• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

water
ମହାକାଳପଡ଼ା ବ୍ଲକରେ ମହାନଦୀର ବନ୍ୟା ଜଳ ; ଏକର ଏକର ଚାଷ ଜମି ଜଳ ମଗ୍ନ

କେନ୍ଦ୍ରାପଡ଼ା :କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକରେ ପ୍ରବେଶ କରିଛି ମହାନଦୀର ବନ୍ୟା ଜଳ। ଫଳରେ ଏକର ଏକର ଚାଷ ଜମି ଜଳ ମଗ୍ନ ହୋଇଛି। ବ୍ଲକର ଖୁରୁଷିଆ, ପାଟୁଳିପଙ୍କ, ତିକ୍ଷିରି, ଟିକରପଙ୍କା, ଅମେଇପାଳ ପଞ୍ଚାୟତରେ ଥିବା ଚାଷ ଜମିରେ ଚାରିଫୁଟ ଉଚ୍ଚର ପାଣି ଜମିଛି। ଖୁରୁଷିଆ ନଦୀ ବନ୍ଧରେ...

iic
ଦୁର୍ବ୍ୟବହାର କରି ଲୋକଙ୍କ ରୋଷର ଶିକାର ହେଲେ ଆଇଆଇସି

କେନ୍ଦୁଝର(ପ୍ରଣୟ ପାଣି): ଅଭିଯୋଗକାରୀଙ୍କ ଅଭିଯୋଗ ଶୁଣିବା ପରିବର୍ତ୍ତେ ସେମାନଙ୍କୁ ଦୁର୍ବ୍ୟବହାର କରି ଗାଁଲୋକଙ୍କ ରୋଷର ଶିକାର ହେଲେ ଆଇଆଇସି। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ। ଜିଲ୍ଲାର ପାଟଣା ଥାନା ଅଧିକାରୀଙ୍କୁ ସାହାରାପଡ଼ା ବ୍ଲକ୍ ଟଭାସୁଆ ଗାଁ ଲୋକେ ୬ ଘଣ୍ଟା ଧରି ଅଟକ ରଖିଥିଲେ। ସୂଚନା ଅନୁଯାୟୀ,  ଗାଁର ...

cuttack mundali
ମହାନଦୀରେ ଆସୁଛି ହୀରାକୁଦ ଛାଡ଼ିଥିବା ବନ୍ୟାଜଳ

କଟକ :  ଆଜି ସକାଳ ୬ଟା ସୁଦ୍ଧା ମୁଣ୍ଡଳିରେ ୬ଲକ୍ଷ ୭୪ହଜାର ୬୨୪କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ପ୍ରବାହିତ ହେଉଛି। ସେହିପରି ନରାଜରେ ୨ଲକ୍ଷ ୮୩ହଜାର ୧୯୬ କ୍ୟୁସେକ ଜଳ ପ୍ରବାହିତ ହେଉଛି। ହୀରାକୁଦରୁ ଛଡ଼ାଯାଇଥିବା ବନ୍ୟା ଜଳ ମୁଣ୍ଡଳିରେ ପହଞ୍ଚିବା ପରେ କଟକକୁ ଘେରି ରହିଥିବା ଦୁଇ...

niti ayog
ଆଜି ମୁମ୍ବାଇରେ ବସିବ ନୀତି ଆୟୋଗ ବୈଠକ

ମୁମ୍ବାଇ : ଆଜି ମୁମ୍ବାଇରେ ବସୁଛି ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ନୀତି ଆୟୋଗ ବୈଠକ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକଙ୍କ ବଦଳରେ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ଯୋଗଦେଉଛନ୍ତି । ନୀତି ଆୟୋଗର ପୂନର୍ଗଠନ ପରେ ଏହା ହେଉଛି ଦ୍ୱିତୀୟ ଉଚ୍ଚକ୍ଷମତା ସମ୍ପନ୍ନ...

kappana
ଏଭରେଷ୍ଟ ଆରୋହଣକାରୀ ସ୍ୱର୍ଗତ କଳ୍ପନା ଦାସଙ୍କ ସ୍ମୃତିରେ ଦୌଡ଼

ଭୁବନେଶ୍ୱର : ୭୩ତମ ସ୍ୱାଧୀନତା ଦିବସ ଅବସରରେ ୭୩ କିଲୋମିଟର ଦୌଡ଼। ଓଡ଼ିଶାର ପ୍ରଥମ ଏଭରେଷ୍ଟ ଆରୋହଣକାରୀ ସ୍ୱର୍ଗତ କଳ୍ପନା ଦାସଙ୍କ ସ୍ମୃତିରେ ଏଭଳି ଦୌଡ଼ିଥିଲେ ମାରାଥନ ରନର ସିଦ୍ଧାର୍ଥ ଦାସ ଏବଂ ତାଙ୍କ ସାଥୀ । ଏହି ଅବସରରେ ସେ କଳ୍ପନାଙ୍କ ଜନ୍ମସ୍ଥାନ ଢେଙ୍କାନାଳରୁ ଏହି ଦୌଡ଼...

teacher in river
ସ୍ୱାଧୀନତା ଦିବସ ପାଳନ ପାଇଁ ନଦୀ ପାର ହୋଇ ସ୍କୁଲ ଗଲେ ଶିକ୍ଷକ

ଫୁଲବାଣୀ( ତ୍ରିନାଥ ସାହୁ)  : ସ୍କୁଲରେ ସ୍ୱାଧୀନତା ଦିବସ ପାଳନ ପାଇଁ ନିଜ ଜୀବନକୁ ବାଜି ଲଗାଇ ନଦୀ ପାର ହେଲେ ଶିକ୍ଷକ।  ଏଭଳି ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଗୁଞ୍ଜିବାଡ଼ି ପଞ୍ଚାୟତର ବଗାଡ଼ି ଗ୍ରାମରେ। ସୂଚନା ମୁତାବକ ଗୁଞ୍ଜିବାଡ଼ିରୁ ବଗାଡ଼ିକୁ ଯିବାବେଳେ ବଗାଡ଼ି ନଦୀ ପଡିଥାଏ।...

fire in malgodown
ମାଲଗୋଦାମରେ ଅଗ୍ନିକାଣ୍ଡ ; ପୋଡ଼ିଗଲା ଗୋଟିଏ ତେଲ ହୋଲସେଲିଂ ଗୋଦାମ

କଟକ  : କଟକ ମାଲଗୋଦାମରେ ଅଗ୍ନିକାଣ୍ଡ।  ପୋଡ଼ିଗଲା ତେଲ ଗୋଦାମ । କଟକ ମାଲଗୋଦାମ ଭିତରେ ଥିବା ଏକ ତେଲ ହୋଲସେଲିଂ ଗୋଦାମରେ ଗତକାଲି ସନ୍ଧ୍ୟାରେ ନିଆଁ ଲାଗି ଯାଇଥିଲା। ନିଆଁରେ ପୋଡ଼ି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ତେବେ ନିଆଁ ବ୍ୟାପୀବା ପୂର୍ବରୁ ଠିକ୍ ସମୟରେ...

admission
ଆଜିଠୁ ଯୁକ୍ତ ୩ ସ୍ପଟ୍‌ ଆଡମିସନ

ଭୁବନେଶ୍ୱର :  ପ୍ଲସ୍‌ ଥ୍ରୀ କଲେଜ ଗୁଡ଼ିକରେ ଖାଲିପଡ଼ିଥିବା ସିଟ୍ ଗୁଡ଼ିକ ପୂରଣ ପାଇଁ ଆଜିଠାରୁ ଆରମ୍ଭ ହେଉଛି ସ୍ପଟ ଆଡମିସନ ପ୍ରକ୍ରିୟା। ଛାତ୍ରଛାତ୍ରୀମାନେ ଆଜି ଓ ଆସନ୍ତାକାଲି ଦୁଇ ଦିନ ଭିତରେ କଲେଜ ଯାଇ ନାମ ପଞ୍ଜୀକରଣ କରିବେ। ୧୮ ତାରିଖରେ କଲେଜ ଗୁଡ଼ିକ ସିଲେକ୍ସନ ତାଲିକା...

hirakud gate
ହୀରାକୁଦ ଡ୍ୟାମ୍‌ର ୨୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ ; ଉଛୁଳୁଛି ମହାନଦୀ, ଛାନିଆ ତଳି ଅଞ୍ଚଳ ବାସିନ୍ଦା

ସମ୍ବଲପୁର ( ସଂଜୟ କୁମାର ଜେନା) : ହୀରାକୁଦ ଡ୍ୟାମ୍‌ର ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଗୁରୁବାର ପୂର୍ବାହ୍ନରେ ୧୬ଟି ଗେଟ୍‌ ଖୋଲିଥିବା ବେଳେ ସଂଧ୍ୟାରେ ଆଉ ୪ଟି ଗେଟ୍‌ ଖୋଲାଯାଇଥିଲା। ପରିସ୍ଥିତି ଦେଖି ଆଉ ଗେଟ୍‌ ଖୋଲାଯିବ କି ନାହିଁ ସେ ନେଇ ନିଷ୍ପତ୍ତି...

pak
ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ ; ଗଡ଼ିଲା ୩ ପାକ୍ ଯବାନଙ୍କ ମୁଣ୍ଡ

ଶ୍ରୀନଗର: ସାରା ଦେଶ ସ୍ୱାଧୀନତା ଦିବସ ପାଳନରେ ମସଗୁଲ ଥିବା ବେଳେ ପାକିସ୍ତାନ ପୁଣି ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଯାହାର ପରିଣାମ ପାକିସ୍ତାନ ସେନାକୁ ଭୋଗିବାକୁ ପଡ଼ିଛି। ସୂଚନା ଅନୁଯାୟୀ ଭାରତୀୟ ଯବାନଙ୍କ ଗୁଳିରେ ପାକିସ୍ତାନର ୩ ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ଜମ୍ମୁ କଶ୍ମୀର ପୁଞ୍ଚ...