• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

gang-rape
ନାବାଳିକାଙ୍କ ସହ ଗଣଦୁର୍ଷ୍କମ ଅଭିଯୋଗ

ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ନାବାଳିକାଙ୍କ ସହ ଗଣଦୁର୍ଷ୍କମ ଅଭିଯୋଗ । ଲହୁଣୀପଡ଼ା ଥାନା ଟେନସା ଫାଣ୍ଡିରେ ଏନେଇ ଏତଲା ହୋଇଛି । ଅଭିଯୋଗ ପରେ ଟେନସା ପୁଲିସ୍ ତିନି ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ମିଳିଥିବା ସୂଚନା ମୁତାବକ, ଗତକାଲି ରାତିରେ ନାବାଳିକାଙ୍କୁ ଜଙ୍ଗଲକୁ ଉଠାଇ...

eye--9
ଆଖିରୁ ଚଷମା ହଟେଇବାକୁ ଚାହୁଁଛନ୍ତି କି ? ଏହି ଆସନ କରନ୍ତୁ

ଆଖିକାଲି ଅଧିକାଂଶ ଲୋକ ଛୋଟ ଠାରୁ ବୟସ୍କ ସମସ୍ତଙ୍କ ଆଖିରେ ଚଷମା । ଅନେକ ତ ସଉକରେ ଚଷମା ପିନ୍ଧନ୍ତି । କିନ୍ତୁ ଅଧିକାଂଶ ଆଖିର ଦୃଷ୍ଟି ଶକ୍ତି କମି ଯାଇଥିବାରୁ ଚଷମା ବ୍ୟବହାର କରିଥାନ୍ତି । ବର୍ତ୍ତମାନର ଜୀବନଶୈଳୀ ହିଁ ଆଜିର ଯୁବପିଢ଼ିଙ୍କ ପାଇଁ ଘାତକ ସାଜିଛି...

sab
ଖୋଲିଲା ସାବରିମାଳା ମନ୍ଦିର

ଥିରୁଭନନ୍ତପୁରମ୍ : ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ଆଜିଠୁ ଖୋଲିଛି କେରଳର ସାବରିମାଲା ମନ୍ଦିର। ସଂଧ୍ୟା ୫ଟାରେ ମନ୍ଦିର ମୁଖ୍ୟଦ୍ୱାର ଖୋଲିବା ପରେ ଶାନ୍ତି ଶୃଙ୍ଖଳାର ସହ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ମଣ୍ଡଳ ପୂଜା ପାଇଁ ଆଜିଠୁ ୪୧ ଦିନ ପର୍ଯ୍ୟନ୍ତ ମନ୍ଦିର ଖୋଲାଯାଇଛି। ସେପଟେ ଦର୍ଶନ ପାଇଁ...

puri gobardhan matta
ମୁକ୍ତ ହେଲା ପୁରୀ ଗୋବର୍ଦ୍ଧନ ମଠ

ପୁରୀ : ଦେବୋତ୍ତର ବିଭାଗର ନିୟନ୍ତ୍ରଣରୁ ମୁକ୍ତ ହେଲା ପୁରୀ ଗୋବର୍ଦ୍ଧନ ମଠ। ଏଣିକି ଏହା ଏକ ସ୍ୱୟଂ ଚାଳିତ ସଂସ୍ଥା ଭାବେ ପରିଚାଳିତ ହେବ। ରାଜ୍ୟ ସରକାର ଓଡ଼ିଶା ହିନ୍ଦୁ ଦେବୋତ୍ତର ସଂଶୋଧନ ବିଲ୍ ବିଧାନସଭାରେ ପାରିତ କରିବା ପରେ ଗୋବର୍ଦ୍ଧନ ମଠ ଦେବୋତ୍ତର ବିଭାଗର ନିୟନ୍ତ୍ରଣରୁ ମୁକ୍ତ...

anganwadi
ବିପଦସଙ୍କୁଳ ଅଙ୍ଗନବାଡ଼ି

ଭୁବନେଶ୍ୱର : ରାଜ୍ୟରେ ୨ ହଜାର ୬୩ଟି ଅଙ୍ଗନବାଡି କେନ୍ଦ୍ର ବିପଦସଙ୍କୁଳ ଅବସ୍ଥାରେ ଚାଲିଛି। ଆଜି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ। ଏସବୁ ଅଙ୍ଗନଓ୍ୱାଡି କେନ୍ଦ୍ର ମଧ୍ୟରୁ ୮୦୬ଟି କେନ୍ଦ୍ରର ପୁନଃ ନିର୍ମାଣ କରିବାକୁ ଚଳିତ ଆର୍ଥିକ ବର୍ଷରେ ସରକାର...

SMITA
ବିଧାନସଭାରେ ଥମୁନି ସ୍ମିତାରାଣୀ ଝଡ଼

ଭୁବନେଶ୍ୱର/ଯାଜପୁର : ତିନି ଦିନ ହେଲା ବିନା ମୁଖ୍ୟ ବିରୋଧୀ ଦଳରେ ଚାଲିଛି ବିଧାନସଭା। ସ୍ମିତାରାଣୀ ପ୍ରସଙ୍ଗକୁ ନେଇ ଆଲୋଚନା ପାଇଁ ଅଡ଼ି ବସିଥିବା ବିଜେପି ଆଜି ଗାନ୍ଧି ମୂର୍ତ୍ତିତଳେ ଧାରଣା ଦେଇ ବିଜେଡି-କଂଗ୍ରେସ ସଲାସୁତରାର ଅଭିଯୋଗ ଆଣି ବର୍ଷିଛି। ଦୁଇ ଦୁଇ ଥର ଶାସକଦଳ ସେମାନଙ୍କୁ ବୁଝାଇବାକୁ...

gandhi booklet
ନଷ୍ଟ ହେବ ୧୦ କୋଟିର ଗାନ୍ଧୀ ପୁସ୍ତିକା

ଭୁବନେଶ୍ୱର : ଆମ ବାପୁଜୀ, ଏକ ଝଲକ । ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଇଁ ଗଣଶିକ୍ଷା ବିଭାଗ ପ୍ରସ୍ତୁତ କରିଥିଲା ଏହି ପତ୍ରିକା। ଏଥିରେ ଗାନ୍ଧୀଙ୍କ ଶୈଶବରୁ ଆରମ୍ଭ କରି ପାଠପଢା, କର୍ମଜୀବନ ଓ ଓଡିଶା ସହ ସଂପର୍କକୁ ନେଇ ପିଲାଙ୍କ ପାଇଁ ରହିଥିଲା ଉପାଦେୟ ତଥ୍ୟ।...

ll
ଏଣିକି ଖୋଲାରେ ମଳତ୍ୟାଗ ଓ ପରିସ୍ରା କଲେ ଜରିମାନା

ଭୁବନେଶ୍ୱର : ଆପଣ ରାଜଧାନୀରେ ରହୁଛନ୍ତି କି ? ସାବଧାନ। ଏଣିକି ରାଜଧାନୀରେ ବାହାରେ ମଳତ୍ୟାଗ କଲେ କିମ୍ବା ପରିସ୍ରା କଲେ ଦେବାକୁ ପଡିବ ଜରିମାନା। ଏମିତି ନିୟମ କଡ଼ାକଡ଼ି ହୋଇଛି । ଖୋଲାରେ ମଳତ୍ୟାଗ କଲେ ୨ଶହ ଟଙ୍କା ଓ ପରିସ୍ରା କଲେ ୧୫୦ ଟଙ୍କା ଫାଇନ୍...

train--2
ଗେଟ୍‌ମ୍ୟାନଙ୍କୁ ସାବାସି ; ଉପସ୍ଥିତି ବୁଦ୍ଧି ଯୋଗୁଁ ବଞ୍ଚିଗଲା ଅନେକ ଜୀବନ

ଭୁବନେଶ୍ୱର : ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଭୁବନେଶ୍ୱର-ଆନନ୍ଦବିହାର ଏକ୍ସପ୍ରେସ। ବର୍ତ୍ତିଗଲେ ସ୍କୁଲ ଛାତ୍ରଛାତ୍ରୀ, ସାଧାରଣ ଜନତା ଏବଂ ମଇଁଷି ପଲ। ଭୁବନେଶ୍ୱର ଭିଏସ୍ଏସ୍ ନଗର ଲେଭଲ କ୍ରସିଂରେ ଟଳିଯାଇଛି ଏହି ଅଘଟଣ। ମଧ୍ୟାହ୍ନ ୧୨ଟା ୫୦ ମିନିଟ୍‌ରେ ଦ୍ରୁତ ଗତିରେ ଆସୁଥିଲା ଭୁବନେଶ୍ୱର-ଆନନ୍ଦବିହାର ଏକ୍ସପ୍ରେସ। ଏହି...

banarasi paan
ପାନ ଖାଇଲେ ପାଟିରୁ ଧୂଆଁ ବାହାରୁଛି !

କଟକ : ପାନ ଖାଇଲେ ଧୂଆଁ ବାହାରୁଛି। ଖାଲି ଧୂଆଁ ନୁହେଁ  ନିଆଁ ବି ବାହାରୁଛି। ପାଟି ବି ନାଲି ପଡ଼ୁଛି। ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ ମଧ୍ୟ। ଭାବୁଥିବେ ଇଏ କେମିତି କା ପାନ। ହଁ ଆମେ କହୁଛୁ କଟକ ଐତିହାସିକ ବାଲିଯାତ୍ରାର କଥା। ଏଠାରେ ହିଁ...

jail 3
ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ଜେଲ୍‌ ଓ ଜୋରିମାନା

କେନ୍ଦୁଝର (ପ୍ରଣୟ ପାଣି) : ହାଟ ସାରି ଘରକୁ ଫେରୁଥିବା ବେଳେ ଜଣେ ଯୁବତୀଙ୍କୁ ରାସ୍ତାରୁ ଟେକି ନେଇ ଜଙ୍ଗଲ ଭିତରେ ଗଣଦୁଷ୍କର୍ମ ହୋଇଥିବା ମାମଲାରେ ଆଜି ରାୟ ପ୍ରକାଶ ପାଇଛି। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଏଡିଜେ ମାମଲାକୁ ବିଚାର କରି ୩ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ...

headmaster
ପ୍ରଧାନ ଶିକ୍ଷକ ସାଜିଛନ୍ତି କ୍ୱାକ୍

ଉମରକୋଟ( କାର୍ତ୍ତିକ ମଲ୍ଲିକ) : ପ୍ରଧାନ ଶିକ୍ଷକ ସାଜିଛନ୍ତି କ୍ୱାକ୍। ଏଭଳି ଏକ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାରୁ। ଉମରକୋଟ୍ ବ୍ଲକ ଝୋଲା ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକ ପ୍ରଦୀପ କୁମାର ମଣ୍ଡଳଙ୍କ ବିରୋଧରେ ହୋଇଛି ଏହି ଅଭିଯୋଗ। ପ୍ରଦୀପ ସ୍କୁଲରେ ହାଜିରା ପକାଇ ଡାକ୍ତରୀ କାମ କରିବାକୁ ଗାଁ...

deadbody
ବିନା ଅନୁମତିରେ ଆଖି କାଢ଼ିନେଲେ: ଚକ୍ଷୁଦାନ ସାର୍ଟିଫିକେଟ୍ ଧରାଇଦେଲେ

ଭଦ୍ରକ : ମୃତକଙ୍କ ପରିବାର ଲୋକଙ୍କ ବିନା ଅନୁମତିରେ ଶରୀରରୁ ଆଖି ଗାଏବ ଅଭିଯୋଗ। କଟକ ଏସ୍‌ସିବିରେ ପ୍ରାଣ ହରାଇଥିବା ଭଦ୍ରକର ଜଣେ ବ୍ୟକ୍ତିଙ୍କ ପରିବାର ଲୋକେ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଏଭଳି ଅଭିଯୋଗ କରିଛନ୍ତି। ଭଦ୍ରକ ଅଞ୍ଚଳର ନଣ୍ଡା ଗାଗରାଇ ଗତ ୧୧ ତାରିଖରେ ଚିକିତ୍ସାଧୀନ...

suicide-3
ପୁଲିସ ସାମ୍ନାରେ ସୁଇସାଇଡ୍

ସୁନ୍ଦରଗଡ଼  : ପୁଲିସ ସାମ୍ନାରେ ସୁଇସାଇଡ୍। ସୁନ୍ଦରଗଡ଼ ଜିଲ୍ଲା ହୁଡୁକା ଗାଁରେ ଜଣେ ବ୍ୟକ୍ତି ଦୁଇ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ଡୁଡୁକା ଗାଁର ଶିବ ଚନ୍ଦନ । ଆଜି ଅପରାହ୍ଣରେ ଶିବ ଗାଁରେ ଥିବା ଏକ ବ୍ୟାଙ୍କ ଛାତ ଉପରକୁ ଚଢ଼ି ଆତ୍ମହତ୍ୟା...

cricket
କ୍ରିକେଟ୍‌ ଖେଳୁଥିବା ବେଳେ ଚାଲିଗଲା ମେଡିକାଲ୍‌ ଛାତ୍ରଙ୍କ ଜୀବନ

ବ୍ରହ୍ମପୁର: କ୍ରିକେଟ ଖେଳୁଥିବା ବେଳେ କାନରେ ବାଜିଲା ବଲ୍‌। ଫଳରେ ଜଣେ ମେଡିକାଲ ଛାତ୍ରର ଆଜି ମୃତ୍ୟୁ ଘଟିଛି। ଆଜି ଏପରି ଅଭାନୀୟ ଘଟଣା ବ୍ରହ୍ମପୁର ଲାଞ୍ଜିପଲି ଅଞ୍ଚଳରେ ଘଟିଛି। ମୃତ ଛାତ୍ର ବିଶ୍ୱଭୂଷଣ ସାହୁ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜର ଏମ୍‌ବିବିଏସ୍‌ର ଦ୍ୱିତୀୟ...

cabinet
ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ମୋଟ ୨୦ଟି ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ମୋଟ ୨୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବିଧାନସଭା ଅଧିବେଶନ ଯୋଗୁ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଆନୁଷ୍ଠାନିକ ଭାବେ କେହି କିଛି କହିନଥିଲେ ମଧ୍ୟ ମାତ୍ର ୨୦ମିନିଟ୍ ଭିତରେ ଏହି ସମସ୍ତ...