/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682563786.jpg)
Today Panchang
ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୦୩ ତାରିଖ ବୁଧବାର ।ଚନ୍ଦ୍ର – କନ୍ୟା ଅହୋରାତ୍ର,ତିଥି – ୧୩ଶୀ ରାତ୍ରି ୧୧.୪୯ ଗତେ ୧୪ଶୀ,ଘାତ ଚନ୍ଦ୍ର – ବୃଷ ଅହୋରାତ୍ର,ଘାତ ବାର – କର୍କଟ,ପୁଷ୍କର ଦୋଷ – ନାସ୍ତି ।
Advertisment
ଶୁଭ ସମୟ:
- ପ୍ରାତଃ ୦୫.୨୦ ରୁ ୦୭.୦୨
- ଦିବା ୧୦.୦୭ ରୁ ୧୧.୧୮
- ଦିବା ୦୧.୫୧ ରୁ ୦୫.୧୫
- ସନ୍ଧ୍ୟା ୦୬.୫୧ ରୁ ୧୦.୩୬
- ରାତ୍ରି ୦୧.୩୫ ରୁ ୦୨.୩୧
ଅଧିକ ପଢ଼ନ୍ତୁ: ଲାଗି ରହୁଛି କି ଅର୍ଥାଭାବ ? ଏହିପରି ଦୂର ହେବ ଆର୍ଥିକ ସଙ୍କଟ
ଅଶୁଭ ସମୟ:
- ଋାହୁକାଳ – ଦିବା ୧୧.୪୩ ରୁ ୦୧.୧୯
- କାଳବେଳା – ଦିବା ୦୮.୩୨ ରୁ ୧୦.୦୭
- ବାରବେଳା – ଦିବା ୧୧.୪୩ ରୁ ୦୧.୧୯
- କାଳରାତ୍ରି – ରାତ୍ରି ୦୨.୩୧ ରୁ ୦୩.୫୫
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)