• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

dhurva
କାଳିଆ ଟଙ୍କା ମିଳିନଥିବାରୁ ପ୍ରଚାର ରାଲି ଉପରକୁ ଧୂଳି ଫିଙ୍ଗିଲେ ଚାଷୀ

ପଟ୍ଟାମୁଣ୍ଡାଇ : ନିର୍ବାଚନ ପ୍ରଚାର ବେଳେ ଅପଦସ୍ଥ ହେଲେ ରାଜନଗର ବିଜେଡି ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ। ଧ୍ରୁବଙ୍କ ରାଲି ଉପରକୁ ଜଣେ ଚାଷୀ ଧୂଳିମାଡ଼ କରିଥିବା ଭିଡିଓ ଭାଇରାଲ୍ ହେବା ପରେ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁସାରେ ପଟ୍ଟାମୁଣ୍ଡାଇ ବ୍ଲକ୍ ବଡ଼ପଡ଼ା...

surya mishra
ନିର୍ବାଚନ ବେଳେ ପ୍ରାର୍ଥୀଙ୍କ ମୃତ୍ୟୁ ହେଲେ ସ୍ଥଗିତ ହେବ ନିର୍ବାଚନ : ପ୍ରଫେସର ସୂର୍ଯ୍ୟ ମିଶ୍ର

ଭୁବନେଶ୍ୱର : ନିର୍ବାଚନ ପ୍ରକ୍ରିୟା ସମୟରେ କୌଣସି ପ୍ରାର୍ଥୀଙ୍କର ମୃତ୍ୟୁ ଘଟିଲେ ନିର୍ବାଚନ ସ୍ଥଗିତ କରାଯିବାର ନିୟମ ରହିଛି। ସେ ଦୃଷ୍ଟିରୁ ବେଦ ପ୍ରକାଶ ଅଗ୍ରଓ୍ୱାଲଙ୍କ ମୃତ୍ୟୁ ପରେ ପାଟକୁରା ବିଧାନସଭା ଆସନ ଲାଗି ନିର୍ବାଚନ ସ୍ଥଗିତ ରହିବ ବୋଲି ମତ ଦେଇଛନ୍ତି ସମ୍ବିଧାନ ବିଶେଷଜ୍ଞ ପ୍ରଫେସର ସୂର୍ଯ୍ୟ...

dharmendra
କେନ୍ଦୁଝରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାରାଥନ ପ୍ରଚାର

କେନ୍ଦୁଝର(ପ୍ରଣୟ ପାଣି) : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାରାଥନ ପ୍ରଚାର। କେନ୍ଦୁଝର ଲୋକସଭା କ୍ଷେତ୍ରର ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ପ୍ରଥମେ ତେଲକୋଇ ନିର୍ବାଚନ ମଣ୍ଡଳୀର ହରିଚନ୍ଦନପୁର, ପରେ ପାଟଣା ନିର୍ବାଚନ ମଣ୍ଡଳୀର ତୁରମୁଙ୍ଗା ଏବଂ ଶେଷରେ ସଦର ନିର୍ବାଚନ ମଣ୍ଡଳୀର...

puri --
ମାଙ୍କଡ଼ ନେଇଯାଇଥିବା ଟଙ୍କା ଆଣିବା ପାଇଁ ଶ୍ରୀମନ୍ଦିର ଚୂଡ଼ାକୁ ଚଢ଼ିଗଲେ ଅଜଣା ଯୁବକ

ପୁରୀ (ମଧୁସୂଦନ ମିଶ୍ର): ଗତକାଲି ମାଙ୍କଡ଼ ନେଇଯାଇଥିଲା ଟଙ୍କା। ସେହି ଟଙ୍କା ଆଣିବା ପାଇଁ ଜଣେ ଯୁବକ ଶ୍ରୀମନ୍ଦିର ଚୂଡ଼ାକୁ ଚଢ଼ିଗଲେ। ଶନିବାର ସକାଳେ ଏଭଳି ଘଟଣା ଶ୍ରୀକ୍ଷେତ୍ରରେ ଘଟିଛି। ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରହିଥିବା ଶ୍ରୀମନ୍ଦିରରେ ଏପରି ଘଟଣା ଘଟିଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ସାଧାରଣରେ...

salepur
ରାଜ୍ୟରେ ପରିବର୍ତ୍ତନର ଆହ୍ୱାନ ଦେଲେ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନକଭି

ସାଲେପୁର(ମନୋଜ ଆଚାର୍ଯ୍ୟ): କଟକରେ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନକଭିଙ୍କ ରୋଡ ଶୋ। କଟକ-ବାରବାଟୀ ନିର୍ବାଚନମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ସମୀର ଦେଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ ମୁକ୍ତାର। କଟକର କଦମ୍-ଏ-ରସୁଲ ଯାଇ ଭୋଟରଙ୍କୁ ଆକୃଷ୍ଟ କରିଥିଲେ। ଏହା ପୂର୍ବରୁ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସାଲେପୁରରେ ବିଜେପିର...

crop
ଦାଉ ସାଧିଲା ଝଡ଼ ତୋଫାନ ସାଙ୍ଗକୁ କୁଆପଥର ବର୍ଷା

ବରଗଡ଼ (ଦୀପକ ଶର୍ମା) :  ଦାଉ ସାଧିଲା ଝଡ଼ ତୋଫାନ ସାଙ୍ଗକୁ କୁଆପଥର ବର୍ଷା। ଅମଳ ହେବା ଆଗରୁ ଉଜୁଡ଼ିଗଲା ଫସଲ। ଗତକାଲି ବରଗଡ଼ ଜିଲ୍ଲାରେ ଝଡ ତୋଫାନ ସାଙ୍ଗକୁ କୁଆପଥର ବର୍ଷାରେ ବ୍ୟାପକ ଫସଲ କ୍ଷତି ହୋଇଛି। କୁଆପଥର ମାଡ଼ରେ ଶହ ଶହ ହେକ୍ଟର ଧାନ ଓ...

adr
ତୃତୀୟ ପର୍ଯ୍ୟାୟ ନିର୍ବାଚନ ଏଡିଆର୍‌ ରିପୋର୍ଟ : ପିନାକୀ ମିଶ୍ର ଓ ବବି ମହାନ୍ତି ସବୁଠାରୁ ଧନୀ ପ୍ରାର୍ଥୀ

ଭୁବନେଶ୍ୱର :  ପ୍ରକାଶ ପାଇଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଏଡିଆର୍‌ ରିପୋର୍ଟ। ପ୍ରାର୍ଥୀଙ୍କ ମଧ୍ୟରୁ ସବୁଠାରୁ ଧନୀ ହେଉଛନ୍ତି ବିଜେଡିର ପୁରୀ ଲୋକସଭା ପ୍ରାର୍ଥୀ ପିନାକୀ ମିଶ୍ର। ତାଙ୍କ ମୋଟ୍‌ ସମ୍ପତ୍ତି ପରିମାଣ ୧୧୭ କୋଟି। ସେହିପରି ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ ଧନୀ ହେଉଛନ୍ତି ବଡମ୍ବାର...

vote
ବିଜୁଳି ନାହିଁ ତ ଭୋଟ ନାହିଁ ; ଗ୍ରାମବାସୀଙ୍କ ନିର୍ବାଚନ ବର୍ଜନ ନିଷ୍ପତ୍ତି

ଉଦଳା( ମାନସ ପାଣି) :  ବିଜୁଳି ନାହିଁ ତ ଭୋଟ ନାହିଁ। ଏଭଳି ନିଷ୍ପତ୍ତି ନେଇଛନ୍ତି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ନନ୍ଦୁରସାହି ବାସିନ୍ଦା। ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ଆଜିଯାଏ ବିଜୁଳି ଆଲୁଅ ଦେଖି ନାହାନ୍ତି ଗ୍ରାମବାସୀ। ବର୍ଷ ବର୍ଷ ଧରି ଡିବିରି ଓ ଲଣ୍ଠନ...

play
ଆଇପିଏଲର ୩୬ତମ ମ୍ୟାଚ୍ : ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ

ଜୟପୁର: ଚଳିତ ଆଇପିଏଲର ୩୬ତମ ମ୍ୟାଚ୍ ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚରେ ରାଜସ୍ଥାନର ନୂଆ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିବ। ଏହି ମ୍ୟାଚ୍ ପାଇଁ ରାଜସ୍ଥାନ...

lara
ଆଗାମୀ ବିଶ୍ୱକପକୁ ନେଇ ଲାରାଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜର ମହାନ୍ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରା ଆଗାମୀ ବିଶ୍ୱକପକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ଲାରାଙ୍କ ମତରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଓ ଆୟୋଜକ ଇଂଲଣ୍ଡ ଟିମ୍ ନିଶ୍ଚିତ ଭାବେ ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିବେ। ଅନ୍ୟପକ୍ଷରେ ସେ ନିଜ ଟିମ୍ ଅର୍ଥାତ୍ ୱେଷ୍ଟଇଣ୍ଡିଜକୁ ହାଲକା ନଭାବିବାକୁ...

drownb
ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଯାଇ ଛାତ୍ର ନିଖୋଜ

ପୁରୀ(ମଧୁସୂଦନ ମିଶ୍ର): ସାଙ୍ଗମାନଙ୍କ ସହ ସମୁଦ୍ରରେ ଗାଧୋଇବା ବେଳେ ଅଭିଷେକ ପାଣ୍ଡେ ନାମକ ଜଣେ ଯୁବକ ଭାସି ଯାଇଛନ୍ତି। ସେ ଦିଲ୍ଲୀର କ୍ରାଇମ୍‌ ଖବର କାଗଜର ଜୋନାଲ୍‌ ଆଡଭାଇଜର। ତାଙ୍କ ପରିଚୟପତ୍ରରୁ ଏହା ଜଣାପଡ଼ିଛି। ଅଭିଷେକ ଭୁବନେଶ୍ୱର ସିପେଟ୍‌ ଇଞ୍ଜିନିୟରିଂ କଲେଜରେ ପଢୁଥିବା ସାଙ୍ଗଙ୍କ ସହ ପୁରୀ ଚୈତନ୍ୟ...

rape
୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ

ବଲାଙ୍ଗିର :  ପୁଣି ଲଜ୍ଜା। ବଲାଙ୍ଗିରରେ ଘଟିଛି ଅଭାବନୀୟ ଘଟଣା। ଜଣେ  ୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ସଦର ଥାନା ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା। ଜଣେ ୧୫ ବର୍ଷର ନାବାଳକ ଉକ୍ତ ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।...

cji
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ : ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ। ସୁପ୍ରିମ୍‌କୋର୍ଟର ଜଣେ ପୂର୍ବତନ କର୍ମଚାରୀ ଏହି ଅଭିଯୋଗ ଆଣିଛନ୍ତି। ବିଭିନ୍ନ ବିଚାରପତିଙ୍କ ନିକଟରେ ଏ ସଂପର୍କରେ ସେ ଆଫିଡେଫିଟ୍ ଦାଖଲ କରିଛନ୍ତି। ଏହି ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି ଜଷ୍ଟିସ୍‌...