• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

4
ଏପ୍ରିଲ୍ ୧୧ରୁ ମେ ୧୯ ଯାଏ ୭ଟି ପର୍ଯ୍ୟାୟରେ ହେବ ଲୋକସଭା ନିର୍ବାଚନ

ନୂଆଦିଲ୍ଲୀ : ଘୋଷଣା ହୋଇଛି ସପ୍ତଦଶ ଲୋକସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ତାରିଖ। ଏହା ସହ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା।   ୭ଟି ପର୍ଯ୍ୟାୟରେ ସପ୍ତଦଶ ଲୋକସଭା ନିର୍ବାଚନ ଲାଗି ଭୋଟ ଗ୍ରହଣ...

mao
ଜଙ୍ଗଲ କଟାକୁ ବିରୋଧ କରି ମାଓ ପୋଷ୍ଟର

ଉମରକୋଟ (କାର୍ତ୍ତିକ ମଲ୍ଲିକ) : ଜଙ୍ଗଲ କଟାକୁ ବିରୋଧ କରି ମାଓ ପୋଷ୍ଟର। ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଛତିଶଗଡ଼ ଜଙ୍ଗଲରେ ଲାଗିଛି ମାଓ ପୋଷ୍ଟର। ଜଙ୍ଗଲ କାଟିଲେ ହାତ କଟାଯିବ ବୋଲି ବିଭିନ୍ନ ପୋଷ୍ଟରରେ ଉଲ୍ଲେଖ ରହିଛି।  ଏହା ସହ ଜଙ୍ଗଲ ଧ୍ୱଂସ କରୁଥିବା ମୁଖ୍ୟ ଲୋକଙ୍କୁ ମୃତ୍ୟୁଦଣ୍ଡ...

1
ଏପ୍ରିଲ ୧୧ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ୍

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆଜିଠୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ସହ ମତଦାନ ତାରିଖ ଘୋଷଣା ହୋଇଛି। ଜାତୀୟ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇ କହିଛନ୍ତି ଯେ, ସମଗ୍ର ଦେଶର ମୋଟ...

villager
ହଜିଯାଉଥିବା କୁଟୀର ଶିଳ୍ପକୁ ଉଦ୍‌ଜୀବିତ କଲେ ମହିଳା

ବାରିପଦା (ମାଣିକ୍‌ ଲାଲ୍‌ ପାଣି) : ହଜିବାକୁ ବସିଲାଣି କୁଟୀର ଶିଳ୍ପ, ତଥାପି ଏହାକୁ ଉଦ୍‌ଜୀବିତ କରିବାକୁ ନିଆରା ପ୍ରାୟସ ଜାରି ରଖିଛନ୍ତି ମୟୁରଭଞ୍ଜ ଜିଲ୍ଲାର ଅପହଞ୍ଚ ଇଲାକାର ମହିଳା। ବାଉଁଶ ପାତିରେ ନିର୍ମାଣ ହୋଇଛି ସୁନ୍ଦର ସୁନ୍ଦର କାରୁକାର୍ଯ୍ୟ। କେହି ଏଥିରେ ପକ୍ଷୀ ତିଆରି କରୁଛି ତ...

modi
CISFର ୫୦ତମ ପ୍ରତିଷ୍ଠା ଦିବସ ; ଯବାନଙ୍କୁ ପିଏମ୍ ମୋଦିଙ୍କ ସମ୍ବୋଧନ

ନୂଆଦିଲ୍ଲୀ : ଦେଶର ସୁରକ୍ଷାରେ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ବା CISFର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ସ୍ୱତନ୍ତ୍ର ଭାରତର ସ୍ୱପ୍ନ ପୂରଣରେ ସିଆଇଏସଏଫ୍‌ ସବୁବେଳେ ନିଜ ଗୁରୁ ଦ୍ୱାୟିତ୍ୱ ନିର୍ବାହ କରିଆସିଛି। CISFର ୫୦ ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏକଥା...

india
ମୋହାଲିରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ମ୍ୟାଚ୍

ମୋହାଲି : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୋହାଲିରେ ଖେଳାଯାଉଛି ଚତୁର୍ଥ ଦିନିକିଆ। ଟସ୍ ଜିତି ଟିମ୍‌ ଇଣ୍ଡିଆ ବ୍ୟାଟିଂ କରୁଛି। ଗତ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ମାତ୍ ଖାଇବା ପରେ ରାହୁଲ, ପନ୍ଥ, ଚଚଲ, ଭୁବନେଶ୍ୱର କୁମାରଙ୍କୁ ଟିମ୍‌ରେ ନିଆଯାଇଛି। ତେବେ ଦଳରୁ ବାଦ୍‌ ପଡ଼ିଛନ୍ତି ରାୟଡ଼ୁ,...

ethiopia
ଇଥିଓପିଆରେ ଭୟାବହ ବିମାନ ଦୁର୍ଘଟଣା

ଇଥିଓପିଆ : ଇଥିଓପିଆରେ ଭୟାବହ ବିମାନ ଦୁର୍ଘଟଣା। ଇଥିଓପିଆ ଏୟାରଲାଇନସର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ୧୪୯ଜଣ ଯାତ୍ରୀ ଓ ୮ଜଣ ବିମାନ କର୍ମଚାରୀ ଥିଲେ। ଇଥିଓପିଆର ବୋଲେ ଇଣ୍ଟରନେସନାଲ ବିମାନବନ୍ଦରରୁ ବୋଇଂ ୭୩୭ଟି ବିମାନ କେନିଆ ଅଭିମୁଖେ ଆଜି ସକାଳେ ନିୟମିତ ଉଡାଣ ଆରମ୍ଭ...

dama
ବିଜେପିରେ ଯୋଗ ଦେବେ କି ଦାମ ?

ଭୁବନେଶ୍ୱର : ବରିଷ୍ଠ ନେତା ଦାମୋଦର ରାଉତଙ୍କ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା। ଦିଲ୍ଲୀରୁ ଫେରିବା ପରେ OTVକୁ ପ୍ରତିକ୍ରିୟା ଦେଇ ଦାମ କହିଛନ୍ତି  ଯେ ବିଜେପିରେ ଯୋଗ ଦେବା ପାଇଁ ପ୍ରସ୍ତାବ ଆସିଛି; କିନ୍ତୁ ହଁ କରିନି କି ନାହିଁ କରିନି। ସେପଟେ କଂଗ୍ରେସ ମଧ୍ୟ...

ଜୋମମୋ ପଦହେଈ
ବିଜୁ ପକ୍କାଘରକୁ ନେଇ ବିଜେଡି-ବିଜେପି କଳି

ଭୁବନେଶ୍ୱର : ବିଜୁ ପକାଘରକୁ ନେଇ ବଢୁଛି ବିଜେଡି- ବିଜେପି କଳି। ଆଜି ସରକାର ୨୦ ଲକ୍ଷ ଘର କରିଥିବା ନେଇ ଦେଇଥିବା ରାଜ୍ୟ ସରକାରଙ୍କ ବିଜ୍ଞାପନ ଉପରେ ଆପତ୍ତି ଉଠାଇ, ଏଥିରେ କେନ୍ଦ୍ରର ଭାଗ କେତେ ବୋଲି ପ୍ରଶ୍ନ କରିଛି ବିଜେପି। ଦଳର ମୁଖପାତ୍ର ଅଭିଯୋଗ କରିଛନ୍ତି...

nn
ସୁନ୍ଦରଗଡ଼ରୁ ନିଖୋଜ ନାବାଳିକା ଉତ୍ତରପ୍ରଦେଶରୁ ଉଦ୍ଧାର

ସୁନ୍ଦରଗଡ଼ (ବିଜୟ ବରୁଆ) : ସୁନ୍ଦରଗଡ଼ରୁ ନିଖୋଜ ନାବାଳିକା ୧୨ ଦିନ ପରେ ଉତ୍ତରପ୍ରଦେଶରୁ ଉଦ୍ଧାର। ଉତ୍ତରପ୍ରଦେଶ ମୁଜାଫରନଗରରୁ ଉଦ୍ଧାର କରିଛି ଲେଫ୍ରିପଡ଼ା ପୁଲିସ। ଆଜି ଏକ ପ୍ରେସ୍‌ମିଟ୍‌ରେ ଏହି ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ର। ଚାକିରି ଦେବା ନାଁରେ ନାବାଳିକାକୁ ଉତ୍ତରପ୍ରଦେଶ ନେଇ ଦଲାଲ...

wedding5
ଶିଳ୍ପପତି ମୁକେଶ ଅମ୍ବାନିଙ୍କ ପୁଅଙ୍କ ହାଇପ୍ରୋଫାଇଲ୍ ମ୍ୟାରେଜ୍

ମୁମ୍ବାଇ : ଦେଶର ସବୁଠୁ ବଡ଼ ବ୍ୟବସାୟୀ ମୁକେଶ ଓ ନୀତା ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଅମ୍ବାନୀଙ୍କ ଆଜି ବାହାଘର। ହୀରା ବ୍ୟବସାୟୀ ରସେଲ୍ ମେହେଟ୍ଟାଙ୍କ ଝିଅ ଶ୍ଲୋକା ମେହେଟାଙ୍କୁ ବିବାହ କରୁଛନ୍ତି ଦେଶର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀ। ପ୍ରତିଷ୍ଠିତ ହୀରା...

gg
୧୧ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ

ରାଉରକେଲା( ସତ୍ୟାନନ୍ଦ ମହାନ୍ତି) : ରାଉରକେଲା ରେଳବାଇ କଲୋନୀ ଅଞ୍ଚଳର ଜଣେ ୧୧ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ୍‌। ନାବାଳିକାଟି ଘର ଆଗରେ ଖେଳୁଥିବା ବେଳେ ଅଭିଯୁକ୍ତ ନେଗଲୁ ଓରଫ ଅଜୟ ରାଓ ଉକ୍ତ ନାବାଳିକାକୁ ଉଠାଇ ନେଇ ଦୁଷ୍କର୍ମ କରିବା ପରେ ଫେରାର...

india
ଟିମ୍ ଇଣ୍ଡିଆ ଆର୍ମି କ୍ୟାପ୍ ପିନ୍ଧି ପଡ଼ିଆକୁ ଓହ୍ଲାଇବା ଘଟଣା : ଆପତ୍ତି ଉଠାଇଲା ପାକିସ୍ତାନ

ରାଞ୍ଚି : ରାଞ୍ଚିରେ ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆରେ ବିରାଟ ବାହିନୀ ଆର୍ମି କ୍ୟାପ୍ ପିନ୍ଧି ପଡ଼ିଆକୁ ଓହ୍ଲାଇବା ଘଟଣାରେ ଆପତ୍ତି ଉଠାଇଛି ପାକିସ୍ତାନ। ଖେଳକୁ ରାଜନୀତିକରଣ କରାଯାଉଛି ବୋଲି ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସି କହିଛନ୍ତି। ତେଣୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ-ଆଇସିସି ଏହାକୁ ଗୁରୁତର...

pak
ସତ ମାନୁନି ପାକିସ୍ତାନ

ନୂଆଦିଲ୍ଲୀ :  ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ପରେ ମିଛ ପରେ ମିଛ କହି ଚାଲିଛି ପାକିସ୍ତାନ। ପକ୍କା ପ୍ରମାଣ ଥାଇ ବି ପଦାରେ ପଡିଯିବା ଭୟରେ ସତ ମାନୁନି ପାକିସ୍ତାନ। ଲଢୁଆ ବିମାନ ଏଫ୍‌-୧୬କୁ ଭାରତ ବିରୋଧରେ ବ୍ୟବହାର କରିଥିବାର ବଳିଷ୍ଠ ପ୍ରମାଣ ଥିଲେ ବି ଏହାକୁ ମାନିବାକୁ...

kalia2
କନ୍ଧମାଳ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବାଲିଗୁଡ଼ା(ଅଜିତ୍‌ ନାୟକ) : କନ୍ଧମାଳ ଗସ୍ତରେ ମୁଖ୍ୟମନ୍ତ୍ରୀ। ମହାସିଙ୍ଗ ଠାରେ ଆୟୋଜିତ କାଳିଆ ସମାବେଶରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ସେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ କହିଥିଲେ। ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମିଶନ ଶକ୍ତି ଜରିଆରେ ମହିଳା ସ୍ୱଂୟ ସହାୟିକା...

medical
ଡାକ୍ତରଖାନାରେ ବର୍ଷ ବର୍ଷ ଧରି ଝୁଲୁଛି ତାଲା, ଚିକିତ୍ସା ନପାଇ ରୋଗୀ ହନ୍ତସନ୍ତ

ଫୁଲବାଣୀ ( ତ୍ରିନାଥ ସାହୁ) :  ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ନିର୍ମାଣ ହେଉଛି ଚିକିତ୍ସାଳୟ। ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। କିନ୍ତୁ ସରକାର ଓ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ଏସବୁ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ଲୋକେ। ଡାକ୍ତର ନଥିବାରୁ ଡାକ୍ତରଖାନାରେ ବର୍ଷ ବର୍ଷ...

child rescured
ପାଟଣାଗଡ଼ ମେଡିକାଲରୁ ଚୋରି ଶିଶୁପୁତ୍ରକୁ ଉଦ୍ଧାର କଲା ପୁଲିସ୍

ପାଟଣାଗଡ଼ : ୩ ଦିନ ପରେ ମିଳିଲା ପାଟଣାଗଡ଼ ହସ୍ପିଟାଲରୁ ଚୋରି ହୋଇଥିବା ଶିଶୁପୁତ୍ର। ପୁଲିସ ଶିଶୁକୁ ଉଦ୍ଧାର କରି ମାଆକୁ ହସ୍ତାନ୍ତର କରିଛି। ଏହି ଘଟଣାରେ ସଂପୃକ୍ତ ଜଣେ ମହିଳାଙ୍କ ସମେତ ଆଉ ଜଣଙ୍କୁ ଗିରଫ କରିଛି ପୁଲିସ। ଗତ ୬ ତାରିଖରେ ପାଟଣାଗଡ଼ ହସ୍ପିଟାଲରୁ ମାଆ...

satya
କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଠିକ୍‌ ନୁହେଁ : ସତ୍ୟ ପ୍ରକାଶ ନାୟକ

ଭୁବନେଶ୍ୱର :  ବିଭିନ୍ନ ସୋଶାଲ୍ ମିଡ଼ିଆରେ ଘୂରି ବୁଲୁଥିବା କଂଗ୍ରେସ୍‌ର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଠିକ୍ ନୁହେଁ । କଂଗ୍ରେସ ମିଡ଼ିଆ ସେଲ୍ ମୁଖ୍ୟ ସତ୍ୟ ପ୍ରକାଶ ନାୟକ ଆଜି ଏହା ସ୍ପଷ୍ଟ କରିଛନ୍ତି। ଗତକାଲି କଂଗ୍ରେସର ପ୍ରଦେଶ ନିର୍ବାଚନ କମିଟି ବୈଠକ ପରେ ରାଜ୍ୟର ୨୧ ଲୋକସଭା...

tree
ଜାତୀୟ ରାଜପଥ ପ୍ରଶସ୍ତୀକରଣ ପାଇଁ ଗଛ ସ୍ଥାନାନ୍ତର

ବାଲିଗୁଡ଼ା( ଅଜିତ୍‌ କୁମାର ନାୟକ) : ମୂଲ୍ୟବାନ ଗଛଗୁଡିକୁ କଟା ନ ଯାଇ ତାକୁ ଅନ୍ୟ ସ୍ଥାନରେ ଲଗାଇବାକୁ ବନବିଭାଗର ପ୍ରୟାସ। କନ୍ଧମାଳ ଜିଲ୍ଲାରେ ପ୍ରଥମ ଥର ଲାଗି ଏଭଳି ଉପାୟ ଗ୍ରହଣ କରିଛି ବାଲିଗୁଡା ବନଖଣ୍ଡ। ବାଲିଗୁଡା ଓ ଦାରିଙ୍ଗବାଡି ମଧ୍ୟରେ ୫୯ ନମ୍ବର ଜାତୀୟ ରାଜପଥର...