• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

dama-bishnu
ପୁଣି ଦାମ-ବିଷ୍ଣୁଙ୍କ ଆକ୍ଷେପ-ପ୍ରତିଆକ୍ଷେପ ଆରମ୍ଭ

ଭୁବନେଶ୍ୱର : ପୁଣି ତୁତୁ ମେଁମେଁ ହେଲେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଦାମୋଦର ରାଉତ ଓ ବିଷ୍ଣୁ ଦାସ। ଦାମ ବିଜେପିକୁ ଯିବା ପରେ ପୁଣି ଆକ୍ଷେପ-ପ୍ରତିଆକ୍ଷେପ ଆରମ୍ଭ ହୋଇଛି। ଆଜି ଦାମ କହିଛନ୍ତି ବିଷ୍ଣୁଙ୍କୁ ମୁଁ ରାଜନୀତିକୁ ଆଣିଥିଲି। ତାଙ୍କର ରାଜନୈତିକ ଚରିତ୍ର ନାହିଁ। ସେ ଜଣେ...

prakash
କଂଗ୍ରେସ ଛାଡ଼ିଲେ ସାଲେପୁର ବିଧାୟକ ପ୍ରକାଶ ବେହେରା

ସାଲେପୁର : କଂଗ୍ରେସ ଛାଡ଼ିଲେ ଆଉ ଜଣେ ବିଧାୟକ। ସାଲେପୁର ବିଧାୟକ ପ୍ରକାଶ ବେହେରା ଆଜି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।  ଆଜି ସେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି, ଦଳରେ ତାଙ୍କୁ ବାରମ୍ବାର ଅଣଦେଖା କରାଯାଇଛି। ...

protest
ବିଧାୟକଙ୍କ ବିରୋଧରେ ନବୀନ ନିବାସରେ ଫେରାଦ

ଭୁବନେଶ୍ୱର : ବିଜେଡ଼ି ବିଧାୟକମାନଙ୍କୁ ବିରୋଧ କରି ନବୀନ ନିବାସରେ ଫେରାଦ। ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କୁ ବିରୋଧ କରି ତାଙ୍କ ନିର୍ବାଚନମଣ୍ଡଳୀର କିଛି ନେତା କର୍ମୀ ନବୀନ ନିବାସ ଆସିଛନ୍ତି। ବିଧାୟକ ପିସି କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗ କରି ତାଙ୍କୁ  ଟିକେଟ ନ ଦେବା ଲାଗି...

niranjan
କଂଗ୍ରେସର ଟିକଟ କସରତ

ଭୁବନେଶ୍ୱର : ୧୫ଟି ଲୋକସଭା ଓ ୧୦୫ଟି ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଚୟନ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖୁବ୍ ଶୀଘ୍ର ତାଲିକା ଘୋଷଣା କରାଯିବ। ୩ଟି ଲୋକସଭା ଆସନ ପାଇଁ ଜେଏମ୍ଏମ୍, ସିପିଆଇ ଓ ସିପିଏମ୍ ସହ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି। ଏହି...

video
ବାଲାକୋଟ ଆକ୍ରମଣରେ ଆତଙ୍କବାଦୀଙ୍କ ମୃତ୍ୟୁ ସ୍ୱୀକାର କଲା ପାକ୍‌ ସେନା

ଇସଲାମାବାଦ : ବାଲାକୋଟରେ ଭାରତୀୟ ବାୟୁସେନା ଆକ୍ରମଣରେ ଆତଙ୍କବାଦୀଙ୍କ ମୃତ୍ୟୁ ଏବଂ ତାଙ୍କ ପ୍ରଶିକ୍ଷଣ ଶିବିର ଧ୍ୱଂସ ନେଇ ମିଳିଲା ଆଉ ଏକ ପ୍ରମାଣ। IAF ଆକ୍ରମଣରେ ୨୦୦ରୁ ଅଧିକ ଆତଙ୍କବାଦୀଙ୍କ ମତ୍ୟୁ ହୋଇଥିବା ନେଇ ପାକିସ୍ତାନ ସେନା ଅଧିକାରୀ ମାନିଥିବା ଦାବି କରିଛନ୍ତି। ଆମେରିକାର ଜଣେ ସାମାଜିକ...

deadbody
କୂଅରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ସୁବର୍ଣ୍ଣପୁର ( ରବିନ୍ଦ୍ର ହୋତା) : କୂଅରୁ ଭାସୁଥିବା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ। ମୃତକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ମହଦା ପଂଚାୟତ ବ୍ରାହ୍ମଣୀପାଲି ଗାଁର ସୁଶାନ୍ତ ନାଏକ। ଗତ ୧୦ ତାରିଖରେ ସୁଶାନ୍ତ ପିପିଲିପାଲି ଗାଁକୁ ବରଯାତ୍ରୀ ଆସି ଆଉ ଫେରିନଥିଲେ। ତାଙ୍କ ପରିବାର ଲୋକ ବହୁ...

exam--1
ଆଜି ରାଜନୀତି ବିଜ୍ଞାନ ବିଷୟରେ ପରୀକ୍ଷା

ଭୁବନେଶ୍ୱର : ଯୁକ୍ତ ୨ରେ ଆଜି କଳା ବିଭାଗର ଛାତ୍ରଛାତ୍ରୀ ରାଜନୀତି ବିଜ୍ଞାନ ବିଷୟରେ ପରୀକ୍ଷା ଦେବେ। ଗତକାଲି ଦେବଗଡ଼ କଲେଜରେ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ବେଳେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରୀକ୍ଷାର୍ଥୀ କପି କରିବାକୁ ଜିଦ୍ ଧରିଥିଲେ। ତେଣୁ ଆଜିର ପରୀକ୍ଷାରେ କପି ରୋକିବାକୁ...

dama-jhigh cout
ଦାମଙ୍କ ବିରୋଧରେ ଥିବା ଜାତିଆଣ ଆକ୍ଷେପ ମାମଲାକୁ ରଦ୍ଦ କଲେ ହାଇକୋର୍ଟ

ଭୁବନେଶ୍ୱର : ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ମିଳିଛି ଆଶ୍ୱସ୍ତି। ତାଙ୍କ ବିରୋଧରେ ହୋଇଥିବା ଜାତିଆଣ ଆକ୍ଷେପ ମାମଲାକୁ ରଦ୍ଦ କରି ଦେଇଛନ୍ତି ହାଇକୋର୍ଟ। ସୂଚନା ଯେ,୨୦୧୦ ମସିହାରେ ଦାମୋଦର ରାଉତ ଏକ ସାଧାରଣ ସଭାରେ ଜାତିଆଣ ଆକ୍ଷେପ କରିଥିଲେ। ଏନେଇ ମନୋଜ ଭୋଇ ନାମକ ଜଣେ...

match
ଆଜି ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍‌ର ନିର୍ଣ୍ଣାୟକ ମ୍ୟାଚ୍‌

ନୂଆଦିଲ୍ଲୀ :  ଆଜି ଦିଲ୍ଲୀର ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ଖେଳାଯିବ ଭାରତ- ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍‌ର ୫ମ ତଥା ଶେଷ ନିର୍ଣ୍ଣାୟକ ମ୍ୟାଚ୍‌। ବଡ଼ ସ୍କୋର କରିବା ସତ୍ତ୍ୱେ ମୋହାଲି ମୁକାବିଲାରେ ଭାରତର ପରାଜୟ ଟିମ୍ ପାଇଁ ଚାପ ସୃଷ୍ଟି କରିଛି। ସେପଟେ ଲଗାତାର ଦୁଇଟି ମ୍ୟାଚ୍‌...

airlines
ବୋଇଂ 737-MAX ସମସ୍ୟା ; ଜରୁରୀ ବୈଠକ ଡାକିଲେ ବେସାମରିକ ବିମାନ ଚଳାଚଳ ସଚିବ

ନୂଆଦିଲ୍ଲୀ :  ବୋଇଂ 737-MAX ସମସ୍ୟାକୁ ନେଇ ଜରୁରୀ ବୈଠକ ଡାକିଲେ ବେସାମରିକ ବିମାନ ଚଳାଚଳ ସଚିବ। ସମସ୍ତ ଏୟାର୍‌ ଲାଇନ୍ସକୁ ନେଇ ଅପରାହ୍ନ ୪ ଟାରେ ବୈଠକ ଡକାଯାଇଛି। ୫ ମାସ ଭିତରେ ଏହି ମଡେଲ୍‌ର ବିମାନ ଦୁଇ ଥର ଦୁର୍ଘଟଣାଗ୍ରସ୍ତ ହେବା ପରେ DGCA ଏହାର...

gg
ବାହା ହେବାକୁ ଆସିଥିବା ବର ଅଧାବାଟରୁ ଚମ୍ପଟ

ବାଲେଶ୍ୱର : ଅଧାରେ ଅଟକିଲା ବାହାଘର। ପୁଲିସ୍‌ ପିଛା କରିବାରୁ ଅଧାବାଟରୁ ଚମ୍ପଟ ମାରିଲା ବର। ଏଭଳି ଘଟଣା ଘଟିଛି ବାଲେଶ୍ୱର ସୋର ଅଞ୍ଚଳରେ। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଜଗନ୍ନାଥପୁର ଗାଁର ଜିତେନ୍ଦ୍ର ନାୟକ ନାମକ ଜଣେ ଯୁବକ ସୋର ଥାନା ଅଞ୍ଚଳର ଯୁବତୀଙ୍କୁ ବିବାହ କରିବା...

bomb
କାର ଉପରକୁ ବୋମା ମାଡ଼ କରି ଦୁର୍ବୃତ୍ତ ଫେରାର

ଖୋର୍ଦ୍ଧା  (ବଳରାମ ଲେଙ୍କା) : ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ଶ୍ରୀରାମନଗରରେ ବୋମାମାଡ଼। ଜଣେ ବ୍ୟକ୍ତିଙ୍କ ଘର ଆଗରେ ଥିବା କାର ଉପରକୁ ବୋମା ମାଡ଼ କରି ଦୁର୍ବୃତ୍ତ ଚମ୍ପଟ୍ ମାରିଛି। ସିସିଟିଭିରେ କଏଦ୍ ହୋଇଛି ଏହି ବୋମାମାଡ଼ ବେଳର ଦୃଶ୍ୟ। ୨ ଜଣ ଦୁର୍ବୃତ୍ତ ଆସି କାର...

oslf
ଅଭିଯୁକ୍ତ ପ୍ରକାଶଙ୍କ ସପକ୍ଷରେ ବାହାରିଲା ଷ୍ଟୁଡେଣ୍ଟ ଲିଡର୍ସ ଫୋରମ

ଭୁବନେଶ୍ୱର : ସହିଦ ନଗର ଥାନାରେ ପୁଲିସକୁ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀଙ୍କ ସପକ୍ଷରେ ବାହାରିଛି ଓଡିଶା ଷ୍ଟୁଡେଣ୍ଟ ଲିଡର୍ସ ଫୋରମ। ଜଣେ ଯୁବନେତା ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରନେତାଙ୍କୁ ପୁଲିସ ମାଡ ମାରିବା, ସିଲଟ ଧରାଇବା ଭଳି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛି...