ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ମାଛ ଧରା ନିଶା ଏମିତି ପାଗଳ କରିଥିଲା ଯେ ନିଜ ବାହାଘର ତାରିଖକୁ ଘୁଞ୍ଚାଇ ଦେବା ପାଇଁ ଦେଇନଥିଲେ ପଛଘୁଞ୍ଚା । ଦେଖନ୍ତୁ କେମିତି ଘୁଞ୍ଚିଥିଲା ବିବାହର ତାରିଖ...
ଆଜି ନୁହେଁ ବରଂ ୧୨ ବର୍ଷ ହେଲାଣି ସ୍ୱାମୀଙ୍କ ସେବାରେ ନିଜକୁ ସମର୍ପି ଦେଇଛନ୍ତି ଏଇ ସାବିତ୍ରୀ। ପ୍ରତ୍ୟେକ ଦିନ...ସକାଳୁ ସଞ୍ଜ ଅହରହ ସ୍ୱାମୀଙ୍କର କରୁଛନ୍ତି ସେବା। ସକାଳୁ ଉଠିଲେ ପାଦ ଛୁଇଁ ମୁଣ୍ଡିଆ ମାରୁଛନ୍ତି ତ ପୁଣି ରାତି ଶୋଇବା ବେଳେ ମୁଣ୍ଡିଆ ମାରୁଛନ୍ତି....ୟାଙ୍କ ପାଇଁ ପ୍ରତିଦିନ...
ସିଦ୍ଧି ଯିବାର ୧୨ ଦିନ ହେଲାଣି। ତାଙ୍କୁ ଝୁରିଝୁରି କାନ୍ଦୁଛନ୍ତି ବାପା-ମାଆ....ବନ୍ଧୁ ପରିବାର। ଏତେ ଛୋଟ ବୟସରୁ ଅଙ୍ଗଦାନ କରି ଅମର ହୋଇଯାଇଛନ୍ତି ପରୋପକାରୀ ସମୃଦ୍ଧି
ରଙ୍ଗବତୀ କନକଲତା...ଲାଜେ ଲାଜେ ନଇଁ ଯାଉଛି ମଥା। ଷ୍ଟେଜ୍ରେ ରଙ୍ଗବତୀ ଗୀତରେ ଅଣ୍ଟା ହଲେଇ ମାହୋଲ ଗରମ କରିଦେଲେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ । ନାଚରେ ଏମିତି ହଜିଗଲେ ଯେ....
ଆଜି ସାବିତ୍ରୀ ଅମାବାସ୍ୟା...ଆଜିର ଦିନରେ ନିଜ ସ୍ୱାମୀଙ୍କ ଜୀବନ ଯମରାଜଙ୍କ ଠାରୁ ବଞ୍ଚାଇବାରେ ସକ୍ଷମ ହୋଇଥିଲେ ମହା ସତୀ ସାବିତ୍ରୀ...ସେହି ଦିନ ଠାରୁ ସ୍ବାମୀଙ୍କ ପରମାୟୁ ଲାଗି ପତ୍ନୀ ମାନେ ସାବିତ୍ରୀ ବ୍ରତ ପାଳନ କରି ଆସୁଛନ୍ତି । ହେଲେ ଜାଣନ୍ତି କି କେଉଁ ତିନୋଟି ବର ମାଗିଥିଲେ...
ଏଣିକି ସନ୍ଧ୍ୟା ୭ଟା ପରେ ଅଫିସ୍ରେ କାମ କରିବେନି ମହିଳା। ବିନା ଅନୁମତିରେ ସକାଳ ୬ ପୂର୍ବରୁ ପଡ଼ିବନି ସିପ୍ଟ...ସନ୍ଧ୍ୟାରେ ଅଫିସ୍ କାମ ବିଳମ୍ବ ହେଲେ କମ୍ପାନୀ ବହନ କରିବ ଏଇ ସବୁ ଖର୍ଚ୍ଚ....ଦେଖନ୍ତୁ ଏହି ଭିଡ଼ିଓ
କଳିଙ୍ଗା ଜଗିଥିଲା କାଳ। ମରିବା ପରେ ଘାଟିରେ ଏମିତି ବୁଲୁଛି ପ୍ରେତ। କହୁଛି....
ଜମ୍ମୁ ଓ କାଶ୍ମୀର ପୁଲଓ୍ବାମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା...
ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୩୦ ତାରିଖ ସୋମବାର । ତିଥି – ଅମବାସ୍ୟା ସନ୍ଧ୍ୟା ୦୫/୦୦/୧୧ ଗତେ ପ୍ରତିପଦ । ଚନ୍ଦ୍ର- ବୃଷ ଅହୋରାତ୍ର । ଘାତ ଚନ୍ଦ୍ର- ବିଛା ରାଶିର ଅହୋରାତ୍ର । ଘାତ ବାର- ମିଥୁନ ରାଶିର ପୁଷ୍କର ଦୋଷ-...
ଭୁବନେଶ୍ୱର ଲକ୍ଷ୍ମୀସାଗର ଛକରେ ମହିଳା ଡାକ୍ତରଙ୍କୁ ମାଡ଼ ଅଭିଯୋଗ ।
ସ୍ୱାମୀଙ୍କର ଉତ୍ତମ ସ୍ବାସ୍ଥ୍ୟ ଓ ନିରାମୟ ଜୀବନ କାମନ କରି ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି ।
ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ହୋଇଥିଲା ଆଇପିଏଲ୍ର ଗ୍ରାଣ୍ଡ ଫିନାଲେ । ସାମ୍ନାସାମ୍ନି ହୋଇଥିଲେ ଚଳିତ ଥରର ଦୁଇ ହେଭିେୱେଟ୍ ଟିମ୍ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ।
Doctor Doctor | Cause & cure of diabetes OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the
ଶେଷ ହେଲା ନବୀନଙ୍କ ପଞ୍ଚମ ପାଳିର ତୃତୀୟ ବର୍ଷ । 5-T, ସ୍ମାର୍ଟ ସ୍କୁଲ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, ମିଶନ୍ ଶକ୍ତି ଓ ଧାର୍ମିକ ପୀଠର ସୌନ୍ଦର୍ଯ୍ୟକରଣ ଆଦି ନୂଆ ନୂଆ ଯୋଜନା ଆରମ୍ଭ କରି ଲୋକପ୍ରିୟତା ବଜାୟ ରଖିବାକୁ ଉଦ୍ୟମ କରିଥିଲେ ରାଜ୍ୟ ସରକାର ।
ନେପାଳ ବିମାନ ଦୁର୍ଘଟଣାରେ ନିଖୋଜ ହୋଇଥିବା ୪ ଭାରତୀୟ ହେଉଛନ୍ତି ଓଡ଼ିଶାର । ସେମାନେ ହେଲେ ଅଶୋକ ତ୍ରିପାଠୀ, ପତ୍ନୀ ବୈଭବୀ ତ୍ରିପାଠୀ, ପୁଅ ଧନୁଷ ତ୍ରିପାଠୀ ଓ ଝିଅ ରିତିକା ତ୍ରିପାଠୀ। ନେପାଳର ମୁସ୍ତାଙ୍ଗ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏକ ଘରୋଇ ବିମାନରେ ଯାତ୍ରୀ ଓ କ୍ରୁ...
ଚାଷୀଙ୍କ ପାଇଁ ଘଡ଼ିକୁ ଘଡ଼ି ବଦଳୁଛି ସରକାରୀ ନିୟମ। ଏଥର ବିହନ କିଣା ପାଇଁ ଲାଗୁ ହୋଇଛି ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର୍ ବା ଡିବିଟି ବ୍ୟବସ୍ଥା। ଅର୍ଥାତ୍ ଚାଷୀ ଧାର୍ଯ୍ୟ ଦାମ ଦେଇ ବିହନ ନେବେ, ସବ୍ସିଡି ଟଙ୍କା ପରେ ଆକାଉଣ୍ଟକୁ ଫେରିବ। ମିଳିଛି ଏମିତି ଏକ ସରକାରୀ...
ଗର୍ଜନର ଆଢୁଆଳରେ କଟାସରିଲାଣି ବର, ଅଶ୍ୱତ୍ଥ, ବଉଳ, ଆମ୍ବ, ନିମ୍ବ, ପଣସ, ବେଲ, କରଞ୍ଜ, କଦମ୍ବ, ଦେବଦାରୁ, ଅଶୋକ, ରାଧାଚୁଡ଼ା ଆଦିକୁ ମିଶାଇ ପ୍ରାୟ ୪ଶହ ଗଛ । ଆଗକୁ ଆହୁରି ଟଳିବ ୪ ରୁ ୫ଶହ ଗଛ ।
ବର୍ଷ ପରେ ବର୍ଷ ରାଜଧାନୀବାସୀ ଯେଉଁ ଅସହ୍ୟ ଗ୍ରୀଷ୍ମପ୍ରବାହର ସାମ୍ନା କରୁଛନ୍ତି, ତା ପଛରେ ଉଭେଇ ଯାଉଥିବା ସବୁଜବଳୟ ବି ବହୁ ମାତ୍ରାରେ ଦାୟୀ । ଏଭଳି ସ୍ଥିତିରେ ଦଶଗୁଣ ବୃକ୍ଷରୋପଣ କରିବି କହି, ଦଶନ୍ଧି ଦଶନ୍ଧି ପୁରୁଣା ବୃକ୍ଷକୁ ନିଶ୍ଚିହ୍ନ କରିଦେବା କେତେ ଯୁକ୍ତିଯୁକ୍ତ?