କୁଚିଣ୍ଡା : ଦୁର୍ଘଟଣାଗ୍ରସ୍ତ ହେଲା କୁକୁଡ଼ା ବୋଝେଇ ପିକଅପ୍ ଭ୍ୟାନ୍। ଆହତ ପିକଅପ୍ ଭ୍ୟାନ୍ ଡ୍ରାଇଭରଙ୍କୁ ବଞ୍ଚାଇବେ କଣ ବରଂ କୁକୁଡ଼ାକୁ ନେଇ ଚମ୍ପଟ ମାରିଲେ ଲୋକେ। ଏମିତି ଏକ ଘଟଣା ଘଟିଛି କୁଚିଣ୍ଡା ମହୁଲପାଲି ଥାନା କେସାଇବାହଲ ନିକଟସ୍ଥ ଟେଣ୍ଡାକୁଦରରେ। ଗତ ମଙ୍ଗଳବାର ଭୋର ସମୟର ଏ...
ସୁନ୍ଦରଗଡ଼ : ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବନ୍ଧା ପଡ଼ିଥିବା ହାଇସ୍କୁଲ ସାର୍ଟିଫିକେଟ୍ ମିଳିଲା। ସ୍କୁଲର ବକେୟା ଫିସ୍ ଦେଇ ନପାରିବାରୁ ହାଇସ୍କୁଲ ସାର୍ଟିଫିକେଟ ବନ୍ଧା ପଡ଼ିବାର ଦୁଇ ବର୍ଷପରେ ମିଳିଲା ସାର୍ଟିଫିକେଟ୍। ସୁନ୍ଦରଗଡ଼ କୁଆଁରମୁଣ୍ଡା ବ୍ଳକ ରିଓ ଗାଁର ଦୁଇ ଭଉଣୀ ଜୟଶ୍ରୀ ଓ ଭାଗ୍ୟଶ୍ରୀ ସିଂହଙ୍କୁ...
ଆରବସାଗର ଗର୍ଭରେ ଲୀନ ହେବ କି ମହାନଗର ମୁମ୍ବାଇ ? ସଦ୍ୟ ପ୍ରକାଶିତ ଏକ ରିସର୍ଚ୍ଚ ପେପରରେ ଏଭଳି ଆଶଙ୍କା ବ୍ୟକ୍ତ କରାଯାଇଛି। ଆମେରିକାର ନ୍ୟୁଜର୍ସି ସ୍ଥିତ କ୍ଲାଇମେଟ୍ ସେଣ୍ଟ୍ରାଲ ନାମକ ଏକ ସଂସ୍ଥା ଏହି ରିପୋର୍ଟ ପ୍ରସ୍ତୁତ କରିଛି। ରିପୋର୍ଟ ଅନୁସାରେ ,୧୫ କୋଟିରୁ ଅଧିକ ଲୋକ...
ମୁମ୍ୱାଇ : କେବଳ ରିଲ୍ରେ ନୁହନ୍ତି ରିୟଲ ଲାଇଫରେ ବି ହିରୋ ବନିଯାଇଛନ୍ତି ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍। ନିଜ ତତ୍ପରତା ବଳରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ମ୍ୟାନେଜର ଅର୍ଚ୍ଚନା ସଦାନନ୍ଦଙ୍କୁ ଆକସ୍ମିକ ଅଗ୍ନି ଦୁର୍ଘଟଣାରୁ ବଞ୍ଚାଇ ଦେଇଛନ୍ତି ଶାହରୁଖ। ଖବର ପଦାକୁ ଆସିବା ପରେ ସୋଶାଲ ମିଡିଆରେ...
ବିଦିଶା : ମଧ୍ୟପ୍ରଦେଶର ବିଦିଶାରେ ଭୟଙ୍କର ଘଟଣା ଘଟିଛି। ଦୁଇ ଜଣ ବ୍ୟକ୍ତି ପ୍ରଥମେ ନିଜ ସାଙ୍ଗର ପତ୍ନୀଙ୍କୁ ଦୁଷ୍କର୍ମ କରିଥିଲେ। ଏହାପରେ ତାଙ୍କ ସ୍ୱାମୀ ଅର୍ଥାତ ଦୁଇ ବ୍ୟକ୍ତି ନିଜ ବନ୍ଧୁଙ୍କୁ ହତ୍ୟା କରିଛନ୍ତି। ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ସୋମବାର ଦିନ ତାଙ୍କ ସ୍ୱାମୀଙ୍କ...
ଭୁବନେଶ୍ୱର : ରାଜ୍ୟ ସରକାର ଆସନ୍ତା ନଭେମ୍ୱର କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଦେବା ପାଇଁ ଘୋଷଣା କରିବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏନେଇ ବିଜେପି ଅଭିଯୋଗ କରି କହିଛି, ନିର୍ବାଚନ ସରୁ ସରୁ କାଳିଆ ଟଙ୍କା ଦେବେ ବୋଲି ସରକାର ଆଗରୁ କହିଥିଲେ।...
ଜବୁଲ୍: ଆଫଗାନିସ୍ତାନର ଜବୁଲ ପ୍ରଦେଶରେ ଆଫଗାନୀ ସେନା କରିଥିବା ଏୟାରଷ୍ଟ୍ରାଇକ୍ରେ ୪୭ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏଥିରେ ୧୫ ଆତଙ୍କବାଦୀ ଆହତ ହୋଇଛନ୍ତି। ସେନାର ଜଣେ ମୁଖପାତ୍ର କହିଛନ୍ତି, ଏହି ତାଲିବାନ ଆତଙ୍କବାଦୀ ଶିଙ୍କି ଏବଂ ନାଓବାହାର ଜିଲ୍ଲାରେ ଲୁଚିଥିଲେ। ଏହି ଆକ୍ରମଣ ବ୍ୟତୀତ ଅର୍ଘଣାବାଦ୍ ଏବଂ...
ଜୟପୁର : ରାଜ୍ୟସ୍ତରୀୟ କ୍ରୀଡ଼ା ମହୋତ୍ସବ ଉଦଘାଟନ ଅବସରରେ କଳାକାରଙ୍କ ସହ ନାଚିଲେ ବିଧାୟକ ତାରା ବାହିନୀପତି । କୋରାପୁଟ ଜିଲ୍ଲା କୋଟପାଡ଼ ହାଇସ୍କୁଲ ପଡ଼ିଆରେ ଗତକାଲି ରାଜ୍ୟ ସ୍ତରୀୟ ଖୋ-ଖୋ ପ୍ରତିଯୋଗିତା ଉଦଘାଟିତ ହୋଇଥିଲା। ପ୍ରତିଯୋଗିତାକୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଉଦଘାଟନ କରିଥିବା...
ନୂଆଦିଲ୍ଲୀ : ଯୌନ ନିର୍ଯାତନା ଅଭିଯୋଗରେ ଢେଙ୍କାନାଳ ଜିଲ୍ଲାର ଶେଲ୍ଟର ହୋମ୍ ମାଲିକ ଫୟାଜ୍ ରେହମାନ୍ ଓରଫ୍ ‘ଡ୍ୟାଡି’ ଜେଲ୍ ଯିବାର ବେଶ୍ କିଛି ଦିନ ପରେ ତାଙ୍କ ସମର୍ଥନରେ ବିବାଦୀୟ ମତ ଦେଇଛନ୍ତି ଜଣେ ଆମେରିକୀୟ ସାଂସଦ। ରିପବ୍ଲିକାନ୍ର ଏହି ସିନେଟର ଚାର୍ଲସ୍ ୟାର୍ଣ୍ଣେଷ୍ଟ ଗ୍ରାସଲି ଭାରତକୁ...
ଭୁବନେଶ୍ୱର : କୋଲକତା ଇଣ୍ଟରନାସନାଲ ଫିଲ୍ମ ଫେଷ୍ଟିଭାଲରୁ ବାଦ୍ ପଡ଼ିଲା ବଲାଙ୍ଗିର ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ନେଇ ନିର୍ମିତ ଚଳଚ୍ଚିତ୍ର ‘ପାଟଣାଗଡ଼’। ନଭେମ୍ବର ୮ରୁ ୧୫ ଯାଏଁ ଚାଲିବାକୁ ଥିବା ଏ ଫିଲ୍ମ ଫେଷ୍ଟିଭାଲରେ ପୂର୍ବରୁ ‘ପାଟଣାଗଡ଼’କୁ ମନୋନୀତ କରାଯାଇଥିଲା। ତେବେ ହଠାତ ୨ ଦିନ ତଳେ...
ନୂଆଦିଲ୍ଲୀ : ଦିଲ୍ଲୀରେ ବାୟୁ ପ୍ରଦୁଷଣ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଦୀପାବଳି ପରେ ଦିଲ୍ଲୀର ପରିବେଶ ସମ୍ପୂର୍ଣ୍ଣ ଦୂଷିତ ହୋଇସାରିଛି। ଏଭଳି ସ୍ଥିତିରେ ନଭେମ୍ବର ୩ ତାରିଖରେ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବାକୁଥିବା ଟି-୨୦ ମ୍ୟାଚକୁ ସ୍ଥାନାନ୍ତର କରିବା ପାଇଁ ପରିବେଶବିତମାନେ ବିସିସିଆଇର ନବନିଯୁକ୍ତ...
ଭୁବନେଶ୍ୱର : ଆସନ୍ତା ନଭେମ୍ବରରେ ମିଳିବ କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା। ଏନେଇ ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ । ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ପରେ କୃଷି ସଚିବ ସୂଚନା ଦେଇ କହିଛନ୍ତି ଯେ, କାଳିଆ ଯୋଜନାର ହିତାଧିକାରୀ ପାଇଁ ଗତ ଅଗଷ୍ଟରେ...
ନୂଆଦିଲ୍ଲୀ : ଅକ୍ଟୋବର ୩୧ରେ ବିଧିବଦ୍ଧ ଜମ୍ମୁ-କଶ୍ମୀର ବିଭାଜନ ହେବ। ଏହା ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଏବଂ ଲଦାଖରେ ପରିଣତ ହେବ। ତେବେ ଏହା ପୂର୍ବରୁ ଦେଶର ରାଜଧାନୀରେ ହାଇ ଆଲର୍ଟ ଜାରି କରି ବ୍ୟାପକ ସୁରକ୍ଷା କର୍ମୀ ମୂତୟନ କରାଯାଇଛି। ଜମ୍ମୁ-କଶ୍ମୀର ବିଭାଜନକୁ ବିରୋଧ କରି...
ଜୟପୁର : ଟଙ୍କା ଆଗରେ ତୁଚ୍ଛ ହେଲା ସଂପର୍କ। ଭାଇ ଭୁଲିଗଲା ଭାଇର ଭାବ ବନ୍ଧନ । ମାତ୍ର ୨୯ ହଜାର ଟଙ୍କା ପାଇଁ ନିଜ ଭାଇକୁ ବନ୍ଧା ପକାଇଲା ଭାଇ । ଆଉ ୪୮ ଘଣ୍ଟା ପରେ ଅପହରଣକାରୀଙ୍କ କବଳରୁ ଖସି ଆସିବାପରେ ସାମ୍ନାକୁ ଆସିଛି ଏହି...
ୱାଶିଂଟନ : ବିଶ୍ୱର ମୋଷ୍ଟ ଓ୍ୱାଣ୍ଟେଡ୍ ଆତଙ୍କବାଦୀ ଅବୁ ବକର ଅଲ୍ ବଗ୍ଦାଦିର ମୃତ୍ୟୁ ପରେ ତାର ଉତ୍ତରାଧିକାରୀକୁ ନିପାତ କରିଛନ୍ତି ଆମେରିକା ସେନା । ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତେବେ କେବେ ଏବଂ କେଉଁ ପରିସ୍ଥିତିରେ ତାଙ୍କୁ ନିହତ...
ଭୁବନେଶ୍ୱର : ରାଜ୍ୟରେ ବାଟବଣା ହୋଇଛି ବର୍ଷାଜଳ ଅମଳ ଓ ଭୂତଳ ଜଳସ୍ତର ବୃଦ୍ଧି ଯୋଜନା। ପ୍ରକଳ୍ପ ପାଇଁ ଥିବା ୧୦୦ କୋଟିରୁ ୫ ବର୍ଷରେ ଅଧା ବି ଖର୍ଚ୍ଚ କରିପାରିନାହାଁନ୍ତି ସରକାର। ଘରୋଇ ଭାବେ ନିଜ ଛାତରେ ପ୍ରକଳ୍ପ କରିଥିବା ଲୋକଙ୍କୁ ସବ୍ସିଡି ବି ଦେଉନାହାଁନ୍ତି। ଏମିତିକି...