  ନବୀନ ନିବାସରେ ମିଶ୍ରଣ ପର୍ବ। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା, ଧରିଛନ୍ତି ଶଙ୍ଖ। ସେପଟେ ଦଳରେ କିନ୍ତୁ ବଢ଼ିବାରେ ଲାଗିଛି ଅସନ୍ତୋଷ। ନିର୍ବାଚନ ମଣ୍ଡଳୀ ଛାଡ଼ି ସିଧା ନବୀନ ନିବାସ ଆସି, ବିଧାୟକଙ୍କ ବିରୋଧରେ ଫେରାଦ ହେଉଛନ୍ତି ଆଶାୟୀ ପ୍ରାର୍ଥୀ।...

dilip
ଆସନ୍ତାକାଲି ବିଜେଡିରେ ମିଶି ପାରନ୍ତି ଦିଲ୍ଲୀପ ରାୟ

ଭୁବନେଶ୍ୱର :  ଆସନ୍ତାକାଲି ବିଜେଡିରେ ମିଶି ପାରନ୍ତି ଦିଲ୍ଲୀପ ରାୟ। ଆଜି ସନ୍ଧ୍ୟାରେ ଦିଲ୍ଲୀପ ରାୟ ନବୀନ ନିବାସ ଆସି ଆଲୋଚନା କରି ଫେରିଛନ୍ତି। ନବୀନ ନିବାସ ଆସି ଦିଲୀପ ଆଲୋଚନା କରିବା ପରେ ତାଙ୍କର ବିଜେଡିକୁ ଯିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ତେବେ ଏ ନେଇ...

chau pattnaik
'ଚ୍ୟାଉ ପଟ୍ଟନାୟକଙ୍କୁ ଟିକେଟ ନଦେଲେ ଅସନ୍ତୋଷ ବଢ଼ିବ'

ବ୍ରହ୍ମପୁର : ଟିକେଟ ଘୋଷଣା ପୂର୍ବରୁ ବ୍ରହ୍ମପୁର ବିଜେଡିରେ ବିଦ୍ରୋହର ପଦଧ୍ୱନୀ। ବ୍ରହ୍ମପୁରର ସିଟିଂ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଟିକେଟ କଟିବା ଚର୍ଚ୍ଚା ପରେ ବିଜେଡିରେ ଦେଖାଦେଇଛି ତୀବ୍ର ଅସନ୍ତୋଷ। ଏହାକୁ ନେଇ ବ୍ରହ୍ମପୁରରେ ଆଜି ଅପରାହ୍ନରେ ବିଜେଡିର ଏକ କର୍ମୀ ସମ୍ମିଳନୀ ବସିଥିଲା। ଯେଉଁଥିରେ...

puri
ପୁରୀ ପୌରସଂସ୍ଥାର ବାକି ପଡ଼ିଛି କୋଟିଏରୁ ଅଧିକ ଟଙ୍କାର ହୋଲ୍ଡିଂ ଟ୍ୟାକ୍ସ

ପୁରୀ (ମଧୁସୂଦନ ମିଶ୍ର) : ପୁରୀ ପୌର ସଂସ୍ଥାର ବାକି ପଡ଼ିଛି କୋଟିଏରୁ ଅଧିକ ଟଙ୍କାର ହୋଲ୍ଡିଂ ଟାକ୍ସ। ସହରର ଶତାଧିକ ହୋଟେଲ, ରେଷ୍ଟୁରାଣ୍ଟ, ଲଜିଂ ଦେଇ ନାହାଁନ୍ତି କର। ଟାକ୍ସ ଦେଇନଥିବା ତାଲିକାରେ ରହିଛି ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି। ବର୍ଷ ବର୍ଷ ଧରି ହୋଲ୍‌ଡିଂ ଟାକ୍ସ...

raid
ବାଲେଶ୍ୱର ଜିଲ୍ଲାର ବିଭିନ୍ନ ହୋଟେଲ ଉପରେ ଚଢ଼ାଉ

ବାଲେଶ୍ୱର ( ରଶ୍ମିରଂଜନ ଦାସ୍‌) : ବାଲେଶ୍ୱର ଜିଲ୍ଲାର ବିଭିନ୍ନ ହୋଟେଲ ଉପରେ ଚଢ଼ାଉ। ସହରର ବଡ଼ ବଡ଼ ହୋଟେଲରେ ଚଢ଼ାଉ କରି ରନ୍ଧା ଖାଦ୍ୟର ମାନ ଯାଞ୍ଚ କରିଛନ୍ତି ଫୁଡ ସିକ୍ୟୁରିଟି ଅଫିସର। ଶୁକ୍ରବାର ୩୫ କେଜି ବାସି ରନ୍ଧାଖାଦ୍ୟ ଜବତ କରାଯାଇ ନଷ୍ଟ କରାଯାଇଥିଲା। ବାଲେଶ୍ୱର...

priti
ବିଜେଡି ଛାଡିଲେ ଦାମଙ୍କ ଝିଅ ପ୍ରୀତିନନ୍ଦା ରାଉତରାୟ

ଭୁବନେଶ୍ୱର : ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହେବାପରେ ତାଙ୍କ ଝିଅ ତଥା ଭୁବନେଶ୍ୱରର କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ପିତାଙ୍କ ବିରୁଦ୍ଧରେ ଯାଇ ପୁଅ ସମ୍ବିତ ରାଉତରାୟ ଏବେ ବି ବିଜେଡିର ସମ୍ପାଦକ ଭାବେ କାର୍ଯ୍ୟ...

cpi
ସିପିଏମ୍‌ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର : ଆଗାମୀ ଲୋକସଭା ନିର୍ବାଚନ ପାଇଁ ସିପିଏମ୍‌ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏନେଇ ସିପିଆଇର ସେଣ୍ଟ୍ରାଲ କମିଟି ପକ୍ଷରୁ ଏକ ପ୍ରେସ୍‌ ଇସ୍ତାହାରରେ ଘୋଷଣା କରାଯାଇଛି। ଏଥିରେ ୪୫ଜଣ ପ୍ରାର୍ଥୀଙ୍କ ନାଁ ରହିଛି। ଭୁବନେଶ୍ୱର ଲୋକସଭା ପାଇଁ ଜନାର୍ଦ୍ଦନ ପତିଙ୍କୁ ଦଳ...