• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

kk
ଆଜି ବେଶ ଜମିବ ବାଲିଯାତ୍ରାର ଆସର ; ଗୀତ ପରିବେଷଣ କରିବେ ବଲିଉଡି କଣ୍ଠଶିଳ୍ପୀ କେକେ

କଟକ  : କଟକ ବାଲିଯାତ୍ରାରେ ବଲିଉଡ କଣ୍ଠଶିଳ୍ପୀ କେକେ । ଦଲେର ମେହେନ୍ଦି ଓ ସୋନା ମହାପାତ୍ରଙ୍କ ଦମଦାର ପ୍ରଦର୍ଶନ ପରେ ଆଜି ସଂଗୀତ ପରିବେଷଣ କରିବେ କେକେ । ବାଲିଯାତ୍ରା ମଂଚରେ ଗୀତ ପରିବେଷଣ କରିବା ପାଇଁ ସେ ବେଶ ଉତ୍ସାହିତ ବୋଲି କହିଛନ୍ତି। କେକେ ପୂର୍ବରୁ...

death
ଦଳି ମାରିଦେଲା ହାତୀ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଗଡ଼ପଳାଶୁଣି ଗାଁର ଜଣେ ବ୍ୟକ୍ତିଙ୍କୁ ଏକ ଦନ୍ତା ହାତୀ କଚାଡ଼ି ଦେବାରୁ ତାଙ୍କ ମୃତ୍ୟୁ ଘଟିଛି ।  ମୃତକଙ୍କ ନାଁ ନାରାୟଣ ନାଏକ। ଗତକାଲି ବିଳମ୍ୱିତ ରାତିରେ ନାରାୟଣ ଗୁଡ଼ିଆନାଳୀ ନିକଟରେ ଧାନ ଫସଲ ଜଗିଥିବା ବେଳେ ଦନ୍ତା...

asi death
ଗାଡ଼ି ଚେକିଂ ବେଳେ ଧକ୍କା ଦେଲା ବାଇକ୍ : ଏସ୍‌ଆଇ ମୃତ

ବାରିପଦା (ମାଣିକଲାଲ ପାଣି): ଗତ ରାତିରେ ବାରିପଦାରେ ଏକ ଅଘଟଣ ଘଟିଛି।  ଗାଡ଼ି ଚେକିଂ ବେଳେ ବାଇକ୍ ଧକ୍କାରେ ଟାଉନ୍ ଥାନା ସବଇନ୍ସପେକ୍ଟର ଦୟାନିଧି ଦାସଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଲ’ କଲେଜ ସମ୍ମୁଖରେ ଏମଭିଆଇ ଚେକିଂ ଚାଲିଥିବାବେଳେ ଏହି ଦୁର୍ଘଟଣା ଘଟିଛି। ଚେକିଂ ଚାଲିଥିବାବେଳେ ଖସିବାକୁ ଉଦ୍ୟମ କରୁଥିବା...

girl9
ଶୌଚ ହେବାକୁ ଯାଇ ବୁଡ଼ିଗଲେ ଦୁଇ ନାବାଳିକା

ନବରଙ୍ଗପୁର : ପୋଖରୀରେ ବୁଡିଗଲେ ଦୁଇ ନାବାଳିକା।  ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ ଡଙ୍ଗାଶୀଲ ଗାଁରେ ଘଟିଛି ଏହି ଘଟଣା। ଗତକାଲି ସଂଧ୍ୟା ସମୟରେ ପୋଖରୀକୁ ଶୌଚ ହେବାକୁ ଯାଇଥିଲେ ଲାଲୁ ଜାନିଙ୍କ ୧୪ ବର୍ଷୀୟା ଝିଅ ଟଭା ଜାନି ଓ ପଡୋଶୀ ବିରସିଂ ଜାନିଙ୍କ ୬ ବର୍ଷୀୟା ଝିଅ...

puri---1
ଖୁବ୍‌ଶୀଘ୍ର ଖୋଲିପାରେ ରହସ୍ୟମୟ ରତ୍ନଭଣ୍ଡାର

ପୁରୀ/କଟକ(ମଧୁସୂଦନ ମିଶ୍ର/ଗୌତମ ପଣ୍ଡା): ଶ୍ରୀମନ୍ଦିରର ରହସ୍ୟପୂର୍ଣ୍ଣ ରତ୍ନଭଣ୍ଡାରରେ ରହିଛି କେତେ ପରିମାଣରେ ଦୁର୍ମୂଲ୍ୟ ଅଳଙ୍କାର? ସେ ସବୁର ଗଣତି ସହ ମୂଲ୍ୟାୟନ କରାଯିବ। କାରଣ ଗତ ୪ ତାରିଖରେ ଶ୍ରୀମନ୍ଦିର ସଂସ୍କାର ସଂପର୍କିତ ମଧ୍ୟବର୍ତ୍ତିକାଳୀନ ରାୟ ଦେଇ ସୁପ୍ରିମକୋର୍ଟ ଯେଉଁ ୨୨ଟି ପଏଣ୍ଟ ଉପରେ ଗୁରୁତ୍ୱ ଦେଇଛନ୍ତି, ସେଥିରେ ସ୍ପଷ୍ଟ ଭାବେ...

jay panda
ବୈଜୟନ୍ତଙ୍କୁ ଭେଟିଲେ ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ଆବଟ୍

ନୂଆଦିଲ୍ଲୀ  : ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ଆବଟ୍ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତ। ନୂଆଦିଲ୍ଲୀ ସ୍ଥିତ ବୈଜୟନ୍ତଙ୍କ ବାସଭବନରେ ଟୋନି ଆବଟ ଏକ ଭାରତୀୟ-ଅଷ୍ଟ୍ରେଲୀୟ ପ୍ରତିନିଧି ଦଳ ସହ ସାକ୍ଷାତ ଆଲୋଚନା କରିଥିଲେ। ଏହି ଅବସରରେ ଦ୍ୱିପାକ୍ଷିକ ସଂପର୍କ, ଭାରତ...

Earthquake_damage_-_roads-770x433
ଥରିଲା ଗୁଜରାଟ

ଅହମଦାବାଦ: ଗୁଜରାଟର କଚ୍ଛ ଜିଲ୍ଲାରେ ଆଜି ଲୋକେ ଭୂକମ୍ପର ଝଟକା ଅନୁଭବ କରିଛନ୍ତି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିଲା। ଝଟକା ମାତ୍ର କିଛି ସେକେଣ୍ଡ ପାଇଁ ହୋଇଥିଲେ ହେଁ ଲୋକେ ବେଶ କିଛି ଘଣ୍ଟା ଧରି ଆତଙ୍କିତ ହୋଇ ଉଠିଥିଲେ। କଚ୍ଛ ଜିଲ୍ଲାର ଭାଚାଉ ଠାରୁ...

cricket
ଅର୍ଦ୍ଧଶତକ ମାରିବା ପରେ ଚାଲିଗଲା ଖେଳାଳିଙ୍କ ଜୀବନ

ହାଇଦ୍ରାବାଦ: କ୍ରିକେଟ୍ ମଇଦାନରେ ଅନେକ ଅଘଟଣ ଘଟିଥାଏ ଏବଂ ଖେଳାଳିଙ୍କ ଜୀବନ ଚାଲିଯାଇଥାଏ। ହାଇଦ୍ରାବାଦର କ୍ରିକେଟର୍ ବୀରେନ୍ଦ୍ର ନାଏକଙ୍କ ସହ କିଛି ଏଭଳି ଘଟିଛି, ଯାହା କେହିବି ଭାବିପାରିବେ ନାହିଁ। ରବିବାର ଏ-୩ ଡିଭିଜନ୍ ଦିନିକିଆ ଲିଗ୍ ମ୍ୟାଚରେ ମରେଡପଲ୍ଲୀ ବ୍ଲୁଜ ବିପକ୍ଷରେ ସେ ଅର୍ଦ୍ଧଶତକ ମାରି ଆଉଟ୍...

smita
ସ୍ମିତାରାଣୀଙ୍କୁ ନ୍ୟାୟ ପାଇଁ ବିଜେପିର ରଣନୀତି

ଭୁବନେଶ୍ୱର : ଯାଜପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟା ଓ ଦୁର୍ଷ୍କମ ଘଟଣାର ସିବିଆଇ ତଦନ୍ତ ଦାବି ଓ ବିଧାନସଭା ବାଚସ୍ପତିଙ୍କ ପକ୍ଷପାତପୂର୍ଣ୍ଣ ଆଚରଣ ସମ୍ପର୍କରେ ବିଜେପି ବିଧାୟକମାନେ ଆଜି ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ନେତୃତ୍ୱରେ ବିଜେପି ବିଧାୟକମାନେ ରାଜଭବନରେ...

naveen
ନବୀନଙ୍କୁ ଭେଟିଲେ କମଲ ହାସନ

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସିଛନ୍ତି ଏମ୍‌ଏନ୍‌ଏମ୍‌ ପ୍ରତିଷ୍ଠାତା ତଥା ଭେଟ୍‌ରାନ୍‌ ଅଭିନେତା କମଲ ହାସନ। ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ବିଜେଡି ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଥିଲା। ଆଉ କମଲ ହାସନ୍‌ ହାତ ହଲାଇ ଅଭିବାଦନ ଗ୍ରହଣ କରିଥିଲେ। ଓଡ଼ିଶା ଗସ୍ତ ଅବସରରେ...

high court
କୁନ୍ଦୁଲି ମାମଲା: ଏସ୍‌ଆଇଟି ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁର୍ଷ୍କମ ଏବଂ ଆତ୍ମହତ୍ୟା ମାମଲାର ତଦନ୍ତ କରିବ ତିନିଜଣିଆ ଏସ୍ଆଇଟି। ୩ ଜଣ ଡିଆଇଜି ରାଙ୍କର ଅଧିକାରୀଙ୍କୁ ନେଇ ଏସ୍ଆଇଟି ଗଠନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କୁନ୍ଦୁଲି ସମ୍ପର୍କିତ ଏକାଧିକ ମାମଲାର ଏକକାଳୀନ ଶୁଣାଣି କରି ହାଇକୋର୍ଟ...

protest2
ଆରମ୍ଭରୁ ବାଟବଣା ଧାନକିଣା ପ୍ରକ୍ରିୟା ; ଟୋକନ୍ ବ୍ୟବସ୍ଥା ବିରୋଧରେ ତେଜିଲା ଆନ୍ଦୋଳନ

ଭୁବନେଶ୍ୱର : ଧାନ କିଣା ଆରମ୍ଭରୁ ଘୋର୍ ଅବ୍ୟବସ୍ଥା। ରାଜ୍ୟସ୍ତରୀୟ ଟୋକନ୍ ବ୍ୟବସ୍ଥାକୁ ବିରୋଧ କରି ଧାନ ସଂଗ୍ରହ ଆରମ୍ଭ ହୋଇଥିବା ଅଧିକାଂଶ ଜିଲ୍ଲାରେ ତେଜୁଛି ଚାଷୀ ଆନ୍ଦୋଳନ। ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, କଳାହାଣ୍ଡିରେ ଧାନ ସଂଗ୍ରହ ପାଇଁ କରାଯାଇଥିବା ଟୋକନ୍ ବ୍ୟବସ୍ଥାକୁ ଜୋରାଦର୍ ବିରୋଧ । ସବୁଠି...

modi
ବିଜେଡି ଓ ଏନ୍‌ସିପିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ବିଜେପିର ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡି ଓ ଶରଦ ପାୱାରଙ୍କ ଏନ୍‌ସିପିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାରେ ପ୍ରଶଂସା କରିଛନ୍ତି। ଅନ୍ୟ ସବୁ ଦଳଙ୍କ ତୁଳନାରେ ଏହି ଦୁଇ ରାଜନୀତିରୁ ଉପରେ ରହି ବିକାଶକୁ ଅଧିକ ଗୁରୁତ୍ୱ ଦିଅନ୍ତି ବୋଲି ମୋଦି ମଧ୍ୟ...

murder
ରାଜଧାନୀରେ ହତ୍ୟାକାଣ୍ଡ : ବ୍ୟକ୍ତିଙ୍କୁ ଗଳାକାଟି ନିର୍ମମ ହତ୍ୟା

ଭୁବନେଶ୍ୱର : ରାଜଧାନୀରେ ହତ୍ୟାକାଣ୍ଡ। ଜଣେ ବ୍ୟକ୍ତିଙ୍କୁ ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଭୁବନେଶ୍ୱର ପୁରୁଣା ଷ୍ଟେସନ ବଜାର ଅଞ୍ଚଳରେ ହୋଇଛି ଏହି ହତ୍ୟାକାଣ୍ଡ। ଏକ ଡର୍ମିଟୋରୀ ଭିତରେ ବ୍ୟକ୍ତିଙ୍କୁ ବ୍ଲେଡ୍ ଯୋଗେ ଗଳାକାଟି ହତ୍ୟା କରାଯାଇଥିବା ସୂଚନା ମିଳିଛି। ତେବେ ତାଙ୍କର ପରିଚୟ ଏଯାଏ...