ଗଜପତି : ଓଡ଼ିଶାରେ କୁନି ପରିବେଶ ସୁରକ୍ଷା କର୍ମୀ ଲିସିପ୍ରିୟା କଙ୍ଗୁଜମ। ଚଳିତ ବର୍ଷ ଭାରତ ଶାନ୍ତି ପୁରସ୍କାର ପାଇଛନ୍ତି ମଣିପୁରର ଏହି ଚର୍ଚ୍ଚିତ ୮ ବର୍ଷୀୟ ଝିଅ ଲିସିପ୍ରିୟା। ସେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ କୁଲଙ୍ଗ ଗାଁରେ ପାହା଼ଡ଼ ଧସି ସର୍ବସ୍ୱ ହରାଇଥିବା ବିପନ୍ନଙ୍କୁ ଭେଟିଛନ୍ତି।...
ନବରଙ୍ଗପୁର : ଛାତ୍ରଙ୍କୁ ଶିକ୍ଷୟିତ୍ରୀଙ୍କ ମାଡ଼। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଡଙ୍ଗରା ଗାଁ ପ୍ରାଥମିକ ବିଦ୍ୟାଳୟର ୧୪ ଜଣ ହଷ୍ଟେଲ ଛାତ୍ରଙ୍କୁ ଶିକ୍ଷୟତ୍ରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମାଡ଼ ଖାଇଥିବା ଛାତ୍ରମାନେ ବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କୁ ଏନେଇ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା।...
ଭୁବନେଶ୍ୱର : ଦୁର୍ଯ୍ୟୋଧନ କ’ଣ ମଲାଣି । ଦୁର୍ଯୋଧନ ପରା ଉରୁଭଙ୍ଗ ହୋଇ ମାନସରୋବରରେ ପଡ଼ିଛି। ଦୁର୍ଯ୍ୟୋଧନ ମରିବ। କୁରୁ ବଂଶ ସମୂଳେ ଧ୍ୱଂସ ହେବ। ତା’ପରେ ଶକୁନି ଶାନ୍ତି ପାଇବ ନା।… ଇଏ ହେଉଛି ସେଇ ଦୁର୍ଦ୍ଦାନ୍ତ ଯାତ୍ର ଭିଲେନ୍ ଦାମ ପଣ୍ଡାଙ୍କ ଛାତି ଥରା ଡାଏଲଗ୍।...
ପୁରୀ : ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ଥିବା ଅଳଙ୍କାର ହେଉ ଅଡିଟ୍ । ଏହି ଦାବି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରତ୍ନଭଣ୍ଡାର ଖୋଲିବା ସହ ସମସ୍ତ ଅଳଙ୍କାରର ତାଲିକାକୁ ସାର୍ବଜନୀନ କରିବାକୁ ଚିଠିରେ ସେ...
ନୟାଗଡ଼ : ନୟାଗଡ଼ରେ ୬ ବର୍ଷୀୟା ଝିଅ ରିଙ୍କିର ଚିକିତ୍ସାରେ ତ୍ରୁଟିରୁ ଆଖି ନଷ୍ଟ ଘଟଣାରେ କ୍ଷତିପୂରଣ ଦାବି କରିଛନ୍ତି ପରିବାର ଲୋକେ। କ୍ଷତିପୂରଣ ପାଇଁ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ରିଙ୍କିର ବାପା। ଘଟଣାକୁ ନେଇ ନୟାଗଡ଼ ଟାଉନଥାନାରେ ଲିଖିତ ଅଭିଯୋଗ କରିଛନ୍ତି ତାଙ୍କ ବାପା।...
ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା) : ଯାହାର ହାତ ଧରି ଶ୍ୱଶୁର ଘର ଆସିଥିଲେ ସିଏ ସାଜିଲା ହତ୍ୟାକାରୀ! ସାମାନ୍ୟ କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିଲା ଗଣ୍ଡଗୋଳ। ଆଉ ଏଥିରେ ଉତ୍କ୍ଷିପ୍ତ ହୋଇ ସ୍ୱାମୀ ଚଣ୍ଡାଳ ରୂପ ଧାରଣ କରିଥିଲା। ରାତିର ଅନ୍ଧକାର ଭିତରେ ଅତିନିର୍ମମ ଭାବେ ସ୍ତ୍ରୀକୁ...
ନୂଆଦିଲ୍ଲୀ: ସଂଖ୍ୟା ଗରିଷ୍ଠତା ନଥାଇ ବି ହରିଆଣାରେ ସରକାର ଗଠନ କରିବ ବିଜେପି। ଜେଜେପି ବିଜେପି ସହ ମେଣ୍ଟ କରିବାକୁ ରାଜି ହେବା ପରେ ହରିଆଣା ରାଜନୀତିକୁ ନେଇ ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଆଜି ବିଜେପି ଅଧ୍ୟକ୍ଷ ଏବଂ ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌଟାଲା ମିଳିତ ଭାବେ...
ବଲାଙ୍ଗିର (ମନୋରଞ୍ଜନ ଯୋଶୀ) : ଗ୍ରାହକଙ୍କ ବିଶ୍ୱାସରେ ବିଷ। ରକ୍ଷକ ହୋଇ ଭକ୍ଷକ ସାଜିଲା ଖୋଦ ବ୍ୟାଙ୍କ୍। ବଲାଙ୍ଗିର ଟାଉନରେ ଥିବା ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ବିରୋଧରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ। ଅଭିଯୋଗ ଅନୁସାରେ ଏହି ବ୍ୟାଙ୍କର ପ୍ରାୟ ୧୨ ଜଣ ଜମାକାରୀଙ୍କ ଆକାଉଣ୍ଟରୁ ଗାଏବ...
ଭୁବନେଶ୍ୱର : ଅପପୁଷ୍ଟିର କଥା ମନେପଡ଼ିଲେ ମନକୁ ଆସେ ‘ନଗଡ଼ା’। ଶିଳ୍ପ ସମୃଦ୍ଧ ଯାଜପୁର ଜିଲ୍ଲାର ଏହି ଗାଁରେ ଅପପୁଷ୍ଟି ନେଇଛି ୧୯ରୁ ଅଧିକ ଶିଶୁଙ୍କ ଜୀବନ। ଏନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କେବଳ ଓଡ଼ିଶା ନୁହେଁ, ସାରା ବିଶ୍ୱରେ ଚର୍ଚ୍ଚାରେ ରହିଥିଲା ନଗଡ଼ା। ପରେ...
ଜମ୍ମୁ – କାଶ୍ମୀର : ଅବସରପ୍ରାପ୍ତ ଓଡ଼ିଆ ଆଇଏଏସ୍ ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁ ହେଲେ ଜମ୍ମୁ ଓ କାଶ୍ମୀରର ପ୍ରଥମ ଲ୍ୟୁଟନାଣ୍ଟ ଗଭର୍ଣ୍ଣର। ଜମ୍ମୁ ଓ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଏଠାକାର ପ୍ରଥମ ଲ୍ୟୁଟନାଣ୍ଟ...
ସାଲେପୁର /ଜଗତସିଂପୁର : ମୃତ୍ୟୁ ଯେକୌଣସି ବ୍ୟକ୍ତିଙ୍କୁ ବି କୋଳେଇ ନେଇପାରେ, ଯେକୌଣସି ମୂହୁର୍ତ୍ତରେ ବି ଟାଣି ନେଇପାରେ ଅଫେରାବାଟକୁ। ଯାହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ । କିଏ କିଛି ବୁଝିବା ଆଗରୁ ବିଦ୍ୟୁତ୍ ସଂସ୍ପର୍ଶରେ ଦେଖୁ ଦେଖୁ ତିନି...
ଭୁବନେଶ୍ୱର : ଷ୍ଟଣ୍ଟ୍ ଶୋ’ ପାଲଟିଛି ‘ମୋ ସରକାର’। ଓଟିଭିର ‘ଖୋଲାକଥା’ରେ ନିଜ ନିଲମ୍ବନ ପଛର ସତ ପଦାକୁ ଆଣି ଏହା କହିଛନ୍ତି ସୁନ୍ଦରଗଡ଼ର ପୂର୍ବତନ ଭାରପ୍ରାପ୍ତ ସିଡିଏମ୍ଓ ଡାକ୍ତର ପଙ୍କଜ ପଟେଲ୍। ଗତକାଲି ସେ ‘ଖୋଲାକଥା’ରେ ଅଭିଯୋଗ କରିଥିଲେ ଯେ ତାଙ୍କ ବିରୋଧରେ ଅନ୍ଧାଧୁନିଆ ଆକ୍ସନ୍ ନିଆଯାଇଛି।...
ଭୁବନେଶ୍ୱର : ଦୁଇ ଦିନର ଲଗାଣ ବର୍ଷା ଯେ କେବଳ ଅସରନ୍ତି ଦୁର୍ଦ୍ଦଶା ଦେଇଛି ତା ନୁହେଁ ଅକାଳରେ ବି ନେଇଛି ଅନେକଙ୍କ ଜୀବନ। କେନ୍ଦ୍ରାପଡ଼ା ଗଣେଶ୍ୱରପୁରରେ କାନ୍ଥ ଭୁଶୁଡ଼ି ପ୍ରାଣ ହରାଇଛନ୍ତି ନୂଆସାହିର କୈଳାଶ ସାମଲ। ତାଙ୍କ ପତ୍ନୀ ବି ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।...
ପୁରୀ : ଜଳବନ୍ଦୀ ଅବସ୍ଥାରେ ଶ୍ରୀକ୍ଷେତ୍ର ଭଣ୍ଡାର ରକ୍ଷକ ଶ୍ରୀଲୋକନାଥଙ୍କ ମନ୍ଦିର। ମନ୍ଦିରର ଗମ୍ଭୀରା ଠାରୁ ଦେବୀ ପାର୍ବତୀ, ଶ୍ରୀଗଣେଶ, କାର୍ତ୍ତିକଙ୍କ ମନ୍ଦିରରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି। ପ୍ରବେଶ ପଥ ଓ ଅଗଣାରେ ପାଣି ଜମିରହିଥିବାରୁ ଭକ୍ତ ମାନେ ପଛପାଖ ଦେଇ ମନ୍ଦିର ଭିତରକୁ ଯାଉଥିଲେ ମଧ୍ୟ...
ଭୁବନେଶ୍ୱର : ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ପାଇଁ ଲାଗୁହେବ ଅନ୍ଲାଇନ୍ରେ ଉପସ୍ଥାନ ବ୍ୟବସ୍ଥା। ପ୍ରଥମେ ଗୋଟିଏ ଜିଲ୍ଲାର ଗୋଟିଏ ସ୍କୁଲରେ ପାଇଲଟ୍ ପ୍ରକଳ୍ପ ଭାବେ ଏହି ବ୍ୟବସ୍ଥା ଲାଗୁ ହେବ। ଏହା ମାଧ୍ୟମରେ ସ୍କୁଲରେ କେଉଁ ଶିକ୍ଷକ ଓ କେତେ ପିଲା...