ନୂଆଦିଲ୍ଲୀ : ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିରେ ପାକିସ୍ତାନରେ କମ୍ପନ। ଭାରତର ଏଭଳି ନିଷ୍ପତ୍ତିକୁ ପାକିସ୍ତାନ ନିନ୍ଦା କରିବା ସହ ଏକପାଖିଆ କହି ପ୍ରତ୍ୟାଖ୍ୟାନ କରିଛି। ଭାରତ ଅଧିକୃତ ଜମ୍ମୁ ଓ କଶ୍ମୀର ଆନ୍ତର୍ଜାତିକ ସ୍ତରରେ ବିବାଦୀୟ ଅଂଚଳ ଭାବେ ମାନ୍ୟତା ପାଇଛି। ତେଣୁ...
ଜଳେଶ୍ୱର(ଅଜିତ ଦାସ): ବଜ୍ରପାତରେ ଉତ୍ତର ବାଲେଶ୍ୱରରେ ୩ ଜଣଙ୍କ ଜୀବନ ଯାଇଛି। ବିଲରେ କାମ କରୁଥିବା ବେଳେ ହଠାତ ବଜ୍ରପାତ ହେବାରୁ ଏମାନଙ୍କ ପ୍ରାଣବାୟୁ ଉଡ଼ି ଯାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ସାଧାରଣରେ ଦାବି ହେଉଛି। ଆଜି ମଧ୍ୟାହ୍ନରେ ଉତ୍ତର ବାଲେଶ୍ୱରର ଜଳେଶ୍ୱର, ବସ୍ତା ଓ ଭୋଗରାଇ...
ଭୁବନେଶ୍ୱର : ସରକାରୀ ବାବୁଙ୍କ ଲାଗି କୋହଳ ହେଲା ଲୋକାୟୁକ୍ତ ଆଇନ୍। ଏଣିକି ବାବୁମାନଙ୍କୁ ଦେବାକୁ ପଡ଼ିବନି ସ୍ତ୍ରୀ ଓ ପିଲାଙ୍କ ସଂପତ୍ତି ତାଲିକା। ଲୋକାୟୁକ୍ତ ଆଇନର ଧାରା ୪୪ରେ ରାଜ୍ୟ ସରକାର ଏଭଳି ସଂଶୋଧନ କରିବା ପରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ଏହାଦ୍ୱାରା ସଂପତ୍ତି ଲୁଚାଇବା...
ନୂଆଦିଲ୍ଲୀ: ଦୀର୍ଘ ଘଣ୍ଟାର ମାରାଥନ ବିତର୍କ ପରେ ଶେଷରେ ଜମ୍ମୁ-କଶ୍ମୀର ପୁର୍ନଗଠନ ବିଲ୍ ରାଜ୍ୟସଭାରେ ପାସ୍ ହୋଇଛି। ଅର୍ଥାତ ଜମ୍ମୁ-କଶ୍ମୀର ଠାରୁ ଲଦାଖ ଅଲଗା ହୋଇଯାଇଛି। ଏଥିସହ ଜମ୍ମୁ-କଶ୍ମୀର ରାଜ୍ୟ ମାନ୍ୟତା ହରାଇଛି। ଜମ୍ମୁ-କଶ୍ମୀରକୁ ଏଣିକି ରାଜ୍ୟ ବଦଳରେ କେନ୍ଦ୍ର ଶାସିତ ଅଞ୍ଚଳରେ ଭାବେ ଗଣତି କରାଯିବ। ଲଦାଖ...
ଭୁବନେଶ୍ୱର : ବାବା ବେଶରେ ଲୁଟେରା। ରିଷ୍ଟ ଖଣ୍ଡନ ନାଁରେ ଅଭିନବ ଉପାୟରେ ଟଙ୍କା ଲୁଟ୍। ନାମୀଦାମୀ କାରରେ ବୁଲି ଲୁଟୁଛନ୍ତି ବାବା । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ନିଳାଦ୍ରି ବିହାର ଅଞ୍ଚଳରେ ଲୁଟେରା ବାବାଙ୍କୁ ଭରସା କରି ଲୁଟ୍ର ଶିକାର ହୋଇଛନ୍ତି ଆଇନଜୀବୀ ସମରେନ୍ଦ୍ର ସାହୁ। ସହର...
ବଲାଙ୍ଗିର (ମନୋରଂଜନ ଯୋଶି) : ସର୍ବସାଧାରଣରେ ମଦ୍ୟପକୁ ପୁଲିସର ଥାର୍ଡ ଡିଗ୍ରୀ। ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ କ୍ୟାମ୍ପସ୍ରେ ଜଣେ ମଦ୍ୟପକୁ ଖୁଣ୍ଟରେ ବାନ୍ଧି ଜଣେ ମହିଳା କନଷ୍ଟେବଲ ମାଡ଼ ମାରୁଥିବା ଭିଡିଓ ରେକର୍ଡିଂ ହୋଇଛି। ମହିଳା କନଷ୍ଟେବଲ ଜଣକ ଜୋତାରେ ମାଡ଼ ମାରିବା ସହ...
କନ୍ଧମାଳ : ପ୍ରଧାନ ଶିକ୍ଷକଙ୍କୁ ଫେରାଇ ଆଣିବା ଦାବିରେ କନ୍ଧମାଳ ଜିଲ୍ଲା ଝିରିପାଣି ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ତୁମୁଡିବନ୍ଧ ବିଇଓ ଅଫିସ୍ ଘେରାଉ। ଝିରିପାଣି ହାଇସ୍କୁଲ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ନାୟକଙ୍କୁ କିଛି ଦିନ ପୂର୍ବରୁ ଅନ୍ୟତ୍ର ବଦଳି କରାଯାଇଛି। ଫଳରେ ସ୍କୁଲରେ ପାଠପଢା ବ୍ୟାଘାତ ହେଉଥିବା ଛାତ୍ରଛାତ୍ରୀ ଅଭିଯୋଗ...
ଭୁବନେଶ୍ୱର : ୩୭୦ ଉଚ୍ଛେଦ ପରେ ଆଲର୍ଟ ଜାରି କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ, ଡିଜିପି ଏବଂ ପୁଲିସ କମିଶନ୍ଙ୍କୁ ଏନେଇ ଆଲର୍ଟ ଜାରି କରିଛି । ଆବଶ୍ୟକ ସଂଖ୍ୟକ ଫୋର୍ସ ମହଜୁଦ୍ ରଖିବା ସହ...
ନୟାଗଡ଼: ଧରା ପଡିଲା ଜେଲରୁ ଖସି ପଳାଇ ଥିବା ବିଚାରାଧୀନ ବନ୍ଦୀ ତପନ ରାଉତ। ଗତ ୩ ତାରିଖରେ ଖଣ୍ଡପଡ଼ା ସବ୍ଜେଲରୁ ଚମ୍ପଟ ମାରିଥିବା ବିଚାରାଧୀନ ବନ୍ଦୀ ତପନ ରାଉତକୁ ଆଜି ତା ଗାଁ କରବର ନିକଟରୁ ଜେଲ କର୍ମଚାରୀ ଗିରଫ କରି ପୁଲିସକୁ ହସ୍ତାନ୍ତର କରିଛନ୍ତି। ଗିରଫ...
ଢେଙ୍କାନାଳ (ରାଜଶ୍ରୀ ଶତପଥୀ) : ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ବାଙ୍ଗୁରିସିଙ୍ଗ ଗାଁରେ ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ୧୧ ବଖରା ଘର। ଆଉ ଏଥିରେ ତିନି ଜଣ ଗୁରୁତର ଆହତ ହୋଇ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ...
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଛନ୍ତି। ଏହାଦ୍ୱାରା ଜମ୍ମୁ-କଶ୍ମୀରକୁ ପୂର୍ବରୁ ମିଳୁଥିବା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରତ୍ୟାହାର ହୋଇଛି।ଏବେ ଏହା ଏକ ରାଜ୍ୟ ନୁହେଁ, ବରଂ ଏକ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପରିଗଣିତ ହେବ।...
ଲାଉଡରହିଲ୍: ୱେଷ୍ଟଇଣ୍ଡିଜ୍କୁ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ରେ ହରାଇ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍କୁ ନିଜ ନାଁରେ କବଜା କରି ନେଇଛି। ଗତକାଲି ଆମେରିକାର ଫ୍ଲରିଡାରେ ଖେଳା ଯାଇଥିବା ଏହି ମ୍ୟାଚ୍କୁ ଭାରତ ଡି/ଏଲ୍ ନିୟମ ଅନୁଯାୟୀ ୨୨ ରନ୍ରେ ଜିତିଛି। ଭାରତର କୃନାଲ ପାଣ୍ଡ୍ୟା’ମ୍ୟାନ୍ ଅଫ୍...
ବିନିକା (ଦିଲ୍ଲୀପ ସାହୁ): ଜମି ବିବାଦକୁ ନେଇ ଜଣେ ମହିଳାଙ୍କ ତଣ୍ଟିକାଟି ହତ୍ୟା କରାଯାଇଛି। ଆଜି ରାତିରେ ଏପରି ନୃଶଂସ ହତ୍ୟାକାଣ୍ଡ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଞ୍ଚଳରେ ଘଟିଛି। ମୃତ ମହିଳାଙ୍କ ସ୍ୱାମୀ ଓ ପୁଅ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।ପୂର୍ବ ଶତ୍ରୁତାରୁ ଏହି ନୃଶଂସ କାଣ୍ଡ...
ଲାଉଡରହିଲ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ଟି-୨୦ ଖେଳାଯାଉଛି। ଏହି ମ୍ୟାଚରେ ରୋହିତ୍ ଶର୍ମାଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୬୭ ରନ୍ କରିଛି। ଫଳରେ...
ଭୁବନେଶ୍ୱର : ମହତ କାମ ଯେ କୌଣସି ମଣିଷକୁ ମହାନ କରିଦିଏ। ନିଜର ଅନନ୍ୟ ଉଦ୍ୟମ ଲାଗି ସମାଜ ପାଇଁ ସେମାନେ ପାଲଟିଯାନ୍ତି ପ୍ରେରଣାର ଉତ୍ସ ଓ ଜୀବନ୍ତ ଉଦାହରଣ। ସେମିତି ଦୁଇଜଣ ନିଆରା ମଣିଷ ହେଲେ ବାଲେଶ୍ୱର ଘଣ୍ଟୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ରତୀନ୍ଦ୍ରନାଥ ପରିଡ଼ା ଓ...
ଭୁବନେଶ୍ୱର : କ୍ରମାଗତ ଭାବେ ରାଜଧାନୀରେ ବଢ଼ି ଚାଲିଥିବା କ୍ରାଇମ କଣ୍ଟ୍ରୋଲ୍ ପାଇଁ ଆକ୍ସନ ମୋଡକୁ ଆସିଥିବା କମିଶନରେଟ୍ ପୁଲିସକୁ ଆଉ ଏକ ସଫଳତା ମିଳିଛି। ୨୪ ଘଣ୍ଟା ଭିତରେ ରାଜଧାନୀ ଭୁବନେଶ୍ୱରରେ ହୋଇଛି ୫ଟି ଏନ୍କାଉଣ୍ଟର। ଏଥର କମିଶନରେଟ୍ ପୁଲିସର ଶିକାର ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ରବି...