• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

rto
ନୂଆ ଟ୍ରାଫିକ୍ ନିୟମକୁ ନେଇ ହଇଚଇ ; ଆରଟିଓ ଅଫିସରେ ଭିଡ଼

ଭୁବନେଶ୍ୱର : ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ସବୁଠି ହଇଚଇ। ଜୋରଦାର ଧରପଗଡ଼ ସହ କଡ଼ା ଆର୍ଥିକ ଜୋରିମାନା ରାଜଧାନୀର ଗାଡ଼ି ଚାଳକ ଏବଂ ମାଲିକଙ୍କ ହୋସ୍ ଉଡାଇ ଦେଉଛି। କାରଣ ଟ୍ରାଫିକ ଆଇନକୁ ଅଣଦେଖା କରିଆସୁଥିବା ଖିଲାପକାରୀ ଏବେ ପଡ଼ୁଛନ୍ତି ନୂଆ ଆଇନର ଜାଲରେ।...

impact
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର :  ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ସ୍ମୃତିରେ ବିଜେପି ପକ୍ଷରୁ ଅନୁଷ୍ଠିତ ହୋଇଛି ସାର୍ବଜନୀନ ଓ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା। ଭୁବନେଶ୍ୱରରେ ଆୟୋଜିତ ଏହି ସଭାରେ ସବୁ ଦଳର ନେତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, କେନ୍ଦ୍ରମନ୍ତ୍ରୀ...

eviction
୪ ଦିନର ବିରତି ପରେ ପୁଣି ପୁରୀରେ ଉଚ୍ଛେଦ ଆରମ୍ଭ

ପୁରୀ : ୪ ଦିନର ବିରତି ପରେ ଆଜି ପୁଣି ପୁରୀରେ ଉଚ୍ଛେଦ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ। ଏମାର ମଠ ନିକଟରେ ବାକି ରହିଥିବା ଉଚ୍ଛେଦ କାମ ଜାରି ରହିଛି। ମାଆ କାକୁଡ଼ିଖାଇ ନିକଟ ବଣିଆପଟିରେ ଦୋକାନ ଘରଗୁଡିକ ଭଙ୍ଗାଯାଉଛି। ପୂର୍ବରୁ ଏହି ଦୋକାନ ମାଲିକଙ୍କୁ ନୋଟିସ...

std
ଗୁରୁ ଦିବସରେ ଗୁରୁଙ୍କ ବିରୋଧରେ ସଙ୍ଗୀନ୍‌ ଅଭିଯୋଗ

ବାରିପଦା : ଟିଉସନ ଆସ ନଚେତ୍ ପରୀକ୍ଷାରେ ଫେଲ୍ କରିଦେବି । ଆଜି ଗୁରୁଦିବସ ଅବସରରେ ଜଣେ ଅଧ୍ୟାପକଙ୍କ ନାମରେ ଆସିଛି ଏମିତି ସଙ୍ଗୀନ୍‌ ଅଭିଯୋଗ । ବାରିପଦାସ୍ଥିତ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଏମିତି ଅଭିଯୋଗ ଆଣିଛନ୍ତି। କଲେଜର ଯୁକ୍ତ ୩ ଶ୍ରେଣୀର ଛାତ୍ରୀମାନେ କଲେଜର କମ୍ପ୍ୟୁଟର ସାଇନ୍ସ...

rain in odisha
୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ୪ ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ଏନେଇ ରେଡ୍ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ। ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷିବ। ୬ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣଂ ଜାରି କଲା ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ଗଜପତି,...

bbsr
ଯଦି ଡକ୍ୟୁମେଣ୍ଟ ଘରେ ରହିଥିବ, ଦେଖାଇଲେ ଜରିମାନା ଫେରସ୍ତ ମିଳିବ

 ଭୁବନେଶ୍ୱର : ସେପ୍ଟେମ୍ବର ପହିଲାରୁ ନୂଆ ମୋଟର ଯାନ ଆଇନ ଲାଗୁ ପରେ ଏବେ ରାଜ୍ୟରେ ଚାଲିଛି ଟ୍ରାଫିକ୍ ଧରପଗଡ଼।  କମିଶନରେଟ ପୁଲିସ ପକ୍ଷରୁ ଭୁବନେଶ୍ୱରରେ ଟ୍ରାଫିକ ନିୟମ କଡ଼ାକଡ଼ି କରାଯାଇଛି। ଫଳରେ ଅମାନିଆ ଗାଡ଼ି ଚାଳକ ଏବେ ଗଣୁଛନ୍ତି ମୋଟା ଅଙ୍କର ଫାଇନ୍‌। ତେବେ ଏହି ନୂଆ...

constable
ATM ମେସିନ୍‌ରେ ପରିସ୍ରା କଲେ କନେଷ୍ଟବଳ , ଭିଡ଼ିଓ ଭାଇରାଲ୍‌

ବାରିପଦା (ମାଣିକଲାଲ୍‌ ପାଣି): ଏଟିଏମ୍‌ କାଉଣ୍ଟର ଭିତରେ ଏଟିଏମ୍‌ ମେଶିନ୍‌ ଉପରେ ପରିସ୍ରା କଲେ ଜଣେ କନଷ୍ଟେବଳ। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ସଦର ମହକୁମାରେ ଘଟିଛି। କନ୍‌ଷ୍ଟେବଳ ଜଣକ ନିଶାସକ୍ତ ଅବସ୍ଥାରେ ପରିସ୍ରା କରୁଥିବା ଦେଖିବାକୁ ମିଳିଛି। ଯାହା ଏବେ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି।...

mla
କୋଦାଳ ଧରି ଖାଲ ଢିପ ରାସ୍ତା ସମତୁଲ କରୁଛନ୍ତି ବିଧାୟକ !

ଉମରକୋଟ (କାର୍ତ୍ତିକ ମଲ୍ଲିକ୍): ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ନିଜ ନିର୍ବାଚନମଣ୍ଡଳୀରେ ହାତରେ କୋଦାଳ ଧରି ଖାଲ ଢିପ ରାସ୍ତା ସମତୁଲ କରିବା ଦୃଶ୍ୟ ଏବେ ପୁଣି ଚର୍ଚ୍ଚା ର ବିଷୟ ପାଲଟିଛି । ଉମରକୋଟ ମ୍ୟୁନସିପାଲଟି ଅନ୍ତର୍ଗତ ଭାଲୁଗୁଡ଼ା ସାହିରେ ବିଧାୟକ ନିତ୍ୟାନନ୍ଦ ରାସ୍ତା...

jio fiber
କାଲି ଲଞ୍ଚ ହେବ ଜିଓ ଫାଇବର : ପଢ଼ନ୍ତୁ କଣ ସୁବିଧା ରହିଛି ଏଥିରେ

ନୂଆଦିଲ୍ଲୀ: ଇଣ୍ଟରନେଟ୍ ଏବଂ ମନୋରଞ୍ଜନ ଦୁନିଆରେ ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୫ରୁ ଆରମ୍ଭ ହେଉଛି ଜିଓ ଫାଇବର ଯୁଗ। ପୂର୍ବରୁ ବହୁ ଲୋଭନୀୟ ଅଫର ଜରିଆରେ ଗ୍ରାହକଙ୍କ ମନ କିଣିପାରିଥିବା ଜିଓ ପ୍ରାଥମିକ ଭାବେ ୧୬୦୦ ସହରରେ ଏହି ସେବା ଆରମ୍ଭ କରିବ। ଯଦିଓ ବିଧିବଦ୍ଧ ଭାବେ ନୂଆ...

shalabudha
ରିଲିଜ୍ ହେଲା ‘ଶଲାବୁଢ଼ାର ବଦ୍‌ଲା’ର ମ୍ୟୁଜିକ୍ ପ୍ରମୋ

ଭୁବନେଶ୍ୱର : ଆସନ୍ତା ଅକ୍ଟୋବରରେ ପରଦାକୁ ଆସୁଛି ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶତ ଫିଲ୍ମ ‘ଶଲାବୁଢ଼ାର ବଦ୍‌ଲା’ । ତା ପୂର୍ବରୁ ଆଜି ରିଲିଜ୍ ହୋଇଛି ଏହାର ମ୍ୟୁଜିକ୍ ପ୍ରମୋ। ପଶ୍ଚିମ ଓଡ଼ିଶାର ଲୋକକଳା ଓ ସଂସ୍କୃତି ଛାପ ରହିଥିବା ଏହି ଫିଲ୍ମଟି ପଶ୍ଚିମ ଓଡ଼ିଶାର ବିଭିନ୍ନ ଲୋକେସନରେ ସୁଟିଂ...

puri
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ମଠ ମହନ୍ତମାନଙ୍କ ଖୋଲାଚିଠି

ପୁରୀ : ପୁରୀରେ ପ୍ରଶାସନ ପକ୍ଷରୁ ଚାଲିଥିବା ମଠ ମନ୍ଦିର ଉଚ୍ଛେଦ ଉପରେ ତୁରନ୍ତ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ବିଭିନ୍ନ ମଠ ମହନ୍ତଙ୍କ ଖୋଲା ଚିଠି। ସାମ୍ପ୍ରତିକ ପୁରୀ ଘଟଣାକୁ ନେଇ ପ୍ରଧାନ ବିଚାରପତିଙ୍କୁ ଏଭଳି ଚିଠି ଲେଖି ତାଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ମଠ ମହନ୍ତ।...

bar
ନୂଆ ମୋଟରଯାନ ଆଇନ୍ ପରେ ବାର୍‌ ବ୍ୟବସାୟ ମାନ୍ଦା!

ଭୁବନେଶ୍ୱର  : ନୂଆ ମୋଟରଯାନ ଆଇନ୍ ଲାଗୁ ହେବା ପରେ ଅକଳରେ ବାର୍‌ ମାଲିକ। ବ୍ୟବସାୟରେ ମାନ୍ଦାବସ୍ଥା ଆସିଥିବାରୁ ଭିତରେ ଭିତରେ ଅସନ୍ତୋଷ କୁହୁଳୁଛି। ସଂଶୋଧିତ ମୋଟର ଯାନ ଆଇନ୍‌ ଅନୁସାରେ ମଦ୍ୟପାନ କରି ଗାଡ଼ି ଚଳାଇଲେ ସର୍ବନିମ୍ନ ଜରିମାନା ୧୦,୦୦୦ ଟଙ୍କା ସହ ଗିରଫ ହେବାର ନିୟମ...

duplicate
ନାମୀଦାମୀ ବ୍ରାଣ୍ଡ୍‌ ନାଁରେ ବିକ୍ରି ହେଉଛି ବିଷ

ଭୁବନେଶ୍ୱର : ମାରାତ୍ମକ ଅପମିଶ୍ରିତ ଖାଦ୍ୟ କବଳରେ ସାଧାରଣ ଖାଉଟି। ଗଲା କିଛି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଏକାଧିକ ଅପମିଶ୍ରଣ ବା ଡୁପ୍ଲିକେଟ୍ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନୀ ଉପରେ ଚଢ଼ଉ ପରେ ଏ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପଟେ ଖାଦ୍ୟ ନାଁରେ ବିଷ...

pak singer
ମୋଦିଙ୍କୁ ଧମକ ଦେଲେ ପାକିସ୍ତାନୀ ଗାୟିକା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାପରେ ଭାରତ ସରକାରଙ୍କ ଏହି ନିଷ୍ପତ୍ତିକୁ ପାକିସ୍ତାନ ବିରୋଧ କରୁଛି। କଶ୍ମୀରକୁ ନେଇ ପାକିସ୍ତାନ ଭାରତକୁ ବାରମ୍ୱାର ଧମକ ଦେବାରେ ଲାଗିଛି। ଏପରିକି ପାକିସ୍ତାନ କଳାକାର ମଧ୍ୟ ଭାରତକୁ ଧମକ ଦେଉଥିବାର ଦେଖାଯାଉଛି। ଏହି କ୍ରମରେ ପାକିସ୍ତାନ ଗାୟିକା ରବି ପିରଜାଦା...