• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

vido
ଛାତରୁ ଖସି ପଡ଼ିଲେ ତିନି ବର୍ଷର ଶିଶୁ ପୁତ୍ର

ମଧ୍ୟପ୍ରଦେଶ : ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ଏହି ଉକ୍ତି ଏବେ ସତ ପ୍ରମାଣିତ ହୋଇଛି। ଦୁଇ ମହଲା ଉପର ଛାତରୁ ଖସି ଆସି ସିଧା ପଡ଼ିଲେ ରିକ୍ସା ଉପରେ । ଆପଣ ଦେଖୁଥିବା ଏହି ସିସିଟିଭି ଭିଜୁଆଲ୍ ହେଉଛି ମଧ୍ୟପ୍ରଦେଶ ଟିକମଗଡ଼ର । ଯେଉଁଠି...

girls school
ବାଳିକା ବିଦ୍ୟାଳୟକୁ କମ୍‌ ବୟସର ପୁରୁଷ ଶିକ୍ଷକଙ୍କୁ ମନା !

ଜୟପୁର : ରାଜସ୍ଥାନ ସରକାରଙ୍କର ଅଜବ ପଦକ୍ଷେପ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆଉ ବାଳିକା ବିଦ୍ୟାଳୟରେ ପୁରୁଷ ଶିକ୍ଷକ ପଢ଼ାଇପାରିବେନି। ସରକାରୀ ସ୍କୁଲରେ ବାଳିକାଙ୍କ ସହ ହେଉଥିବା ଅସଦାଚରଣକୁ ରୋକିବା ପାଇଁ ଶିକ୍ଷାମନ୍ତ୍ରୀ ଗୋବିନ୍ଦ ଡୋଟାସରା ଏପରି ଭିନ୍ନ ନିଷ୍ପତ୍ତି ନେଇଛନ୍ତି।  ଶୁକ୍ରବାର ଦିନ...

bribe
5Tକୁ ଚାପୁଡ଼ା ; ଲାଇସେନ୍ସ ଦେବାକୁ ଶ୍ରମ ବିଭାଗ କର୍ମଚାରୀ ନେଲେ ଲାଞ୍ଚ

ବଲାଙ୍ଗିର  : ଗୋଟିଏ ପଟେ ବେଆଇନ ଦାଦନ ଶ୍ରମିକ ଚାଲାଣ ରୋକିବାକୁ ବିଭିନ୍ନ ସଚେତନତା ସୃଷ୍ଟି କରୁଛନ୍ତି ସରକାର। କହୁଛନ୍ତି ବିନା ଲାଇସେନ୍ସରେ ମାନବ ଚାଲାଣ ବେଆଇନ। କିନ୍ତୁ ଲାଇସେନ୍ସ ଦେବାକୁ ଶ୍ରମ ବିଭାଗରେ କିଭଳି ଚାଲିଛି ଭିତିରିଆ କଳା କାରବାର, ତାର ନଗ୍ନ ଚିତ୍ର ଏବେ ସାମ୍ନାକୁ...

child
ବିସ୍ମୟ ବାଳିକାଙ୍କ ଅବିଶ୍ୱସନୀୟ କାର୍ଯ୍ୟ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଲେ

ଝାରସୁଗୁଡ଼ା (ଭାଗିରଥୀ ସାହୁ) : ଦୁନିଆରେ ଅସମ୍ଭବ ବୋଲି କିଛି ନାହିଁ। ଚେଷ୍ଟା, ପରିଶ୍ରମ ଏବଂ ପ୍ରଶିକ୍ଷଣ ଦ୍ୱାରା ସବୁ କିଛି ସମ୍ଭବ। ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ଝାରସୁଗୁଡ଼ାର ବିସ୍ମୟ ବାଳିକା ଦୀପ୍ତି ଶର୍ମା। ତୃତୀୟ ଶ୍ରେଣୀରେ ପଢୁଥିବା ଦୀପ୍ତି ଆଖିରେ ପଟି ବାନ୍ଧି ମାତ୍ର...

smita
୪ ଦିନ ପରେ ବି ଘଟଣାକୁ ନେଇ ସସ୍‌ପେନ୍ସ ; ୫ଜଣଙ୍କୁ ଅଟକ ରଖି ପଚରାଉଚରା

ଯାଜପୁର (ଗୁଲାମ ଗସ୍‌) : ଯାଜପୁର ଜିଲ୍ଲା ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ୪ ଦିନ ପରେ ବି ଘଟଣା ଉପରୁ ହଟିନି ପରଦା । ପୁଲିସ୍‌ ସରପଞ୍ଚଙ୍କ  ସ୍ୱାମୀ ରୂପେଶ ଭଦ୍ରଙ୍କ ସମେତ ୫ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।...

ss
ଗାଡି ସର୍ଭିସିଂ କରି ପରିବାର ଚଳାଉଛନ୍ତି ଏହି ମହିଳା

କଟକ : କଟକର ସମ୍ମୁ ବିଓ୍ୱି  । ପରିବାର ପ୍ରତିପୋଷଣ କରି ସ୍ୱାବଲମ୍ବୀ ହେବା ସହ ସମାଜ ପାଇଁ ପାଲଟିଛନ୍ତି ଉଦାହରଣ । କେବଳ ସେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ତା ନୁହଁ, ଅନ୍ୟ ଦୁଇଜଣଙ୍କୁ ରୋଜଗାରର ରାସ୍ତା ମଧ୍ୟ ଦେଖାଇଛନ୍ତି। ଦୃଢ ଇଚ୍ଛାଶକ୍ତି ବଳରେ ପାଇଛନ୍ତି ବଞ୍ଚିବାର ରାହା...

pricipal
ପ୍ରିନ୍ସିପାଲଙ୍କ ଚ୍ୟାମ୍ବର୍ ପାଲଟିଲା ରେସ୍ଲିଂ ରିଙ୍ଗ୍, ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ

ଉଦଳା( ମାନସ ପାଣି) : ପ୍ରିନ୍ସିପାଲଙ୍କ ଚ୍ୟାମ୍ବର୍ ପାଲଟିଲା ରେସ୍ଲିଂ ରିଙ୍ଗ୍।  ଆକାଉଣ୍ଟାଣ୍ଟ୍ ଓ ଛାତ୍ରଙ୍କ ମଧ୍ୟରେ ଯୁକ୍ତିତର୍କ, ହାତାହାତି ଓ ଠେଲାପେଲାରୁ କଥା ପୁରାପୁରି ମାରପିଟ୍ ଯାଏଁ ଗଲା । ଶେଷରେ ପ୍ରିନ୍ସିପାଲ୍ ବି ଏଥିରେ ସାମିଲ ହୋଇ ଛାତ୍ରଙ୍କ ମୋବାଇଲ୍ ଛଡ଼ାଇ ଆଣି ତଳେ ଫୋପାଡ଼ି...

jail handloom
ଜେଲ ଅନ୍ତେବାସୀଙ୍କ ନିର୍ମିତ ହସ୍ତତନ୍ତକୁ ମିଳିଲା ହ୍ୟାଣ୍ଡଲୁମ୍ ମାର୍କ

ସମ୍ବଲପୁର  : ସମ୍ବଲପୁର ମଣ୍ଡଳ କାରାଗାର ଅନ୍ତେବାସୀଙ୍କ ଦ୍ୱାରା ନିର୍ମିତ ହସ୍ତତନ୍ତ ସାମଗ୍ରୀକୁ ହ୍ୟାଣ୍ଡଲୁମ୍ ମାର୍କ ମିଳିଛି।  ଏହା ଫଳରେ ଜେଲର ଅନ୍ତେବାସୀଙ୍କ ଦ୍ୱାରା ନିର୍ମିତ ସାମଗ୍ରୀକୁ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ବିକ୍ରି ହୋଇପାରିବ। ପୂର୍ବରୁ ଜେଲ ପରିସରରେ ଜେଲ ଅନ୍ତେବାସୀଙ୍କ ନିର୍ମିତ ସାମଗ୍ରୀ ବିକ୍ରି ହେଉଥିବା...

bjp
ବିଜେପୁର ଉପନିର୍ବାଚନ : ଆଜି ସରିବ ପ୍ରଚାର

ବରଗଡ଼ : ବିଜେପୁର ଉପନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ସରିବ। ଏଥିଲାଗି ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରାଣପଣେ ଲାଗି ପଡ଼ିଛନ୍ତି। ଆଜି ବିଜେଡି ପ୍ରାର୍ଥୀ ରୀତା ସାହୁ ବରପାଲି ଏନଏସି ଅଞ୍ଚଳରେ ପ୍ରଚାର କରିବେ। ତାଙ୍କ...

airport
ଘରୋଇକରଣ ହେବ ଭୁବନେଶ୍ୱର ବିମାନବନ୍ଦର !

ଭୁବନେଶ୍ୱର : କର୍ମଚାରୀଙ୍କ ପ୍ରତିବାଦ ସତ୍ତ୍ୱେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଦେଶର ୬ଟି ବିମାନବନ୍ଦରକୁ ଘରୋଇକରଣ କରିବାକୁ ପ୍ରସ୍ତାବ ରହିଥିବା ସୂଚନା ମିଳିଛି। ଏହି ବିମାନ ବନ୍ଦରଗୁଡିକ ହେଲା ଭୁବନେଶ୍ୱର, ବାରାଣସୀ, ଅମୃତସର, ତ୍ରିଚି, ଇନ୍ଦୋର ଓ ରାୟପୁର। ପ୍ରସ୍ତାବକୁ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ...

police
ବେଆଇନ ବାଣ କାରଖାନା ଉପରେ ପୁଲିସର ଚଢ଼ଉ

କଟକ : କଟକ ଜଗତପୁର ଥାନା ତ୍ରିଲୋଚନପୁର ମହାଜନପୁର ଗାଁରେ ବେଆଇନ ବାଣ କାରଖାନା ଉପରେ ପୁଲିସ ଚଢ଼ଉ କରିଛି। ଚଢ଼ଉ ବେଳେ ବିପୁଳ ପରିମାଣର ବାଣ ଜବତ ହୋଇଛି।  ପ୍ରାୟ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବାଣ ସହ ବିସ୍ଫୋରକ ଜବତ ହୋଇଛି। ଥାନାରେ ୮ ବେପାରୀଙ୍କୁ...