କଟକ : ଆଜି ଦିନିକିଆ କାର୍ଯ୍ୟବନ୍ଦ ଡାକରା ଦେଇଛି ସ୍ୟାଟ ବାର୍ ଆସୋସିଏସନ। ସରକାରଙ୍କ ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ସମସ୍ତ ନିମ୍ନ ଅଦାଲତରେ ଓକିଲମାନେ ଏହି ଦିନିକିଆ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେବେ। ସ୍ୟାଟରେ ୭୪ ହଜାରରୁ ଅଧିକ ମାମଲା...
ନୀଳଗିରି (ବିଶ୍ୱମ୍ୱର ଦାସ): କଥା କହିପାରୁ ନଥିବା ଜଣେ ଯୁବତୀ ଦୁଷ୍କର୍ମର ଶିକାର ହୋଇଛି। ଜଣେ ବିବାହିତ ଯୁବକ ଘରେ ପଶି ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରୁ ଆସିଛି। ପୂରା ଘଟଣା ଏମିତି। ମାଆ...
ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଏକ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଓଏଏସ ଅଫିସର ମୁରଲୀଧର ମଲ୍ଲିକଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଥିବାବେଳେ ଶୁଭକାନ୍ତ ମିଶ୍ରଙ୍କୁ ବୋର୍ଡ ଅଫ...
ନୂଆଦିଲ୍ଲୀ: ଖୁବଶୀଘ୍ର କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ମୋଦି ସରକାର ବଡ଼ ଘୋଷଣା କରିବାକୁ ଯାଉଛନ୍ତି। ଦୀର୍ଘଦିନରୁ ଦରମା ବୃଦ୍ଧି ପାଇଁ କେନ୍ଦ୍ରୀୟ କର୍ମଚାରୀମାନେ ଯେଉଁ ଦାବି କରୁଥିଲେ, ତାହା ଚଳିତ ମାସରେ ପୂରଣ ହେବାର ସମ୍ଭାବନା ସୃଷ୍ଟି ହୋଇଛି। କେନ୍ଦ୍ରୀୟ କର୍ମଚାରୀମାନେ ସେମାନଙ୍କ ଡିଅରନେସ ଆଲାଉନ୍ସ (ଡିଏ) ବୃଦ୍ଧି...
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନିଗୁଡ଼ିକରେ ମାତ୍ରାଧିକ ସିଟ୍ ଖାଲି ପଡ଼ୁଥିବାବେଳେ ସରକାରୀ ଆଇଟିଆଇ, ପଲିଟେକନିକ ଓ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ସ୍ପଟ୍ ଆଡମିଶନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ରାଜ୍ୟ ସରକାର ଏହି ସୂଚନା ଦେଇଛନ୍ତି। ରାଜ୍ୟ ଦକ୍ଷତା...
ଗାଏନା: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ପ୍ରଥମ ଦିନିକିଆ ମ୍ୟାଚ୍ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ୫.୪ ଓଭରରେ...
ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀର ଓ ଲଦାଖରେ ନୂଆ ଯୁଗର ଆରମ୍ଭ ହୋଇଛି। ସର୍ଦ୍ଦାର ପଟେଲ, ଆମ୍ବେଦକର ଓ ବାଜପେୟୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହୋଇଛି। ଏବେ ସାରା ଦେଶବାସୀଙ୍କ ଦାୟିତ୍ୱ ଓ ଅଧିକାର ସମାନ ହୋଇଛି। ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଆଜି...
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ବିଦ୍ୟୁତ ଆଘାତରେ ବାପ-ପୁଅଙ୍କ ମୃତ୍ୟୁ ଘଟିଛି। ଏପରି ହୃଦୟବିଦାରକ ଘଟଣା ଆଜି ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅଞ୍ଚଳରେ ଘଟିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଆଜି ଅପରାହ୍ନରେ ଗରଦା ଗାଁର ଫାଗୁ ସାହୁ କ୍ଷେତରେ ପାଣି ମଡ଼ାଇବା...
ଗାଏନା: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଏଠାରେ ଖେଳାଯାଉଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ଷା ଯୋଗୁ ମ୍ୟାଚ୍ ଦୁଇ ୨ ଘଣ୍ଟା ବାଧାପ୍ରାପ୍ତ ହୋଇଛି।...
ନୂଆଦିଲ୍ଲୀ: ୱାଘା ବର୍ଡରରେ ପାକିସ୍ତାନ ଅଟକାଇ ରଖିଥିବା ‘ସମଝୌତା ଏକ୍ସପ୍ରେସ୍’ ଶେଷରେ ଭାରତ ପହଞ୍ଚି ପାରିଛି। ପୂର୍ବରୁ କୂଟନୈତିକ ସମ୍ପର୍କ କାଟିଥିବା ପାକିସ୍ତାନ ଏହି ‘ସମଝୌତା ଏକ୍ସପ୍ରେସ୍’ ଚଳାଚଳକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ଏକ୍ସପ୍ରେସ୍ ସୀମା ଅତିକ୍ରମ କରିବା ଆଗରୁ ୱାଘାଠାରେ ହିଁ ଅଟକାଇ...
ଭୁବନେଶ୍ୱର : ରାଜ୍ୟ ସରକାର ବାଣ୍ଟିବେ ନୂଆ ପ୍ରକାରର ଚାଉଳ । କୁପୋଷଣ ଓ ରକ୍ତହୀନତାର ମୁକାବିଲା ଲାଗି ପିଡିଏସ୍ରେ ଏଣିକି ଆଇରନ ଓ ଭିଟାମିନ୍ ଯୁକ୍ତ ଚାଉଳ ବାଣ୍ଟିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। କୁପୋଷଣର ଇଲାକା ଭାବେ ପରିଚିତ ମାଲକାନଗିରି ଜିଲ୍ଲାରେ ଏହାକୁ ପରୀକ୍ଷାମୂଳକ ଭାବେ...
ଭୁବନେଶ୍ୱର : ସାଧାରଣ ନିର୍ବାଚନରେ ବିପୁଳ ବିଜୟ ପରେ ବି ପୌରନିର୍ବାଚନ ପାଇଁ ମନ ବଳାଉନାହାନ୍ତି ସରକାର। ଏପରିକି ସୁପ୍ରିମକୋର୍ଟରୁ ଝଟ୍କା ଖାଇବା ପରେ ମଧ୍ୟ ସଂରକ୍ଷଣ ଓ ଓ୍ୱାର୍ଡ ପୁନର୍ଗଠନ କାମ ସାରିପାରୁନାହାନ୍ତି। ୫ ବର୍ଷର କାର୍ଯ୍ୟକାଳ ସରିବା ପରେ ସାନି ନିର୍ବାଚନ କରିବାର ନିୟମ ଥିଲେ...
ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ପ୍ରଦାନ କରାଯାଇଛି ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ। ପ୍ରଣବଙ୍କ ସହ ଦିବଙ୍ଗତ ସଙ୍ଗୀତଜ୍ଞ ଭୂପେନ୍ ହଜାରିକା ଓ ସମାଜ ସଂସ୍କାରକ ନାନାଜୀ ଦେଶମୁଖଙ୍କୁ ବି ମରଣୋତ୍ତର ଭାବେ ମିଳିଛି ଏହି ସମ୍ମାନ। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର...
ଭୁବନେଶ୍ୱର : ସମୁଦ୍ରରେ ସୁନା ଖୋଜୁଛନ୍ତି ମତ୍ସ୍ୟଜୀବୀ। ପୁରୀ ବେଳାଭୂମିରେ ଜୁଆର ମାଡ଼ ହୋଇ ପଛକୁ ଫେରିଯିବା ପରେ ନୋଳିଆ ମତ୍ସ୍ୟଜୀବୀମାନେ ଗୋଡ଼ରେ ଓ ହାତରେ ବାଲିକୁ ଖୋଳି ଖୋଳି ସୁନା ଖୋଜୁଥିବା ଦେଖିବାକୁ ମିଳିଛି। ସେମାନେ କିଛି ସୁନା ପାତିଆ ମଧ୍ୟ ପାଇଛନ୍ତି। ବିଶେଷ କରି ‘ଫୋନି’...