• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

india vs ne
ବିଶ୍ୱକପ୍ କ୍ରିକେଟ୍ ; ଆଜି ପ୍ରଥମ ସେମିରେ ଭାରତ ବନାମ ନ୍ୟୁଜିଲାଣ୍ଡ

ମାଞ୍ଚେଷ୍ଟର୍‌ : ଆଜି ବିଶ୍ୱକପ୍‌ କ୍ରିକେଟର ପ୍ରଥମ ସେମିଫାଇନାଲ୍। ମାଞ୍ଚେଷ୍ଟର୍‌ରେ ମେନ୍ ଇନ୍ ବ୍ଲୁ ବନାମ ମେନ୍ ଇନ୍ ବ୍ଲାକ୍। ୨୦୧୫ ବିଶ୍ୱକପ୍ ରନର୍ସ ଅପ୍ ନ୍ୟୁଜିଲାଣ୍ଡକୁ ଭେଟିବ ୨୦୧୧ ଚାମ୍ପିୟନ ଭାରତ। ଉଭୟ ଟିମ୍ ଚଳିତ ସଂସ୍କରଣରେ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲରେ ପହଞ୍ଚିଛନ୍ତି। ଭାରତ ମାତ୍ର...

rape
ପୁରୀରେ ଲଜ୍ଜା ; ବସ୍ ଭିତରେ ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୋଗ

ପୁରୀ : ପୁରୀରେ ଲଜ୍ଜା ଏକ ଲକ୍‌ଜରି ବସ୍ ଭିତରେ ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୋଗ। ବସ୍‌ର ହେଲପର ବିରୋଧରେ ଏହି ଅଭିଯୋଗ ଆସିଛି। ବିଳମ୍ବିତ ରାତିରେ ଶରଧାବାଲିରେ ପୀଡିତା ନାବାଳିକା କାନ୍ଦୁଥିବା ବେଳେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। କୁମ୍ଭାରପଡ଼ା ପୁଲିସ ପୀଡିତାକୁ ଉଦ୍ଧାର କରିବା...

5t
ଅଧିକାରୀଙ୍କୁ 5T ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ରାଜ୍ୟର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ବୈଠକ କରି ପ୍ରତିକ୍ଷେତ୍ରରେ 5T କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଏହି ବୈଠକରେ ମୁଖ୍ୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି ପୁଲିସ ମହାନିର୍ଦ୍ଦେଶକ, ପ୍ରମୁଖ ସଚିବ, ପ୍ରତି ବିଭାଗର ସଚିବ, ଜିଲ୍ଲାପାଳ ଓ...

jio
ଅମରନାଥ ଶ୍ରଦ୍ଧାଳୁଙ୍କ ପାଇଁ ଜିଓ ଆଣିଲା ନୂଆ ପ୍ରିପେଡ୍‌ ପ୍ଲାନ୍‌

ଶ୍ରୀନଗର : ଅମରନାଥ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ରିଲାଏନ୍ସ ଜିଓ ପକ୍ଷରୁ ଜମ୍ମୁକଶ୍ମୀରରେ ସ୍ୱତନ୍ତ୍ର ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଏଥିରେ ଜିଓ ପକ୍ଷରୁ ୧୦୨ ଟଙ୍କିଆ ପ୍ରିପେଡ୍‌ ପ୍ଲାନ୍‌ ଅମରନାଥ ଶ୍ରଦ୍ଧାଳୁଙ୍କୁ ଯୋଗଇ ଦିଆଯିବ। ଏହି ପ୍ଲାନ୍‌କୁ ଶୁଭାରମ୍ଭ କରିବାର ଉଦ୍ଦେଶ୍ୟ ହେଉଛି, ଦେଶର ଅନ୍ୟ ଅଂଚଳର...

padmashri
ରାଜ୍ୟର ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଆର୍ଥିକ ଅନଗ୍ରସରଙ୍କୁ ମିଳିବ ସହାୟତା

ଭୁବନେଶ୍ୱର: ରାଜ୍ୟରେ ପଦ୍ମ ପୁରସ୍କାର ବିଜେତାଙ୍କ ଆର୍ଥିକ ସ୍ଥିତି ଠିକ୍ ନଥିଲେ କିମ୍ବା ସେମାନେ ଆର୍ଥିକ ଅନଗ୍ରସର ହୋଇଥିଲେ ରାଜ୍ୟ ସରକାରଙ୍କୁ ମାସିକ ୧୦ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦେବେ। ଏନେଇ ଆଜି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଏହି ଅର୍ଥ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦ୍ମଶ୍ରୀ...

odisha
ଓଏଏସ ସ୍ତରରେ ବଡ଼ଧରଣର ବଦଳି

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ସ୍ୱତନ୍ତ୍ର ସଚିବ, ଅତିରିକ୍ତ ସଚିବ, ଯୁଗ୍ମ ସଚିବ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଓ ଉପଜିଲ୍ଲାପାଳ ସ୍ତରରେ ମୋଟ ୪୧ଜଣ ଅଫିସରଙ୍କ ବଦଳି ହୋଇଛି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି...

lady
ଖୋର୍ଦ୍ଧା ଖଣି ଖାଦାନରେ ଲେଡି ଡନ୍ ରାଜ୍

ଭୁବନେଶ୍ୱର  : ଖୋର୍ଦ୍ଧା ଜିଲ୍ଲାର ଖଣି ଖାଦାନରେ ଲେଡିଡନ୍। ଚଳାଇଛି କୋଟି କୋଟି ଟଙ୍କାର ଚୋରା କାରବାର। ଅପରାଧର ଜମାଇଛି ଆଡ୍ଡା। କେତେବେଳେ ଗୁଳିବନ୍ଧୁକର କାରବାର ତ ଆଉ କେତେବେଳେ ଧମକ ଚମକର ଆତଙ୍କ। ଲେଡି ଡନ୍‌ର ଆତଙ୍କରାଜ୍‌ରେ ଥରହର ହେଲାଣି ଖୋର୍ଦ୍ଧା ଜିଲ୍ଲାର ଖଣି ଖାଦାନ ଇଲାକା।...

anganwadi
ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁକୁ ତାଲା ପକାଇ ଦିଦି ଛୁ

ପଟ୍ଟାମୁଣ୍ଡାଇ :କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁଙ୍କୁ ତାଲା ଠୁଙ୍କି ଛୁ ମାରିଥିଲେ ଦିଦି । ପଟ୍ଟାମୁଣ୍ଡାଇ ବ୍ଲକ ଶାସନ ଗାଁରୁ ଏହି ଅଭିଯୋଗ ଆସିଛି। ଦୀର୍ଘ ସମୟ ପରେ ବି ଘରକୁ ଛୁଆ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ତେବେ ଅଙ୍ଗନବାଡ଼ି...

bjp-bjd
ଜମିଲାଣି ପାଟକୁରା ପଲିଟିକ୍ସ ; ଜୁଲାଇ ୨୦ରେ ଭୋଟ

କେନ୍ଦ୍ରାପଡ଼ା /ଭୁବନେଶ୍ୱର : ଜମିଲାଣି ପାଟକୁରା ପଲିଟିକ୍ସ । ଭୋଟ୍ ତାରିଖ ପାଖେଇ ଆସୁଥିବାବେଳେ ବିଜେପି ଓ ବିଜେଡି ଦଳର ପ୍ରାର୍ଥୀ ଓ ନେତା ଜୋରଦାର କରୁଛନ୍ତି ପ୍ରଚାର। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଡୋର ଟୁ ଡୋର କ୍ୟାମ୍ପେନିଂରେ ଭୋଟରଙ୍କ ପାଖକୁ ଯାଇ ପରିବର୍ତ୍ତନ ପାଇଁ ନିବେଦନ...

konark
ବିଶ୍ୱ ଐତିହ୍ୟ ବ୍ଲାକ୍ ପାଗୋଡ଼ାକୁ ପାସୋରି ଦେଲା କି କେନ୍ଦ୍ର ?

ଭୁବନେଶ୍ୱର : ଦେଶର ପ୍ରମୁଖ ୧୭ଟି ପର୍ଯ୍ୟଟନ ସ୍ଥଳୀରେ ଓଡ଼ିଶାର କୌଣସି ଗୋଟିଏ ବି ସ୍ଥାନ ନ ପାଇବାକୁ ନେଇ ସବୁ ମହଲରେ ଉଦ୍‌ବେଗ। ବିଶ୍ୱ ଐତିହ୍ୟ ମାନଚିତ୍ରରେ କୋଣାର୍କ ସ୍ଥାନ ପାଇଥିଲେ ବି କେନ୍ଦ୍ର ସରକାର ପ୍ରସ୍ତୁତ କରିଥିବା ଆଇକନିକ ଟୁରିଷ୍ଟ ଡେଷ୍ଟିନେସନରୁ ଏହା କିଭଳି ବାଦ୍...

pm kissan -2
ରାଜ୍ୟ ସରକାରଙ୍କ ଚାଷୀ ଦରଦ ; ଜୁନ୍ ସୁଦ୍ଧା ମାତ୍ର ୧୮ ଲକ୍ଷ ଚାଷୀଙ୍କୁ ମିଳିଛି ପିଏମ୍ କିଷାନ ସହାୟତା

ଭୁବନେଶ୍ୱର : ପିଏମ୍ କିଷାନ ଯୋଜନା ପାଇଁ ଚାଷୀଙ୍କ ସଂପୂର୍ଣ୍ଣ ତାଲିକା ଦେବାରେ ବିଳମ୍ବ କରୁଥିବାରୁ ରାଜ୍ୟ ସରକାରଙ୍କୁ କେନ୍ଦ୍ରର ତାଗିଦ୍। ଜୁଲାଇ ୧୫ ସୁଦ୍ଧା ଚାଷୀଙ୍କ ଚୂଡାନ୍ତ ତାଲିକା ନଦେଲେ ଏହି ଯୋଜନାରୁ ବଚିଂତ ହେବେ ଅନେକ ଚାଷୀ। ଅର୍ଥାତ ଚାଷୀଙ୍କୁ ମିଳିବନି ଆର୍ଥିକ ସହାୟତା। କେନ୍ଦ୍ର...

nirtar
‘ନିର୍‌ତାର’ ନିର୍ଦ୍ଦେଶକଙ୍କୁ ମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସହ ୫ ଗିରଫ

କଟକ :  କଟକ ‘ନିର୍‌ତାର’ ନିର୍ଦ୍ଦେଶକଙ୍କୁ ମାଡ଼ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ଓଲଟପୁର ପୁଲିସ।  ଘଟଣାରେ ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମୀଧର ମଲ୍ଲିକଙ୍କ  ସହ ୫ ଜଣଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କ ଠାରୁ ପୁଲିସ ଗୋଟିଏ ପିସ୍ତଲ ସହ ୨ଟି ବାଇକ୍‌ ଏବଂ ୫ଟି ମୋବାଇଲ...

road sefty
ରାଜ୍ୟରେ ବଢୁଛି ମଦ୍ୟପାନ ଜନିତ ଦୁର୍ଘଟଣା

ଭୁବନେଶ୍ୱର : ରାଜ୍ୟରେ ବଢୁଛି ସଡ଼କ ଦୁର୍ଘଟଣା। ଅନେକ ସମୟରେ ଚାଲିଯାଉଛି ଅକାଳରେ ଜୀବନ। ଏଥିପାଇଁ ବଢୁଛି ସରକାରଙ୍କ ଚିନ୍ତା। ଦିନକୁ ଦିନ ବଢୁଥିବା ଦୁର୍ଘଟଣାକୁ ରୋକିବା ଲାଗି ସଚିବାଳୟରେ ରୋଡ୍ ସେଫଟି କାଉନ୍‌ସିଲ୍ ପକ୍ଷରୁ ବୈଠକ ବସିଥିଲା। ବୈଠକ ପରେ ମିଳିଥିବା ତଥ୍ୟ ଆହୁରି ଚିନ୍ତାଜନକ ହୋଇଛି।...