ରାଉରକେଲା : ସୁନା ବ୍ୟବସାୟୀଙ୍କୁ ଛୁରାମାଡ଼। ରାଉରକେଲାରେ ରାତି ଅଧରେ ଜଣେ ସୁନା ବ୍ୟବସାୟୀଙ୍କୁ ଛୁରାମାଡ଼ କରିଛନ୍ତି ଦୁର୍ବୃତ୍ତ। ସୁନା ବ୍ୟବସାୟୀ ଜଣକ ହେଲେ ବିନାୟକ ପ୍ରସାଦ । ମିଳିଥିବା ସୂଚନା ମୁତାବକ,ମହତାବ ରୋଡ୍ ଠାରେ ବିନାୟକ ପ୍ରସାଦଙ୍କୁ ଛୁରାମାଡ଼ ହୋଇଥିଲା । ତାଙ୍କ ଶରୀରର ୫ଟି ସ୍ଥାନକୁ...
ଭୁବନେଶ୍ୱର : ଭୁବନେଶ୍ୱର ଷ୍ଟେସନ୍କୁ ଆସିଛି ସେଗ୍ ୱେ । ଏହି ମଡନ ସ୍କୁଟର୍ ସିଷ୍ଟମ୍କୁ ଭୁବନେଶ୍ୱର ଷ୍ଟେସନ୍ରେ ବ୍ୟବହାର କରିବେ ଆର୍ପିଏଫ୍ । ଆଜି ଏନେଇ ବିଧିବଦ୍ଧ ଭାବେ ଭୁବନେଶ୍ୱର ଷ୍ଟେସନ୍ରେ ଏହା ସିଷ୍ଟମ୍ର ଶୁଭାରମ୍ଭ କରାଯାଇଛି। ପ୍ଲାଟ୍ଫର୍ମର ଗୋଟିଏ ପାର୍ଶ୍ୱରୁ ଅନ୍ୟ ଏକ ପାର୍ଶ୍ୱକୁ ଯିବାକୁ...
ଭୁବନେଶ୍ୱର : ପୁଣି ଥରେ ସ୍ମିତାରାଣୀ ପ୍ରସଙ୍ଗକୁ ନେଇ ସରଗରମ ହୋଇଛି ବିଧାନସଭା । ସ୍ମିତାରାଣୀଙ୍କ ମୃତ୍ୟୁ ମାମଲାକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦିପ୍ତ ନାୟକ। ସ୍ମିତାରାଣୀଙ୍କ ମୃତ୍ୟୁ କିପରି ହେଲା ସେ ନେଇ ଜାଣିବାର ଅଧିକାର ସମସ୍ତଙ୍କର ରହିଛି। ଯଦି, ସ୍ମିତାରାଣୀ...
ବଲାଙ୍ଗିର( ମନୋରଂଜନ ଯୋଶୀ) : କଣ୍ଟାବାଞ୍ଜିର ଖବରକାଗଜ ବିତରକ କମଳ ବାଗ ହତ୍ୟା ମାମଲାର ପର୍ଦ୍ଦାଫାସ। ପ୍ରେମଜନିତ ବିବାଦରୁ କମଳଙ୍କୁ ହତ୍ୟା କରାଯାଇଛି। ମାମଲାରେ ଜଣେ ମହିଳାଙ୍କ ସହିତ ଅନ୍ୟ ତିନି ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ୍ କହିଛି। ହେଲେ ପୁରା ଘଟଣା କଣ ଥିଲା ସେ ନେଇ...
ଭୁବନେଶ୍ୱର : ରାଜ୍ୟରେ ମିଳିବନି ଗଞ୍ଜେଇ ଚାଷ ପାଇଁ ଅନୁମତି। ଗଞ୍ଜେଇ ଚାଷ ପୂର୍ବ ଭଳି ବେଆଇନ ରହିବ । ଅବକାରୀ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆଜି ଏନେଇ ସୂଚନା ଦିଆଯାଇଛି । ଔଷଧୀୟ ଗୁଣ ଯୋଗୁଁ ଅନେକ ଶିଳ୍ପ ସଂସ୍ଥା ଗଞ୍ଜେଇ ଚାଷକୁ ଆଇନ ସଙ୍ଗତ...
ଭୁବନେଶ୍ୱର : ସ୍ମିତାରାଣୀ ପ୍ରସଙ୍ଗରେ ବିରୋଧୀ ଦଳରୁ ଚାପ ପଡ଼ିବା ପରେ ଶେଷରେ କ୍ଷମା ପ୍ରାର୍ଥନା କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବିରୋଧୀ ଦଳ ନେତାଙ୍କ କଥାକୁ ଠିକ୍ ଭାବେ ବୁଝି ପାରିନଥିବା କହିଛନ୍ତି ବାଚସ୍ପତି। ସେଥିପାଇଁ ବିରୋଧୀ ଦଳ ନେତାଙ୍କୁ କ୍ଷମା କହିଛନ୍ତି। ଗତକାଲି...
ବିନିକା(ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ଏକ ହୋଟେଲରେ ପ୍ଲାଷ୍ଟିକ ଅଣ୍ଡା ତରକାରୀ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଗତକାଲି ସହରର ନୂଆଁପଡ଼ାରେ ରହୁଥିବା ବିଦ୍ୟୁତ୍ ବିଭାଗର କର୍ମଚାରୀ ସୁନିଲ କୁମାର ସାହୁ ଏକ ହୋଟେଲରୁ ଖାଇବା ପାଇଁ ଦୁଇଟି ଅଣ୍ଡା ତରକାରୀ ଆଣିଥିଲେ। ମାତ୍ର ଅଣ୍ଡା...
କାମାକ୍ଷାନଗର (ବିଦ୍ୟାଧର ବରାଳ ) : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରାଙ୍ଗସ୍ଥିତ ଇନ୍ଦିରା ଗାନ୍ଧି ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜି (ଆଇଜିଆଇଟି) କଲେଜ ପରିସର ରଣକ୍ଷେତ୍ରରେ ପରିଣତ ହୋଇଛି। ୨ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ଅଶାନ୍ତି ଲାଗି ରହିଥିବାରୁ କଲେଜ ପରିସରରେ ଉତ୍ତେଜନା ଦେଖାଦେଇଛି। ପୁଲିସ୍ ଗୋଟିଏ ଗୋଷ୍ଠୀର...
ଭୁବନେଶ୍ୱର : ଆଜି ବିଶ୍ୱ ଶିଶୁ ନିର୍ଯାତନା ନିରୋଧ ଦିବସ । ରାଜ୍ୟ ସରକାରଙ୍କ ଶ୍ରମିକ ବିଭାଗ ଓ ପିକକ୍ ଅନୁଷ୍ଠାନ ପକ୍ଷରୁ ସଚେତନତା ରାଲି ଆୟୋଜନ କରାଯାଇଛି। ରାମ ମନ୍ଦିର ଛକରୁ ଏକ ଶୋଭାଯାତ୍ରା ମାଷ୍ଟରକ୍ୟାଣ୍ଟିନ୍ ଯାଏ ଯାଇଛି। ସେଠାରେ ଏକ ସିଗନେଚର୍ କ୍ୟାମ୍ପେନ୍ କରାଯାଇଥିଲା ।...
ସମ୍ବଲପୁର : ଧାନ କିଣାରେ ଟୋକନ ବ୍ୟବସ୍ଥାକୁ ନେଇ ତୀବ୍ର ହୋଇଛି ଚାଷୀ ଆନ୍ଦୋଳନ। ରାଜ୍ୟସ୍ତରୀୟ ଟୋକନ ବ୍ୟବସ୍ଥାକୁ ବିରୋଧ କରି ଧାନ ସଂଗ୍ରହ ଆରମ୍ଭ ହୋଇଥିବା ସବୁ ଜିଲ୍ଲାରେ ଚାଷୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ଆଜି ସମ୍ବଲପୁର ଜିଲ୍ଲାର ବିଧାୟକଙ୍କ ଘର ଆଗରେ ଧାନ...
ନୂଆଦିଲ୍ଲୀ: ଗତକାଲି ସିଆଚେନ୍ ଗ୍ଲାସିଅରରେ ଦେଶର ଯବାନମାନେ ପାଟ୍ରୋଲିଂ କରୁଥିବା ବେଳେ ବରଫ ଅତଡ଼ା ଖସିଥିଲା। ଏହି ଘଟଣାରେ ୪ ଯବାନ ଶହୀଦ ହୋଇଛନ୍ତି। ଦୁଇ ସ୍ଥାନୀୟ ନାଗରିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଗତକାଲି ଅପରାହ୍ନ ୩ଟା ବେଳେ ଭୂପୃଷ୍ଠରୁ ୧୮ ହଜାର ଫୁଟ୍ ଉପରେ ଏହି ଅଘଟଣ...
ଭୁବନେଶ୍ୱର : ରାଉରକେଲାସ୍ଥିତ NIT ଏବଂ ଇଣ୍ଡିଆନ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ (IMFA) ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷର ହୋଇଛି। ଚଳିତ ବର୍ଷଠାରୁ ମେଟାଲର୍ଜି ଏବଂ ମଟେରିଆଲ ଇଂଜିନିୟରିଂ ପାଠ୍ୟକ୍ରମର ଟପ୍ପରଙ୍କୁ ଗୋଲ୍ଡ ମେଡାଲ ପ୍ରଦାନ କରାଯିବ। ଇମ୍ଫା ପ୍ରତିଷ୍ଠାତା ଡକ୍ଟର ବଂଶୀଧର ପଣ୍ଡାଙ୍କ ସ୍ମୃତିରେ ଏହି ଗୋଲ୍ଡ...