ଆଜି ଭାଲେଣ୍ଟାଇନ୍ ଡେ। କାହିଁକି ପାଳନ ହୁଏ ଏହି ଦିନ। କେମିତି ହେଲା ଏହାର ନାଁ। କିଏ ଦେଲା ଏମିତି ନାଁ। ସତରେ କଣ ଆଜିର ଦିନରେ ପ୍ରେମ ପାଇଁ ପ୍ରିୟ ମଣିଷ ସହ କିଛି ମୁହୂର୍ତ୍ତ କାଟିବାକୁ ହୋଇଥାଏ...
Published: Otv Khabar Bureau
Last updated: 14 February 2022, 09:52 AM IST
ପ୍ରେମର ଦିବସରେ ଲାଲ ଗୋଲାପ ନୁହେଁ ରକ୍ତର ହୋଲି ଖେଳିଥିଲେ ଆତଙ୍କୀ। ବିସ୍ଫୋରଣ ଓ ଗୁଳିମାଡ଼ରେ ପ୍ରାଣ ହରାଇଥିଲେ ୪୦ ବୀର ଯବାନ। ଦୋହଲି ଯାଇଥିଲା ପୂରା ଦେଶ...ପୁଲୱାମା ଆର୍ଟାକ୍କୁ ପୂରିଲା ୩ ବର୍ଷ...ହେଲେ ଆଜି ବି ଭୁଲିହେଉନାହିଁ ସେହି କଳାଦିନକୁ