ଯାଜପୁର( ଅଭୟ ପତି) : ଗୋଟିଏ କି ଦୁଇଟି ନୁହେଁ ତିନି ତିନିଟି ବିବାହ। ପ୍ରଥମ ସ୍ତ୍ରୀଠୁ ଛାଡ଼ପତ୍ର ଓ ଦ୍ୱିତୀୟ ସ୍ତ୍ରୀକୁ ଛାଡ଼ି ପଳାଇବା ପରେ ଏବେ ତୃତୀୟ ବିବାହ କରୁଛନ୍ତ । ଯାଜପୁର ପାଣିକୋଇଲି ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି। ଇମ୍ରାନ୍ ଖାନ୍ ନାମକ...
ସାଲେପୁର(ମନୋଜ ଆଚାର୍ଯ୍ୟ ): ବେଧଡ଼କ୍ ଚାଲିଛି ପାଇଖାନା ହରିଲୁଟ୍ । ହିତାଧିକାରୀ ଜାଣୁନି, କାଗଜପତ୍ରରେ ଟଙ୍କା ହଡ଼ପ୍ ହେଉଛି। କଟକ ମାହାଙ୍ଗାରୁ ଆସିଛି ଏଭଳି ଅଭିଯୋଗ । ତେଣେ ସରକାରୀ ଦସ୍ତାବିଜ୍ରେ ଅସ୍ୱାଭାବିକ ଭାବେ ବଢ଼ି ଚାଲିଥିବା ହିତାଧିକାରୀଙ୍କ ସଂଖ୍ୟାକୁ ନେଇ ବି ସନ୍ଦେହ ପ୍ରକାଶ କଲେଣି ବିରୋଧୀ।...
ରାଉରକେଲା ( ସତ୍ୟାନନ୍ଦ ମହାନ୍ତି) : ରାଉରକେଲା ପାନପୋଷରେ ଅଘଟଣ। ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ନିକଟରେ ଥିବା ଏକ ସେଲୁନ୍ରେ ଗ୍ୟାସ୍ ସିଲିଣ୍ଡର ଫାଟି ସେଲୁନ୍ ମାଲିକ ଚନ୍ଦନ ଠାକୁର ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଆଇଜିଏଚ୍ରେ ଭର୍ତ୍ତି କରାଯାଇଛି। ସେହିପରି ସେଲୁନ୍ ନିକଟରେ...
ଭୁବନେଶ୍ୱର : ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଆଜି ବିପଦରେ। ଦୁର୍ନୀତି, ଅନ୍ୟାୟ ଏବଂ ଅନୀତିକୁ ଲୋକଙ୍କ ସାମ୍ନାକୁ ଆଣୁଥିବା ସାମ୍ୱାଦିକମାନେ ଆଜି ଅସୁରକ୍ଷିତ। ବିଭିନ୍ନ ସମୟରେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ହେଉଛି। ଆଇନର ରକ୍ଷକ ସାଜିଥିବା ପୁଲିସ ଆଉ ଜନପ୍ରତିନିଧିମାନେ ବି ସାମ୍ବାଦିକମାନଙ୍କୁ ପ୍ରତ୍ୟକ୍ଷ ବା ପରୋକ୍ଷ ଉପାୟରେ...
ଭୁବନେଶ୍ୱର : କୁକୁର ଛୁଆଙ୍କୁ ଗାଡ଼ି ଚାପି ଗିରଫ ହେଲେ କ୍ୟାବ୍ ଡ୍ରାଇଭର୍ । ରାଜଧାନୀ ଭୁବନେଶ୍ୱରରେ ଏପରି ଏକ ଘଟଣା ଏବେ ଚର୍ଚ୍ଚାକୁ ଆସିଛି। ଜାଣିଶୁଣି ଚାରିଟି କୁକୁର ଛୁଆ ଉପରେ ଗାଡ଼ି ଚଢ଼ାଇ ମାରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି କ୍ୟାବ୍ ଡ୍ରାଇଭର କାହ୍ନୁ ଚରଣ ଗିରି...
ତାଡ଼ାସନ ହେଉଛି ଯୋଗର ଏକ ମୌଳିକ ଆସନ । ଏହି ଆସନଟି ଗର୍ଭବତୀ ମହିଳାଙ୍କ ପାଇଁ ବେଶ୍ ଲାଭଦାୟକ । ଏହା ମହିଳାଙ୍କ ଶରୀରରେ ସନ୍ତୁଳନ ରକ୍ଷା କରିଥାଏ । ଏହା ଶରୀରର ହାଡ଼କୁ ମଜବୁତ କରିବା ସହ ପିଠି ବିନ୍ଧାରୁ ମୁକ୍ତି ଦେଇଥାଏ। ଏହି ଆସନ ଗର୍ଭଧାରଣର...
ନୂଆଦିଲ୍ଲୀ: ଅଯୋଧ୍ୟା ରାମଜନ୍ମ ଭୂମି ଏବଂ ବାବ୍ରି ମସଜିଦ୍ ବିବାଦ ନେଇ ସୁପ୍ରିମ୍କୋର୍ଟଙ୍କ ରାୟ ବିରୋଧରେ ରିଭ୍ୟୁ ପିଟିସନ୍ ଦାଖଲ କରିବ ଏଆଇପିଏମ୍ଏଲବି। ମୌଲାନା ଅର୍ଶାଦ ମଦାନୀ କହିଛନ୍ତି ଯଦିଓ ସେମାନେ ଆଶା ହରାଇ ନାହାନ୍ତି, ରିଭ୍ୟୁପିଟିସନ୍ ଦାଖଲ କରିବେ। ଏଆଇପିଏମ୍ଏଲବି ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, ସୁପ୍ରିମ୍କୋର୍ଟଙ୍କ...
କଟକ : ସରି ସରି ଆସୁଛି କଟକ ବାଲିଯାତ୍ରା । ସେପଟେ ଆଜି ରବିବାର ପାଇଁ ବାଲିଯାତ୍ରାରେ ହୋଇଛି ଅସମ୍ଭାଳ ଭିଡ଼। ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଛି ବାଲିଯାତ୍ରାରେ । ପାର୍କିଂ ପାଇଁ ଆଉ ଯାଗା ନଥିବା କମିଶନରେଟ୍ ପୁଲିସ୍ ସନ୍ଧ୍ୟାରେ ଟ୍ୱିଟ୍ କରି ଜଣାଇଥିଲା । ତେବେ...
ଭଦ୍ରକ( ପାର୍ଥସାରଥୀ ନାୟକ) : ନିଜେ ସେନାରେ ଯୋଗ ଦେଇ ମାଟି ମାଆର ସେବା କରୁଛନ୍ତି। ଲକ୍ଷ୍ୟ ରଖିଛନ୍ତି ତାଙ୍କ ଅଞ୍ଚଳର ପ୍ରତି ପରିବାରରୁ ଜଣେ ଜଣେ ସୈନିକ ବାହାରନ୍ତୁ । କେହି ଯୁବକ ଯେମିତି ବେକାର ନ ରୁହନ୍ତୁ। ସେ ହେଉଛନ୍ତି ଭଦ୍ରକ ତିହିଡ଼ି ବ୍ଲକ୍ର ସେନା...
ଭୁବନେଶ୍ୱର : ଆସନ୍ତା ଡିସେମ୍ବର ପହିଲାରୁ ଆରମ୍ଭ ହେବାକୁ ଯାଉଛି ‘ମୋ ସରକାର’ ପାର୍ଟ-ଟୁ। ଡାକ୍ତରଖାନା ଓ ପୁଲିସ୍ ଷ୍ଟେସନ୍ ପରେ ଏବେ ୬ଟି ନୂଆ ବିଭାଗ ଅନ୍ତର୍ଗତ ଲୋକପ୍ରିୟ ଯୋଜନା କାଳିଆ, ମମତା, ଖାଦ୍ୟ ସୁରକ୍ଷା, ମିଶନ ଶକ୍ତି ଭଳି ସ୍କିମ୍ରେ ଲାଗୁ ହେବ ମୋ ସରକାର।...
ଆଠଗଡ଼ : ଥାନାରେ ପଶି ପୁଲିସ ଅଧିକାରୀଙ୍କୁ ମାଡ଼। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ ଥାନାରେ । ଜଣେ ନିଶାସକ୍ତ ଯୁବକ ଏଭଳି ଉନ୍ମତ୍ତକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ମୁତାବକ , ଗତକାଲି ରାତିରେ ଯୁବକ ଜଣଙ୍କ ନିଶାସକ୍ତ ଅବସ୍ଥାରେ ଥାନାରେ...
ଖୋର୍ଦ୍ଧା : ଖୋର୍ଦ୍ଧାରେ ବେଆଇନ୍ ପଥର ଖଣି କାରବାର ଲିଙ୍କରେ ଓଡ଼ିଶା ପୁଲିସର ୨ ଇନ୍ସପେକ୍ଟର। ପ୍ରଥମେ ଇନସ୍ପେକ୍ଟର ବିକ୍ରମ ଜେନା ଓ ପରେ ଇନସ୍ପେକ୍ଟର୍ ରଣଜିତ ସାହୁ ଏସଟିଏଫ ସ୍କାନରରେ ଧରା ପଡ଼ିଥିଲେ। ତେବେ ଦୁହେଁ ମାସେରୁ ଊର୍ଦ୍ଧ୍ୱ ହେବ ଛୁଟିରେ ଥିବାବେଳେ ଉଭୟଙ୍କର ଏବେ ପତ୍ତା...
କୋରାପୁଟ : ସ୍ମୃତି ଅଭୁଲା। ଆଉ ତାକୁ ସାଉଣ୍ଟିଲେ ସେ ପୁଣି ହୋଇଯାଏ ସତେଜ। ଆଖି ଆଗରେ ନାଚିଯାଏ ସେଇ ହଜିଲା ଅତୀତ। କେତେବେଳେ ସେ ଅମାନିଆଁ ନଈ ତ କେତେବେଳେ ମନଲୋଭା ଜହ୍ନରାତି। ସ୍ମୃତି ଏମିତି ଏକ ବନ୍ଧନ, ଯାହା ଥରେ ବାନ୍ଧିଦେଲେ ଆଉ ଛାଡ଼େ ନାହିଁ...
ନୂଆଦିଲ୍ଲୀ: ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଆଜି ଅବସର ଗ୍ରହଣ କରିଛନ୍ତି। ଶୁକ୍ରବାର ଥିଲା ତାଙ୍କର ଅନ୍ତିମ କାର୍ଯ୍ୟ ଦିବସ। ଶେଷ କାର୍ଯ୍ୟ ଦିବସରେ ଅନ୍ତିମ ଥର ପାଇଁ କୋର୍ଟ ନମ୍ବର ୧ରେ ବସି ଜଷ୍ଟିସ୍ ଗୋଗୋଇ ବିଭିନ୍ନ ମାମଲାର ଶୁଣାଣି କରିଥିଲେ। ଅନ୍ତିମ ଦିନରେ...
ନୂଆଦିଲ୍ଲୀ: ଇଣ୍ଟରନ୍ୟାଶନାଲ୍ ଆସୋସିଏସନ୍ ଅଫ୍ ଆଥଲେଟିକ୍ସ ଫେଡେରେସନ୍ (ଆଇଏଏଏଫ୍)କୁ ଏବେ ୱାର୍ଲ୍ଡ ଆଥଲେଟିକ୍ସ ନାଁରେ ସମ୍ବୋଧିତ କରାଯିବ। ଏହି ଅନ୍ତର୍ଜାତୀୟ ସ୍ପୋର୍ଟ୍ସ ଗଭର୍ଣ୍ଣିଂ ବଡି କେବଳ ତା’ର ଟ୍ୱିଟର୍ ହ୍ୟାଣ୍ଡଲ୍ ନାଁ ପରିବର୍ତ୍ତନ କରିନାହିଁ, ବରଂ ତା’ର ଅଫିସିଆଲ୍ ୱେବସାଇଟର ୟୁଆରଏଲ୍ ମଧ୍ୟ ପରିବର୍ତ୍ତନ କରିଛି। ୱେବସାଇଟରେ ଉଲ୍ଲେଖ...
ବ୍ରହ୍ମପୁର : ନିଜ ଗାଁର ଚେହେରା ବଦଳାଇ ଦେଲେ ଦୁଇ କଲେଜ ପଢୁଆ ଝିଅ। ଅଳିଆ ଆବର୍ଜନାରେ ଗାଁରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିଲା । ଏହି ଚେହେରାକୁ ବଦଳାଇବା ପାଇଁ ନିଜେ ଅଣ୍ଟା ଭିଡ଼ିଲେ ଦୁଇ କଲେଜ ଝିଅ । ନିଜେ ଝାଡ଼ୁ ଧରି ଗାଁରେ ସଫାସୁତରା...
ମାଲକାନଗିରି : ଛତିଶଗଡ଼ରେ ମାଓବାଦୀଙ୍କ ସହିଦ ସ୍ତମ୍ଭ ଧ୍ୱଂସ। ମାଓବାଦୀଙ୍କ ସହିଦ ସ୍ତମ୍ଭକୁ ଧ୍ୱଂସ କରିଛନ୍ତି ଯବାନ। ବୋମା ପକାଇ ତାକୁ ପୁରା ମାଟିରେ ମିଶାଇ ଦିଆଯାଇଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲା ଅରନପୁର ଥାନା ପୋଟାଲି ମିଲକାନା ପାରା ଅଞ୍ଚଳରେ ମାଓବାଦୀଙ୍କ ଏହି ସହିଦ...