• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

saree
ବାନ୍ଧକଳାରେ ଦେଶାତ୍ମବୋଧର ଛିଟା

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ପାରମ୍ପରିକ ବାନ୍ଧକଳାରେ ଦେଖିବାକୁ ମିଳିଛି ଦେଶାତ୍ମବୋଧର ଛିଟା। ବାନ୍ଧକଳା ମାଧ୍ୟମରେ ଦେଶପ୍ରୀତିକୁ ପ୍ରଦର୍ଶିତ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର କେନ୍ଦୁପାଲି ଗାଁର ଗଣେଶ ମେହେର ଓ ବୁଣିଛନ୍ତି ‘ତ୍ରିରଙ୍ଗା ଶାଢ଼ୀ’। ଆଉ ତା’ର ନାଁ ରଖିଛନ୍ତି ‘ଅତୁଲ୍ୟ ଭାରତ’। ଏବେ ଏହି ଶାଢ଼ୀକୁ ନେଇ...

bus
ଯାତ୍ରୀବାହୀ ବସ୍‌ରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାଲେଶ୍ୱର(ରଂଜିତ୍‌ ପାକଳ) : ଯାତ୍ରୀବାହୀ ବସ୍‌ରେ ନିଆଁ। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଅଘଟଣ ଘଟିଛି ବାଲେଶ୍ୱର ରେମୁଣା ଗୋଲେଇ ନିକଟରେ। ହଠାତ୍  ଯାତ୍ରୀମାନେ ବସ୍ ଭିତରେ ଧୂଆଁ ଦେଖି ଚିତ୍କାର କରିଥିଲେI ଡ୍ରାଇଭର ଯାତ୍ରୀ ମାନଙ୍କୁ ତତ୍‌କ୍ଷଣାତ ଓହ୍ଲାଇ ଦେବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ...

SNAKE BITE
ସାପ କାମୁଡ଼ାରେ ଭାଇଭଉଣୀ ମୃତ

ସୁନ୍ଦରଗଡ଼  : ସାପ କାମୁଡ଼ାରେ ଭାଇଭଉଣୀ ମୃତ। ସୁନ୍ଦରଗଡ଼ ଜିଲ୍ଲା ସଦର ଥାନା ସୁବୁଲିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମିଳିଥିବା ସୂଚନା ଅନୁସାରେ ,ଗତକାଲି ରାତିରେ ବର୍ଷା ଦଣ୍ଡସେନା (୧୩ ବର୍ଷର) ଓ ତାଙ୍କ ଭାଇ ଅବିନାଶ (୮ ବର୍ଷର)ଘରେ ଶୋଇଥିବା ବେଳେ ସେମାନଙ୍କୁ ଏକ...

pratap sarangi
ନୀଳଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ନୀଳଗିରି : କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସ୍ୱାସ୍ଥ୍ୟସେବା ତଦାରଖ। ପ୍ରତାପ ଆଜି ସକାଳେ ହଠାତ୍‌ ନୀଳଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗସ୍ତ କରି ସ୍ୱାସ୍ଥ୍ୟସେବା ସଂପର୍କରେ ପଚାରି ବୁଝିଛନ୍ତି। ଡାକ୍ତରଖାନାରେ ପହଞ୍ଚିବାବେଳେ ଡାକ୍ତର ନ ଥିବା ଦେଖିବାକୁ ପାଇଥିଲେ। ଏହାସହ ରୋଗୀଙ୍କୁ ଚିକିତ୍ସାରେ ଅବହେଳା ହେଉଥିବା ନେଇ ତାଙ୍କ ପାଖରେ...

rape pipili
ଶ୍ୱଶୁରଙ୍କ ବିରୋଧରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ; ଅଭିଯୁକ୍ତ ଶ୍ୱଶୁରଙ୍କୁ ଥାନାରେ ଅଟକ ରଖିଲା ପୁଲିସ

ପିପିଲି : ବୋହୂକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ପରେ ଚର୍ଚ୍ଚାକୁ ଆସିଥିବା ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ଅଭିଯୁକ୍ତ ଶ୍ୱଶୁରଙ୍କୁ ଅଟକ ରଖିଲା ପୁଲିସ। ତାଙ୍କ ନାଁ ପଞ୍ଚୁ ମଲ୍ଲିକ। ତାଙ୍କୁ ପୁଲିସ ଥାନାକୁ ଆଣି ପଚରାଉଚରା କରୁଛି। ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆଣି ଗତକାଲି ପଞ୍ଚୁ ମଲ୍ଲିକଙ୍କ...

virat
ବିରାଟଙ୍କ ୪୨ତମ ଦିନିକିଆ ଶତକ

ପୋର୍ଟ ଅଫ୍ ସ୍ପେନ୍: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଦିନିକିଆରେ ନିଜର ୪୨ତମ ଶତକ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଏଠାରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ବିରାଟ୍ ଏହି ୧୧୨ ବଲରେ ଶତକ ପୂରଣ କରିଛନ୍ତି। ବିଶ୍ୱକପରେ ଗୋଟିଏ ବି ଶତକ ମାରିପାରିନଥିବା ବିରାଟ୍ ଏଠାରେ ନିଜର...

fileld
ଯୁବକଙ୍କ ମହତ ପ୍ରୟାସ ; ଗାଁର ଚାଷୀଙ୍କୁ ଚାଷକାମରେ କରୁଛନ୍ତି ସହଯୋଗ

ନୂଆପଡ଼ା ( ମାୟାଧର ସରାଫ ) : ହାତରେ ହାତ ମିଳାଇ ସମାଜରେ ପରିବର୍ତ୍ତନ ଆଣିବାର ଏକ ପ୍ରୟାସ।  କାନ୍ଧରେ କାନ୍ଧ ମିଶାଇ ଗରିବ ଅସହାୟଙ୍କ କଷ୍ଟକୁ ଲାଘବ କରିବାର ଏ ଚେଷ୍ଟା । ଶିକ୍ଷିତ ହୋଇବି, ଚାକିରି ଓ ଚାକଚକ୍ୟ ଅପେକ୍ଷା ସେବାକୁ ନିଜର ସଂପଦ କରିଥିବା...

electricity
ନାଁକୁ ବିଜୁଳିରେ ବଳକା ରାଜ୍ୟ ; ଦିନକୁ ବାହାରୁ କିଣାହେଉଛି ୧୨ରୁ ୧୬ କୋଟି ଟଙ୍କାର ବିଦ୍ୟୁତ୍

ଭୁବନେଶ୍ୱର : ନାଁକୁ ବିଜୁଳିରେ ବଳକା ରାଜ୍ୟ। ହେଲେ ଏବେ କିନ୍ତୁ ଘୋର ସମସ୍ୟା ସ୍ଥିତି। ଏମିତି ଯେ ବିଜୁଳି ଚାହିଦା ଭରଣା ପାଇଁ ବଜାରରୁ ଦୈନିକ ହଜାରେ ମେଗାଓ୍ୱାଟ୍ ବିଜୁଳି କିଣୁଛନ୍ତି ରାଜ୍ୟ ସରକାର। ଯାହାର ଦାମ୍ ୧୨ରୁ ୧୬ କୋଟି ଟଙ୍କା। ହେଲେ କାହିଁକି ଏଭଳି...

dhawana
ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ଝଟକା ; ଧୱନ୍ ଆଉଟ୍

ପୋର୍ଟ ଅଫ୍ ସ୍ପେନ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଛି। ଟି-୨୦ ସିରିଜରେ ନିରାଶ କରିଥିବା ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍ ମାତ୍ର ୨ ରନ୍ କରି ପ୍ୟାଭିଲିୟନ୍ ଫେରିଛନ୍ତି। ମ୍ୟାଚର ପ୍ରଥମ ଓଭରର ତୃତୀୟ ବଲରେ ଘରୋଇ...

village
ଅଜବ ପରମ୍ପରା ; ପିଢ଼ି ପିଢ଼ି ଧରି କ୍ଷୀର ଦୁହଁନ୍ତିନି କି ପିଅନ୍ତିନି ଏଠାର ଲୋକେ

ଚିତ୍ରକୋଣ୍ଡା ( ରତ୍ନାକର ପ୍ରଧାନ) : କ୍ଷୀରକୁ କିଏ ଅମୃତ ସହ ତୁଳନା କରନ୍ତି ତ ଆଉ କିଏ ଏହାକୁ ସୁପରଫୁଡ୍ ବୋଲି କୁହନ୍ତି। କ୍ଷୀରରେ ଯଥେଷ୍ଟ ପରିମାଣର କ୍ୟାଲସିୟମ୍ ଥିବାରୁ ଶରୀର ପାଇଁ ଏହା ବେଶ୍ ହିତକର। ତେବେ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ କିନ୍ତୁ କ୍ଷୀର...

sonia returned
ପୁଣି ଗାନ୍ଧି ପରିବାର ହାତରେ କଂଗ୍ରେସର କମାଣ୍ଡ୍

ଭୁବନେଶ୍ୱର :  ସାଧାରଣ ନିର୍ବାଚନ ପରେ ସ୍ଥାଣୁ ପାଲଟିଥିବା ଜାତୀୟ କଂଗ୍ରେସକୁ ସଞ୍ଜିବନୀ। ୨୦ ମାସ ପରେ ପୁଣି ଫେରିଲେ ସୋନିଆ। ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସଂସ୍ଥା ସିଡବ୍ଲୁସି ସୋନିଆଙ୍କୁ ଅନ୍ତରୀଣ ସଭାପତି ଚୟନ କରିବା ପରେ ଦିଲ୍ଲୀରେ ଏବେ ନୂଆ ଉତ୍ସାହ। ହେଲେ ରାଜ୍ୟ କଂଗ୍ରେସ...

std
ବଢିଲା CBSE ଦଶମ ଓ ଦ୍ୱାଦଶ ପରୀକ୍ଷା ଫି'

ଭୁବନେଶ୍ୱର : ବଢିଲା CBSE ଦଶମ ଓ ଦ୍ୱାଦଶ ପରୀକ୍ଷା ଫି। ଉଭୟ SC/ST ଓ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ଫି’ରେ ବୃଦ୍ଧି କରିଛନ୍ତି ସିବିଏସଇ କର୍ତ୍ତୃପକ୍ଷ। ପୂର୍ବରୁ SC/ST ଛାତ୍ରଛାତ୍ରୀ ପରୀକ୍ଷା ଫି’ ୫୦ ଟଙ୍କା ଥିବା ବେଳେ ଏହା ଏବେ ୧୨ଶହ ଟଙ୍କା ହୋଇଛି। ସେହିପରି...

ar
୩୨ ଦିନ ପରେ ଘରକୁ ଫେରିଲେ ନିଖୋଜ ପୂର୍ବତନ ବିଜେଡି କାଉନସିଲର

ଜୟପୁର ( ଗୌରୀ ଶଙ୍କର) : ଘରକୁ ଫେରିଲେ ପୂର୍ବତନ ବିଜେଡି କାଉନସିଲର ତଥା ଆଇନଜୀବୀ ଆରତୀ ମିଶ୍ର।  ଦୀର୍ଘ ୩୨ ଦିନ ପରେ ଆରତୀ ଘରେ ପହଞ୍ଚିବା ପରେ ପୁଅ ଝିଅ ଓ ସ୍ୱାମୀଙ୍କ ସମେତ ପରିବାର ଲୋକ ବେଶ୍ ଖୁସି ହୋଇଥିଲେ। ଆରତୀ ଘରକୁ ଫେରିବା...

ନଗୈଦନକକ
ଧଉଳି ଏକ୍ସପ୍ରେସ୍‌ରେ ନିଆଁ

ସୋର : ପୁରୀ ହାୱଡ଼ା ଧଉଳି ଏକ୍ସପ୍ରେସ୍‌ରୁ ଧୂଆଁ ବାହାରୁଥିବାରୁ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଛନ୍ତି। ଧଉଳି ଏକ୍ସପ୍ରେସ୍‌ ଏବେ ସୋର ଷ୍ଟେଶନରେ ଅଟକି ରହିଛି। ଅପରାହ୍ନ ୪ଟାରୁ ଟ୍ରେନ୍‌ଟି ସୋର ଷ୍ଟେଶନରେ ଅଟକରି ରହିଛି। ଟ୍ରେନର D1ବଗିରେ ନିଆଁ ଲାଗିଛି । ଟ୍ରେନରେ ଲାଗିଥିବା ବ୍ରେକରେ କିଛି ଯାନ୍ତ୍ରିକ...

snake 2
ହସ୍ପିଟାଲ ଭିତରୁ ନାଗସାପ ଉଦ୍ଧାର

ମାଲକାନଗିରି  : ମାଲକାନଗିରି ଜିଲ୍ଲା ହସ୍ପିଟାଲ ଭିତରୁ ନାଗ ସାପ ଉଦ୍ଧାର। ସକାଳେ ମେଡିକାଲ ଭିତରେ ସାପ ବୁଲୁଥିବା ଦେଖି ରୋଗୀ ଓ ରୋଗୀଙ୍କ ସଂପର୍କୀୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷ ସ୍ନେକ୍‌ ହେଲପ ଲାଇନ ସଦସ୍ୟଙ୍କୁ ଡାକିଥିଲେ। ସ୍ନେକ୍‌ ହେଲପ ଲାଇନ ସଦସ୍ୟ ଆସି ସାପକୁ ଉଦ୍ଧାର...

protest
ବିଲରୁ ନିଷ୍କାସିତ ହୋଇପାରୁନି ବର୍ଷା ଜଳ ,ନଷ୍ଟ ହେଉଛି ତଳି

ଜଗତସିଂହପୁରରୁ (ଶଶାଙ୍କ ଶେଖର ପଣ୍ଡା) : ରାଜରାସ୍ତାରେ ଜଳୁଛି ନିଆଁ, ଧାରଣାରେ ବସିଛନ୍ତି ଚାଷୀ। ବିଲରେ ୩ ଫୁଟ ଉଚ୍ଚର ପାଣି ଜମିଥିବା ବେଳେ ଡ୍ରେନେଜ୍ କଟ୍ ଥାଇ ବି ପାଣି ନିଷ୍କାସନ ହେଉନଥିବାରୁ ଏ ହେଉଛି ଚାଷୀଙ୍କ ଅସନ୍ତୋଷର ନିଆଁ। ଯଥାଶୀଘ୍ର ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ...

nilagiri accused
ନୀଳଗିରି ସିକ୍ୟୁରିଟି ଗାର୍ଡ ହତ୍ୟାକାଣ୍ଡ ; ଗିରଫ ହେଲା ହତ୍ୟାକାରୀ

ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରିରେ ସିକ୍ୟୁରିଟି ଗାର୍ଡ ହତ୍ୟାକାଣ୍ଡର ପର୍ଦ୍ଦାଫାଶ। ପୁଲିସ ଏହି ଘଟଣାରେ ଗୌରୀଶଙ୍କର ରାଉତ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି। ଅଭିଯୁକ୍ତର ମାଆଙ୍କ ସହ ମୃତ ଗନମ୍ୟାନଙ୍କ ସମ୍ପର୍କ ବରଦାସ୍ତ ନକରିପାରି ତାକୁ ହତ୍ୟା କରିଥିବା ସ୍ୱୀକାର କରିଛି। ଆଜି ବାଲେଶ୍ୱର ଏସ୍.ପି...