• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

rain
ପ୍ରବଳ ବର୍ଷା ଆଶଙ୍କା ; ଜିଲ୍ଲାପାଳଙ୍କୁ ପୁଣି ଆଲର୍ଟ ଜାରି

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତର ରୂପ ନେଇଥିବା ଯୋଗୁ ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୪ଦିନ ମଧ୍ୟରେ ଦ୍ୱିତୀୟଥର ପାଇଁ ସବୁ ଜିଲ୍ଲାରେ ଆଲର୍ଟ...

kalia
‘କାଳିଆ’ ପାଇଁ କିଏ ଯୋଗ୍ୟ, କିଏ ଅଯୋଗ୍ୟ? ଆକାଉଣ୍ଟକୁ ଟଙ୍କାଯିବା ପରେ ଯାଞ୍ଚ ଲାଗି ସରକାରୀ ବିଜ୍ଞାପନ

ଭୁବନେଶ୍ୱର :  କିଏ ଯୋଗ୍ୟ, କିଏ ଅଯୋଗ୍ୟ? ନିର୍ବାଚନ ସରିବାର ୩ ମାସ ପରେ କାଳିଆ ହିତାଧିକାରୀଙ୍କୁ ନେଇ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଘଣ୍ଟାଚକଟା। ତାଲିକା ଯାଞ୍ଚ ଲାଗି ସରକାରଙ୍କର ବିଜ୍ଞାପନ ରେ ଆଜିଠୁ ୧୪ ଯାଏଁ ଯାଞ୍ଚ ପ୍ରକ୍ରିୟା ଚାଲିବା ନେଇ ଉଲ୍ଲେଖ ରହିଛି। ପଞ୍ଚାୟତ...

loka
ରାଜ୍ୟସଭା ପରେ ଲୋକସଭାରେ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍‌ ପାସ୍‌

ନୂଆଦିଲ୍ଲୀ: ରାଜ୍ୟସଭା ପରେ ଆଜି ଲୋକସଭାରେ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍‌ ପାସ୍‌ ହୋଇଛି। ଅର୍ଥାତ ଜମ୍ମୁ-କଶ୍ମୀର ଠାରୁ ଲଦାଖ ଅଲଗା ହୋଇଛି। ଏଥିସହ ଭାରତୀୟ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ଏହି ବିଲ୍‌ ସପକ୍ଷରେ ୩୬୬ ଭୋଟ ପଡ଼ିଥିବା ବିପକ୍ଷରେ ୬୬ଟି ଭୋଟ ପଡ଼ିଛି। ଜଣେ...

rd college
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି ; ଦ୍ୱିତୀୟ କ୍ୟାମ୍ପସ ପାଇଁ ଜମି ଚିହ୍ନଟ କର

ଭୁବନେଶ୍ୱର : ରାଜ୍ୟର ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ହେଉଛି ରମାଦେବୀ। ଏହାର ଦ୍ୱିତୀୟ କ୍ୟାମ୍ପସ ପାଇଁ ଜାଗା ଚିହ୍ନଟ ବିବାଦର ସମାଧାନ ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଚିଠି ଆସିଛି। ଆଲୋଚନା ଲାଗି ଖୁବ୍‌ଶୀଘ୍ର ତାରିଖ ଧାର୍ଯ୍ୟ କରିବାକୁ ଏହି ଚିଠିରେ କୁହାଯାଇଛି।...

sabyasachi
ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ସୋଶାଲ୍ ମିଡିଆରେ ଧମକ

ଭୁବନେଶ୍ୱର : ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଧମକ। ସୋଶାଲ୍ ମିଡିଆରେ ସବ୍ୟସାଚୀଙ୍କୁ ଧମକ ଦିଆଯାଇଥିବା ନେଇ ହୋଇଛି ଅଭିଯୋଗ। ଧାରା ୩୭୦ ଉଚ୍ଛେଦକୁ ନେଇ ସୋଶାଲ ମିଡିଆରେ ନିଜ ମତ ରଖିଥିଲେ। ତେବେ ଏହାକୁ ନେଇ କିଛି ବ୍ୟକ୍ତି ଓ ସଂଗଠନ ତାଙ୍କୁ ଆପତ୍ତିଜନକ ମନ୍ତବ୍ୟ ଦେବା ସହ...

wife
ଜହ୍ଲାଦ ସ୍ୱାମୀର ଜଘନ୍ୟକାଣ୍ଡ ; ସ୍ତ୍ରୀକୁ ଜୀଅନ୍ତା ଜାଳି ଦେଲା ସ୍ୱାମୀ !

ଉଦଳା(ମାନସ ପାଣି) : ସାତ ଜନମର ସାଥୀ କରିବା ପାଇଁ ସେ ଯାହାର ହାତ ଧରିଥିଲେ, ତାଙ୍କୁ ସେ ହିଁ ମାରିଦେଲା। ଯୌତୁକ ଜୁଇରେ ଜଳିଗଲେ ମନ୍ଦାକିନୀ। ଆଜି ଏପରି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରୁ। ଏନେଇ ମହିଳାଙ୍କ ବାପଘର ଲୋକଙ୍କ ଅଭିଯୋଗକ୍ରମେ ପୁଲିସ...

LIGHTENING
ବଜ୍ରପାତରେ ୨ ମୃତ, ୩ ଗୁରୁତର ମେଡିକାଲ୍‌ରେ ଭର୍ତ୍ତି

ସାଲେପୁର(ମନୋଜ ଆଚାର୍ଯ୍ୟ) : ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଗତକାଲି ବାଲେଶ୍ୱରରେ ୩ ଜଣଙ୍କ ଜୀବନ ଯାଇଥିବା ବେଳେ ଆଜି କଟକ ଜିଲ୍ଲାରେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି। ୩ ଜଣ ଗୁରୁତର ଆହତ ହୋଇ ନିଶ୍ଚିନ୍ତକୋଇଲି ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଗୁରୁତର ଆହତଙ୍କ ମଧ୍ୟରେ...

dmu-2
ଟ୍ରେନ୍ ଚାଲୁଥିବାବେଳେ ଟ୍ରାକ୍‌ରେ ପଡ଼ିଲା ବଡ଼ ପଥର

କୋରାପୁଟ ( ସୂର୍ଯ୍ୟ ନାରାୟଣ ପଣ୍ଡା) : ଟ୍ରେନ୍ ଚାଲୁଥିବାବେଳେ ଟ୍ରାକ୍‌ରେ ପଡ଼ିଲା ବଡ଼ ପଥର। ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ଯାତ୍ରୀ। ଏଭଳି ଅଘଟଣ ହୋଇଛି କୋରାପୁଟ୍ ଜିଲ୍ଲା ଦାମନଯୋଡ଼ିର ଡୁମୁରିପୁଟ୍‌ରେ। ମିଳିଥିବା ସୂଚନା ଅନୁସାରେ ,ଡିଏମ୍‌ୟୁ ଟ୍ରେନ୍‌ଟି ରାୟଗଡ଼ାରୁ କୋରାପୁଟ୍ ଆସୁଥିବା ବେଳେ ହଠାତ୍...

fani
ଏବେ ବି ପୁରୀରେ ଫୋନି ପୀଡ଼ିତଙ୍କୁ ସହଯୋଗ କରୁଛି ଇନଫୋସିସ୍‌

ଭୁବନେଶ୍ୱର  : ପୁରୀ ଓ ଏହାର ଆ‌ଖପାଖ ଅଞ୍ଚଳକୁ ଧ୍ୱଂସ କରିଦେଇଥିବା ବାତ୍ୟା ଫୋନିର ଭୟାବହତା ଏବେ ବି ଲୋକଙ୍କୁ ମନରୁ ଲିଭିନାହିଁ। ବିଶେଷ କରି ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀର ଗାଁ ଗୁଡ଼ିକରେ ଏବେ ବି ‘ଫୋନି’ର ପାଦଚିହ୍ନ ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ବାତ୍ୟା ପରଠାରୁ...

saha
ଲୋକସଭାରେ ଆଗତ ହେଲା ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ ଆଗତ କରିଛନ୍ତି। ଶାହ ଏହି ବିଲ୍ ଉପସ୍ଥାପନ କରି କହିଛନ୍ତି ଯେ, ଏହା ଜମ୍ମୁ ଓ କାଶ୍ମୀରକୁ ଭାରତ ସହ ଦଶନ୍ଧି ଦଶନ୍ଧି ଧରି ଯୋଡ଼ି ରଖିବ ଓ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ...

mining
ଭରତପୁର କୋଇଲା ଖଣି ଦୁର୍ଘଟଣା ; ମୃତକଙ୍କ ପରିବାରକୁ ମିଳିବ ୩୦ ଲକ୍ଷ ଟଙ୍କା, ଚାକିରି

ଅନୁଗୁଳ : ଅନୁଗୁଳ ଭରତପୁର କୋଇଲା ଖଣି ଦୁର୍ଘଟଣାକୁ ନେଇ ଚାଲିଥିବା ଆନ୍ଦୋଳନରୁ ଓହରିଛନ୍ତି ମୃତକଙ୍କ ପରିବାରଲୋକେ। ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା ହେବା ପରେ ଆନ୍ଦୋଳନରୁ ଓହରିଛନ୍ତି ଏମାନେ। ୩୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପାଇଁ ଏମ୍‌ସିଏଲ୍‌କୁ କୋଲ୍ ଇଣ୍ଡିଆ...

article
୩୭୦ ସହ ୩୫-ଏ ମଧ୍ୟ ଉଚ୍ଛେଦ!

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ସମ୍ବିଧାନର ବିବାଦୀୟ ଧାରା ୩୫-ଏର ଭାଗ୍ୟ ଏବେ କ’ଣ ହେବ, ତା’କୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ତେବେ ସମ୍ବିଧାନ ବିଶେଷଜ୍ଞଙ୍କ ମତରେ ଧାରା ୩୭୦ ଉଚ୍ଛେଦ ହୋଇଥିବାରୁ ଧାରା ୩୫-ଏ ମଧ୍ୟ ଆପେଆପେ ଉଚ୍ଛେଦ ହୋଇଯାଇଛି। ସମ୍ବିଧାନର ଧାରା ୧୪୫ ଅନୁଯାୟୀ,...

RESULT
+୨ ଇନଷ୍ଟାଣ୍ଟ ପରୀକ୍ଷା ଫଳ ପ୍ରକାଶିତ

ଭୁବନେଶ୍ୱର : ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ +୨ ଇନଷ୍ଟାଣ୍ଟ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରେ ମୋଟ ଛାତ୍ରଛାତ୍ରୀଙ୍କ ପାସ୍ ହାର ୭୪.୮୪% ରହିଛି। କଳାରେ ପାସ୍ ହାର ୮୨.୬୦% ଥିବାବେଳେ ବାଣିଜ୍ୟରେ ୮୭.୩୭% ଓ ବିଜ୍ଞାପନରେ ୬୭.୭୦% କୃତକାର୍ଯ୍ୟ ହୋଇଛନ୍ତି।...

coal
କୋଇଲା ମନ୍ତ୍ରଣାଳୟ ପକ୍ଷରୁ କୋଇଲା ଖଣି ନିଲାମୀ ଆରମ୍ଭ

ଭୁବନେଶ୍ୱର : କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଦେଶର ୨୭ଟି କୋଇଲା ଖଣି ନିଲାମ ଏବଂ ୧୫ଟି କୋଇଲା ଖଣି କେନ୍ଦ୍ର ଓ ରାଜ୍ୟର ରାଷ୍ଟ୍ରାୟତ୍ତ କୋଇଲା ଖଣିକୁ ଆବଣ୍ଟନ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। କୋଇଲା ଖଣି ନିଲାମର ଲକ୍ଷ୍ୟ ଅନୁଯାୟୀ ସରକାର ୨୧ଟି କୋଇଲା ଖଣିକୁ ଅନିୟନ୍ତ୍ରିତ...

arrest
ଗିରଫ ହେଲେ ଓମାର ଅବଦୁଲ୍ଲା ଓ ମେହବୁବା ମୁଫତି

ଶ୍ରୀନଗର : ରବିବାର ରାତିରୁ ଗୃହବନ୍ଦୀ ହୋଇ ରହିଥିବା ପୂର୍ବତନ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ଓ ନ୍ୟାଶନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲାଙ୍କୁ ଆଜି ସନ୍ଧ୍ୟାରେ ପୁଲିସ୍‌ ଗିରଫ କରିଛି। ଗିରଫ ପରେ ଉଭୟ ଏକ ଗେଷ୍ଟ ହାଉସ୍‌କୁ ନିଆଯାଇଥିବା ଜାତୀୟ ଗଣମାଧ୍ୟମରେ...