Advertisment

Today Panchang 5th May 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଘରେ କରନ୍ତୁ ଗୃହଶାନ୍ତି ପୂଜା

ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୦୫ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

author-image
Pallipuspa Samal
ଅଦ୍ୟତନ ହୋଇଛି
Today Panchang 5th May 2023

Today Panchang

ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୦୫ ତାରିଖ ଶୁକ୍ରବାର । ଚନ୍ଦ୍ର – ତୁଳା ଅହୋରାତ୍ର,ତିଥି – ପୂର୍ଣ୍ଣିମା ରାତ୍ରି ୧୧.୦୩ ଗତେ ପ୍ରତିପଦ,ଘାତ ଚନ୍ଦ୍ର – ନାସ୍ତି,ଘାତ ବାର – ବିଛା, ଧନୁ ଓ ମୀନ,ପୁଷ୍କର ଦୋଷ – ରାତ୍ରି ୦୯.୩୮ ଗତେ ୧ ପାଦ- କୁଟୁମ୍ଭହାନି – ତିଳକାଞନ ଦାନ

Advertisment

ଶୁଭ ସମୟ:

  • ପ୍ରାତଃ ୦୫.୧୯ ରୁ ୦୬.୧୦
  • ପ୍ରାତଃ ୦୭.୦୧ ରୁ ୦୮.୩୧
  • ଦିବା ୧୨.୦୯ ରୁ ୦୨.୪୨
  • ଦିବା ୦୪.୨୫ ରୁ ୦୬.୦୭
  • ରାତ୍ରି ୦୭.୩୭ ରୁ ୦୮.୫୫
  • ରାତ୍ରି ୦୧.୩୫ ରୁ ୦୩.୪୯

ଅଧିକ ପଢ଼ନ୍ତୁ: ଶୋଇବା ଘରକୁ ଲାଗି ପାଇଖାନା ଥିଲେ କ’ଣ କରିବେ ପ୍ରତିକାର, ଜାଣନ୍ତୁ...

Advertisment

ଅଶୁଭ ସମୟ:

  • ଋାହୁକାଳ – ଦିବା ୧୦.୦୭ ରୁ ୧୧.୪୩
  • କାଳବେଳା – ଦିବା ୧୦.୦୭ ରୁ ୧୧.୪୩
  • ବାରବେଳା – ଦିବା ୦୮.୩୧ ରୁ ୧୦.୦୭
  • କାଳରାତ୍ରି – ରାତ୍ରି ୦୮.୫୫ ରୁ ୧୦.୧୯
Panchang
Advertisment
Advertisment