• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

asi
କ୍ଷମା ମାଗିଲା ASI

ପୁରୀ : ବାତ୍ୟାରେ ଲୁହାଭାରା ଭାଙ୍ଗି ଶ୍ରୀମନ୍ଦିରକୁ କ୍ଷତି ପହଞ୍ଚିଥିବାରୁ କ୍ଷମା ମାଗିଲା ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ବା ASI। ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର। ମୁଖ୍ୟ ମନ୍ଦିରର ସିଂହ ମୂର୍ତ୍ତି ଭାଙ୍ଗିବା ନେଇ...

girl
ମାଟ୍ରିକ ପରୀକ୍ଷା ଫଳ ; ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଲେ ଛାତ୍ରୀ

ଭୁବନେଶ୍ୱର  : ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷାଫଳ। ଏଥର ପାସ୍‌ ହାର ୭୦.୭୮ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଛାତ୍ରୀ। ତେବେ ଗତବର୍ଷ ତୁଳନାରେ ଏଥର ପାସ ହାର ପ୍ରାୟ ୬ ପ୍ରତିଶତ କମିଛି। ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ A1 ଗ୍ରେଡରେ...

kantei
ଫୋନି ତାଣ୍ଡବରେ ବିପନ୍ନଙ୍କ ସୁଧୁରୁଛି ଅବସ୍ଥା

ବ୍ରହ୍ମଗିରି (ରବି ନାରାୟଣ ପୂଜାରୀ) : ବାତ୍ୟା ଫୋନିରେ ସର୍ବସ୍ୱ ହରାଇବା ପରେ ଏବେ ନିଜ ଭିଟାମାଟି ଉପରେ ମୁଣ୍ଡ ଗୁଞ୍ଜିବାକୁ ପୁଣି ଆରମ୍ଭ ହେଲାଣି ସଂଘର୍ଷ। ଚାଳ ଛପର ଉଡିଯିବା ପରେ ସେଥିରୁ ବଞ୍ଚି ଯାଇଥିବା କେଇ ଖଣ୍ଡ ପୁରୁଣା ବାଉଁଶକୁ ଯୋଡ଼ି ସଂସାର ଗଢ଼ିବାକୁ ଚେଷ୍ଟା...

heatwave
ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି

ଭୁବନେଶ୍ୱର : ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିଛି। ୪୫ ଡ଼ିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ରହିଛି। ସେହିପରି ଝାରସୁଗୁଡ଼ାରେ ୪୩.୮ ଡ଼ିଗ୍ରୀ, ବଲାଙ୍ଗିରରେ ୪୩.୬ ଡ଼ିଗ୍ରୀ, ସମ୍ବଲପୁରରେ...

duti-chand
ମାଆ ଓ ଭଉଣୀଙ୍କୁ ଦୋଷ ଦେଲେ ଦୂତି

ଭୁବନେଶ୍ୱର : ସମଲିଙ୍ଗୀ ସଂପର୍କ ଖୁଲାସା ପରେ ପରିବାର ଲୋକଙ୍କ ବିରୋଧ ପ୍ରସଙ୍ଗରେ ମୁହଁ ଖୋଲିଲେ ଆଥଲେଟ୍ ଦୂତି ଚାନ୍ଦ। ପ୍ରେସମିଟ କରି ନିଜ ପକ୍ଷ ରଖିବା ସହ ମାଆ ଓ ଭଉଣୀଙ୍କୁ ଦୋଷ ଦେଇଛନ୍ତି ଦୂତି। ମୋ ନାଁରେ କେବଳ ମାଆ ଓ ବଡ଼ ଭଉଣୀ କାହିଁକି ଅଭିଯୋଗ କଲେ,...

kv singhdeo
କେଭି ସିଂହଦେଓଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ସୋନପୁର(ରବିନ୍ଦ୍ର ହୋତା)  : ସୋନପୁର-ବଲାଙ୍ଗିର ରାସ୍ତାର ଖମ୍ବଶିଶିପାଲିରେ କନକ ବର୍ଦ୍ଧନ ସିଂହଦେଓଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏଥିରେ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି। ସୂଚନା ମୁତାବକ, ଆଜି କେଭି ନିଜ ପତ୍ନୀଙ୍କ ସହ ଭୁବନେଶ୍ୱରରୁ ପାଟଣାଗଡ଼ ଯାଉଥିଲେ। ରାସ୍ତାରେ ଏକ ତେଲ ବୋଝେଇ ଟ୍ରକକୁ...

bus
ତପ୍ତପାଣି ଘାଟିରେ ଓଲଟିଲା ମିନି ବସ୍

ମୋହନା(ମିହିର ଯତି) : ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ଓଲଟିଲା ମିନି ବସ୍। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ବସ୍‌ଟି ଚାନ୍ଦିପୁଟରୁ ଫେରୁଥିବାବେଳେ ଘାଟିରେ ଭାରସାମ୍ୟ ହରାଇ ରାସ୍ତାର ବାମ ପଟକୁ ୨୦ ଫୁଟ ତଳକୁ ଖସି ଯାଇଥିଲା। ଅଗ୍ନିଶମ ବାହିନୀ...

free
ପିଲାମାନଙ୍କ ଶିକ୍ଷାର ବିକାଶ ପାଇଁ ଗାଁ ଯୁବକ ଯୁବତୀଙ୍କ ନିଆରା ପ୍ରୟାସ

ପଟ୍ଟାମୁଣ୍ଡାଇ( ପ୍ରବୀର କୁମାର ନାୟକ) : ପିଲାମାନଙ୍କ ଶିକ୍ଷାର ବିକାଶ ପାଇଁ ଗାଁ ଯୁବକ ଯୁବତୀଙ୍କ ନିଆରା ପ୍ରୟାସ। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟମୁଣ୍ଡାଇ ବ୍ଲକ୍ ବଳଭଦ୍ରପୁର ଗ୍ରାମରେ ଗ୍ରୀଷ୍ମ ଛୁଟିରେ ପିଲାମାନଙ୍କ ପାଇଁ ଖୋଲିଛି ଗ୍ରୀଷ୍ମାବକାଶ ପାଠଶାଳା। ଶିକ୍ଷା, ସଂସ୍କାର , ପ୍ରଗତି। ଏହି ୩ଟି ବିଷୟକୁ ଆଧାର...

modi ladoo-1
ବିଜୟ ଉତ୍ସବ ପାଳନ ପ୍ରସ୍ତୁତିରେ ବିଜେପି ; ବଣ୍ଟା ହେବ ‘ମୋଦି ଲଡୁ’

ମୁମ୍ବାଇ : ବିଜେପି ଶିବିରରେ ଖୁସି ଲହରି। ଏକ୍‌ଜିଟ୍ ପୋଲରେ ମୋଦି ସରକାର ପୁଣି ଥରେ ଦିଲ୍ଲୀ ଗାଦି ଦଖଲ କରୁଥିବାର ଆକଳନ ପରେ ବିଜେପି ଶିବିରରେ ସେଲିବ୍ରେସନ୍ ପାଇଁ ପ୍ରସ୍ତୁତି। ୨୩ ତାରିଖରେ ଫଳାଫଳ ଆସିବା ପରେ କେମିତି ବିଜୟ ଉତ୍ସବ ପାଳନ ହେବ, ସେଥିପାଇଁ ଜୋରସୋରରେ...

vvpat
ଇଭିଏମ ସହ ସବୁ VVPAT ମେଳ ପାଇଁ ହୋଇଥିବା ଆବେଦନ ଖାରଜ

ନୂଆଦିଲ୍ଲୀ : ଇଭିଏମ ସହ ସବୁ VVPAT ସ୍ଲିପ୍‌କୁ ମେଳ କରିବା ପାଇଁ ହୋଇଥିବା ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରି ଦେଇଛନ୍ତି। ଆସନ୍ତା ୨୩ରେ ହେବାକୁ ଥିବା ଭୋଟ ଗଣତି ବେଳେ ଇଭିଏମ୍‌ ସହ ସମସ୍ତ VVPAT ସ୍ଲିପ୍‌କୁ ମେଳ କରିବା ପାଇଁ ଚେନ୍ନାଇର ଏକ ସଂସ୍ଥା ପକ୍ଷରୁ...

evm
ତୁଟିନି ମକ୍ ପୋଲ୍ ଭୋଟ୍ ଅଡୁଆ

ଦିନକ ପରେ ଗଣତି ଥିଲେ ବି ଏଯାଏଁ ତୁଟିନି ମକ୍ ପୋଲ୍ ଭୋଟ୍ ଅଡୁଆ। ଇଭିଏମ୍ କଣ୍ଟ୍ରୋଲ ୟୁନିଟରେ ମକ୍ ପୋଲ୍ ଭୋଟ୍ ରହି ଯାଇଥିବା ନେଇ ଆଶଙ୍କା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ପ୍ରକୃତ ଭୋଟ୍‌ ଗ୍ରହଣ ପୂର୍ବରୁ ମେସିନରେ ମକ୍ ପୋଲ୍ କରାଯାଇଥାଏ। ପ୍ରକୃତ ଭୋଟ୍‌...

student
ମାଟ୍ରିକ୍‌ ପରୀକ୍ଷାରେ ଫେଲ୍ ହେବା ଜାଣି ଛାତ୍ରଙ୍କ ଆତ୍ମହତ୍ୟା

ଜଳେଶ୍ୱର (ଅଜିତ ଦାସ): ମାଟ୍ରିକ୍‌ ପରୀକ୍ଷାରେ ଫେଲ୍‌ ହେବା ଜାଣି ଜଣେ ଛାତ୍ର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଆଜି ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ବସ୍ତା ବ୍ଲକ ପୁଣ୍ଡରୁଙ୍ଗି ଗାଁର ଶଙ୍କର୍ଷଣ ସେଠୀ ସଦର ବ୍ଲକ ମାଣ୍ଡୁରୁକୁଲା ଗାନ୍ଧିଜୀ ହାଇସ୍କୁଲରେ ପାଠ ପଢ଼ନ୍ତି। ଚଳିତବର୍ଷ...