କଣ୍ଟାବାଞ୍ଜି /ସୁନ୍ଦରଗଡ଼ /ଭୁବନେଶ୍ୱର : ଘାତକ ହେଉଛି ସର୍ପାଘାତ। ରାଜ୍ୟରେ ଚିନ୍ତାଜନକ ଭାବେ ବଢି ଚାଲିଛି ସାପ କାମୁଡ଼ାଜନିତ ମୃତ୍ୟୁ। ଏବେ ଆରମ୍ଭ ହୋଇଛି କାରଣ ଖୋଜା। ବିଷଧର ସର୍ପ ଦଂଶନରେ ତୁରେକେଲା ଗାଁର ଦୁର୍ଗେଶ ବେନିଆ ନାମକ ପିଲାଟି ଘରେ ଶୋଇଥିବା ବେଳେ ତାକୁ ଏକ ବିଷାକ୍ତ...
ଭୁବନେଶ୍ୱର : ଓଡ଼ିଆ ଫିଲ୍ମ ‘ମିଷ୍ଟର ମଜନୁ’ର ଶୁଭ ମହୁରତ ହୋଇଯାଇଛି। ତରଙ୍ଗ ସିନେ ପ୍ରଡ଼କ୍ସନ ବ୍ୟାନରରେ ନିର୍ମାଣ ହେବାକୁ ଯାଉଛି ‘ମିଷ୍ଟର ମଜନୁ’। ଏଥିରେ ମୁଖ୍ୟ ଭୂମିକାରେ ନାୟକ ଭାବେ ବାବୁସାନ ଥିବା ବେଳେ ତାଙ୍କ ବିପକ୍ଷରେ ସୁରମୟୀ, ଦିବ୍ୟା ଓ ଶୀତଲ ରହିଛନ୍ତି। ଫିଲ୍ମର ନିର୍ଦ୍ଦେଶନା...
ପୋର୍ଟ ଅଫ୍ ସ୍ପେନ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ଦିନିକିଆ ବୁଧବାର ଖେଳାଯାଉଛି। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ କ୍ୟାପଟେନ୍ ଜେସନ୍ ହୋଲ୍ଡର୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚରେ ଭାରତୀୟ ଦଳରେ ଗୋଟିଏ...
ପୁରୀ : ଶ୍ରୀମନ୍ଦିର ଅନେକ ସମୟରେ ଆତଙ୍କବାଦୀଙ୍କ ଟାର୍ଗେଟରେ ରହୁଥିବା ଗୁଇନ୍ଦା ବିଭାଗ ସୂଚନା ଦେଉଛି। ଯାହାକୁ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ମେଘନାଦ ପାଚେରୀକୁ ଲାଗି ରହିଥିବା କୋଠାବାଡ଼ିକୁ ଉଚ୍ଛେଦ କରିବା ପାଇଁ ନିଷ୍ପତ୍ତି ନେଇଛି। ଆସନ୍ତା ୧୯ ତାରିଖରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ...
ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବନ୍ୟା ଆସିଥିବାରୁ ତରତର ହୋଇ ସାଇକେଲ୍ରେ ଘରକୁ ଫେରୁଥିଲେ ଗଣେଶ କୁମ୍ଭାର। ହେଲେ ରାସ୍ତାରେ ପ୍ରବାହିତ ହେଉଥିବା ଜଳ ସ୍ରୋତ ତାଙ୍କୁ ଭସାଇ ନେଇଥିଲା। ଚାଷ ଜମିରୁ ଆଜି ତାଙ୍କର ମୃତଦେହ ମିଳିଛି। ବଲାଙ୍ଗିର ରେଲୱେ ଷ୍ଟେସନ କ୍ୟାଣ୍ଟିନ୍ରେ ଟାଉନ ଥାନା ଅନ୍ତର୍ଗତ ବିଷ୍ଣୁମୁଣ୍ଡା...
ଭୁବନେଶ୍ୱର : ଚିଲିକା ରାଜହଂସ ନିକଟରେ ଅଟକିଥିବା ମାଲେସିଆର ଏକ ଜାହଜ ପ୍ରସଙ୍ଗରେ କଂପାନୀକୁ ଚିଠି ଲେଖିଲା ଭାରତୀୟ ତଟରକ୍ଷୀ ବାହିନୀ। ଜାହାଜ ଟଗ୍ ଜିନ୍ ହ୍ୱା କଂପାନୀ ସହ ମୁଖ୍ୟ ସଚିବଙ୍କୁ ବି ଅବଗତ କଲା ତଟରକ୍ଷୀ ବାହିନୀ। ଜାହାଜରେ ବିପୁଳ ପରିମାଣର ତେଲ ଥିବାରୁ ଲିକ୍...
ନୟାଗଡ଼ : ୩ ଚୋରକୁ ଧରି ଧରି ନିର୍ଧୂମ ଛେଚିଲେ ଲୋକେ। ନୟାଗଡ଼ ରଣପୁର ଥାନା ନରେନ୍ଦ୍ରପୁର ଗାଁରେ ଚୋରି କରୁଥିବାବେଳେ ଧରାପଡି ନିର୍ଧୂମ ମାଡ଼ ଖାଇଛନ୍ତି ୩ ଜଣ ବ୍ୟକ୍ତି। ଗାଁର ଅଭିମନ୍ୟୁ ସ୍ୱାଇଁ ନାମକ ଜଣେ ଲୋକଙ୍କ ଘରେ ଚୋରି କରିବାକୁ ଉଦ୍ୟମ କରିଥିଲେ ୩...
କେନ୍ଦୁଝର ( ପ୍ରଣୟ ପାଣି) :୯ ବର୍ଷର ନାତୁଣୀଙ୍କୁ ସମ୍ପର୍କୀୟ ଅଜାର ଦୁଷ୍କର୍ମ ଅଭିଯୋଗ। କେନ୍ଦୁଝର ଜିଲ୍ଲା ସଦର ଥାନା ଅଂଚଳରେ ଘଟିଛି ଏ ଅଭାବନୀୟ ଘଟଣା। ମିଳିଥିବା ସୂଚନା ମୁତାବକ , ନାବାଳିକା ଜଣକ ନିଜ ଘର ନିକଟରେ ଛେଳି ଚରାଉଥିବାବେଳେ ସମ୍ପର୍କୀୟ ଅଜା ଜଣକ ତାଙ୍କୁ...
ଭୁବନେଶ୍ୱର : ସ୍ୱାଧୀନତା ଦିବସ ଅବସରରେ ପୁଲିସ ପଦକ ଘୋଷଣା ହୋଇଛି। ଓଡ଼ିଶାର ୨୩ ଜଣଙ୍କୁ ପୁଲିସ ସାହସିକତା ମେଡାଲ ମିଳିବ। ବିଶିଷ୍ଟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ମିଳିବ। ୧୧ ଜଣଙ୍କୁ ମିଳିବ ମେରିଟୋରିୟସ ସେବା ପଦକ। ଡିଏସ୍ପି ପ୍ରମୋଦ ରଥଙ୍କୁ ମିଳିବ...
ଭୁବନେଶ୍ୱର : ଓଡ଼ିଶାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀଙ୍କୁ ନୂଆ ନିଯୁକ୍ତି ମିଳିଛି। ସେ ରାଜ୍ୟ ନିର୍ବାଚନ କମିଶନର ହେବେ। ତାଙ୍କର ଏହି ନୂଆ ନିଯୁକ୍ତିକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅନୁମୋଦନ ମିଳିଛି। ନୂଆ ନିଯୁକ୍ତି ପରେ ଶ୍ରୀ ପାଢ଼ୀ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି। ତେବେ...
ଭୁବନେଶ୍ୱର : କଂଗ୍ରେସ ପରିବାରରେ ମୋ ଜନ୍ମ, କଂଗ୍ରେସ ଆଦର୍ଶକୁ ବିଶ୍ୱାସ କରେ, ଏବେ ମୁଁ କଂଗ୍ରେସରେ ହିଁ ଅଛି। କିଛି ଦିନର ନିରବତା ପରେ ଆଜି ମୁହଁ ଖୋଲିଛନ୍ତି କଂଗ୍ରେସ ସାଂସଦ ରଞ୍ଜୀବ ବିଶ୍ୱାଳ। ଟ୍ରିପଲ୍ ତଲାକ ବିଲ୍ ଆଗତ ଦିନ ରାଜ୍ୟସଭାରେ ଅନୁପସ୍ଥିତ ଥିଲେ ରଞ୍ଜୀବ।...
ଭୁବନେଶ୍ୱର : ଜୋତା ଭିତରୁ ବାହାରିଲା ସାପ। ଭୁବନେଶ୍ୱର ପଞ୍ଚସଖା ନଗର ରାକେଶ କୁମାର ଦାଶଙ୍କ ଜୋତାରୁ ଏହି ତମ୍ପ ସାପ ବାହାରିଛି। ଆଜି ସକାଳେ ଅଫିସ ପାଇଁ ରାକେଶ ଜୋତା ପିନ୍ଧିଲା ବେଳକୁ ସାପ ଥିବା ଦେଖିବାକୁ ପାଇଥିଲେ। ଘଟଣା ପରେ ସ୍ନେକ୍ ହେଲ୍ପ ଲାଇନ୍କୁ ଖବର...
ଭୁବନେଶ୍ୱର : ରାଜ୍ୟରେ ଉଚ୍ଛେଦ ହେଲା ଗାର୍ଡ ଅଫ୍ ଅନର ବ୍ୟବସ୍ଥା । ଏଣିକି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସରକାରୀ ଅଧିକାରୀଙ୍କୁ ଦିଆଯିବନି ଗାର୍ଡ ଅଫ୍ ଅନର। କେବଳ ୩ଟି ଦିବସରେ ମୁଖ୍ୟ ଅତିଥିଙ୍କୁ ମିଳିବ ଗାର୍ଡ ଅଫ୍ ଅନର୍। ଏହି ସବୁ ଦିନ ଗୁଡ଼ିକ ହେଲା, ସାଧାରଣତନ୍ତ୍ର ଦିବସ,...
ଭୁବନେଶ୍ୱର : ସ୍କୁଲ ଓ ଗଣଶିକ୍ଷା ବିଭାଗର ନୂଆ ନିଷ୍ପତ୍ତି। ଏଣିକି ସ୍କୁଲରେ ଇଂରାଜୀ, ଗଣିତ ଓ ବିଜ୍ଞାନ ବିଷୟକୁ ଅଧିକ ସମୟ ପଢ଼ାଯିବ। ପ୍ରତି ୩ଟି ବିଷୟକୁ ୪୫ ମିନିଟ୍ ପରିବର୍ତ୍ତେ ଦେଢଘଣ୍ଟା ଲେଖାଏ ପଢ଼ାଯିବ। ଏଭଳି ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସ୍କୁଲ ଓ...
ତାମିଲନାଡ଼ୁ : ଲୁଟେରାଙ୍କୁ କଡ଼ା ମୁକାବିଲା କରିଛନ୍ତି ତାମିଲନାଡ଼ୁର ଦମ୍ପତି। ଖବର ଅନୁଯାୟୀ, ତାମିଲନାଡୁର ତିରୁନେଲଭେଲି ଅଂଚଳରେ ସ୍ୱାମୀ, ସ୍ତ୍ରୀ ଏକାଠି ଅଗଣାରେ ବସିଥିବା ବେଳେ ଦୁଇଜଣ ଲୁଟେରା ଘର ଭିତରକୁ ପଶି ଆସିଥିଲେ। ମାରଣାସ୍ତ୍ର ଧରି ସେମାନେ ବୃଦ୍ଧ ଦମ୍ପତିଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ। ଏକ...
ଆସ୍କା (ମନୋଜ ମୁନି) : ବନ୍ୟା ବିଭୀଷିକାରେ କେରଳରେ ଫସି ରହିଛନ୍ତି ଦୁଇ ଶହରୁ ଅଧିକ ଓଡ଼ିଆ। ଏହି ଶ୍ରମିକମାନଙ୍କ ଘର ଗଞ୍ଜାମ ସାନଖେମୁଣ୍ଡିର ପାଟପୁର, ରାଧାଦେଇପୁର, ଏସ୍.ଗୋପାଳପୁର ଓ ଖଲିଙ୍ଗି ଆଦି ଅଞ୍ଚଳରେ। ସୂଚନା ମୁତାବକ ,ଶ୍ରମିକମାନେ ଗତ କିଛି ମାସ ହେବ କେରଳରେ ବିଭିନ୍ନ କମ୍ପାନୀରେ...