• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ସୋମବାର । ଚନ୍ଦ୍ର – ବୃଷ ଅହୋରାତ୍ର,ତିଥି – ୯ମୀ ଦିବା ୧୨.୧୨ ଗତେ ୧୦ମୀ,ଘାତ ଚନ୍ଦ୍ର – ବିଛା ଅହୋରାତ୍ର,ଘାତ ବାର- ମିଥୁନ,ପୁଷ୍କର ଦୋଷ – ୧ ପାଦ-କୁଟୁମ୍ଭହାନି-ତିଳକାଞନ ଦାନ ରାତ୍ରି ୧୦.୧୫ ପର୍ଯ୍ୟନ୍ତ ।

ଶୁଭ ସମୟ:

ପ୍ରାତଃ ୦୬.୨୬ ରୁ ୦୭.୪୯

ଦିବା ୧୦.୫୩ ରୁ ୦୧.୦୬

ଦିବା ୦୪.୧୦ ରୁ ୦୪.୪୯

ସନ୍ଧ୍ୟା ୦୬.୨୫ ରୁ ୦୮.୫୯

ରାତ୍ରି ୧୨.୨୫ ରୁ ୦୮.୫୯

ରାତ୍ରି ୧୧.୫୯ ରୁ ୦୩.୦୦

ଅଶୁଭ ସମୟ:

ଋାହୁକାଳ - ପ୍ରାତଃ ୦୭.୪୯ ରୁ ୦୯.୧୩

କାଳବେଳା – ପ୍ରାତଃ ୦୭.୪୯ ରୁ ୦୯.୧୩

ବାରବେଳା – ଦିବା ୦୨.୪୬ ରୁ ୦୪.୧୦

କାଳରାତ୍ରି – ରାତ୍ରି ୧୦.୨୩ ରୁ ୧୧.୫୯