• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

patkura --election
ପାଟକୁରା ବିଧାନସଭା ନିର୍ବାଚନ ସ୍ଥଗିତ ;ରିଟର୍ଣ୍ଣିଂ ଅଫିସରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି

ଭୁବନେଶ୍ୱର : କେନ୍ଦ୍ରାପଡ଼ା ଲୋକସଭା ଆସନ ଅଧୀନରେ ଥିବା ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ଥଗିତ ରହିଲା ମତଦାନ। ଆସନ୍ତା ୨୯ ତାରିଖରେ ଏଠାରେ ଭୋଟ୍‌ ହେବାର ଥିଲା। ତେବେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ୱାଲଙ୍କ ଦେହାନ୍ତ ପରେ ଏଠାରେ ମତଦାନକୁ ସ୍ଥଗିତ ରଖାଯାଇଛି। ଏନେଇ  ରିଟର୍ଣ୍ଣିଂ ଅଫିସର...

manguli jena
ମଙ୍ଗୁଳି ଜେନା ହତ୍ୟା ମାମଲାରେ ୩ ସନ୍ଦିଗ୍ଧଙ୍କ ଭିଡିଓ ଜାରି

ଖୋର୍ଦ୍ଧା : ଖୋର୍ଦ୍ଧା ମଙ୍ଗୁଳି ଜେନା ହତ୍ୟା ମାମଲାରେ ୩ ସନ୍ଦିଗ୍ଧଙ୍କ ଭିଡିଓ ଜାରି କରିଛି କ୍ରାଇମ୍‌ବ୍ରାଞ୍ଚ। ହତ୍ୟାକାଣ୍ଡ ସ୍ଥାନ ଠାରୁ କିଛି ଦୂରରେ ଏକ ସିସିଟିଭି ଫୁଟେଜ୍‌ରୁ ଏହି ଭିଡିଓ ଜାରି କରାଯାଇଛି। ସିସିଟିଭିରେ ଦେଖିବାକୁ ମିଳିଛି ୩ ସନ୍ଦିଗ୍ଧ ଗୋଟିଏ ବାଇକ୍‌ରେ ଆସି ଠିଆ ହେଉଛନ୍ତି।...

bjp
ରାଜସ୍ଥାନରେ ମୋଦିଙ୍କ ମାରାଥନ ରାଲି ଓ ସଭା

ନୂଆଦିଲ୍ଲୀ : ଚତୁର୍ଥ ଏବଂ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଜୋରଦାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଗୁଜରାଟ ଗସ୍ତ ଶେଷ କରି ରାଜସ୍ଥାନର ଚିତୋରଗଡ଼ରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ।   ଆସନ୍ତା ଏପ୍ରିଲ ୨୯ରେ ଏହି ଆସନ ଲାଗି ମତଦାନ ହେବ। ଚଳିତ...

dead
ପୋଲିଂ ବୁଥ୍‌କୁ ଯିବା ପୂର୍ବରୁ ପୋଲିଂ କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ

ଆନନ୍ଦପୁର ( ମୁନା ସିଂହ) : କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ପୋଲିଂ ବୁଥ୍‌କୁ ଯିବା ପୂର୍ବରୁ ପୋଲିଂ କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ ହୋଇଛି।  ମୃତକ ହେଲେ ଚମ୍ପୁଆ ହାଇସ୍କୁଲର କର୍ମଚାରୀ ଅଭୟ କୁମାର ସେଠୀ। ଘସିପୁରାର ୨୧ ନମ୍ବର ଏସ୍‌ସିର  ବୁଥ୍ ନଂ ୧୪୯ରେ ତାଙ୍କର ଡ୍ୟୁଟି ପଡ଼ିଥିଲା।...

golak
ଯିଏ ପିସିର ସର୍ଦ୍ଦାର, ସେ ଭୁବନେଶ୍ୱରରୁ ନିର୍ବାଚନ ଲଢୁଛନ୍ତି : ଗୋଲକ ମହାପାତ୍ର

ଭୁବନେଶ୍ୱର  : ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ସରକାରୀ ଅବହେଳା ନେଇ ବିଜୁ ଜନତା ଦଳ ଉପରେ ବର୍ଷିଛି ବିଜେପି। ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଲୋକଙ୍କ ପାଖରେ ମୌଳିକ ସୁବିଧା ପହଞ୍ଚିନି ବୋଲି ବିଜେପି ଅଭିଯୋଗ କରିଛି। ଭୁବନେଶ୍ୱରରେ ଲୋକଙ୍କ ପାଖରେ ମୌଳିକ ସୁବିଧା ପହଞ୍ଚିନି ; ବର୍ଷା ହେଲେ...

arun singh
ପ୍ରତିଶ୍ରୁତି ଦେଲେ ଅରୁଣ

ବାଲେଶ୍ୱର(ରଶ୍ମୀ ରଂଜନ ଦାସ) : ବିଜେପି ଓଡ଼ିଶାରେ ସରକାରକୁ ଆସିଲେ ଚାଷୀମାନେ ଧାନ ମଣ୍ଡିରେ ନୁହେଁ ନିଜ ଘରେ ବସି ଧାନ ବିକ୍ରି କରିପାରିବେ। ଏଥିସହ ୧୭ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ମାଗଣାରେ ସ୍ମାର୍ଟ ଫୋନ୍ ଯୋଗାଇ ଦିଆଯିବ। ଖାଲି ସେତିକି ନୁହେଁ,  BJP କ୍ଷମତାକୁ...

polling5
ବୁଥ୍‌ ଅଭିମୁଖେ ପୋଲିଂ ପାର୍ଟି

ଭୁବନେଶ୍ୱର  : ଦିନକ ପରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହି ପର୍ଯ୍ୟାୟରେ ୬ଟି ଲୋକସଭା କ୍ଷେତ୍ର ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ରରେ ଭୋଟ ଗ୍ରହଣ ହେବ। ଏଥିପାଇଁ ବୁଥ୍‌ ଅଭିମୂଖେ ବାହାରିଲେଣି ପୋଲିଂ ଅଧିକାରୀ।...

avi
ଅଭିନନ୍ଦନଙ୍କୁ ମିଳିବ ଶ୍ରେଷ୍ଠ ସାମରିକ ସମ୍ମାନ

ନୂଆଦିଲ୍ଲୀ : ବାୟୁସେନାର ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ମିଳିବ ବୀର ଚକ୍ର ସମ୍ମାନ। ଅଭିନନ୍ଦନଙ୍କୁ ସମ୍ମାନିତ କରିବା ଲାଗି ବାୟୁ ସେନା ପକ୍ଷରୁ ସୁପାରିସ କରାଯାଇଛି। ବୀର ଚକ୍ର ହେଉଛି ତୃତୀୟ ବୃହତ୍ତମ ସାମରିକ ସମ୍ମାନ। ଆମେରିକାରେ ନିର୍ମିତ ପାକିସ୍ତାନୀ ଯୁଦ୍ଧ ବିମାନ ଏଫ୍-୧୬କୁ ଖସାଇ ଥିବାରୁ...

dd
ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନ୍‌ରେ ଝାଳ ବୁହାଉଛନ୍ତି ସେମାନଙ୍କ ପତ୍ନୀ

ଭୁବନେଶ୍ୱର : ରାଜନୀତି ରଣାଙ୍ଗନକୁ ଓହ୍ଲାଇଛନ୍ତି ଅର୍ଦ୍ଧାଙ୍ଗିନୀ। ଖରାକୁ ଖାତିର ନକରି ଘରର ଚାରି କାନ୍ଥରୁ ବାହାରି ସ୍ୱାମୀଙ୍କ ପାଇଁ ସାଜିଛନ୍ତି ସେନାପତି। ସ୍ୱାମୀ ଗୋଟିଏ ଯାଗାରେ ଭୋଟ୍ ମାଗୁଥିବା ବେଳେ ତାଙ୍କ ସ୍ତ୍ରୀ ଅନ୍ୟ କେଉଁଠି ପ୍ରଚାର କରୁଛନ୍ତି। ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ହାତରେ...

sambl
କେଉଁ ନୂଆ ମୁହଁକୁ ଏଥର ଭରସା କରିବେ ସମ୍ବଲପୁର ଭୋଟର ?

ସମ୍ବଲପୁର : ସମ୍ବଲପୁର ଲୋକସଭା ଆସନ ପାଇଁ ଏଥର ହେଉଛି ବିଗ୍ ଫାଇଟ୍। ତିନି ନୂଆ ମୁହଁ ଭିତରେ ହେଉଛି ଟକ୍କର। ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଏଥର ପୁରୁଣା ଉପରେ ଭରସା ନକରି ଜନତାଙ୍କ ଆଗକୁ ନୂଆ ଚେହେରାଙ୍କୁ ଆଣିଛନ୍ତି।  ବିଜେଡିର ନଳିନୀକାନ୍ତ...