ବଲାଙ୍ଗିର : କେନ୍ଦ୍ର ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା ବୈଠକ ପରେ ମୁହାଁମୁହିଁ ବଲାଙ୍ଗିର ସାଂସଦ ସଙ୍ଗୀତା ସିଂଦଦେଓ ଏବଂ ବିଜେଡି ନେତା ଲଳିତ ନାୟକଙ୍କ ସମର୍ଥକ । ପରିସ୍ଥିତି ଏପରି ହେଲା କି କିଛି ସମୟ ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଛି। ଆଜି ବନ୍ୟା...
ଭୁବନେଶ୍ୱର : ରାଜ୍ୟରେ ବଦଳିଲା ମେଡିକାଲ ଚୁକ୍ତି ପଲିସି। ମେଡିକାଲ ବଣ୍ଡ୍ ପଲିସି ଅନୁସାରେ ସରକାରୀ ମେଡିକାଲରେ ଯେଉଁମାନେ MBBS ପରେ ପିଜି କିମ୍ବା ସୁପର ସ୍ପେଶାଲିଷ୍ଟ କୋର୍ସ କରିବେ ସେମାନେ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରିବାକୁ ବାଧ୍ୟ। ପିଜି କୋର୍ସ କରୁଥିବା ମେଡିକାଲ ଛାତ୍ରଛାତ୍ରୀ ରାଜ୍ୟ...
ଗୁଜରାଟ : ଦୌଡ଼ୁଥିବା ଘୋଡ଼ା ପିଠିରେ ଠିଆ ହୋଇ ତ୍ରିରଙ୍ଗା ଉଡ଼ାଇଲେ ୧୪ ବର୍ଷୀୟ ବାଳକ। ଗୁଜରାଟ ପାଟଣ ଜିଲ୍ଲା ଅମରାପୁରାର ଏହି ବାଳକ ଅବ୍ଦୁଲର ଘୋଡ଼ା ଚଢ଼ିବାର କୌଶଳ ଓ ଦୁଃସାହସ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଉଲ୍ଲେଖନାୟ ଯେ, ସ୍ୱାଧୀନତା ଦିବସ ଅବସରରେ ଘୋଡ଼ା ପିଠିରେ...
କଟକ : କଟକ ମୁଣ୍ଡଳୀରେ କମୁଛି ଜଳସ୍ତର। ଗତକାଲି ଯେତେ ପାଣି ପ୍ରବାହିତ ହେଉଥିଲା, ଆଜି ତାହା ପ୍ରାୟ ଅଧାକୁ ଖସି ଆସିଲାଣି । ଗତକାଲି ପ୍ରତି ସେକେଣ୍ଡରେ ୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ଏବେ ୪ ଲକ୍ଷ ୫୮ ହଜାର ୪୧୫ କ୍ୟୁସେକ୍...
ଭୁବନେଶ୍ୱର : ପୁଣି ରାଜ୍ୟ ଶିକ୍ଷକ ଏବଂ କର୍ମଚାରୀଙ୍କ ଯୁଦ୍ଧଂ ଦେହି ଡାକରା। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଆଜି ଦାବି ଦିବସ ପାଳନ କରାଯାଉଛି। ଏହି ଅବସରରେ ଆଜି ରାଜ୍ୟର ବିଭିନ୍ନ ସ୍କୁଲ ଓ କଲେଜର ହଜାର ହଜାର ଶିକ୍ଷକ ଏବଂ...
ସମ୍ୱଲପୁର(ସଞ୍ଜୟ ଜେନା) : ଆଜି ହୀରାକୁଦ ଡ୍ୟାମର ୧୦ ଟି ଗେଟ୍ ବନ୍ଦ କରି ଦିଆଯାଇଛି। ଏବେ ଆଉ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଥିବା ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଗତକାଲି ପ୍ରଥମେ ଡ୍ୟାମର ଦୁଇଟି ଗେଟ୍ ଖୋଲାଯାଇଥିବା ବେଳେ ପର୍ଯ୍ୟାୟ କ୍ରମେ ଆଉ...
ଭୁବନେଶ୍ୱର : ବରିଷ୍ଠ IAS ଗଗନ ଧଳ ଚାକିରିରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ୧୯୮୫ ବ୍ୟାଚର ବରିଷ୍ଠ IAS ହେଉଛନ୍ତି ଗଗନ ଧଳ। ସେ କୃଷି ଉତ୍ପାଦନ କମିଶନର ଭାବେ କାର୍ଯ୍ୟରତ ଥିଲେ । ସୂଚନା ଅନୁସାରେ ,ଗଗନ ଧଳଙ୍କ ସ୍ଥାନରେ କୃଷି ଉତ୍ପାଦନ କମିଶନର ଭାବେ...
ଭୁବନେଶ୍ୱର : ଟଳିଲା ବନ୍ୟା ବିପଦ । ରାଜ୍ୟରେ ବନ୍ୟା ସ୍ଥିତିର ଆଶଙ୍କା ନ ଥିବା ସୂଚନା ଦେଇଛନ୍ତି ଜଳ ସଂପଦ ସଚୀବ ପ୍ରଦୀପ ଜେନା। ସେ କହିଛନ୍ତି, ୨୪ ଘଣ୍ଟା ଭିତରେ ବର୍ଷା ପରିମାଣ କମିଛି। ହ୍ରାସ ପାଇଛି ସବୁ ନଦୀର ଜଳସ୍ତର। ଉପରମୁଣ୍ଡରେ କମ୍ ବର୍ଷା...
ବଣାଇ(ରଣଜିତ୍ ଚୌଧୁରୀ) : ହଳ କରିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ବଡ଼ ଗୋଗୁଆ ଗାଁରେ। ମୃତ ଚାଷୀଙ୍କ ନାଁ ଶ୍ୟାମଘନ ସାହୁ। ଆଜି ସକାଳେ ଶ୍ୟାମଘନ...
ବାଲିଗୁଡ଼ା(ଅଜିତ ନାୟକ) : ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ କାରଣରୁ ଅସୁସ୍ଥ ଥିବା ବାଲିଗୁଡ଼ାର ପୂର୍ବତନ ବିଧାୟକ ସାହୁରା ମଲ୍ଲିକ ଆଜି ଆଖି ବୁଜିଛନ୍ତି। ଭୋର ୪ଟା ୧୫ମିନିଟ୍ରେ ବାଲିଗୁଡ଼ା ମେଡ଼ିକାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ବାଲିଗୁଡ଼ା...
ବାରିପଦା ( ମାଣିକଲାଲ୍ ପାଣି) : ଜାତିପ୍ରଥାକୁ ନେଇ ସାମାଜିକ କୁସଂସ୍କାର। ଜରିମାନା ଦେଇନପାରିବାରୁ ମୃତଦେହ ଉଠାଉନାହାନ୍ତି ଗ୍ରାମବାସୀ। ମୟୂରଭଂଜ କୁଳିଅଣା ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ। ଗାଁରେ ଜଣେ ମହିଳାଙ୍କ ମୃତ୍ୟୁ ପରେ ୩ ଦିନ ଧରି ଖଟରେ ପଡ଼ି ରହିଛି ମୃତଦେହ। ମହିଳାଙ୍କ ସ୍ୱାମୀ ଗାଁରେ...
ଭୁବନେଶ୍ୱର : ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସ୍ୱାଭାବିକ ବର୍ଷା ସମ୍ଭାବନା ନାହିଁ। ରାଜସ୍ଥାନରେ ମନସୁନ୍ ଟ୍ରପ୍ଲାଇନ୍ ସୃଷ୍ଟି ହୋଇଥିବାରୁ ସ୍ୱାଭାବିକ ବର୍ଷାର ସମ୍ଭାବନା ନଥିବା କହିଛି ପାଣିପାଗ ବିଭାଗ। ତେବେ ଆସନ୍ତାକାଲି ଓ ପରଦିନ ଗୋଟିଏ କିମ୍ବା ୨ଟି ସ୍ଥାନରେ ସ୍ୱଳ୍ପ ବର୍ଷାର ସମ୍ଭାବନା ରହିଛି। କିଛି...
ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଆଜି ପ୍ରଥମ ପୂଣ୍ୟତିଥି। ଏହି ଅବସରରେ ଦିଲ୍ଲୀସ୍ଥିତ ଅଟଳସ୍ଥଳରେ ବହୁ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର...
ତାମିଲନାଡୁ : ଡକାୟତଙ୍କୁ ସାହସିକତାର ସହ ମୁକାବିଲା କରିଥିବା ତାମିଲନାଡୁର ବୃଦ୍ଧ ଦମ୍ପତିଙ୍କୁ ରାଜ୍ୟସରକାର ପୁରସ୍କୃତ କରିଛନ୍ତି। ପି. ଶନମୁଗାଭେଲୁ ଓ ତାଙ୍କ ସ୍ତ୍ରୀ ସେନ୍ଥାମାରାଇଙ୍କୁ ମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀ ୨ଲକ୍ଷ ଟଙ୍କା ସହ ସ୍ୱର୍ଣ୍ଣ ପଦକ ଦେଇ ସମ୍ମାନିତ କରିଛନ୍ତି। ଖାଲି ହାତରେ ସଶସ୍ତ୍ର ଲୁଟେରାଙ୍କ ସେମାନେ ମୁକାବିଲା...