ମହାପ୍ରଭୁଙ୍କର ଆଉ ଜଣେ ଭକ୍ତ ମଧୁମତି ବିଶୋଇ । ଉଦୁଉଦିଆ ଖରାବେଳେ ଶ୍ରୀମନ୍ଦିର ଆଗରେ ଭକ୍ତଙ୍କୁ ମାସେ ହେଲା ବାଣ୍ଟୁଛନ୍ତି ଦହିପାଣି । ସେବା ପାଇଁ ଭୁବନେଶ୍ୱରରୁ ଯାଇ ରହିଛନ୍ତି ପୁରୀରେ ।
ଟ୍ରେନ୍ ବଗିକୁ ଛାଡି ଦୁଇ କିଲୋମିଟର ଆଗକୁ ଗଡିଗଲା ଟ୍ରେନ୍ ଇଂଞ୍ଜିନ୍ । ସବୁଠାରୁ ବଡ ପ୍ରଶ୍ନ ଡ୍ରାଇଭର ଥରୁଟିଏବି ପଛକୁ ଫେରି ଦେଖିଲେନି କେମିତି । ଶେଷ ବଗିରେ ଥିବା ଗାର୍ଡ ଜାଣିପାରିଲେନି କେମିତି
କୋରାପୁଟର ଅଧିଷ୍ଠାତ୍ରୀ ଦେବୀ ମା ମୁତ୍ୟାଲୁମା... ଏଠି ପାଳନ ହୁଏ ନବଦିନାତ୍ମକ ଘଟଯାତ୍ରା। ଆଉ ଏଠି ରାସ୍ତା ଉପରେ ନଡ଼ିଆ ଫଟା ପରମ୍ପରା ମଧ୍ୟ ରହିଛି... ଦେଖନ୍ତୁ ଦୃଶ୍ୟ...
ନାରଦିଆ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ମାଙ୍କଡ଼ ଧରା ହୋଇଛି । ଗତ ୧୦ ଦିନ ଧରି ସେ ଲୋକଙ୍କୁ ଗୋଡେଇ ଗୋଡେଇ କାମୁଡୁଥିଲା । ଶେଷରେ ଟ୍ରାଙ୍କୁଲାଇଜ କରାଯାଇ ତାକୁ ଧରାହେଲା ।
ଖରାଦିନ ଆସିଲେ ଫଳ ପାଚେ। ଆମ୍ବ, ପଣସ, ସପୁରୀ, ସପେଟା ଲିଚୁ... ଲଙ୍କାଆମ୍ବ, କେନ୍ଦୁ। ଏ ପାଚିଲା କାନ୍ଦୁ ଏଡ଼େ ସୁଆଦିଆ ଯେ, ତାକୁ ନେଇ ଗୀତ ବି ବାହାରି ଗଲା... ଚାଲନ୍ତୁ ଆଜି ଯିବା ସୁନ୍ଦରଗଡ଼... ଦେଖିବା ପାଚିଲା କେନ୍ଦୁ ହାଟ
ଚାଇନାରେ ପୁଣି ଏକ ବଡ ଧରଣର ବିମାନ ଦୁର୍ଘଟଣା ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଦେଖନ୍ତୁ କିପରି ରନ୍ ୱେ ଉପରେ ହୁତୁ ହୁତୁ ହୋଇ ଜଳୁଛି ବିମାନ ।
ସଂପତ୍ତି ଲୋଭରେ ମାକୁ ମାରିଲା ପୁଅ । କେନ୍ଦ୍ରାପଡାରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା ।
ଖଣି ମାଲିକ ତଥା ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ର ଚଢ଼ଉ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୧୩୩ କୋଟିର ଜମାକୁ ସିଜ୍ ସହ ୬୯ ଲକ୍ଷର କ୍ୟାସ୍ ଇଡି ଜବତ କରିଛି।
ବୈବାହିକ ଦୁଷ୍କର୍ମ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ରାୟ । ସ୍ତ୍ରୀର ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖିବା ଅପରାଧ ।
କଟକ କମିଶନରେଟ ପୋଲିସକୁ ମିଳିଛି ବଡ଼ ସଫଳତା । ମୋବାଇଲ ଚୋରି ରାକେଟର ପର୍ଦ୍ଦାଫାଶ କରିବା ସହ ପୋଲିସ ୪୯ଟି ଚୋରା ମୋବାଇଲ ଫୋନକୁ ଜବତ କରିଛି ।
ସ୍ୱାମୀ ପାଲଟିଲା ପିଶାଚ । ସ୍ତ୍ରୀ କୁ ହତ୍ୟା କରି ନିଜେ କଲା ଆତ୍ମହତ୍ୟା । ବଲାଙ୍ଗିର ଜିଲ୍ଲା ଲରମ୍ଭ ଥାନା ଅନ୍ତର୍ଗତ ଖୁଣ୍ଟ ସମଲେଇ ଗାଁରେ ଘଟିଛି ଏହି ଘଟଣା ।
ସାଧାରଣ ପିଲାଙ୍କ ଭଳି କିଛି କରି ଦେଖାଇ ଅନ୍ୟଙ୍କ ପ୍ରତି ଉଦାହରଣ ପାଲଟିଛନ୍ତି ହାଇଦ୍ରାବାଦର ଦୁଇ ଭିନ୍ନକ୍ଷମ ଯାଆଁଳା ଭଉଣୀ । ଯାହାଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଲାଗିରହିଛି ।
ଦୀର୍ଘବର୍ଷ ଧରି ଜଳ ସଂଙ୍କଟର ସାମ୍ନା କରୁଥିବା ଲୋକେ ପ୍ରଶାସନକୁ ଜଣାଇ ଜଣାଇ ନୟାନ୍ତ ହେଲେଣି । କିନ୍ତୁ ପ୍ରଶାସନ ଏନେଇ ବେଫିକର୍ ରହିଥିବାର ଅଭିଯୋଗ ହୋଇଛି ।
The Great Odisha Political Circus- Special episode on ‘alcohol flow’ during elections in Odisha OdishaTV is Odisha\'s no 1 News Channel. OTV being
A stand-up comedy show that uses satire to address political issues. Contestants present their talent by ticking the ribs of the audience by using scenarios
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
ଶ୍ରୀମନ୍ଦିର ନିଷୋଧାଞ୍ଚଳରେ ନିର୍ମାଣ ଅନୁମତି ଦେବା ପାଇଁ ASI ଡିଜି ହେଉଛନ୍ତି ପ୍ରାଧିକୃତ କର୍ତ୍ତପକ୍ଷ । ତେଣୁ ASI ଡିଜିଙ୍କଠାରୁ ଅନୁମତି ଆଣିବା ପାଇଁ ଆବେଦନ କରିବାକୁ ବର୍ଷେ ତଳୁ ଅବଗତ କରିଥିଲେ ଏଏସ୍ଆଇ ଅଧିକାରୀ ।
ଦେଶବାସୀଙ୍କ ଉଦ୍ଦେଶ୍ୟରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟାଙ୍କ ବଡ଼ ବାର୍ତ୍ତା । ସପ୍ତାହକ ମଧ୍ୟରେ ନୂଆ ପ୍ରଧାନମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀଙ୍କୁ ନିଯୁକ୍ତି ମିଳିବ ବୋଲି ସେ କହିଛନ୍ତି । ସଂଖ୍ୟାଗରିଷ୍ଠ ସମର୍ଥନ ଥିବା ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯିବ ।
ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ବାଇକ୍ରେ ତିଆରି ହୋଇଗଲା ପାଣି ଜାହାଜ। ସିଟ୍ରେ ବସି ବୁଲିଲେ ଲୋକେ.. ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ…