• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

cc
ଟିକେଟ୍ ଅସନ୍ତୋଷକୁ ନେଇ କଂଗ୍ରେସ ଭବନରେ ତୁମୁଳ କାଣ୍ଡ

ଭୁବନେଶ୍ୱର : ଟିକେଟ୍ ଅସନ୍ତୋଷକୁ ନେଇ କଂଗ୍ରେସ ଭବନରେ ତୁମୁଳ କାଣ୍ଡ। ଆଜି ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଆଶାୟୀ ପ୍ରାର୍ଥୀଙ୍କ ସମର୍ଥକ। ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀରେ ଟିକେଟ ଆଶାୟୀ ଥିଲେ ଶେଖ୍ ଅମୀର ମହମ୍ମଦ। ତେବେ ଦଳ ପକ୍ଷରୁ ରଶ୍ମୀ ମହାପାତ୍ରଙ୍କୁ ପ୍ରାର୍ଥୀ କରାଯାଇଥିବାରୁ...

bjp bjp
ପ୍ରାର୍ଥୀ ତାଲିକା ଘୋଷଣାରେ ବିଜେପି ଆଗୁଆ

ନୂଆଦିଲ୍ଲୀ : ସବୁଠାରୁ ପଛରେ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ ମଧ୍ୟ ଏ କ୍ଷେତ୍ରରେ ଏବେ ବେଶ୍ ଆଗରେ ରହିଛି ବିଜେପି। ଦଳ ଦୁଇଟି ପର୍ଯ୍ୟାୟରେ ରାଜ୍ୟର ୨୧ ଲୋକସଭା ଆସନ ମଧ୍ୟରୁ ୧୫ଟି ଓ ୧୪୭ ବିଧାନସଭା ଆସନ ମଧ୍ୟରୁ ୧୨୧ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି।...

loot-1
ରାଜଧାନୀରେ ହଷ୍ଟେଲ ଆଗରୁ ଛାତ୍ରୀଙ୍କ ଠାରୁ ଲୁଟ୍

ଭୁବନେଶ୍ୱର : ରାଜଧାନୀରେ ପୁଣି ଲୁଟ୍। ଏଥର ଟାର୍ଗେଟ୍‌ରେ ଛାତ୍ରୀ। ଶନିବାର ଦିନ ପ୍ରାୟ ୧୨ଟା। ଭିଏସ୍‌ଏସ୍‌ ନଗର ସ୍ଥିତ ନିଜ ଲେଡିଜ୍‌ ହଷ୍ଟେଲ ବାହାରେ ଛିଡ଼ା ହୋଇଥିଲେ ବାଣୀବିହାରର ଜଣେ ଛାତ୍ରୀ। ଏହି ସମୟରେ ଦୁଇଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ଛାତ୍ରୀଙ୍କ ଚେନ୍ ଲୁଟ୍‌ ଉଦ୍ୟମ...

school
ଏପ୍ରିଲ ୨ରୁ ଉଭୟ ସରକାରୀ ଏବଂ ବେସରକାରୀ ସ୍କୁଲ ସକାଳୁଆ

ଭୁବନେଶ୍ୱର : ଏପ୍ରିଲ ୨ରୁ ସକାଳୁଆ ସ୍କୁଲ। ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଏପ୍ରିଲ ୨ ତାରିଖରୁ ସକାଳୁଆ କରିବା ନେଇ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି ଗଣଶିକ୍ଷା ବିଭାଗ। ବିଭାଗର ନିର୍ଦ୍ଦେଶ ଅନୁସାରେ, ଏପ୍ରିଲ ୨ରୁ ସବୁ ସ୍କୁଲ ସକାଳ ୬ଟା ୩୦ରୁ ଆରମ୍ଭ...

virat
ଆଜିଠୁ ଆରମ୍ଭ ଆଇପିଏଲ୍ , ପ୍ରଥମ ଦିନରେ CSK ବନାମ RCB

ଚେନ୍ନାଇ : ଆଜିଠୁ ଆରମ୍ଭ ହେଉଛି ଆଇପିଏଲ୍‌ର ଦ୍ୱାଦଶ ସିଜନ୍। ପ୍ରଥମ ଦିନରେ ହେବ ହାଇଭୋଲଟେଜ୍ ଲଢ଼େଇ। କିଛି ସମୟ ପରେ ରାତି ୮ଟାରେ ଚେନ୍ନାଇ ସୁପରକିଙ୍ଗସ୍‌କୁ ଭେଟିବ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଚେନ୍ନାଇରେ ଏହି ମ୍ୟାଚ୍‌ ଖେଳାଯିବ।ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବନାମ୍ ବିରାଟ କୋହଲି...

cow
ମିଳୁନି ବୀମା ରାଶି ; ଚାନ୍ଦବାଲି ଅଞ୍ଚଳର ଗୋପାଳକ ହତାଶ

ଚାନ୍ଦବାଲି( ବାସୁଦେବ ଦାସ) : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଲାଡିଆ ଗାଁର ଦିଗମ୍ବର ପଡିହାରୀ। ପରିବାର ପୋଷଣ ଓ ସ୍ୱାବଲମ୍ବୀ ହେବା ଆଶାରେ ୫ଟି ଗାଈ ପାଳିଥିଲେ। କୃଷି ଓ ପଶୁ ସଂପଦ କାର୍ଯ୍ୟାଳୟର ଅଧିକାରୀଙ୍କ ପରାମର୍ଶରେ ଗାଈ ପାଇଁ ନ୍ୟୁ ଇଣ୍ଡିଆ ଇନସ୍ୟୁରାନ୍ସ କଂପାନୀରେ ଇନସ୍ୟୁରାନ୍ସ କରିଥିଲେ।...

maobadi
ଭୋଟ ବର୍ଜନ କରିବାକୁ ମାଓବାଦୀଙ୍କ ଧମକ

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ) : ସାଧାରଣ ର୍ନିବାଚନରେ ଭୋଟ ବର୍ଜନ କରିବାକୁ ଧମକ ଦେଇ ତେଲୁଗୁ ଭାଷାରେ ୩ ପୃଷ୍ଠା ବିଶିଷ୍ଟ ଚିଠି ଜାରି କରିଛନ୍ତି ମାଓ ସଂଗଠନ। ଆନ୍ଧ୍ର ଓଡ଼ିଶା ଜୋନାଲ କମିଟିର ମାଓ ନେତା ଗଣେଷ ଏହି ଚିଠି ଜାରି କରିଛନ୍ତି। ଏଥିରେ ଗୁରୁପ୍ରିୟା ଉଦ୍‌ଘାଟନ...

police
ପୁଲିସ ଭୁଲ୍ କରିଥିବା ସ୍ୱୀକାର କଲେ ପୁଲିସ କମିଶନର

କଟକ ( ଦେବାଶିଷ ମହାନ୍ତି) : ଅଭିଯୁକ୍ତ ନ ହୋଇ ବି ଜଣେ ବ୍ୟକ୍ତି ଗିରଫ ହେବା ଓ ପରେ ଜେଲ ଯିବା ଘଟଣାରେ ଭୁଲ ସ୍ୱୀକାର କଲେ ପୁଲିସ କମିଶନର। ଘଟଣାର ତଦନ୍ତ ପରେ ପୁଲିସ କମିଶନର ସତ୍ୟଜିତ୍‌ ମହାନ୍ତି କହିଛନ୍ତି ଏ ଘଟଣାରେ ଉଭୟ ଅଭିଯୁକ୍ତ...

kalahandi
କଳାହାଣ୍ଡିରେ ବସନ୍ତ ପଣ୍ଡାଙ୍କ ପ୍ରାର୍ଥିତ୍ୱକୁ ଦଳୀୟ କର୍ମୀଙ୍କ ବିରୋଧ

କଳାହାଣ୍ଡି( ରାଜକୁମାର ସିଂଦେଓ) : କଳାହାଣ୍ଡିରେ ବିଜେପି ସାଂସଦ ପ୍ରାର୍ଥୀ ବସନ୍ତ ପଣ୍ଡାଙ୍କୁ ବିରୋଧ। ବିଜେପି ଜିଲ୍ଲା ସଭାପତି ପ୍ରଦୀପ୍ତ ନାୟକଙ୍କୁ ଟିକେଟ ନଦେଇ ବସନ୍ତ ପଣ୍ଡାଙ୍କୁ ଟିକେଟ ଦିଆଯିବାରୁ ଏହାର ପ୍ରତିବାଦ କରିଛନ୍ତି ବିଜେପି କର୍ମୀ।  ଭବାନୀପାଟଣା ସ୍ଥିତ ବିଜେପି କାର୍ଯ୍ୟାଳୟ ଆଗରେ ଶତାଧିକ ଦଳୀୟ କର୍ମୀ...

congress
ଝାରସୁଗୁଡ଼ାର କଂଗ୍ରେସ ବିଧାନସଭା ପ୍ରାର୍ଥୀଙ୍କୁ ବିରୋଧ

ଝାରସୁଗୁଡ଼ା (ଭାଗିରଥି ସାହୁ) : ଝାରସୁଗୁଡ଼ାର କଂଗ୍ରେସ ବିଧାନସଭା ପ୍ରାର୍ଥୀଙ୍କୁ ଦଳ ଭିତରୁ ବିରୋଧ। ପ୍ରାର୍ଥୀ ମହେନ୍ଦ୍ର ନାଏକଙ୍କୁ ବିରୋଧ କରି ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ତାଲା ପକାଇଦେଲେ କର୍ମୀ। ସ୍ଥାନୀୟ ଅଞ୍ଚଳରେ ଅନେକ ଯୋଗ୍ୟ ପ୍ରାର୍ଥୀ ଥିବା ବେଳେ ବାହାର ଅଞ୍ଚଳର ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯିବାକୁ...

durjodhana
ବିଜେପି ଛାଡିଲେ ଖରିଆର ବିଧାୟକ ଦୁର୍ଯ୍ୟୋଧନ ମାଝୀ

ନୂଆପଡ଼ା : ବିଜେପି ଛାଡିଲେ ଖରିଆର ବିଧାୟକ ଦୁର୍ଯ୍ୟୋଧନ ମାଝୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ଖରିଆରରୁ ବିଜେପି ତାଙ୍କୁ ପ୍ରାର୍ଥୀ ନ କରିବାରୁ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି। ୫...

f
ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଗୁଳିମାଡ଼

ଜୟପୁର (ଟି.ଗୌରୀ ଶଙ୍କର) : ଜୟପୁରରେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଗୁଳିମାଡ଼। ଜୟପୁରର କିଆବନ୍ଧ ସାହିରେ ଘଟିଛି ଏହି ଘଟଣା। ଗୁଳିମାଡ଼ରେ ଛାତ୍ରୀ ଜଣକ ଗୁରୁତର ଆହତ ହୋଇଛନ୍ତି।  ଗୁରୁତର ଅବସ୍ଥାରେ ତାଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି। ପରିବାର ଲୋକଙ୍କ କହିବା ଅନୁସାରେ, ଛାତ୍ରୀ ଜଣକ ଆଜି...

jklf
ୟାସିନ ମଲ୍ଲିକଙ୍କ ଜେକେଏଲ୍ଏଫ୍‌କୁ ବ୍ୟାନ୍ କଲେ ସରକାର

ନୂଆଦିଲ୍ଲୀ : ଜମ୍ମୁ ଓ କାଶ୍ମୀରର ବିଚ୍ଛିନ୍ନତାବାଦୀଙ୍କ ବିରୁଦ୍ଧରେ ଆଭିମୁଖ୍ୟକୁ ଆହୁରି କଠୋର କଲେ କେନ୍ଦ୍ର ସରକାର। ବିଚ୍ଛିନ୍ନତାବାଦୀ ସଂଗଠନ ଜମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟ ବା JKLFକୁ ନିଷିଦ୍ଧ ଘୋଷଣା କରାଯାଇଛି। ଆତଙ୍କବାଦ ନିରୋଧ ଆଇନ ଅନ୍ତର୍ଗତ କେନ୍ଦ୍ର ଏହି ପଦକ୍ଷେପ ନେଇଛି। JKLF ବିଭିନ୍ନ ସମୟରେ...

gg
କଂଗ୍ରେସ ଓ ବିଜେଡି ଭଳି ବିଜେପିକୁ ବି ଟିକଟ ରୋଗ

ଭୁବନେଶ୍ୱର : କଂଗ୍ରେସ ଓ ବିଜେଡି ଭଳି ବିଜେପିକୁ ବି ଟିକେଟ ରୋଗ। ଏକାଧିକ ଆଶାୟୀଙ୍କୁ ନେଇ ତୁଟୁନି ୪ ଲୋକସଭା ପାଇଁ ଅଙ୍କ। ଏଣେ ବୁଝାସୁଝା ପରେ ପାର୍ଟି ଅଫିସ ପରିସରରୁ ଧାରଣାରୁ ଉଠିଲେ ଅମିୟଙ୍କ ସମର୍ଥକ। ବିଜେଡି, କଂଗ୍ରେସ ପରେ ବିଜେପିରେ ବି ଟିକେଟକୁ ନେଇ...

suresh
ହୋଲିରେ ଲାଗିଲା ନିର୍ବାଚନୀର ରଙ୍ଗ

ଭୁବନେଶ୍ୱର : ପ୍ରତି ବର୍ଷ ତ ହୋଲି ଆସେ, ତେବେ ଏଥରର ହୋଲି ଟିକେ ନିଆରା। କାରଣ ଏଥର ହୋଲିରେ ଲାଗିଛି ନିର୍ବାଚନୀ ରଙ୍ଗ। ରଙ୍ଗ ଓ ଅବିର ଖେଳ ସହିତ ନିର୍ବାଚନୀ ଉଷ୍ମତା ମାପିଛନ୍ତି ରାଜନୈତିକ ନେତା। ଘର ସଜଡା ପ୍ରୟାସ ଭିତରେ ବଢିଛି କଂଗ୍ରେସ କର୍ମୀଙ୍କ...

scb
ପ୍ରହସନ ପାଲଟିଛି ନିରାମୟ ଯୋଜନା ; ଏସ୍‌ସିବିରୁ ଆସିଲା ରୋଗୀଙ୍କୁ ଶୋଷଣ ଅଭିଯୋଗ

ଭୁବନେଶ୍ୱର :  ଗରିବ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ପାଇଁ ରାଜ୍ୟ ସରକାର ଟାଣୁଆ ଯୋଜନା କରିଥିବା ଡିଣ୍ଡିମ ପିଟୁଛନ୍ତି। ବାହସ୍ପୋଟ ବି ମାରୁଛନ୍ତି। ହେଲେ ଉପାନ୍ତ କଥା ଛାଡ଼ନ୍ତୁ, ଖୋଦ୍ ରାଜ୍ୟର ୧ ନମ୍ବର ମେଡିକାଲ ଏସସିବିରେ ବି ଚାଲିଛି ରୋଗୀ ଶୋଷଣ। ପ୍ରହସନ ପାଲଟିଛି ନିରାମୟ ଯୋଜନା।...

o
କଂଗ୍ରେସ୍‌ ପ୍ରାର୍ଥୀଙ୍କ କାର୍‌ରୁ ଲକ୍ଷାଧିକ ଟଙ୍କା ଜବତ

କୋରାପୁଟ : କୋରାପୁଟରେ କଂଗ୍ରେସ୍‌ ପ୍ରାର୍ଥୀଙ୍କ କାର୍‌ରୁ ଲକ୍ଷାଧିକ ଟଙ୍କା ଜବତ। ପ୍ରାର୍ଥୀ କୃଷ୍ଣ କୁଳଦୀପଙ୍କ କାର୍‌ରୁ ୧ ଲକ୍ଷ ୯ ହଜାର ୫ଶହ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି। ରାସ୍ତାରେ ତନଖି ବେଳେ କାର୍‌ ଭିତରୁ ପୁଲିସ୍‌ ଏହି ଟଙ୍କା ଜବତ କରିଛି। ସମସ୍ତ ଟଙ୍କା...