ପାଣାଜି : ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମିରାମାର ବିଚ୍ରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯିବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ପାରିକରଙ୍କ ପାର୍ଥୀବ ଶରୀର ପାଞ୍ଜିମ ସ୍ଥିତ ରାଜ୍ୟ ବିଜେପି ମୁଖ୍ୟାଳୟରୁ ଏକ ଶୋଭାଯାତ୍ରାରେ କଳା ଏକାଡେମୀକୁ ନିଆଯାଇଥିଲା। ସେଠାରେ ସାଧାରଣ...
କେନ୍ଦ୍ରାପଡ଼ା ( ମନୋଜ ସ୍ୱାଇଁ) : ଗରିବୀ ସାଙ୍ଗକୁ ରୋଗ ଦାଉ। ୨୦ ବର୍ଷ ହେଲା ଗଳା କର୍କଟ ରୋଗରେ ଯନ୍ତ୍ରଣା ଭୋଗୁଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ବାରୁଅ ଗାଁର ପୁରୁଷୋତ୍ତମ ଦାସ। ଯାହା କିଛି ସମ୍ବଳ ଥିଲା ସବୁ ବିକିଭାଙ୍ଗି ପୁରୁଷୋତ୍ତମଙ୍କ ଚିକିତ୍ସା କଲେ ପରିବାର ଲୋକେ। ହେଲେ...
ନୟାଗଡ଼( ସତ୍ୟ ନାରାୟଣ ସୁରଜଗ୍ଦେବ) : ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଅଫିସ ଆଗରେ ମହିଳାଙ୍କ ଧାରଣା। ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାରଣା ଦେଇଛନ୍ତି ଫତେଗଡ଼ ଥାନା ବାଇଗୁଣିଆ ଗାଁର ଶ୍ରଦ୍ଧାଞ୍ଜଳି ପ୍ରଧାନ। ନୂଆଗାଁ ଅଞ୍ଚଳ ସଂପଡା ଗାଁର ସନ୍ତୋଷ ନାୟକଙ୍କୁ ବିବାହ କରିଥିଲେ ଶ୍ରଦ୍ଧାଞ୍ଜଳି। ବିବାହର ୪...
ଭୁବନେଶ୍ୱର : ମାଓ ଉପଦ୍ରୁତ, ଦୁର୍ଗମ ଅଞ୍ଚଳ ପାଇଁ ଭୋଟିଂ ସମୟ କଟକଣା ଜାରି ହୋଇଛି। ୨୨ଟି ବିଧାନସଭା କ୍ଷେତ୍ରରେ ମତଦାନ ସକାଳ ୭ଟାରୁ ଅପରାହ୍ନ ୪ଟା ମଧ୍ୟରେ କରାଯିବ। ସକାଳ ୭ଟାରୁ ମତଦାନ ହେବାକୁ ଥିବା ବିଧାନସଭା କ୍ଷେତ୍ରଗୁଡ଼ିକ ହେଲା- ମୋହନା, ଗୁଣପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର,...
ବ୍ରହ୍ମଗିରି (ରବି ନାରାୟଣ ପୂଜାରୀ) : ବ୍ରହ୍ମଗିରି ବିଧାୟକ ସଂଜୟ ଦାସବର୍ମାଙ୍କ ବିରୋଧରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ। ଗତକାଲି ସଂଜୟ ଦାସବର୍ମା ହେଲିକପ୍ଟରରେ ଆସି ଅପରାହ୍ନ ପ୍ରାୟ ୫ଟା ୧୫ ମିନିଟରେ ରେବଣା ନୂଆଗାଁ କେରାଣ୍ଡିଆ ହେଲିପ୍ୟାଡରେ ଅବତରଣ କରିଥିଲେ। ବିଜେପି ନେତା ଲଳିତେନ୍ଦୁ...
ପାଣାଜି : ପରଲୋକରେ ଗୋଆ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ପ୍ରତିରକ୍ଷାମନ୍ତ୍ରୀ ମନୋହର ପାରିକର। ୬୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କର ବିୟୋଗ ସଂପର୍କରେ ରାଷ୍ଟ୍ରପତି ରାମନାଥ ଗୋବିନ୍ଦ ଟୁଇଟ୍ କରିଛନ୍ତି। ଦୀର୍ଘ ଦିନ ହେଲା ପାନ୍କ୍ରିଆଟିକ୍ କ୍ୟାନସରରେ ପୀଡ଼ିତ ଥିଲେ ପାରିକର। କିଛି ଦିନ ହେଲା...
ଭୁବନେଶ୍ୱର : ମଧ୍ୟାହ୍ନ ଭୋଜନକୁ ନେଇ ବଢ଼ୁଛି ଅଡୁଆ। ଗୋଟିଏ ପଟେ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ। ଅନ୍ୟପଟେ ରାଜ୍ୟ ଫୁଡ୍ କମିଶନ୍। ରାଜ୍ୟର ଏକାଧିକ ସ୍କୁଲ୍ରେ ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ନେଇ ରିପୋର୍ଟ ମିଳିବା ପରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ। ଝାରସୁଗୁଡ଼ା ବୁଢ଼ୀପଦର ପ୍ରାଥମିକ ସ୍କୁଲରେ...
ବାଲେଶ୍ୱର/ ନୂଆପଡ଼ା/ ବୌଦ୍ଧ : ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ। ବାଲେଶ୍ୱରରେ ସଂଧ୍ୟାରେ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ପ୍ରବଳ ବେଗରେ ପବନ ବହିଥିଲା। ଫଳରେ କିଛି ଅଞ୍ଚଳରେ ଗଛପତ୍ର ଛିଣ୍ଡି ପଡ଼ିବା ସହ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। ସେହିପରି ନୂଆପଡ଼ା ଜିଲ୍ଲାର କୋମନା...
ଭୁବନେଶ୍ୱର : ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟା। ବିଜେଡିର ଟିକେଟ୍ କସରତ ଚାଲିଥିବା ବେଳେ ଗୀତା ମେହେଟାଙ୍କୁ ଆଜି ସେଠାରେ ଦେଖିବାକୁ ମିଳିଥିଲା। ନିର୍ବାଚନ ସମୟରେ ସେ ଆସିଥିବାରୁ ତାଙ୍କ ଉପସ୍ଥିତିକୁ ନେଇ ଅନେକ ଚର୍ଚ୍ଚା ହେଉଛି। ବିଜେଡିର ଷ୍ଟ୍ରାଟେଜିରେ ଗୀତାଙ୍କ...
ସମ୍ବଲପୁର (ସଂଜୟ ଜେନା) : ଆସୁଛି ରଙ୍ଗର ପର୍ବ ହୋଲି। ଏଥିପାଇଁ ବଜାରରେ ମିଳିଲାଣି ବିଭିନ୍ନ ରଙ୍ଗର ଅବିର। ସମ୍ବଲପୁର ସହରରେ ବିଶେଷ କରି ଗୋଲବଜାରରେ ବସିଥାଏ ରଙ୍ଗ ବଜାର। ବିଭିନ୍ନ ପ୍ରକାର ରଙ୍ଗ ସହ ପିଚ୍କାରି, ଚଷମା, ଟୋପି, ମୁଖା ଇତ୍ୟାଦିରେ ଭରପୁର ବଜାର। ରଙ୍ଗ ପ୍ୟାକେଟ୍ର...
କଟକ : ଗିରଫ ଅଭିଯୁକ୍ତକୁ ନେଇ ଦ୍ୱନ୍ଦ୍ୱ। ପୁରୁଣା ୱାରେଣ୍ଟ ଆଧାରରେ କଟକ ଲାଲ୍ବାଗ ପୁଲିସ୍ ଚନ୍ଦନ ମହାରଣା ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିବାକୁ ନେଇ ଦେଖାଦେଇଛି ବିବାଦ। ଚନ୍ଦନ କୌଣସି ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ନାହାନ୍ତି, ପୁଲିସ୍ ମିଛ ମାମଲାରେ ଗିରଫ କରିଥିବା ଚନ୍ଦନଙ୍କ ପରିବାର...
ନୂଆଦିଲ୍ଲୀ : ‘ଚୌକିଦାର ଚୋର ହୈ’ କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ଭର୍ତ୍ସନା କରୁଥିବାବେଳେ, ଏହାକୁ ରାଜନୈତିକ ପ୍ରସଙ୍ଗ ଭାବେ ଧରିଛନ୍ତି ମୋଦି। ଗତକାଲି ‘ମେଁ ଭି ଚୌକିଦାର’ ନାଁରେ ଏକ ପ୍ରଚାର ଗୀତର ପ୍ରଚଳନ ପରେ ଆଜି ନିଜର ଟ୍ୱିଟର ପେଜରେ ପରିବର୍ତ୍ତନ ଆଣିଛନ୍ତି ପ୍ରଧାନମନ୍ତ୍ରୀ।...