• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

triranga
ମାନବ ଶୃଙ୍ଖଳ ଜରିଆରେ ବିଶାଳ ତ୍ରିରଙ୍ଗା ଯାତ୍ରା

ରାୟପୁର : ସ୍ୱାଧୀନତା ଦିବସକୁ ରହିଲା ଆଉ ୩ ଦିନ। କିନ୍ତୁ ଏବେଠାରୁ ବହୁ ସ୍ଥାନରେ ଦେଖାଗଲାଣି ଉତ୍ସବର ପରିବେଶ। ଛତିଶଗଡ଼ ରାଜଧାନୀ ରାୟପୁରରେ ସ୍ୱାଧୀନତା ଦିବସ ପୂର୍ବରୁ ଆଜି ଆୟୋଜିତ ହୋଇଥିଲା ଏକ ତ୍ରିରଙ୍ଗା ଯାତ୍ରା। ଏକ ମାନବ ଶୃଙ୍ଖଳ କରି ଏହି ତ୍ରିରଙ୍ଗା ଉତ୍ସବ ପାଳିତ...

airport
ଝାରସୁଗୁଡ଼ା ବିମାନବନ୍ଦରରେ ଅବତରଣ କରିପାରିଲାନି ବିମାନ

ଭୁବନେଶ୍ୱର : ଭୁବନେଶ୍ୱରରୁ ଝାରସୁଗୁଡ଼ା ଯାଉଥିବା ବିମାନ ଯାତ୍ରୀ ହଟହଟା। ମେଘୁଆ ପାଗ ଯୋଗୁଁ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ବିମାନ ଅବତରଣ କରି ନପାରିବାରୁ ପୁଣି ଭୁବନେଶ୍ୱର ଫେରି ଆସିଲା ବିମାନ। ସକାଳେ ଝାରସୁଗୁଡ଼ା ଯିବା ଲାଗି ଯାତ୍ରୀମାନେ ଆଲାଏଞ୍ଜ ବିମାନରେ ଯାତ୍ରା କରିଥିଲେ। ବିମାନ...

husband
ସ୍ତ୍ରୀକୁ ହତ୍ୟା କରି ଜାଳିଦେଲା ସ୍ୱାମୀ

ସୋର(ଶଶିକାନ୍ତ ବେହେରା): ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡି ଅଧିନ ନୂଆପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀକୁ ପୋଡ଼ି ମାରିଦେବା ପରେ ସ୍ୱାମୀ ଆତ୍ମହତ୍ୟା ଉଦ୍ୟମ କରିଛି। ଏକ ଚାଷ ବିଲରେ ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ଜଣକ କୀଟନାଶକ ବିଷ ପିଇ...

music
ସୁରମଣି ପଣ୍ଡିତ ରଘୁନାଥଙ୍କୁ ସଂଗୀତରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ବିଶିଷ୍ଟ ସଂଗୀତଜ୍ଞ ସ୍ୱର୍ଗତ ପଦ୍ମଶ୍ରୀ ସୁରମଣି ଡଃ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ୮୭ତମ ଜନ୍ମଜୟନ୍ତୀ ଅବସରରେ ତାଙ୍କୁ ସଂଗୀତରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଅବସରରେ ସଂଯୁକ୍ତା ଆଣ୍ଡ୍ ରଘୁନାଥ ପାଣିଗ୍ରାହୀ କଲଚରାଲ ହେରିଟେଜ ଫାଉଣ୍ଡେସନ ପକ୍ଷରୁ ‘ନମାମି ସୁରମଣି’ ଶୀର୍ଷକ କାର୍ଯ୍ୟକ୍ରମ ଶନିବାର...

bjp
ମିଶନ ୧୨୦ ପ୍ଲସ୍ ଫେଲ୍ ପରେ ବିଜେପିର ଶକ୍ତି ବୃଦ୍ଧି ଯୋଜନା

ଭୁବନେଶ୍ୱର : ମିଶନ ୧୨୦ ପ୍ଲସ୍‌ ହାସଲରେ ବିଫଳତା ପରେ ଓଡ଼ିଶାରେ ସାଂଗଠନିକ ଶକ୍ତିବୃଦ୍ଧି ପାଇଁ ବିଜେପିର ଯୋଜନା ଆରମ୍ଭ କରିଛି। ରାଜ୍ୟର ସବୁ ବୁଥରେ କମିଟି ଗଠନ କରି ନିଜ ଉପସ୍ଥିତି ଜାହିର କରିବ ବିଜେପି। ଫୋକସ୍‌ରେ ରହିବ ନିର୍ବାଚନରେ କମ ଭୋଟ ମିଳିଥିବା ବୁଥ୍‌। ଏସବୁ...

rice
ଅଗଷ୍ଟ ୩୧ ସୁଦ୍ଧା ଆଧାର ଲିଙ୍କ୍ ନହେଲେ ମିଳିବନି ଟଙ୍କିକିଆ ଚାଉଳ

ଭୁବନେଶ୍ୱର : ଦୁଇଟି ସ୍ଥାନରୁ ରାସନ କାର୍ଡ କରି ଚାଉଳ ଉଠାଉଥିବା ଲୋକଙ୍କ ପାଇଁ ସତର୍କ ଘଣ୍ଟି। ଧରାପଡ଼ିଲେଣି ଏମିତି ଲକ୍ଷେରୁ ଅଧିକ ହିତାଧିକାରୀ । ଏହି ସଂଖ୍ୟା ଆହୁରି ବଢ଼ିପାରେ। କାରଣ ରାସନ କାର୍ଡ ସହ ଆଧାର ସଂଯୋଗ କରିବାକୁ ନିୟମ ହେବା ପରେ ଦୁଇଟି ସ୍ଥାନରୁ ଟଙ୍କିକିଆ ଚାଉଳ ନେଉଥିବା ହିତାଧିକାରୀ ଏବେ ସରକାରଙ୍କ ସ୍କାନରରେ। ଅଗଷ୍ଟ ୩୧...

flood6
କେରଳରେ ପ୍ରକୃତିର କରାଳ ରୂପ ; ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ବନ୍ୟା ସ୍ଥିତି ସଂଗୀନ

ବେଙ୍ଗାଲୁରୁ : ବିଭୀଷିକାର ବଳୟରେ ସ୍ୱର୍ଗସମ କେରଳ। ଛାରଖାର ହୋଇଯାଇଛି ସୌନ୍ଦର୍ଯ୍ୟ, ଦୁର୍ବିସହ ହୋଇ ପଡିଛି ଜୀବନ। ଖାଲି ପାଣି କାହିଁକି ମାଟି ବି ଏଠି ଦେଖାଉଛି ପ୍ରଳୟଙ୍କରୀ ରୂପ। ୱାୟନାଡ ପୁଥୁମାଲା ଗାଁର ଟିତ୍ର ବହୁତ ଭୟଙ୍କର। ହଠାତ୍ ଏଠାରେ ଧସି ପଡୁଛି ପାହାଡ଼ ସମ ମାଟି...

land
ମଲା ଲୋକ ବଞ୍ଚିଥିବା ଦର୍ଶାଇ ରାଜଧାନୀରେ ଜମି ବିକ୍ରି!

ଭୁବନେଶ୍ୱର : ଭୁବନେଶ୍ୱର ଚନ୍ଦକା ଥାନା ଅନ୍ତର୍ଗତ ମଳିପଡ଼ା ମୌଜାରେ ଜମି ଜାଲିଆତି ହୋଇଛି। ସ୍ୱାମୀ ମରିଯାଇଥିଲେ ମଧ୍ୟ ବଞ୍ଚିଥିବା ଦର୍ଶାଇ ଜମି ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ, ଜଣଙ୍କ ନାଁରେ ଜମି ଥାଇ ମଧ୍ୟ ଅନ୍ୟ ଜଣଙ୍କୁ ଛିଡ଼ା କରାଇ ଜମି ବିକ୍ରି...

costal
ଏସ୍‌ପିଙ୍କୁ ଆଲର୍ଟ ନିର୍ଦ୍ଦେଶ ; ସମୁଦ୍ର ତଟ ଦେଇ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ସମ୍ଭାବନା

ଭୁବନେଶ୍ୱର : ସମୁଦ୍ର ତଟ ଦେଇ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ପରେ ରାଜ୍ୟର ଉପକୂଳ ଜିଲ୍ଲାର ୭ ଜଣ ଏସ୍‌ପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ। ଏସ୍‌ପିଙ୍କୁ ଆଲର୍ଟ ରହିବାକୁ ରେଲ୍‌ୱେ ଏବଂ କୋଷ୍ଟାଲ ସିକ୍ୟୁରିଟି ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା...

pregnant lady
ପୁଣି ଜନନୀ ଯନ୍ତ୍ରଣା ; ଡଙ୍ଗାରେ ହସ୍ପିଟାଲ ଗଲେ ପ୍ରସୂତି

ଚିତ୍ରକୋଣ୍ଡା( ରତ୍ନାକର ପ୍ରଧାନ) :  ପୁଣି ଜନନୀ ଯନ୍ତ୍ରଣା। ଦେଶୀ ମୋଟର ଡ଼ଙ୍ଗାରେ ହସ୍‌ପିଟାଲ ଗଲେ ଗର୍ଭବତୀ। ଚିତ୍ରକୋଣ୍ଡା ବାଲିମେଳା ଜଳଭଣ୍ଡାର ଭିତରେ ରହିଥିବା ଯୋଡ଼ାମ୍ବ ପଂଚାୟତ ଜନ୍ତୁରାଇ ଗାଁରେ ଜଣେ ଗର୍ଭବତୀ ମହିଳାକୁ ଗତକାଲି ସନ୍ଧ୍ୟାରେ ପ୍ରସବ ବେଦନା ଆରମ୍ଭ ହୋଇଥିଲା। ପ୍ରଥମେ ଯୋଡ଼ାମ୍ବ ହସ୍ପିଟାଲକୁ ନେଇ...

school
ପୁଣି ଗୁରୁ-ଶିଶ୍ୟ ସମ୍ପର୍କରେ ଦାଗ ! ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ

ଆଠଗଡ଼( ନୀଳକଣ୍ଠ ଦୋରା) : ଶିକ୍ଷକଙ୍କ ଚରିତ୍ରରେ ପୁଣି ଲାଗିଲା ଦାଗ। ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ ଆସିଛି କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଘୋଳପୁର ସ୍କୁଲରୁ। ସୂଚନା ମୁତାବକ ,ଏହି ସ୍କୁଲର ଜଣେ ଛାତ୍ରୀଙ୍କୁ ସେହି ଗାଁର ଜଣେ ଯୁବକ କମେଣ୍ଟ କରୁଥିବାବେଳେ ଏହାକୁ ନେଇ...

attack
ପାରିବାରିକ କଳହରୁ ମାଆ, ଝିଅଙ୍କୁ ବାପାର ଛୁରାମାଡ଼

ରାୟଗଡ଼ା ( ମନୋଜ ପାତ୍ର) : ସ୍ୱାମୀର ଛୁରା ମାଡ଼ରେ ସ୍ତ୍ରୀ ଓ ଝିଅ ଗୁରୁତର। ରାୟଗଡ଼ା ସହର ସ୍ଥିତ ଆନ୍ଧ୍ରବ୍ୟାଙ୍କ ଲେନରେ ଘଟିଛି ଏଭଳି ଅଭାବନୀୟ ଘଟଣା। କେ. ରଘୁନାଥ ନାମକ ବ୍ୟକ୍ତି ମଦ୍ୟପାନ କରି ସ୍ତ୍ରୀ ଓ ଝିଅକୁ ଛୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି...

pak
ପାକିସ୍ତାନରେ ଟମାଟୋ ଦାମ୍ ତିନି ଶହ ଟଙ୍କା

ଇସ୍‌ଲାମାବାଦ୍ : ପାକିସ୍ତାନରେ ଟମାଟୋ ଦର ତିନି ଶହ ପାର୍। ଭାରତ ସହ ବାଣିଜ୍ୟ ସମ୍ପର୍କ ଛିନ୍ନ କରିବା ପାକିସ୍ତାନକୁ ଭାରି ପଡ଼ିଛି। ପାକିସ୍ତାନର ପରିବା ବଜାରରେ ଏବେ ଆକାଶ ଛୁଆଁ ଦର। କିଲୋ ପିଛା ଟମାଟ ତିନି ଶହ ଟଙ୍କାରେ ବିକ୍ରି ହେଉଛି ପାକିସ୍ତାନରେ।    କେବଳ ଟମାଟୋ...

truck
ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ବାଳକାଟିରେ ଦୁର୍ଘଟଣାକୁ ନେଇ ଉତ୍ତେଜନା। ଟ୍ରକ୍‌ ଜାଳି ଦେଲେ ଉତ୍ତ୍ୟକ୍ତ ଲୋକେ। କିଛି ସମୟ ପୂର୍ବରୁ ବାଳକାଟି ପୋଲ ଉପରେ ଟ୍ରକ୍‌ ଧକ୍କା ଦେବାରୁ ଜଣେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଥିଲା। ମୃତ ବ୍ୟକ୍ତି ଜଣକ ନିଜ ବାଇକ୍‌ରେ ଯାଉଥିବାବେଳେ ଟ୍ରକ୍‌ଟି ଧକ୍କା...

wine protest-1
ମଦ ବିରୋଧରେ ତାତିଲେ ମହିଳା

ପଟ୍ଟାମୁଣ୍ଡାଇ ( ପ୍ରବୀର ନାୟକ) : ମଦ ବିରୋଧରେ ତାତିଲେ ମହିଳା। ସରକାରୀ ମଦ ଦୋକାନ ସ୍ଥାନାନ୍ତର କରିବା ଦାବିରେ ରାସ୍ତା ଅବରୋଧ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଭିତରଗଡ଼ ଛକରେ ଥିବା ମଦ ଦୋକାନକୁ ସ୍ଥାନାନ୍ତର କରିବା ଦାବିରେ ଧାରଣା ଦେଇଛନ୍ତି ମହିଳାମାନେ। ମରିବୁ ପଛେ, ମଦ ଦୋକାନ...