ଝିଅ ପ୍ରେମରେ ବାପା-ମାଆ। କେତେବେଳେ ବାପାଙ୍କ ମୁଣ୍ଡ ଉପରେ ଝିଅ ପ୍ଲେଟ୍ ଥୋଇ ଦେଉଛି ତ ଆଉ କେତେବେଳେ ପାର୍କରେ ବୁଲିବାକୁ ଜିଦି କରୁଛି କୁନି ଝିଅ। କୋଉ ଆକାଶର ଜହ୍ନ ତୁକୁ ନେଇ ଏବେ ବଢିଲାଣି ଚର୍ଚ୍ଚା
Published: Otv Khabar Bureau
Last updated: 13 May 2022, 12:16 PM IST
କୁନି କୁନି ପିଲା କରୋନା ଟିକା ନେବା କେତେ ଜରୁରୀ? ଯଦି ଟିକା ନେଇ ନାହାନ୍ତି ତେବେ କରୋନା ସେମାନଙ୍କୁ ସମସ୍ୟାରେ ପକାଇବ କି? ଶୁଣନ୍ତୁ ଏନେଇ କଣ କହୁଛନ୍ତି ଶିଶୁ ରୋଗ ବିଶେଷଜ୍ଞ..