ଜଳେଶ୍ୱର ( ଅଜିତ୍ ଦାସ୍) : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର NH-60 ଏକତାଳି ଛକ ଠାରେ ସଡ଼କ ଦୁର୍ଘଟଣା। ଏଥିରେ ଜଣେ ଟ୍ରକ୍ ଡ୍ରାଇଭରର ମୃତ୍ୟୁ ହୋଇଛି। ବିଳମ୍ବିତ ରାତିରେ ଗୋଟିଏ ମିନିଟ୍ରକ୍ ପଛ ପଟୁ ଅନ୍ୟ ଟ୍ରକ୍କୁ ଧକ୍କା ଦେବାରୁ ଡ୍ରାଇଭରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା।...
କଟକ (ବିବର୍ତ୍ତନ ପଣ୍ଡା) : ମାଟ୍ରିକ୍ ପରୀକ୍ଷା ବେଳେ ବିଭ୍ରାଟ ଅଭିଯୋଗ ଆସିଥିବା ବିଷୟର ସାନି ପରୀକ୍ଷା ହେବ କି ନାହିଁ ସେ ନେଇ ଆଜି ପୁଣି ଥରେ ବସିପାରେ ବୋର୍ଡର ସ୍ୱତନ୍ତ୍ର କମିଟିର ବୈଠକ। କପି, ପ୍ରଶ୍ନପତ୍ର ଲିକ୍ ଓ ଭାଇରାଲ୍ ପାଇଁ ଏଥର ୩ଟି କେନ୍ଦ୍ରରେ...
ଭୁବନେଶ୍ୱର : ପୁଣି ବଢିବ ତାତି। ଆସନ୍ତା ୨୨ ତାରିଖରୁ ରାଜ୍ୟରେ ତାପାମାତ୍ରା ପୁଣି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ। ସୂଚନା ଅନୁସାରେ, ରାଜ୍ୟରେ ଆଉ ୨ ଦିନ ପର୍ଯ୍ୟନ୍ତ ପାଗ କୋହଲା ରହିବ। ୨୦ ଓ ୨୧ ତାରିଖରେ ଓଡିଶା...
ଭୁବନେଶ୍ୱର : ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପୁଣି ସୁନା ଜବତ। ଅମରଜିତ ସିଂହ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୬୧୦ ଗ୍ରାମ ସୁନା ଜବତ କରିଛି CISF। ମିଳିଥିବା ସୂଚନା ଅନୁସାରେ, ଜବତ ସୁନାର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ। ଅମରଜିତ ପଗଡ଼ି...
ଭଞ୍ଜନଗର ( ପ୍ରଦୀପ୍ ସ୍ୱାଇଁ) : ଗଂଜାମ ଜିଲ୍ଲା ସୋରଡ଼ା ପୁଲିସକୁ ମିଳିଛି ବଡ଼ ସଫଳତା। ଏକ ବଡ଼ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସେମାନେ ସଫଳ ହୋଇଛନ୍ତି। ଗାଜଲବାଡ଼ି ଅଞ୍ଚଳରେ ସୋମବାର ରାତିରେ ପାଟ୍ରୋଲିଂ କରୁଥିବା ବେଳେ ପୁଲିସକୁ ଦେଖି ଡକାୟତମାନେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ଏହି...
ରାୟଗଡ଼ା ( ମନୋଜ ପାତ୍ର) : ନିର୍ବାଚନ ଖର୍ଚ୍ଚର ତଦାରଖ କରିବାକୁ ରାୟଗଡ଼ାରେ ପହଞ୍ଚିଲେ ଅବଜରଭର। ସେ ରାୟଗଡ଼ା ଜିଲ୍ଲାର ୩ଟି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚର ତଦାରଖ କରିବେ। ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କୁ ନେଇ ହୋଇଥିବା ବୈଠକରେ ଖର୍ଚ୍ଚ...
ବାଲୁଗୁଡ଼ା ( ଅଜିତ୍ ନାୟକ) : ଲଭ୍ ସେକ୍ସ ଧୋକା, ତାପରେ ଜଘନ୍ୟ ହତ୍ୟା। ଏପରି ଏକ ଲୋମହର୍ଷକ ଘଟଣାର ପର୍ଦ୍ଦାଫାସ କରିଛି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ପୁଲିସ୍। ଗତ ୧୬ ତାରିଖରେ ମଣ୍ଡାକିଆ ପଞ୍ଚାୟତ କତେଡିକିଆ ଗାଁର ପାଣିଟାଙ୍କିରେ ଜଣେ ନାବାଳିକାଙ୍କର ମୃତଦେହ ଉଦ୍ଧାର ହୋଇଥିଲା।...
ଭୁବନେଶ୍ୱର : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିବେ। ଗଞ୍ଜାମ ଜିଲ୍ଲା ହିଂଜିଳି ଆସନ ପାଇଁ ନବୀନ ପ୍ରାର୍ଥିପତ୍ର ଦାଖଲ କରିବେ। ଆଜି ଶୁଭବେଳା ଦେଖି ନବୀନ...
ନୂଆଦିଲ୍ଲୀ : ଆଜି ଘୋଷଣା ହୋଇପାରେ ବିଜେପିର ପ୍ରାର୍ଥୀ ତାଲିକା। ଗତକାଲି ବିଳମ୍ବିତ ରାତି ଯାଏ ଓଡ଼ିଶା ସମେତ ୧୦ରାଜ୍ୟରେ ପ୍ରାର୍ଥୀଙ୍କ ନାଁ ଚୟନ ନେଇ ଦିଲ୍ଲୀ ଦଳୀୟ ମୁଖ୍ୟାଳୟରେ କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ହୋଇଥିଲା। ଆଶାୟୀଙ୍କ ନାଁକୁ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି। ...
ମୁମ୍ବାଇ: ଆଇପିଏଲରେ ମୁମ୍ବାଇ ପାଇଁ ଓପନିଂ ସବୁଠାରୁ ବଡ଼ ସମସ୍ୟା ରହିଆସିଛି। କିନ୍ତୁ ଏଥର ଦଳର ଅଧିନାୟକ ରୋହିତ ଶର୍ମା ଏହି ସମସ୍ୟାକୁ ଦୂର କରିଛନ୍ତି। ଚଳିତ ସଂସ୍କରଣରେ ରୋହିତ ନିଜେ ଦଳ ପାଇଁ ଇନିଂସ୍ ଓପନ କରିବେ। ଏହା ଖୋଦ୍ ରୋହିତ ସ୍ପଷ୍ଟ କରିଛନ୍ତି। ଏହା ପୂର୍ବରୁ ରୋହିତ ଅଧିକାଂଶ ସମୟରେ ମୁମ୍ବାଇ ପକ୍ଷରୁ...
ବେଙ୍ଗାଲୁରୁ : କର୍ଣ୍ଣାଟକାର ଧାରୱାଡରେ ଥିବା ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିବାରୁ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ୧୫ ଜଣ ଗୁରୁତର ଆହତ ହୋଇଥିବା ବେଳେ ଧ୍ୱଂସାବଶେଷ ତଳେ ଏବେ ୪୦ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ...