• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

jobs
ବେକାରୀରେ ଓଡ଼ିଶା ନମ୍ବର ଓ୍ୱାନ୍ : ରିପୋର୍ଟ

ଭୁବନେଶ୍ୱର : ରାଜ୍ୟରେ ବେରୋଜଗାରୀର ଉତ୍କଟ ସ୍ଥିତି। ପୁରୁଷ ବେକାର କ୍ଷେତ୍ରରେ ସାରା ଦେଶରେ ନମ୍ବର ଓ୍ୱାନ ଓଡ଼ିଶା। ନିଯୁକ୍ତି ଆଶାୟୀ ପ୍ରତି ୧୦ ଜଣରେ ୩ ବେକାର। ଭାରତ ସରକାରଙ୍କ ଏନ୍ଏସ୍ଓ ଦ୍ୱାରା ପ୍ରକାଶିତ ଶେଷ ସର୍ଭେ ରିପୋର୍ଟରୁ ଆସିଛି ଏଭଳି ଉଦ୍‌ବେଗଜନକ ତଥ୍ୟ । ୨୦୧୮-୧୯...

disability
ଦିବ୍ୟାଙ୍ଗ ହେଲେ ବି ସକ୍ଷମ ; ସମସ୍ତଙ୍କ ପାଇଁ ପାଲଟିଲେ ଉଦାହରଣ

ଆଳି( ବନମାଳି ସାହୁ)/ ଆନନ୍ଦପୁର (ମୁନା ସିଂହ) : ଭିନ୍ନକ୍ଷମ ହେଲେ ବି ସେମାନେ ସକ୍ଷମ। ଜୀବନର ଅପରାହ୍ନରେ ପାଦ ଦେଲେଣି, ତଥାପି ସେମାନଙ୍କ ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅକ୍ଷମତା । ସେହି ଦୁଇଜଣ ଦିବ୍ୟାଙ୍ଗ ମହିଳା ହେଲେ ଆନନ୍ଦପୁର ଅଞ୍ଚଳର ଭାମା ଅପା ଏବଂ...

marriage 1
ଆପଣ ବିବାହ କରୁଛନ୍ତି କି ? ଅଯଥା ଖର୍ଚ୍ଚାନ୍ତରୁ ମୁକ୍ତି ପାଇଁ ଏହି ୭ଟି ଟିପ୍ସକୁ ଆପଣାନ୍ତୁ

ସମସ୍ତଙ୍କ ଜୀବନରେ ସବୁଠୁ ବଡ଼ ଚିନ୍ତା ହୋଇଥାଏ , ବାହାଘର ଖର୍ଚ୍ଚର ବୋଝ । ଏହା ମଣିଷକୁ ଅର୍ଥଶୂନ୍ୟ କରିଦିଏ । ଯେତେ ଟଙ୍କା ସଂଚୟ କରି ରଖିଥିଲେ ବି ତାହା କମ୍‌ ପଡ଼ିଯାଏ । ଯଦି ଆପଣ ଏହି ସମୟରେ ଟିକେ ସାବଧାନ ହୋଇ ସବୁ ଆୟୋଜନ...

kinner
ସିକ୍ୟୁରିଟି ଗାର୍ଡ ଭାବେ ନିଯୁକ୍ତି ପାଇଲେ କିନ୍ନର

ମାଲକାନଗିରି( ଜିତେନ୍ଦ୍ର ବେଉରା) : ଇଜ୍ଜତ ସହ ମିଳିଲା ବଂଚିବାର ଅଧିକାର। ସ୍ୱାବଲମ୍ବୀ ହୋଇପାରିଛନ୍ତି କିନ୍ନର ସମାଜ। ମାଲକାନଗିରି ଜିଲ୍ଲାରେ କିନ୍ନରଙ୍କୁ ଥଇଥାନ କରିବାକୁ ଆରମ୍ଭ ହୋଇଛି ଏହି ପ୍ରୟାସ। ପ୍ରଥମ ପର୍ଯ୍ୟାୟରେ ୫ କିନ୍ନରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଯୁକ୍ତି ଦେଇଛି ଜିଲ୍ଲା ପ୍ରଶାସନ। ସରକାରଙ୍କ ନିର୍ମଳ...

jhili-9
ଝିଲି ଦଳବେହେରା ପାଇବେ ଚଳିତ ବର୍ଷର ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର : ସମ୍ମାନଜନକ ଏକଲବ୍ୟ କ୍ରୀଡ଼ା ପୁରସ୍କାର ଘୋଷଣା ହୋଇଛି। ଓଡ଼ିଶାର ଜଣାଶୁଣା ଭାରୋତ୍ତୋଳିକା ଝିଲି ଦଳବେହେରା ଚଳିତ ବର୍ଷ ପାଇବେ ଏକଲବ୍ୟ ପୁରସ୍କାର। ଏଥିପାଇଁ ପୁରସ୍କାର ସ୍ୱରୂପ ଝିଲିଙ୍କୁ ନଗଦ ୫ ଲକ୍ଷ ଟଙ୍କା ମିଳିବ। ଏକଲବ୍ୟ ପୁରସ୍କାର ଜୁରି କମିଟି ବୈଠକରେ ଝିଲିଙ୍କ ନାଁ ଚୂଡ଼ାନ୍ତ...

supreme-court
ଆସନ୍ତାକାଲି ସୁପ୍ରିମ୍‌କୋର୍ଟରେ ‘ମହାରାଷ୍ଟ୍ର’ ଶୁଣାଣି

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି ଏନ୍‌ସିପି ନେତା ଅଜିତ ପାୱାରଙ୍କ ସମର୍ଥନରେ ସରକାର ଗଠନ କରିବାରେ ସମର୍ଥ ହେବାପରେ ଏହା ବିରୋଧରେ କଂଗ୍ରେସ, ଶିବସେନା ଏବଂ ଏନ୍‌ସିପି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କେନ୍ଦ୍ର ସରକାର ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରିବାର ପ୍ରକ୍ରିୟା ବିରୋଧରେ ସେମାନେ ଏକ ଆବେଦନ କରିଛନ୍ତି। ସୁପ୍ରିମ୍‌କୋର୍ଟ...

phot naveen
ବିଜେଡିରେ ମିଶିଲେ ପ୍ୟାରୀଙ୍କ ଝିଅ

ଭୁବନେଶ୍ୱର : ବିଜେଡିର ପୂର୍ବତନ ସାଂସଦ ତଥା ଚାଣକ୍ୟ ଦିବଂଗତ ପ୍ୟାରୀମୋହନ ମହାପାତ୍ରଙ୍କ ବଡ଼ ଝିଅ ସିକ୍ତା ପତି ଆଜି ବିଜେଡିରେ ଯୋଗ ଦେଇଛନ୍ତି। ନବୀନ ନିବାସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳରେ ସ୍ୱାଗତ କରିଛନ୍ତି।ବିଜେଡିରେ ସିକ୍ତାଙ୍କୁ ସ୍ୱାଗତ...

TEAM INDIA
ଇତିହାସ ରଚିବା ଠାରୁ ମାତ୍ର ୪ ୱିକେଟ ଦୂରରେ ଟିମ୍‌ ଇଣ୍ଡିଆ

କୋଲକାତା: ପ୍ରଥମ ପିଙ୍କ ବଲ ଟେଷ୍ଟ ମ୍ୟାଚ୍‌ ଜିତି ଇତିହାସ ରଚିବା ଠାରୁ ମାତ୍ର ୪ ୱିକେଟ ଦୂରରେ ଟିମ୍‌ ଇଣ୍ଡିଆ। ପ୍ରଥମ ଇନିଂସ୍‌ରେ ଈଶାନ୍ତ ଶର୍ମାଙ୍କ ଘାତକ ବୋଲିଂରେ ଛାରଖାର ହୋଇଯାଇଥିବା ବାଂଲାଦେଶ ଦ୍ୱିତୀୟ ଇନିଂସ୍‌ରେ ମଧ୍ୟ ସମଦଶା ଭୋଗିଛି। ପ୍ରଥମ ଇନିଂସ୍‌ରେ ଈଶାନ୍ତ ଶର୍ମା ଗୋଲାପୀ...

fernadis
'ମୋଦି ହେ ତ ମୁମକିନ୍ ହେ'

ମୁମ୍ୱାଇ: ରାତି ଅଧରେ ରାଜନୀତିକ ସମୀକରଣ ବଦଳାଇ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଦ୍ୱିତୀୟ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି ଦେବେନ୍ଦ୍ର ଫଡ଼ନାଭିସ। ଅପରାହ୍ନରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଫଡନାଭିସ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଛି। ଏହି ଅବସରରେ ଫଡନାଭିସ କହିଛନ୍ତି, ମୋଦି ଅଛନ୍ତି ତ,...

operation
ସାବାସ ହିରୋ କାଶ୍ୟପ୍ : ଅନୁଭୂତି ବାଣ୍ଟିଲେ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର : ଅପରେସନ୍ ବାଣୀବିହାରର ରିଅଲ୍ ହିରୋ କାଶ୍ୟପ ପଟ୍ଟନାୟକ। ଗତକାଲି ଯେତେବେଳେ ଉଦ୍ଧାରକାରୀ ଦଳର କୌଣସି ବି କୌଶଳ, କୌଣସି ବି ଷ୍ଟ୍ରାଟେଜି କାମ ଦେଇ ନଥିଲା, ସେତେବେଳେ ଜୀବନକୁ ବାଜି ଲଗାଇ ଦେଇଥିଲେ ଲିଡିଂ ଫାୟାର୍ ମ୍ୟାନ୍ କାଶ୍ୟପ। କର୍ତ୍ତବ୍ୟ ସମ୍ପାଦନା ସହ ନିଜ ସାହସ...

son
ମୁଣ୍ଡ ନେଇଗଲା ଭଙ୍ଗା କୋଠା : ମାଆ ଖୋଜୁଛି ତା ଗେହ୍ଲା ପୁଅକୁ

ଜୟପୁର ( ଟି.ଗୌରୀଶଙ୍କର) : କୋରାପୁଟ ବାରିଣୀପୁଟ ଅପରକୋଲାବ ଟ୍ରାଜେଡିରେ ତିନି ତିନି ଜଣଙ୍କ ଜୀବନ ବଞ୍ଚିଗଲା ସତ, ହେଲେ ଚାଲିଗଲା ନୟନ ପିତୁଳା । ମାଆର ମାଡ଼ରୁ ବର୍ତ୍ତିବା ପାଇଁ ପରିତ୍ୟକ୍ତ କୋଠାକୁ ଲୁଚିବାକୁ ଯାଇଥିଲେ ବି ବର୍ତ୍ତିପାରିଲାନି ମୃତ୍ୟୁର ଦୂତ ହାତରୁ। ମାଆ ଏବେ ମେଡ଼ିକାଲରେ...

congrees
କଂଗ୍ରେସ କର୍ମୀଙ୍କ ବେକରେ ଡାଲମା ପରିବା ମାଳ

ଭୁବନେଶ୍ୱର : ହେଡିଂ ପଢ଼ି ଟିକେ ଅଡୁଆ ଲାଗୁଥିବ। ଜାଣିବାକୁ ଇଚ୍ଛା ହେଉଥିବ, କଂଗ୍ରେସ କର୍ମୀଙ୍କ ବେକରେ ପରିବା ମାଳ ପଡ଼ିଲା କାହିଁକି? କଥାଟା ଜାଣିଲେ ମଜା ଲାଗିବ। ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି କଂଗ୍ରେସର ‘ଭାରତ ବଞ୍ଚାଅ ସମାବେଶ’। ଖୁସିର କଥା ଯେ, ବାଦବିବାଦ ଭୁଲି ଏଥିରେ...

nabaratna
ଓଡ଼ିଶାରେ ଅସଲି ବିରୋଧୀ ଦଳ କିଏ?

ଭୁବନେଶ୍ୱର : ଓଡ଼ିଶା ବିଧାନସଭାରେ ଅସଲି ବିରୋଧୀ ଦଳ କିଏ ? ବିଜେପି ନା କଂଗ୍ରେସ? ଆପଣ ଭାବୁଥିବେ, ୨୦୧୯ ନିର୍ବାଚନ ସରି, ସରକାର ଗଠନ ହୋଇ ବିରୋଧୀ ଦଳ ବି ଘୋଷଣା ହୋଇସାରିଛି କେବେଠୁ। ବିଧାନସଭା ବି ଚାଲିଲାଣି, କିନ୍ତୁ ଏ ପ୍ରଶ୍ନର ଉତ୍ତର ଏବେବି ଆମ...

bus accident
ଛାଡ଼ି ଚାଲିଗଲା ଅନ୍ଧ ଲଉଡ଼ି : ୫ ବର୍ଷର ପୁଅ ଉପରେ ମାଡ଼ି ଗଲା ବସ୍‌

ବ୍ରହ୍ମପୁର (ଜଗନ୍ନାଥ ସାହୁ) : ବାପା-ମାଆଙ୍କ ଆଗରେ ୫ ବର୍ଷର ପୁଅ ଉପରେ ମାଡ଼ି ଗଲା ବସ୍‌। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ବ୍ରହ୍ମପୁର-ତୁରୁବୁଡ଼ି ରାସ୍ତା ଅବରୋଧ...

acide
ପ୍ରେମିକା ନେଲା ପ୍ରତିଶୋଧ ; ପ୍ରେମିକ ଉପରକୁ ଫିଙ୍ଗିଲା ଏସିଡ୍‌

ନୂଆପଡ଼ା (ମାୟାଧର ସରାଫ): ଦୀର୍ଘ ୩ ବର୍ଷର ପ୍ରେମ ସମ୍ପର୍କକୁ ଭୁଲିଗଲା ପ୍ରେମିକ! ହେଲେ ପ୍ରେମିକା ଭୁଲି ପାରିଲାନି। ସେ ଚାହୁଁଥିଲେ ପ୍ରେମିକଙ୍କୁ ବାହା ହୋଇ ଘର ସଂସାର କରିବେ। ସେଥିପାଇଁ ପ୍ରେମିକଙ୍କୁ ବାରମ୍ୱାର ବୁଝାଉ ଥିଲେ। ମାତ୍ର ଏଥିରେ ରାଜି ନହେବାରୁ ପ୍ରତିଶୋଧ ପରାୟଣ ହୋଇ ପଡ଼ିଲା...

murder
ସାନ ଭାଇ ସହ ମିଶି ତଣ୍ଟି କାଟି ୩ ଜଣଙ୍କୁ ହତ୍ୟା କରିଥିଲା ବିକ୍ରମ !

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଦେବଗଡ଼ ବାରକୋଟ ଥାନା ବାଲିନାଳି ଟ୍ରିପଲ ମର୍ଡର ଘଟଣାର ପର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି ଏସ୍‌ପି। ଗୋଟିଏ ପରିବାରର ୩ ସଦସ୍ୟଙ୍କ ସହ ଅନ୍ୟ ଜଣଙ୍କୁ ଗିରଫ କରିଛି ପୁଲିସ । ପୁଲିସର...