/odishatv-khabar/media/post_attachments/uploadimage/library/16_9/16_9_0/IMAGE_1675306829.jpg)
Today Panchang
ସୈାର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ଗୁରୁବାର ।ଚନ୍ଦ୍ର – ମିଥୁନ ଅହୋରାତ୍ର ,ତିଥି – ୧୨ଶୀ ଦିବା ୦୪.୨୬ ଗତେ ୧୩ଶୀ,ଘାତ ଚନ୍ଦ୍ର – କନ୍ୟା ଅହୋରାତ୍ର,ଘାତ ବାର- ତୁଳା, କୁମ୍ଭ,ପୁଷ୍କର ଦୋଷ – ୧ ପାଦ- ପଶୁସମ୍ପଦ ନାଶ - ଅନ୍ନଦାନ ଦିବା ୦୪.୨୬ ପର୍ଯ୍ୟନ୍ତ ।
Advertisment
ଶୁଭ ସମୟ:
- ପ୍ରାତଃ ୦୬.୨୫ ରୁ ୦୭.୫୪
- ଦିବା ୧୦.୩୬ ରୁ ୦୧.୦୭
- ରାତ୍ରି ୦୨.୫୯ ରୁ ୦୩.୫୧
ଅଧିକ ପଢ଼ନ୍ତୁ: କରନ୍ତୁ ନାହିଁ ଏହି ୫ଟି କାମ, ହୋଇପାରେ ଅଶୁଭ
ଅଶୁଭ ସମୟ:
- ଋାହୁକାଳ - ଦିବା ୦୧.୨୪ ରୁ ୦୨.୪୭
- କାଳବେଳା – ଦିବା ୦୨.୪୭ ରୁ ୦୪.୧୧
- ବାରବେଳା – ଦିବା ୦୪.୧୧ ରୁ ୦୫.୩୫
- କାଳରାତ୍ରି – ରାତ୍ରି ୧୨.୦୦ ରୁ ୦୧.୩୬
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)