ନୂଆଦିଲ୍ଲୀ : ଦେଶର ପ୍ରଥମ ଲୋକପାଳ ହେଲେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷ। ତାଙ୍କ ନିଯୁକ୍ତି ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ଜଷ୍ଟିସ ଘୋଷଙ୍କୁ ଲୋକପାଳ ପାଇଁ ମନୋନୀତ କରିଥିଲା। ଲୋକପାଳରେ ଅନ୍ୟ...
ଭୁବନେଶ୍ୱର : ଲୋକାୟୁକ୍ତ ସଦସ୍ୟ ଚୟନ ନେଇ ବୈଠକ ଶେଷ। ରାଜ୍ୟ ଅତିଥି ଭବନରେ ବସିଥିବା ଏହି ବୈଠକରେ ଲୋକାୟୁକ୍ତ ସଦସ୍ୟଙ୍କ ନିଯୁକ୍ତି ନେଇ ଦୁଇ ଜଣଙ୍କ ନାଁ ସୁପାରିସ କରାଯାଇଛି। ଜଣେ ସଦସ୍ୟ ନ୍ୟାୟପାଳିକା କ୍ଷେତ୍ରରୁ ହୋଇଥିବାବେଳେ ଅନ୍ୟ ଜଣେ ସଦସ୍ୟ ଅଣନ୍ୟାୟପାଳିକା କ୍ଷେତ୍ରରୁ ରହିଛନ୍ତି। ...
ଭୁବନେଶ୍ୱର : ରାଜଧାନୀରେ ପୁଣିଥରେ ଘରେ ପଶି ଲୁଟିଲେ ଲୁଟେରା। ଦୁର୍ବୃତ୍ତ ମାନେ ତାଲାଭାଙ୍ଗି ଘରେ ପଶି ୪ଲକ୍ଷରୁ ଅଧିକ ଟଙ୍କାର ଗହଣା ଓ ଆସବାବପତ୍ର ଲୁଟ୍ କରିଥିବାର ଅଭିଯୋଗ ହୋଇଛି। ସୋମବାର ଦିନ ସହିଦନଗର ଥାନା ଅନ୍ତର୍ଗତ ବାସୁଆଘାଇ ନିକଟରେ ଏକ ଘରେ ଲୁଟ୍ ଚାଲିଥିବାବେଳେ ଅଚାନକ...
ପୁରୀ (ମଧୁସୂଦନ ମିଶ୍ର) : ପୁଣି ଉଠିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ। ଗତବର୍ଷ ମାର୍ଚ୍ଚ ମାସରେ ଭଣ୍ଡାର ମେକାପ ନାରାୟଣ ମେକାପ ରତ୍ନଭଣ୍ଡାରର ସ୍ଥିତି ଦୁର୍ବଳ ଥିବା ସ୍ପଷ୍ଟ କରିଥିଲେ। ଏହାସହ ବର୍ଷା ସମୟରେ ପାଣି ଗଳୁଥିବା ନେଇ ମଧ୍ୟ କହିଥିଲେ। ଏହାରି ଭିତରେ ଯାଂଚକୁ ପ୍ରାୟ...
ନୂଆଦିଲ୍ଲୀ : ୧୯ ଲୋକସଭା ନିର୍ବାଚନରେ ବିଜୟ ସହ ପୁଣି ଥରେ ଦିଲ୍ଲୀ ଗାଦି ଦଖଲ ପାଇଁ ଆକ୍ସନ ମୁଡ୍ରେ ବିଜେପି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ମେଁ ଭି ଚୌକିଦାର’ କ୍ୟାମ୍ପେନକୁ ଏବେ ଅଧିକ ଲୋକପ୍ରିୟ କରିବା ପାଇଁ ପ୍ରସ୍ତୁତ ହେଉଛି ବିଜେପି। ଘରେ...
ସାଲେପୁର ( ମନୋଜ ଆଚାର୍ଯ୍ୟ) : ସାଲେପୁର JMFC କୋର୍ଟ ଆଗରେ ଓକିଲ ସଂଘର ଆନ୍ଦୋଳନ ଜାରି ରହିଛି। ଫଳରେ ବାଧାପ୍ରାପ୍ତ ହୋଇଛି କୋର୍ଟ କଚେରୀ କାମ। ଆଇନଜୀବୀମାନେ ଆନ୍ଦୋଳନରେ ବସିଥିବାରୁ ଲୋକେ ନିରାଶ ହୋଇ ଫେରୁଛନ୍ତି। ଜଗତପୁର ଥାନାର ସମସ୍ତ କେସ୍ ସାଲେପୁର JMFC ପରିବର୍ତ୍ତେ କଟକ...
କଟକ : ଚାଉଳିଆଗଞ୍ଜ , କୁଞ୍ଜବିହାରି ମଠ ସ୍ଥିତ ଭାରତ ସ୍ୱାଭିମାନ ଟ୍ରଷ୍ଟ, ପତଞ୍ଜଳି କିସାନ ସେବା ସମିତି ଦ୍ୱାରା ସଂଚାଳିତ ସହ-ଯୋଗଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ଭାରତ ସ୍ୱାଭିମାନର ଜିଲ୍ଲା ପ୍ରଭାରୀ ସୁନିଲ୍ ଶର୍ମାଙ୍କ ତତ୍ତ୍ୱାବଧାନରେ ଏହି ୧୫ ଦିନିଆ ସହ-ଯୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିରଟି...
ବରଗଡ଼ : ପ୍ରାର୍ଥୀ ତାଲିକା ପ୍ରକାଶ ଓ ଟିକେଟ ବଣ୍ଟନକୁ ନେଇ ରାଜ୍ୟ କଂଗ୍ରେସରେ ବିଦ୍ରୋହ ଦେଖାଦେଇଛି। ବରଗଡ଼ର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ସାଧୁ ନେପାକ ଦଳରୁ ଇସ୍ତଫା ଦେଇଛନ୍ତି। ସାଧୁଙ୍କ ସହ ହଜାର ହଜାର ସମର୍ଥକ ମଧ୍ୟ ଆଜି କଂଗ୍ରେସ ଛାଡ଼ିଛନ୍ତି। ବରଗଡ଼ରେ...
ଫୁଲବାଣୀ( ତ୍ରିନାଥ ସାହୁ) : କନ୍ଧମାଳରୁ ଟିକେଟ କଟିବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ। ଓଟିଭିକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ନୟାଗଡ଼ ବିଧାନସଭା ଆସନରୁ ସେ ଲଢ଼ିବାକୁ ଚାହୁଁଛନ୍ତି। ଯଦି ନୟାଗଡ଼ରୁ ଟିକେଟ ନ ମିଳେ ତାହାଲେ ସେ ସ୍ୱାଧୀନ...
ଭୁବନେଶ୍ୱର : କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି। ପୂର୍ବରୁ ଦଳର ସମସ୍ତ ବିଧାୟକଙ୍କ ଟିକେଟ୍ ଫାଇନାଲ୍ ବୋଲି କୁହାଯାଇଥିଲେ ବି କୋଟପାଡ଼ ଓ ଲକ୍ଷ୍ମୀପୁର ଟିକେଟ୍ ଏଯାଏଁ ଫାଇନାଲ ନହେବା ଦୁର୍ଭାଗ୍ୟଜନକ ବୋଲି ସେ...
ଭୁବନେଶ୍ୱର : ଦଳ ବିରୋଧୀ କାର୍ଯ୍ୟ ପାଇଁ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ଦୁଇ ନେତାଙ୍କୁ ବହିଷ୍କାର କରିଛି ବିଜୁ ଜନତା ଦଳ। ବିଜେଡି ନେତା ତଥା ବ୍ରହ୍ମଗିରି ବ୍ଲକର ପୂର୍ବତନ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାୟ ଏବଂ ପ୍ରସନ୍ନ ବରାଳଙ୍କୁ ବହିଷ୍କାର କରାଯାଇଥିବା ନେଇ ବିଜେଡି ପକ୍ଷରୁ ଆଜି ପ୍ରେସ୍ ଇସ୍ତାହାରରେ...
ପାଣାଜି : ଗୋଆ ବିଧାନସଭାର ବାଚସ୍ପତି ପ୍ରମୋଦ ସାଓ୍ୱନ୍ତ ହୋଇପାରନ୍ତି ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ମୃତ୍ୟୁ ପରେ ପ୍ରମୋଦଙ୍କୁ ତାଙ୍କ ଉତ୍ତରାଧିକାରୀ ଦାୟିତ୍ୱ ମିଳିପାରେ। ଗୋଆର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ରାତିରେ ପ୍ରମୋଦ ସାଓ୍ୱନ୍ତ ଶପଥ ନେଇପାରନ୍ତି। ୨ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବା...
ମାଲକାନଗିରି( ଜିତେନ୍ଦ୍ର ବେଉରା) : ସମସ୍ୟା ଜଣାଇବା ଲାଗି ଜିଲ୍ଲାପାଳଙ୍କ ନିକଟକୁ ଚାଲି ଚାଲି ଆସିଲେ ଛାତ୍ରଛାତ୍ରୀ। ଏମିତି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ। ସୂଚନା ଅନୁସାରେ,ବାଲିମେଳା ହାଇସ୍କୁଲରେ ବିଭିନ୍ନ ସମସ୍ୟା ଲାଗିଥିବାବେଳେ, ବାରମ୍ବାର ଅଭିଯୋଗ ପରେ ସମାଧାନ ହେଲାନାହିଁ। ଏଣୁ ସ୍କୁଲର ପ୍ରାୟ ୫୦ ଜଣ...
ଭୁବନେଶ୍ୱର : ଭକ୍ତି ଆଳରେ ସମସ୍ତଙ୍କ ଆଖି ସାମନାରେ ଲୁଟ୍। ପୁଲିସ୍ ଓ ମନ୍ଦିର ପ୍ରଶାସନକୁ ଚକ୍ମା ଦେଇ ହୁଣ୍ଡିରୁ ଟଙ୍କା ଚମ୍ପଟ୍ ହୋଇଛି। ବେଶ୍ କିଛି ଦିନ ଧରି ମହାପ୍ରଭୁ ଲିଙ୍ଗରାଜଙ୍କ ହୁଣ୍ଡିରୁ ଏଭଳି ଚୋରୀ ହେଉଥିବାବେଳେ, ସାମନକୁ ଆସିଛି ଲୁଟ୍ ସମୟର ସିସିଟିଭି ଫୁଟେଜ୍। ସିସିଟିଭି...
ଭୁବନେଶ୍ୱର : ପିସିଆର ଧରିବ ପିସ୍ତଲ। ପିସିଆରରେ ବସୁଥିବା ଟ୍ରେଣ୍ଡ ପୁଲିସ ଅଧିକାରୀ ହିଁ ଏହାକୁ ବ୍ୟବହାର କରିବେ। ଲୋଡେଡ୍ ପିସ୍ତଲ ସହ ପାଖରେ ମାଗାଜିନ୍ ମଧ୍ୟ ମହଜୁଦ୍ ରହିବ। ରାଜଧାନୀରେ ଲୁଟେରାଙ୍କୁ ଧରିବା ପାଇଁ ଏବେ ଏଭଳି ପଦକ୍ଷେପ ନେଇଛି କମିଶନରେଟ୍ ପୁଲିସ୍। ବିଶେଷକରି ମର୍ଣ୍ଣିଂଓ୍ୱାର୍କ ସମୟରେ...
ସିଡ୍ନୀ : ବଲ ଟାମ୍ପରିଂ ମାମଲାରେ ଅଷ୍ଟ୍ରେଲିଆ ଦଳରୁ ବାଦ ପଡିବା ପରେ କ୍ରିକେଟ ଠାରୁ ଦୂରେଇ ରହିଥିବା ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ୍ ପଡିଆକୁ ଫେରିଛନ୍ତି। ଆଇପିଏଲ୍ ସିଜନ -୨୦୧୯ରେ ଖେଳିବା ଲାଗି ସେ ରାଜସ୍ଥାନ ରୟାଲ୍ସର ଶିବରରେ ସାମିଲ ହୋଇଛନ୍ତି। ଆଗକୁ ବିଶ୍ୱକପ ଥିବାବେଳେ ଆଇପିଏଲରେ...