• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

husband
ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ

ଭଦ୍ରକ ( ତପନ ସ୍ୱାଇଁ) : ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ କୋଠାର ଗ୍ରାମରେ ପାରିବାରିକ କଳହକୁ ନେଇ ଟାଙ୍ଗିଆରେ ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ୱାମୀ। କୋଠାର ଗ୍ରାମର ସଂଜୟ ମହାଳିକ ପଞ୍ଜାବର ଏକ ସୂତାମିଲରେ କାମ କରୁଥିବା ବେଳେ ଗତ ଦୁଇ ଦିନ ପୂର୍ବେ...

no rain in odisha
ଲଘୁଚାପ ଦୁର୍ବଳ ; ଏବେ ଓଡିଶାରେ ବର୍ଷା ସମ୍ଭାବନା କମ୍‌

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ଦୁର୍ବଳ ହେବା ସହ ଏହା ମଧ୍ୟପ୍ରଦେଶ ଉପରେ ରହିଛି। ଏଥିଯୋଗୁ ଓଡ଼ିଶାରେ ବର୍ଷା ପରିମାଣ କମିବା ସହ ସବୁ ସ୍ଥାନରେ କାଁଭାଁ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଏନେଇ ଆଞ୍ଚଳିକ...

vijaya sharma
ପୁଲିସ ଡିଜି ବିଜୟ କୁମାର ଶର୍ମାଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର : ଭୁବନେଶ୍ୱରରେ ପୁଲିସ ଡିଜି ବିଜୟ କୁମାର ଶର୍ମାଙ୍କ ସମୀକ୍ଷା ବୈଠକ। ଆଇନଶୃଙ୍ଖଳା ସ୍ଥିତି ଏବଂ ସ୍ୱାଧୀନତା ଦିବସ ସୁରକ୍ଷା ନେଇ ଆଲୋଚନା କରୁଛନ୍ତି ଡିଜିପି। ଏହି ସମୀକ୍ଷା ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ସୁନିଲ ରାୟ, ଏଡିଜି ଆର.ପି କୋଚେ, ଏଡିଜି ରାଧାକୃଷ୍ଣ ଶର୍ମା, ପୁଲିସ କମିଶନର...

agriculture
କୃଷି ଓ କୃଷକଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ନୂଆ କୃଷି ନୀତି

ଭୁବନେଶ୍ୱର : ୬ ବର୍ଷର ବ୍ୟବଧାନ ପରେ ରାଜ୍ୟ ସରକାର ପୁଣି ଏକ କୃଷି ନୀତି ଆଣିବାକୁ ଯାଉଛନ୍ତି। ଏଥିପାଇଁ ପ୍ରକାଶ ପାଇଛି କୃଷିନୀତି-୨୦୧୯ର ଚିଠା। ଯେଉଁଥିରେ ଚାଷୀଙ୍କ ବିକାଶ ପାଇଁ ବିସ୍ତୃତ ଖସଡ଼ା ପ୍ରସ୍ତୁତ କରାଯାଇଛି। ଫୋକସରେ ଅଛି କାଳିଆ ଯୋଜନା ଓ ମହିଳା ଚାଷୀଙ୍କ ବିକାଶ।...

seriel killer wife
କଟକ ସିରିଏଲ କିଲିଂ ଘଟଣା ; ସିବିଆଇ ତଦନ୍ତ ଦାବି କଲେ ଗିରଫ ନାରାୟଣ ସାହୁଙ୍କ ପତ୍ନୀ

କଟକ : କଟକ ସିରିଏଲ କିଲିଂ ଅଭିଯୋଗରେ ନାରାୟଣ ସାହୁ ଗିରଫ ଘଟଣାରେ ପୁଣି ଜେଏମଏଫସି କୋର୍ଟରେ ମାମଲା। ଘଟଣାର ସିବିଆଇ ତଦନ୍ତ ସହ ଜଣେ ମାଜିଷ୍ଟ୍ରେଟଙ୍କ ତତ୍ତ୍ୱାବଧାନରେ ମାମଲାର ତଦନ୍ତ କରିବା ପାଇଁ କୋର୍ଟରେ ଆବେଦନ କରିଛନ୍ତି ନାରାୟଣଙ୍କ ପତ୍ନୀ ଗୀତାଞ୍ଜଳୀ ସାହୁ। ତାଙ୍କ ସ୍ୱାମୀ ନିର୍ଦ୍ଦୋଷ।...

at home
ଅଗଷ୍ଟ କ୍ରାନ୍ତି ଅବସରରେ ଆଜି ରାଷ୍ଟ୍ରପତି ଭବନରେ କାର୍ଯ୍ୟକ୍ରମ ; ଭାଗ ନେବେ ୨ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ

ଦିଲ୍ଲୀ( ଶିବାନନ୍ଦ) : ଅଗଷ୍ଟ କ୍ରାନ୍ତି ଅବସରରେ ଆଜି ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବ ‘ଆଟ୍‌ ହୋମ’ କାର୍ଯ୍ୟକ୍ରମ। ଚଳିତ ବର୍ଷ ଏଥିରେ ଓଡ଼ିଶାର ୨ଜଣ ସ୍ୱାଧୀନତା ସଂଗ୍ରାମୀ ସାମିଲ ହୋଇଛନ୍ତି। ଏମାନେ ହେଉଛନ୍ତି ନୟାଗଡ଼ର ୯୬ ବର୍ଷୀୟ ସହଦେବ ବେହେରା ଏବଂ ଯାଜପୁରର ୯୦ ବର୍ଷୀୟ ନୀଳମଣି...

bus owner union
ବସ୍‌ ଧର୍ମଘଟ ହେବ କି ନାହିଁ, ଆଜି ନିଷ୍ପତ୍ତି ନେବ ସଂଘ

ଭୁବନେଶ୍ୱର : ଚଳିତବର୍ଷ ରଥଯାତ୍ରା ସମୟରେ ପୁରୀରେ ଏକ ବସ୍ ଭିତରେ ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ  ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଅଭିଯୁକ୍ତଙ୍କୁ  ଗିରଫ କରାଯାଇଥିବା ବେଳେ ସମ୍ପୃକ୍ତ ବସ୍‌ ପରମିଟ୍ ବାତିଲ କରିଛନ୍ତି ରାଜ୍ୟ ସରକାର । ଏହାକୁ ତୀବ୍ର ବିରୋଧ କରି ଘରୋଇ ବସ୍...

strike
ବୀମା ଟଙ୍କା ଓ ପାଣି ପାଇଁ ଚାଷୀଙ୍କ ରାସ୍ତାରୋକ୍‌

ନୂଆପଡ଼ା( ମାୟାଧର ସରାଫ୍‌) :  ଫସଲବୀମା ଓ ଜମିକୁ ପାଣି ଯୋଗାଣ ଦାବିରେ ଚାଷୀଙ୍କ ରାସ୍ତାରୋକ୍‌ ଆନ୍ଦୋଳନ। ନୂଆପଡ଼ା ଜିଲ୍ଲା ବଙ୍କାପୁର ଗାଁ ପାଖରେ ଖାସବାହାଲ ଓ ବଙ୍କାପୁର ଗାଁ ଲୋକେ ରାସ୍ତା ଉପରେ ବସି ଆନ୍ଦୋଳନ କରୁଛନ୍ତି। ଫଳରେ ଭବାନୀପାଟଣା ଓ ଖଡ଼ିଆଳ ମଧ୍ୟରେ ଯାନବାହାନ ଚଳାଚଳ...

malkangiri
ବର୍ଷା କମିଛି, ଦୁର୍ଦ୍ଦଶା କମିନାହିଁ

ମାଲକାନଗିରି ( ଜିତେନ୍ଦ୍ର ବେଉରା) : ମାଲକାନଗିରିରେ ବର୍ଷା କମିଥିଲେ ମଧ୍ୟ କମିନାହିଁ ଲୋକଙ୍କ ଦୁର୍ଦ୍ଦଶା। ଗୋଦାବରୀ ନଦୀରେ ଜଳ ନିଷ୍କାସନ ହୋଇନପାରିବାରୁ ଏବେ ବି ସାବେରୀ ଓ କନ୍ୟାଶ୍ରମ ପୋଲ ଉପରେ ପାଣି ଚାଲୁଛି। ସେଥିପାଇଁ କାଲିମେଳାରୁ ପଡ଼ିଆ ଓ ମାଲକାନଗିରିରୁ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ...

medical
ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ ; ଡାକ୍ତରଖାନା ପରିସରରେ ଉତ୍ତେଜନା

ବାଲେଶ୍ୱର ( ରଶ୍ମି ରଂଜନ ଦାସ) : ଚିକିତ୍ସା ଅବହେଳାରୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ରୋଗୀ ମୃତ୍ୟୁ। ଅଭିଯୋଗ ଅନୁଯାୟୀ, ଦରଘାବଜାରର ରିଆସତ ଅଲିଙ୍କ ଝିଅ ରୁବିନା ଖାତୁନଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରଯାଇଥିଲା। କିନ୍ତୁ ଦୀର୍ଘ ସମୟ ଧରି କୌଣସି ଡାକ୍ତର ତାଙ୍କୁ ଚିକିତ୍ସା ପାଇଁ...

accident
୨ ପରିବା ବିକାଳୀଙ୍କ ଉପରେ ଏକ ଚଢ଼ିଗଲା ଟ୍ରକ୍‌

ବାଲେଶ୍ୱର(ରଂଜିତ୍‌ ପାକଳ) : ବାଲେଶ୍ୱର ଜିଲ୍ଲା  ୬୦ ନମ୍ୱର ଜାତୀୟ ରାଜପଥର ସାହୁପଡ଼ା ନିକଟରେ ୨ ପରିବା ବିକାଳୀଙ୍କ ଉପରେ ଏକ ଟ୍ରକ୍‌ ଚଢ଼ିଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଅଛନ୍ତି। ମୃତକଙ୍କ ନାଁ ସୁରେନ୍ଦ୍ର ଦାସ। ଗୁରୁତରଙ୍କ ନାଁ ନିରଞ୍ଜନ...

mission
ଫିଲ୍ମ ‘ମିଶନ ମଙ୍ଗଲ୍‌’ର ନୂଆ ଟ୍ରେଲର ରିଲିଜ

  ମୁମ୍ବାଇ : ଅପକମିଂ ବଲିଉଡ ଫିଲ୍ମ ‘ମିଶନ ମଙ୍ଗଲ୍‌’ର ଆଉ ଏକ ନୂଆ ଟ୍ରେଲର ରିଲିଜ ହୋଇଛି। ଭାରତର ମଙ୍ଗଳ ମିଶନ ଉପରେ ଆଧାରିତ ଏହି ଫିଲ୍ମରେ ବୈଜ୍ଞାନିକ ଚରିତ୍ରରେ ଅକ୍ଷୟ କୁମାର ଓ ବିଦ୍ୟାବାଲାନଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏହାସହ ତାପସୀ ପନ୍ନୁ ଓ...

airport
ଭୁବନେଶ୍ୱର ବିମାନବନ୍ଦରର ସୁରକ୍ଷା ବଢ଼ିଲା !

ଭୁବନେଶ୍ୱର :  ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠିବା ପରେ ବଢ଼ିଲା ଦେଶର ବିଭିନ୍ନ ବିମାନ ବନ୍ଦରର ସୁରକ୍ଷା। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ବିମାନବନ୍ଦରର ମଧ୍ୟ ସୁରକ୍ଷା ବଢ଼ାଯାଇଛି। ବିଶେଷକରି ପୂର୍ବରୁ ଜାରି ହୋଇଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡୁ୍ୟର ଏବଂ ସୁରକ୍ଷା ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରାଯାଇଛି।...

kashmir
କଶ୍ମୀରରେ ୧୪୪ ଧାରା ଯୋଗୁଁ ଜୀବନଯାତ୍ରା ଅଚଳ ; ମୋବାଇଲ ଓ ଇଣ୍ଟରନେଟ୍ ସେବା ସଂପୂର୍ଣ୍ଣ ବନ୍ଦ

ଜମ୍ମୁ-କଶ୍ମୀର : କଶ୍ମୀରରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ସ୍ଥିତି। ପାଦେ ପାଦେ ସୁରକ୍ଷାକର୍ମୀ ସ୍ଥିତି ଉପରେ ନଜର ରଖିଥିବା ବେଳେ ମୋବାଇଲ ଓ ଇଣ୍ଟରନେଟ୍ ସେବା କିନ୍ତୁ ସଂପୂର୍ଣ୍ଣ ବନ୍ଦ ରହିଛି। କିଛି ସ୍ଥାନରେ ଦୋକାନ ବଜାର ଖୋଲିବା ସହ କାଁ ଭାଁ ଯାନବାହନ ଚଳାଚଳ କରୁଛି। ପ୍ରାୟ...

stone man up
ଧରାପଡ଼ିଲା ପାରାଦୀପ ଷ୍ଟୋନ୍ ମ୍ୟାନ୍

ପାରାଦୀପ  : ଧରାପଡ଼ିଲା ପାରାଦୀପ ଷ୍ଟୋନ୍‌ମ୍ୟାନ୍। ପାରାଦୀପ ମେରାଇନ୍ ଥାନା ପୁଲିସ ଗତ ଜୁନ୍ ୨୯ ରାତିରେ ଘଟିଥିବା ଡବଲ୍ ମର୍ଡର ଘଟଣା ଉପରୁ ପର୍ଦ୍ଦା ହଟାଇ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତର ନାଁ ଶିବ ବେହେରା । ମେରାଇନ ଥାନା ଆଇଆଇସିଙ୍କ ସୂଚନା ଅନୁଯାୟୀ, ମାନସିକ ବିକାରଗ୍ରସ୍ତ...