• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

raining
ବର୍ଷାରେ ବେହାଲ ଟ୍ୱିନ୍‌ସିଟି

କଟକ/ଭୁବନେଶ୍ୱର  : ବର୍ଷାରେ ବେହାଲ ଟ୍ୱିନ୍‌ସିଟି। ରାଜଧାନୀ ଭୁବନେଶ୍ୱର ସହ କଟକରେ ବି ଜନଜୀବନ ପ୍ରଭାବିତ। ଗତକାଲି ସନ୍ଧ୍ୟାରେ କଟକ ସହରର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଜମି ରହିଛି। ବିଶେଷକରି ବାଦାମବାଡ଼ି, ରକ୍ସି ଲେନ୍ ଅଞ୍ଚଳରେ ପାଣି ଜମି ରହିଥିବାରୁ...

sri mandira
ଆଜି ଶ୍ରୀମନ୍ଦିର ଗର୍ଭଗୃହର ଯାଞ୍ଚ କରିବେ ଏଏସ୍ଆଇ, କୋର୍ କମିଟି ସଦସ୍ୟ

ପୁରୀ : ଶ୍ରୀମନ୍ଦିରରୁ ବାହାରି ଶ୍ରୀଜିଉ ଜନ୍ମବେଦୀକୁ ଯାଇଥିବାରୁ ଏବେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଶ୍ରୀମନ୍ଦିରର ଗର୍ଭଗୃହ ଯାଞ୍ଚ କରାଯାଉଛି। ଗର୍ଭଗୃହର ପ୍ରଥମ ମହଲା, ଦ୍ୱିତୀୟ ମହଲା ସହିତ କାନ୍ଥ, ଛାର, କରବେଲ୍, ଷ୍ଟିଲ୍ କ୍ରସକୁ ଯାଞ୍ଚ କରାଯିବ। ଏଥିପାଇଁ ଜଗମୋହନ ଓ ଗର୍ଭଗୃହରେ ଲୁହା ଭାରା...

TWIN BABY
ଯୋଡ଼ାଶିଶୁ ଆଖି ବୁଜିଲେ

କଟକ : କଟକ ଶିଶୁ ଭବନରେ ଚିକିତ୍ସାଧୀନ ଯୋଡ଼ା ଶିଶୁ ଶେଷରେ ଆଖି ବୁଜିଛନ୍ତି। ଡାକ୍ତରମାନଙ୍କର ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ଯୋଡ଼ା ଶିଶୁଙ୍କୁ ବଞ୍ଚାଇ ରଖିବା ସମ୍ଭବ ହୋଇନି। ଏନେଇ ସୂଚନା ଦେଇଛନ୍ତି ଶିଶୁ ଭବନ ଅଧୀକ୍ଷକ ଡ. ସରୋଜ କୁମାର ଶତପଥୀ। ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା...

pak0
ବାଂଲାଦେଶକୁ ହରାଇ ସମ୍ମାନ ରକ୍ଷା କଲା ପାକିସ୍ତାନ

ଲର୍ଡ୍ସ: ଇମାମ୍ ଉଲ୍-ହକ୍ ଓ ବାବର ଆଜମଙ୍କ ଦମଦାର ବ୍ୟାଟିଂ ସାଙ୍ଗକୁ ଶାହୀନ୍ ଶାହ ଆଫ୍ରିଦିଙ୍କ ଘାତକ ବୋଲିଂକୁ ଆଧାର କରି ପାକିସ୍ତାନ ଚଳିତ ବିଶ୍ୱକପରେ ତା’ର ଶେଷ ମୁକାବିଲାରେ ବାଂଲାଦେଶକୁ ୯୪ ରନରେ ପରାସ୍ତ କରିଛି। ଲର୍ଡ୍ସରେ ଅନୁଷ୍ଠିତ ଏହି ମ୍ୟାଚରେ ପାକିସ୍ତାନ ଟିମ୍ ନିର୍ଦ୍ଧାରିତ ୫୦...

madua
ମଦୁଆମାନେ ସାବାଡ଼୍‌ ହେବେ ! ବୁଲୁଛି ‘ମଦୁଆ ଧରା ଗାଡ଼ି’

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ମଦୁଆ ଓ ନିଶାଖୋର ଲୋକଙ୍କୁ ଧରିବା ପାଇଁ ବୁଲୁଛି ‘ମଦୁଆ ଧରା ଗାଡ଼ି’। କଥାଟି ବିଶ୍ୱାସ ହେଉନଥିଲେ ମଧ୍ୟ ସମ୍ପୂର୍ଣ୍ଣ ସତ। ଏପରି ବ୍ୟବସ୍ଥା ଦେବଗଡ଼ ପୌରାଞ୍ଚଳରେ ଜିଲ୍ଲା ପୁଲିସ ପକ୍ଷରୁ ଏପରି ଏକ ଗାଡ଼ିର ବ୍ୟବସ୍ଥା କରାଯାଇଛି। ଗତକାଲି ଓ ଆଜି ଦେବଗଡ଼ ପୌରାଞ୍ଚଳରେ...

adapa--
ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂରତି

ପୁରୀ : ରଥ ଉପରୁ ଆଡ଼ପ ମଣ୍ଡପକୁ ବିଜେ କଲେ ଚତୁର୍ଦ୍ଧାମୂରତି। ଗୋଟି ପହଣ୍ଡିରେ ଝୁଲି ଝୁଲି ଜନ୍ମବେଦୀର ବିଜେ ହୋଇଛନ୍ତି ମହାପ୍ରଭୁ। ଏହା ପୂର୍ବରୁ ରଥରେ ବିରାଜମାନ କରୁଥିବା ଶ୍ରୀଜିଉମାନେ ଆଜି ବାମନ ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ରଥ ଉପରେ ସନ୍ଧ୍ୟା ଆରତୀ ଓ ସନ୍ଧ୍ୟା...

pakisthan
ବିଶ୍ୱକପ୍ ସେମିଫାଇନାଲିଷ୍ଟ୍ ଚୂଡ଼ାନ୍ତ, ପାକିସ୍ତାନ ଆଉଟ୍

ଲଣ୍ଡନ: ଚଳିତ ଆଇସିସି ବିଶ୍ୱକପ୍ ସେମିଫାଇନାଲିଷ୍ଟ ଚୂଡ଼ାନ୍ତ ହୋଇଛି। ଅଷ୍ଟ୍ରେଲିଆ, ଭାରତ, ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ତେବେ ପାକିସ୍ତାନର ବିଶ୍ୱକପ୍ ସେମିଫାଇନାଲ୍ ଆଶା ଧୂଳିସାତ୍ ହୋଇଯାଇଛି। ଯଦି ପାକିସ୍ତାନ ବାଂଲାଦେଶକୁ ୮ ରନ୍ ଭିତରେ ଅଲଆଉଟ୍ କରିଥାନ୍ତା, ତାହେଲେ ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିଥାନ୍ତା।...

budget5
ବଜେଟ୍‌ ୨୦୧୯: ଗଣମାଧ୍ୟମରେ ବିଦେଶୀ ନିବେଶ ପାଇଁ ଖୋଲିବ ବାଟ

ନୂଆଦିଲ୍ଲୀ: ଗଣମାଧ୍ୟମ, ବିମାନସେବା, ବୀମା ଏବଂ ସିଙ୍ଗଲ ବ୍ରାଣ୍ଡ ରିଟେଲ ଆଦି କ୍ଷେତ୍ରରେ ରହିଥିବା ଏଫ୍‌ଡିଆଇ କଟକଣା କୋହଳ କରାଯିବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ତାଙ୍କ ବଜେଟ୍‌ ଭାଷଣରେ କହିଛନ୍ତି, ୨୦୧୮-୧୯ ଆର୍ଥିକ ବର୍ଷରେ ଭାରତର ଏଫ୍‌ଡିଆଇ ଇନ୍‌ଫ୍ଲୋ ୬% ବୃଦ୍ଧି ପାଇ ୬୪.୩୭ ବିଲିଅନ୍‌...

bjp
ଆସନ୍ତାକାଲିଠୁ ବିଜେପିର ରାଜ୍ୟସ୍ତରୀୟ ସଦସ୍ୟତା ଅଭିଯାନ, ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତାକାଲିଠୁ ବିଜେପିର ଦେଶବ୍ୟାପୀ ସଦସ୍ୟତା ଅଭିଯାନ ଆରମ୍ଭ ହେଉଛି। ଓଡ଼ିଶାରେ ଏହି ସଦସ୍ୟତା ଅଭିଯାନକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଭୁବନେଶ୍ୱର ବିଜେପି ଜିଲ୍ଲା ସଂଗଠନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ...

otv
ଓଟିଭି : ଓଡ଼ିଶାର ନମ୍ବର-୧ ଡିଜିଟାଲ ପ୍ଲାଟଫର୍ମ, ୟୁଟ୍ୟୁବରେ ୨ ଓ ଫେସବୁକରେ ୧ ମିଲିୟନ ଫଲୋଅର

ଭୁବନେଶ୍ୱର : ଓଡ଼ିଶାର ନମ୍ବର-୧ ନ୍ୟୁଜ ଚ୍ୟାନେଲ ‘ଓଟିଭି’, ଡିଜିଟାଲ ଜଗତରେ ମଧ୍ୟ ଏହାର ଅପୂର୍ବ ସଫଳତା ଜାହିର କରିଛି। ସୋସିଆଲ୍ ମିଡିଆର ସବୁ ପ୍ଲାଟଫର୍ମରେ ଏହା ରାଜ୍ୟର ସମସ୍ତ ନ୍ୟୁଜ ଚ୍ୟାନେଲ, ଗଣମାଧ୍ୟମ ସଂସ୍ଥା, ଖବରକାଗଜ ଓ ଅନ୍ୟ ନ୍ୟୁଜ ସଂସ୍ଥାକୁ ଟପିଯାଇଛି। ଗତ ୨୨ ବର୍ଷ...

puri
ରଙ୍ଗବେରଙ୍ଗ ଫୁଲରେ ଝଟକୁଛି ନୀଳାଚଳ ଧାମ ; ଶ୍ରୀମନ୍ଦିର ଫୁଲସଜ୍ଜାକୁ ନେଇ ଚାରିଆଡେ ଚର୍ଚ୍ଚା

ପୁରୀ : ନବବଧୂ ଭଳି ସଜେଇ ହୋଇଛି ନୀଳକନ୍ଦର। ରଙ୍ଗବେରଙ୍ଗ ଫୁଲରେ ଝଟକୁଛି ନୀଳାଚଳ ଧାମ। ମହମହ ବାସ୍ନାରେ ମହକୁଛି ଚତୁର୍ଦ୍ଦିଗ। ପୂର୍ବରୁ ପଥର ଦେହରେ ସୂକ୍ଷ୍ଣ କାରୁକାର୍ଯ୍ୟ ଦେଖି ମନ୍ତ୍ରମୁଗ୍ଧ ହେଉଥିବା ଭକ୍ତ ଏବେ ବିମୋହିତ ହେଉଛି ଶ୍ରୀମନ୍ଦିରର ଏଭଳି ପୁଷ୍ପ ଶୃଙ୍ଗାର ଦେଖି। ଆଖି ଲାଖିଯାଉଛି...

college faculty
ଏଣିକି ୭ଘଣ୍ଟିଆ ଡ୍ୟୁଟି କରିବାକୁ ଅଧ୍ୟାପକ ଓ ପ୍ରିନ୍ସିପାଲ ବାଧ୍ୟ

ଭୁବନେଶ୍ୱର  : ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ପ୍ରିନ୍ସିପାଲ ଏଣିକି ସମସ୍ତ କାର୍ଯ୍ୟଦିବସରେ ସର୍ବନିମ୍ନ ୭ଘଣ୍ଟା ଡ୍ୟୁଟି କରିବା ପାଇଁ ବାଧ୍ୟ। ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ ନକଲେ ତାକୁ ସରକାର ଗୁରୁତ୍ୱର ସହ ବିଚାରକୁ ନେଇ ଆବଶ୍ୟକ...

budget-2
ଟଙ୍କାକରେ ବଜେଟ୍‌ ହିସାବ

ନୂଆଦିଲ୍ଲୀ: ଆଜି ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୧୯-୨୦ ବର୍ଷ ୨୭,୮୬,୩୪୯ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ତେବେ ଏହି ବଜେଟ୍‌ର ହିସାବରେ ଆସନ୍ତୁ ଜାଣିବା ଟଙ୍କାଟିଏ ଆସିବ କେଉଁଠୁ ଓ ଯିବ କୁଆଡ଼େ ଟଙ୍କାଟିଏ ଆସିବ କେଉଁଠୁ (ପଇସାରେ) ୧:...

Inside pictures of Puri Jagannath Temple go viral again
ଶ୍ରୀମନ୍ଦିର ଗର୍ଭଗୃହର ଯାଞ୍ଚ କରିବେ ଏଏସ୍‌ଆଇ

ପୁରୀ : ଶ୍ରୀମନ୍ଦିରର ଗର୍ଭଗୃହକୁ ତନ୍ନତନ୍ନ କରି ଯାଞ୍ଚ କରିବେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ) କର୍ତ୍ତୃପକ୍ଷ। ଶ୍ରୀଜିଉମାନେ ଏବେ ମନ୍ଦିର ବାହାରେ ଥିବାରୁ ଏହି ସମୟରେ ଗର୍ଭଗୃହର ପ୍ରଥମ ମହଲା, ଦ୍ୱିତୀୟ ମହଲା ସହିତ କାନ୍ଥ, ଛାତ, କରବେଲ୍‌ ଓ ଷ୍ଟିଲ୍ କ୍ରସକୁ ଯାଞ୍ଚ କରାଯିବ। ଏଥିପାଇଁ...

patakura
ପାଟକୁରା ଲଢ଼େଇକୁ ନେଇ ସାରା ରାଜ୍ୟରେ ଜୋରଦାର ଚର୍ଚ୍ଚା ଆରମ୍ଭ

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପରେ ପ୍ରଥମ ଥର ପାଇଁ ପାଟକୁରାରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ। ତେବେ ନିର୍ବାଚନ ପରେ ବିଜେଡି ଓ ବିଜେପି ପରସ୍ପରର ନିକଟତର ହେଉଥିବାରୁ ପାଟକୁରା ଲଢ଼େଇକୁ ନେଇ ଏବେ ସାରା ରାଜ୍ୟରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି।...