/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681873992.jpg)
Today Panchang
ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ଶନିବାର । ଚନ୍ଦ୍ର – ବୃଷ ଅହୋରାତ୍ର,ତିଥି – ୧୪ଶୀ ଦିବା ୦୯.୧୧ ଗତେ ଅମାବାସ୍ୟା ,ଘାତ ଚନ୍ଦ୍ର – ବିଛା ଅହୋରାତ୍ର,ଘାତ ବାର – ବୃଷ, ସିଂହ ଓ କନ୍ୟା,ପୁଷ୍କର ଦୋଷ – ୧ପାଦ- କୃଷିହାନି – ଭୂମିଦାନ
Advertisment
ଶୁଭ ସମୟ:
ଦିବା ୧୦.୦୮ ରୁ ୧୨.୧୩
ଦିବା ୦୩.୦୫ ରୁ ୦୩.୪୫
ରାତ୍ରି ୦୭.୪୪ ରୁ ୦୭.୪୯
ରାତ୍ରି ୧୧.୨୬ ରୁ ୦୧.୩୫
ରାତ୍ରି ୦୩.୨୦ ରୁ ୦୩.୫୦
ଅଶୁଭ ସମୟ
ଋାହୁକାଳ – ଦିବା ୦୮.୨୯ ରୁ ୧୦.୦୮
କାଳବେଳା – ପ୍ରାତଃ ୦୫.୧୧ ରୁ ୦୬.୫୦ ଓ ଦିବା ୦୪.୪୪ ରୁ ୦୬.୨୩
ବାରବେଳା – ଦିବା ୦୧.୨୬ ରୁ ୦୩.୦୫
କାଳରାତ୍ରି – ସନ୍ଧ୍ୟା ୦୬.୨୩ ରୁ ୦୭.୪୪ ଓ ରାତ୍ରି ୦୩.୫୦ ରୁ ୦୫.୧୧
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)