• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

pro
ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କଲା ନବନିର୍ମାଣ କୃଷକ ସଂଗଠନ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା) : ଜଗତସିଂହପୁରରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କଲା ନବନିର୍ମାଣ କୃଷକ ସଂଗଠନ। ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରୁ ନିର୍ବାଚନୀ ସଭା ସାରି ହେଲିପ୍ୟାଡକୁ ଫେରୁଥିବାବେଳେ କଲେଜ ଛକ ନିକଟରରେ କୃଷକ ସଂଗଠନର ରାଜ୍ୟ ସହ-ସଂଯୋଜକ ରଶ୍ମିରଂଜନ ସ୍ୱାଇଁ ନାରାବାଜି କରିଥିଲେ। ତେବେ ଏଇ ଘଟଣାରେ ପୁଲିସ୍ ରଶ୍ମିଙ୍କୁ...

rahul
ସୁପ୍ରିମ୍‌କୋର୍ଟରେ ଦୁଃଖ ପ୍ରକାଶ କଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ :  ଶେଷରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ମାନିଲେ ‘ଚୌକିଦାର ଚୋର ହେ’ ବୋଲି କହିନଥିଲେ ସୁପ୍ରିମକୋର୍ଟ। ରାଫେଲ୍ ଦୁର୍ନୀତି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟକୁ କଦର୍ଥ କରିଥିବା ନେଇ ଅଦାଲତ ଅବମାନନା ମାମଲରେ ଦୁଃଖ ପ୍ରକାଶ କଲେ ରାହୁଲ। ରାଜନୈତିକ ଭାବପ୍ରବଣତା ହୋଇ ନିର୍ବାଚନ ପ୍ରଚାରବେଳେ ସେ...

dkl
ଢେଙ୍କାନାଳରେ ସୁରୁଖୁରୁରେ ନିର୍ବାଚନ ପରିଚାଳନା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ଢେଙ୍କାନାଳ( ରାଜଶ୍ରୀ ଶତପଥୀ) : ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନର ଭୋଟ ଗ୍ରହଣ। ଢେଙ୍କାନାଳରେ ସୁରୁଖୁରୁରେ ନିର୍ବାଚନ ପରିଚାଳନା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଉଭୟ ମଡେଲ୍ ଓ ପିଙ୍କ୍ ବୁଥ୍‌ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ଏବଂ ସମ୍ବେଦନଶୀଳ...

congress protest
ଅଭିଯୁକ୍ତକୁ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ

ଆନନ୍ଦପୁର ( ମୁନା ସିଂହ) : କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀ ନହଙ୍ଗୀରେ ପିସିସି ସଭାପତିଙ୍କ ଉପରେ ଆକ୍ରମଣ ଘଟଣା। ଏହି ପ୍ରତିବାଦରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି କଂଗ୍ରେସ ପକ୍ଷରୁ ଆନନ୍ଦପୁର ଏସଡିପିଓଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଶତାଧିକ କଂଗ୍ରେସ କର୍ମୀ ଶୈଲଙ୍ଗ ଛକରୁ ବାହାରି...

jay7
ନବୀନ କୋଟେରୀଙ୍କ ଚକ୍ରବ୍ୟୁହରେ କିଭଳି ଫସିଛନ୍ତି, ଦେଖି ଦୁଃଖ ଲାଗୁଛି : ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିଯୋଗକୁ ନେଇ ଟ୍ୱିଟରରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ନବୀନ ନିଜ କୋଟେରୀଙ୍କ ଚକ୍ରବ୍ୟୁହରେ କିଭଳି ଫସିଛନ୍ତି, ତାକୁ ଦେଖି ଦୁଃଖ ଲାଗୁଛି ବୋଲି ବୈଜୟନ୍ତ ଟୁଇଟ୍ କରିଛନ୍ତି। ପାରାଦୀପ-ହରିଦାସପୁର ରେଳପଥର ମୁଖ୍ୟ ଉଦ୍ୟୋକ୍ତା ନିଜେ...

ani
ନବୀନଙ୍କ ଅଭିଯୋଗକୁ ପିଲାଳିଆମୀ କହିଲେ ବୈଜୟନ୍ତ

ଭୁବନେଶ୍ୱର  : କେନ୍ଦ୍ରାପଡ଼ାକୁ ରେଲୱେ ଲାଇନ୍‌ ନଆସିବା ନେଇ ବିଜେଡି ସଭାପତି ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ତଥା ବର୍ତ୍ତମାନର ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଉପରେ ଦୋଷ ଲଦିବା ପରେ ଶ୍ରୀ ପଣ୍ଡା ଏହାକୁ ଖଣ୍ଡନ କରିଛନ୍ତି। ସମ୍ବାଦ ସରବରାହ ସଂସ୍ଥା ଏଏନଆଇକୁ...

nav
ବୈଜୟନ୍ତଙ୍କୁ ଟାର୍ଗେଟ କଲେ ନବୀନ

ଭୁବନେଶ୍ୱର : ପ୍ରଥମ ଥର ବୈଜୟନ୍ତଙ୍କ ନାଁ ନେଇ ଟାର୍ଗେଟ୍ କରିଛନ୍ତି ନବୀନ। କେନ୍ଦ୍ରାପଡ଼ାର ବିକାଶ ପାଇଁ କିଛି ନକରିବା ସହ ତାଙ୍କ ସ୍ୱାସ୍ଥ୍ୟ ପଛର ଗୁଜବ ପ୍ରଚାର କରିବା ଏବଂ ରାଜନୀତିରେ ଉଚ୍ଚ ଆକାଂକ୍ଷା ରଖିବା ସହ ଦଳ ବିରୋଧୀ କାର୍ଯ୍ୟ କରିଥିବା ନେଇ ଖବର ସରବରାହ...

rp-sharma-up
ଛୁଟିରୁ ଫେରି ଦାୟିତ୍ୱ ନେଲେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା

ଭୁବନେଶ୍ୱର : ଛୁଟିରୁ ଫେରି ଦାୟିତ୍ୱ ନେଲେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା। ପତ୍ନୀଙ୍କ ବିୟୋଗ ଯୋଗୁଁ ଛୁଟିରେ ଥିଲେ ରାଜେନ୍ଦ୍ର ପ୍ରସାଦ ଶର୍ମା। ଆଜି ସେ ଓଡ଼ିଶା ଫେରି ଦାୟିତ୍ୱ ଗ୍ରହଣ କରିଛନ୍ତି। ଦିଲ୍ଲୀର ଏକ ହସ୍ପିଟାଲରେ ଗତ ୭ ତାରିଖରେ ଡିଜିପି ରାଜେନ୍ଦ୍ର ପ୍ରସାଦ...

bride
ବିବାହ ବେଦୀରୁ ଉଠି ନବବଧୂ କଲେ ଅସୁସ୍ଥଙ୍କ ଚିକିତ୍ସା

ରାଜଗାଙ୍ଗପୁର( ଗୌତମ  ମିଶ୍ର) : କର୍ତ୍ତବ୍ୟ ଆଗ, ବାକି ସବୁ ପଛ। ଯାହାର ସଦ୍ୟ ଏକ ଉଦାହରଣ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ଲାଠୋପଡ଼ାରେ। ବିବାହ ବେଦୀରୁ ଉଠି ନବବଧୂ ମେଡିକାଲକୁ ଯାଇ ରୋଗୀଙ୍କ ଚିକିତ୍ସା କରିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଗତ ଏପ୍ରିଲ...

car jaga
ବିଜେପି ବିଧାୟକ ପ୍ରାର୍ଥୀଙ୍କ ଗାଡ଼ି ଉପରକୁ ବୋମାମାଡ଼

ଭୁବନେଶ୍ୱର  : ରାଜଧାନୀରେ ନିର୍ବାଚନୀ ହିଂସା। ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡ଼ିକୁ ବୋମାମାଡ଼ ଅଭିଯୋଗ। ଜଗନ୍ନାଥ ଆଜି ନିର୍ବାଚନ ପ୍ରଚାର ସାରି କର୍ମୀଙ୍କ ସହ ଆଲୋଚନା ପାଇଁ ଡେଲଟା କଲୋନୀ ସ୍ଥିତ ବିଜେପି ପାର୍ଟି ଅଫିସକୁ ଯାଉଥିବା ବେଳେ ତାଙ୍କ ଗାଡ଼ି...

niranja patnaik
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ

ଘସିପୁରା : ଘସିପୁରାରେ ନିର୍ବାଚନୀ ହିଂସା। ନିର୍ବାଚନ ପ୍ରଚାରବେଳେ ବିଜେଡି-କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି। ରାମଚନ୍ଦ୍ରପୁର ଥାନା ଭଣ୍ଡାରୀପଡ଼ା ଛକ ନିକଟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ସମର୍ଥକଙ୍କୁ ସଂଘବଦ୍ଧ ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା ହୋଇଛି। ଘଟଣାରେ ୧୦ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ...

h
ଚତୁର୍ଥ ପର୍ଯ୍ୟାୟ ମୁକାବିଲା ପାଇଁ କଂପୁଛି ପ୍ରଚାର

ଭୁବନେଶ୍ୱର : ଶେଷ ପର୍ଯ୍ୟାୟ ମୁକାବିଲା ଲାଗି କମ୍ପୁଛି ପ୍ରଚାର ମୈଦାନ। ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଜନମତ ସୃଷ୍ଟି ପାଇଁ ଗ୍ରାଉଣ୍ଡରେ ବିଭିନ୍ନ ଦଳର ହେଭିୱେଟ୍। ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ ଲାଗି ଜୋରଦାର ହୋଇଛି ପ୍ରଚାର ପରିବେଶ। ବିଜେପି ପାଇଁ ଆଜି ମୈଦାନକୁ ଓହ୍ଲାଇଥିଲେ...