ନବମ ଶ୍ରେଣୀର ଝିଅ ପାୟଲ। ପିଲାଟି ଦିନୁ ବିଦ୍ୟୁତ ଆଘାତରେ ହାତ ପାଦ ହରାଇଛି। ହେଲେ ପାୟଲର ସଙ୍ଘର୍ଷ ଆଗରେ ଜିଲ୍ଲାପାଳ ବି ସ୍ତବ୍ଧ। ପାୟଲ ନାଚୁଛି, ଗାଉଛି। ହାତ ନାହିଁ ସିନା, ପାଟିରେ ଚିତ୍ର ଆଙ୍କୁଛି। ସେ ଚାହୁଁଛି ମୁଖ୍ୟମନ୍ତ୍ରୀ ଥରେ ତା ଚିତ୍ର ଦେଖନ୍ତୁ... ପାୟଲର ମନ ରଖିବେ ତ ନବୀନ ବାବୁ
Published: Pallipuspa Samal
Last updated: 07 November 2022, 09:09 AM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।