• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

wine seized
ଗୋଦାମରେ ପୁଲିସ୍‌ର ରେଡ୍ ; ଟ୍ରକରୁ ୩୦୦ ପେଟି ବିଦେଶୀ ମଦ ଜବତ

ରାଇରଙ୍ଗପୁର : ମୟୂରଭଞ୍ଜ ବହଳଦା ଥାନା ବହଳଦା ବଜାରରେ ପୁଲିସର ରେଡ୍। ଏକ ଗୋଦାମରେ ଚଢ଼ଉ କରି ଗୋଟିଏ ଟ୍ରକରୁ ପ୍ରାୟ ୩୦୦ ପେଟି ବିଦେଶୀ ମଦ ଜବତ କରିଛି ପୁଲିସ। ଅରୁଣାଚଳ ପ୍ରଦେଶରୁ ଏତେ ପରିମାଣର ମଦ ଆସିଥିଲା ବିନା ଲାଇସେନ୍ସରେ। ବେଆଇନ୍ ଭାବେ ଏହି ଗୋଦାମରେ...

chit fund scam
ପୁଣିଥରେ ସକ୍ରିୟ ଚିଟ୍‌ଫଣ୍ଡ ସଂସ୍ଥା ; ପ୍ରଲୋଭନ ଦେଖାଇ ଲୋକଙ୍କଠୁ ଲକ୍ଷାଧିକ ଟଙ୍କା ଠକେଇ

ବାଲେଶ୍ୱର ( ରଶ୍ମୀ ରଂଜନ ଦାସ) :  କିଛି ବର୍ଷର ଶାନ୍ତ ପରିବେଶ ପରେ ବାଲେଶ୍ୱର ସହରରେ ପୁଣିଥରେ ସକ୍ରିୟ ହୋଇ ଉଠିଛି ଚିଟ୍‌ଫଣ୍ଡ ସଂସ୍ଥା। ବିଭିନ୍ନ ନେଟ୍ଓ୍ୱର୍କିଂ ସଂସ୍ଥା ଭିନ୍ନ ଭିନ୍ନ ପ୍ରଲୋଭନ ଦେଖାଇ ଏବେବି ସହରର ଗଳକନ୍ଦିରେ ବିନା ସାଇନ୍ ବୋର୍ଡରେ ଚିଟ୍ ଫଣ୍ଡ କାରବାର...

student
ପାଠପଢ଼ା ଚାପରୁ ଛାତ୍ରୀଙ୍କ ଆତ୍ମହତ୍ୟା !

ନବରଙ୍ଗପୁର  : ପାଠ ଚାପରୁ ଆତ୍ମହତ୍ୟା । ନବରଙ୍ଗପୁର ସହର ହିର୍ଲି ସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ। ବାଥରୁମ୍‌ ଭିତରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ୍‌ ମଧ୍ୟ ଜବତ ହୋଇଛି।...

india--1
ଯୁବ ତ୍ରିରାଷ୍ଟ୍ରୀୟ ସିରିଜ୍ ଜିତିଲା ଭାରତ

ହୋଭ୍: ଇଂଲଣ୍ଡରେ ଚାଲିଥିବା ଅଣ୍ଡର୍-୧୯ ତ୍ରିରାଷ୍ଟ୍ରୀୟ ସିରିଜରେ ଭାରତ ୬ ୱିକେଟରେ ବାଂଲାଦେଶକୁ ହରାଇ ଚାମ୍ପିଅନ୍ ହୋଇଛି। ଏହି ମ୍ୟାଚରେ ବାଂଲାଦେଶ ଅଣ୍ଡର୍-୧୯ ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୨୬୧ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ଭାରତ ଅଣ୍ଡର୍-୧୯ ଟିମ୍...

flood 2
ବେକାବୁ ହେଲାଣି ବନ୍ୟା, ଭୂସ୍ଖଳନରେ ୯ ମୃତ

ନୂଆଦିଲ୍ଲୀ: ଅବିଶ୍ରାନ୍ତ ବର୍ଷା ଯୋଗୁ ଆଜି ଜମ୍ମୁ-କଶ୍ମୀର ଓ ଉତ୍ତରାଖଣ୍ଡରେ ଭୟଙ୍କର ଭୂସ୍ଖଳନ ହୋଇଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ସେପଟେ କର୍ଣ୍ଣାଟକା, କେରଳ, ମହାରାଷ୍ଟ୍ର ଓ ଗୁଜରାଟ୍‌ରେ ବନ୍ୟା ବିଭୀଷିକା ଜାରି ରହିଛି। ଏହି ୪ ରାଜ୍ୟରେ...

congress
କଶ୍ମୀର ପ୍ରସଙ୍ଗ: ‘ପାକିସ୍ତାନ ପାଇଁ କଂଗ୍ରେସ ଓ ମମତାଙ୍କ ଭଳି ଲୋକ ଭାରତରେ ଅଛନ୍ତି’

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ଓ ରାଜ୍ୟକୁ ଦୁଇ ଖଣ୍ଡ କରିବା ନିଷ୍ପତ୍ତିକୁ ନେଇ ଜୋରଦାର ବିତର୍କ ଚାଲିଛି। ଜଣେ ପାକିସ୍ତାନୀ ବିଶେଷଜ୍ଞ ଇସ୍‌ଲାମାବାଦର ଏକ ଚ୍ୟାନେଲ୍‌ରେ ଭାରତରେ ଥିବା ସେମାନଙ୍କ ସମର୍ଥକ ବା ସିମ୍ପାଥାଇର୍ଜସଙ୍କ ନାଁ କହିଛନ୍ତି। ଏହି ତାଲିକାରେ ଲେଖକ ଅରୁନ୍ଧତୀ...

population
୨୦୨୧ ଜନଗଣନା ପାଇଁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର :  ୨୦୧୧ରୁ ୨୦୨୧ । ୧୦ ବର୍ଷରେ କେତେ ବଢ଼ିଛି ଆମ ଦେଶର ଜନସଂଖ୍ୟା ? ଲୋକ କେତେ ? ଘର କେତେ ? ନାଗରିକ କେତେ ? ୨୦୨୧ରେ ଏ ବଡ଼ ପ୍ରଶ୍ନର ଉତ୍ତର ପାଇବାକୁ ଆଜିଠୁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା। ବିଶ୍ୱର ସର୍ବବୃହତ୍ତ ଗଣତାନ୍ତ୍ରିକ...

niti
ସ୍ଥାଣୁ ପାଲଟିଥିବା ରାଜ୍ୟ ଯୋଜନା ବୋର୍ଡର ବଦଳିପାରେ କାୟାକଳ୍ପ

ଭୁବନେଶ୍ୱର : କଣ ହେବ ରାଜ୍ୟ ଯୋଜନା ବୋର୍ଡର ଭବିଷ୍ୟତ ? ପୁନର୍ଗଠନ ହେବାକୁ ଯାଉଛି କି ଏହି ଗୁରୁତ୍ୱପୂର୍ଣ୍ଣ ବୋର୍ଡ ? ଯଦି ଏଭଳି ହୁଏ ତାହେଲେ କେଉଁ କ୍ଷେତ୍ରକୁ ମିଳିବ ଅଧିକ ଗୁରୁତ୍ୱ ? ରାଜ୍ୟ ଯୋଜନା ବୋର୍ଡର ପୁନର୍ଗଠନ ନେଇ ସଙ୍କେତ ମିଳିବାପରେ ଏଭଳି...

minister
ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ; ମନ୍ତ୍ରୀ କହିଲେ ସର୍ତ୍ତ ପୂରଣ ହେଲେ ଯାଇ ବିଚାର କରାଯିବ

ଭୁବନେଶ୍ୱ : ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ବା ମୋଦି କେୟାର୍ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ୨ ଓଡ଼ିଆ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୧୨  ଓଡ଼ିଆ ସାଂସଦ। ପୂର୍ବରୁ ଖୋଦ୍ ପ୍ରଧାନମନ୍ତ୍ରୀ ଓ  କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ବି ନବୀନଙ୍କୁ ଏ ନେଇ ଅନୁରୋଧ...

black mailing
ଅଶ୍ଲୀଳ ଭିଡିଓ ଭାଇରାଲ କରାଇଦେବା ନାଁରେ ଯୁବତୀଙ୍କୁ ବ୍ଲାକମେଲିଂ, ଇଞ୍ଜିନିୟରିଂ ଛାତ୍ର ଗିରଫ

ଭୁବନେଶ୍ୱର : ଯୁବତୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ କରାଇଦେବା ନାଁରେ ବ୍ଲାକମେଲିଂ।  ଯୁବତୀଙ୍କ ଠାରୁ ଟଙ୍କା ଗହଣା ହଡପ ଅଭିଯୋଗରେ କମିଶନରେଟ୍ ପୁଲିସ ଜଣେ ଇଞ୍ଜିନିୟରିଂ ଛାତ୍ରକୁ ଗିରଫ କରିଛି। ଅଭିଯୁକ୍ତ ଛାତ୍ର ହେଲେ ଦେବୀ ପ୍ରସାଦ ପତି। ପୁଲିସ ତାଠାରୁ ୧୦ ହଜାର ଟଙ୍କା ଓ ଲକ୍ଷାଧିକ...

mla treaten
୧୦ ଲକ୍ଷ ଟଙ୍କା ଦେବାକୁ ବିଧାୟକଙ୍କୁ ଧମକ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି ) :  ରାଉରକେଲା ବିଧାୟକଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଆଣି ଦେବାକୁ ମିଳିଛି ଧମକ। ଏନେଇ ଏକ ଧମକପୂର୍ଣ୍ଣ ଚିଠି ଘର କାନ୍ଥରେ ମରା ଯାଇଛି।  ନଚେତ ପରିଣାମ ଭୟାବହ ହେବ ବୋଲି ମଧ୍ୟ ଉଲ୍ଲେଖ ଅଛି। ଦୁର୍ବୃତ୍ତମାନେ ଗତ ରାତିରେ ରାଉରକେଲା...

jawan rakhi
ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ମହିଳା

ମହାରାଷ୍ଟ୍ର : ମହାରାଷ୍ଟ୍ରରେ ବନ୍ୟାପାଣି କମିବା ପରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଥିବା ବେଳେ ଉଦ୍ଧାରକାରୀ ଟିମ୍‌କୁ ସ୍ଥାନୀୟ ମହିଳାମାନେ ରାକ୍ଷୀ ବାନ୍ଧିଛନ୍ତି।  ଏନଡିଆରଏଫ୍ କର୍ମଚାରୀମାନଙ୍କୁ ତିଳକ ଲଗାଇ ବନ୍ଦାପନା କରିବା ସହ ସେମାନଙ୍କ ହାତରେ ରାକ୍ଷୀ ବନ୍ଧା ଯାଇଥିଲା। ବିପଦ ସମୟରେ ଏନଡିଆରଏଫ୍ କର୍ମଚାରୀ ମାନେ...

mla
ମକା ଫସଲରେ ବିଧାୟକ ; ଭିଡ଼ିଓ ଭାଇରାଲ୍‌

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ମକା ଜମିରେ କୀଟନାଶକ ଔଷଧ ସିଞ୍ଚନ ଦୃଶ୍ୟ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ସମଗ୍ର ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଚାଷୀ ଘରେ ଜନ୍ମ ନେଇଥିବା ବିଧାୟକ ପେଷାରେ ଜଣେ ଓକିଲ। ଜିଲ୍ଲାର ରାଇଘର, ଉମରକୋଟ,ଝରିଗାଁ,ଡାବୁଗାଁ...