ଭୁବନେଶ୍ୱର : ବିଧାନସଭା ନର୍ବାଚନ ପାଇଁ ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ବଲାଙ୍ଗିରରୁ ଅର୍କେଶ ନାରାୟଣ ସିଂଦେଓଙ୍କୁ ପ୍ରାର୍ଥୀ କରିଛି ଦଳ। ସେହିପରି ଲାଞ୍ଜିଗଡ଼ରୁ ପ୍ରଦୀପ ଦିଶାରୀ, ସମ୍ବଲପୁରରୁ...
ନୟାଗଡ଼ : ପୁରୀ ଲୋକସଭା ଓ ନୟାଗଡ଼ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇନି ଏଣେ ୧୯ ମହାସମର ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ନବୀନ। ନୟାଗଡ଼ ମିନି ଷ୍ଟାଡିୟମ୍ରେ ଆୟୋଜିତ ନିର୍ବାଚନୀ ସଭାରେ ନବୀନ ଆଜି ଯୋଗ ଦେଇଥିଲେ। କେନ୍ଦ୍ରରେ ସରକାର ଗଠନ ଲାଗି କୌଣସି...
କଟକ( ବିଶ୍ୱଜିତ୍ ଆଚାର୍ଯ୍ୟ) : ଆସନ୍ତା ୨୯ ତାରିଖରୁ କଟକର ଉପର ବାଲିଯାତ୍ରା ପଡିଆରେ ଆରମ୍ଭ ହେବାକୁ ଯାଉଛି ୧୫ତମ ବୈଶାଖୀ ବାଣିଜ୍ୟ ମେଳା। ଏହି ମେଳା ଏପ୍ରିଲ୍ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ବର୍ଷ ଏହି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ଭିନ୍ନ ବ୍ୟବସାୟୀଙ୍କ...
ସମ୍ବଲପୁର : ସମ୍ବଲପୁର କୁଚିଣ୍ଡାରୁ କଲରାପତରିଆ ବାଘ ଚମଡ଼ା ଜବତ ଘଟଣାରେ ଆଉ ୩ ଜଣ ଗିରଫ। କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଆଜି ଆଉ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଝାରସୁଗୁଡ଼ା ଲଇକେରାର ନରେନ୍ଦ୍ର ପିଙ୍ଗ, ଦେବଗଡ଼ ରିଆମାଳର ମନଫୁଲ ପ୍ରଧାନ ଓ ଜମାଖେରାର ଅକ୍ଷୟ...
ପାରଳାଖେମୁଣ୍ଡି ( ଆଦର୍ଶ ଦାସ) : ଖାଦ୍ୟ ବିଷାକ୍ତ ହେବାରୁ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ। ଏପରି କିଛି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ଗାରବନ୍ଧ ଥାନା ଏସ୍.ମାରିଙ୍ଗି ଗାଁ ଆବାସିକ ସ୍କୁଲରୁ। ବିଷାକ୍ତ ଖାଦ୍ୟ ଖାଇ ସ୍କୁଲର ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ସହ ୫ ଜଣ ଗୁରୁତର...
ଭୁବନେଶ୍ୱର : ପଦ୍ମ ଧରିଲେ ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରକାଶ ମିଶ୍ର ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ଆଜି ବିଜେପିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ଦଳର ବରିଷ୍ଠ...
ନୟାଗଡ଼( ସତ୍ୟ ନାରାୟଣ ସୁର୍ଜଗଦେବ୍) : ମୁଖ୍ୟମନ୍ତ୍ରୀ ଆଜି ନୟାଗଡ଼ରୁ ପ୍ରଚାର ଆରମ୍ଭ କରିଛନ୍ତି। ନୟାଗଡ଼ ଯାଇ ମିନି ଷ୍ଟାଡିୟମରେ ଆୟୋଜିତ ସାଧାରଣ ସଭାରେ ସେ ଉଦବୋଧନ ଦେଇଥିଲେ। ବିଜେଡିର ପ୍ରଚାର ଆରମ୍ଭ କରି ମୂଳରୁ ହିଁ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ପୁଣି...
ଭୁବନେଶ୍ୱର : ରାଜନୀତିକୁ ଆସିଲେ ଅଶ୍ୱିନୀ ପୂଜାହାରୀ। ବୁର୍ଲା ଭିମ୍ସାରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରୀ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ କଂଗ୍ରେସ ମୁଖ୍ୟାଳୟରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏବଂ ଓଡ଼ିଶା କାର୍ଯ୍ୟକାରୀ ପ୍ରଭାରୀ ଟି.ଏସ୍. ସିଂହଦେଓଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗ...
ଭୁବନେଶ୍ୱର : ଅଯୋଗ୍ୟ ହେବେ ୫ BJD ବିଧାୟକ। ୫ ବିଜେଡି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ପିଟିସନ୍ ଦେଇଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ଅମର ଶତପଥୀ। ଏମାନେ ହେଲେ ଆସିକା ବିଧାୟକ ଦେବରାଜ ମହାନ୍ତି, ନୀଳଗିରିର ସୁକାନ୍ତ ନାୟକ, ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର...
ଚେନ୍ନାଇ: ଆଇପିଏଲ୍ ୧୨ର ଉଦ୍ଘାଟନୀ ମ୍ୟାଚ୍ରେ ମାତ୍ର ୭୦ ରନ୍ କରି ଅଲଆଉଟ୍ ହୋଇଯାଇଛି ବିରାଟ୍ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଟସ୍ ଜିତି ୨୦୧୮ ଆଇପିଏଲ୍ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ୍ (ସିଏସ୍କେ) ବିରାଟ୍ କୋହଲିଙ୍କ ଆରସିବିକୁ ପ୍ରଥମେ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲା। ତେବେ ସିଏସ୍କେର...
ଭୁବନେଶ୍ୱର : ବିଜେଡିରେ ଟିକେଟ ବଣ୍ଟାକୁ ନେଇ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀଙ୍କ ଖୁଲାସା। ଆଜି ବିଜେପିରେ ଯୋଗ ଦେଇଥିବା ପ୍ରତ୍ୟୁଷା କହିଛନ୍ତି ବିଜୁ ଜନତା ଦଳର ଟିକେଟ୍ ପ୍ରସଙ୍ଗରେ ପାଣ୍ଡିଆନ ହିଁ ସର୍ବେସର୍ବା। OTV ଜନମଞ୍ଚ କାର୍ଯ୍ୟକ୍ରମରେ ଭାଗ ନେଇ ପ୍ରତ୍ୟୁଷା କହିଛନ୍ତି ଯେ, ବିଜେଡିରେ ୨/୪...
ନୂଆଦିଲ୍ଲୀ : ଆଉ ୪୭ ଜଣ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି। ଏହି ତୃତୀୟ ଦଫା ପ୍ରାର୍ଥୀ ତାଲିକାରେ ୬ଟି ରାଜ୍ୟ ଗୋଆ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଗୁଜରାଟ, ହିମାଚଳ ପ୍ରଦେଶ ଓ କର୍ଣ୍ଣାଟକର ଲୋକସଭା ଆସନ ଗୁଡ଼ିକ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ତେବେ...
ଭୁବନେଶ୍ୱର : ବିଜେପି ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ନେଇ ବିଜେଡିର ଅଭିଯୋଗ। ଏ ନେଇ ସିଇଓଙ୍କ ନିକଟରେ ଫେରାଦ ହୋଇଛି ଦଳ। ଅଭିଯୋଗରେ ବିଜେଡି ଦର୍ଶାଇଛି ଯେ, ନିର୍ବାଚନ କମିଶନଙ୍କ ବିନା ଅନୁମତିରେ କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡାଙ୍କ ଭିଡିଓ ପ୍ରଚାର ଗାଡ଼ି ବୁଲୁଛି। ସେହିଭଳି ପିପିଲି, ଧଉଳି...
ଭୁବନେଶ୍ୱର : ଏଥର ବି ରାଜ୍ୟରେ ଦେଖିବାକୁ ମିଳିବ ବଂଶବାଦ ରାଜନୀତିର ଝଲକ୍। କାରଣ ନିର୍ବାଚନୀ ରଣାଙ୍ଗନକୁ ଏଥର ବି ଓହ୍ଲାଉଛନ୍ତି ବାପ-ପୁଅ, ପତି-ପତ୍ନୀ ଏବଂ ଭାଇ-ଭଉଣୀ। ଅଧିକାଂଶ ସ୍ଥାନରେ ବରିଷ୍ଠ ନେତାମାନେ ନିଜେ ଅବସର ନେବା ପୂର୍ବରୁ ପୁଅମାନଙ୍କୁ ରାଜନୈତିକ ମୈଦାନକୁ ଓହ୍ଲାଇବା ପାଇଁ ତତ୍ପରତା ଦେଖାଇଛନ୍ତି।...