• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୩୧ ତାରିଖ ମଙ୍ଗଳବାର,ତିଥି – ପ୍ରତିପଦ ସନ୍ଧ୍ୟା ୦୭/୧୯/୧୮ ଗତେ ୨ୟା, ଚନ୍ଦ୍ର- ବୃଷ ରାତ୍ରି ୧୧/୨୯ ଗତେ ମିଥୁନ, ଘାତ ଚନ୍ଦ୍ର- ବିଛା ରାଶିର, ରାତ୍ରି ୧୧/୨୯ ଗତେ କନ୍ୟା ରାଶିର ଘାତ ବାର- ମକର ରାଶିର ପୁଷ୍କର ଦୋଷ- ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୃଷିହାନି – ଭୂମିଦାନ ସନ୍ଧ୍ୟା ୦୭/୧୯/୧୮ ଗତେ ୨ ପାଦ - କୃଷି ଓ ପଶୁହାନି – ଭୂମ ଓ ଅନ୍ନଦାନ ।

ଶୁଭ ସମୟ:- ପ୍ରାତଃ ୦୫/୧୧/୦୪ ରୁ ୦୬/୪୯/୨୪, ଦିବା ୦୯/୩୩/୧୮ ରୁ ୧୨/୧୦/୩୮, ସନ୍ଧ୍ୟା ୦୬/୧୭/୪୬ ରୁ ୦୭/୦୧/୧୯, ରାତ୍ରି ୦୯/୦୧/୦୪ ରୁ ୦୯/୫୫/୩୦,ରାତ୍ରି ୧୨/୦୬/୦୮ ରୁ ୦୨/୧୬/୪୭

ଅଶୁଭ ସମୟ:-ରାହୁକାଳ- ଦିବା ୦୩/୦୧/୦୫/ ରୁ ୦୪/୩୯/୨୬ , କାଳବେଳା- ଦିବା ୦୨/୨୨/୪୫ ରୁ ୦୩/୦୧/୦୫, ବାରବେଳା – ପ୍ରାତଃ ୦୬/୪୯/୨୪ ରୁ ୦୮/୨୭/୪୪, କାଳରାତ୍ରି- ରାତ୍ରି ୦୭/୩୯/୨୫ ରୁ ୦୯/୦୧/୦୪

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ:-

  • କର୍ମ ତତ୍ପରତା ହେତୁ ଆଗେଇ ଚାଲିବେ
  • ସାଂସାରିକ ଦ୍ରବ୍ୟାଦି ଲାଭ କରିବାରେ ସୁଯୋଗ ପାଇବେ
  • ଅନ୍ୟ ମାନଙ୍କ ସହଯୋଗକାର ଠାରୁ ଉପକୃତ ହେବେ

ପ୍ରତିକାର - ହନୁମାନଙ୍କର ଦର୍ଶନ କରନ୍ତୁ

ବୃଷ:-

  • ଚାକିରୀ କ୍ଷେତ୍ରରେ ବିରୋଧି ଦଳଙ୍କ ସଂଖ୍ୟା ବଢିପାରେ
  • ପ୍ରତ୍ୟେକ ପ୍ରତିବନ୍ଧକକୁ ସମ୍ମୁଖୀନ କରି ଆଗେଇ ବାକୁ ବାଧ୍ୟ ହେବେ
  • ପାରିବାରିକ ଅଶାନ୍ତି ଲାଗି ରହିବ

ପ୍ରତିକାର – ମା କମଳାଙ୍କ ପୂଜାର୍ଚ୍ଚନା କରନ୍ତୁ

ମିଥୁନ:-

  • ନୂତନ ଯୋଜନା ଆରମ୍ଭ କରିବା ସକାଶେ ମନ ବଳାଇବେ
  • ବ୍ୟକ୍ତିଙ୍କ ସହଯୋଗରୁ , ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ
  • ସ୍ଥିର ମନ ଦେଇ ସବୁ ସମସ୍ୟାର ସରଳ ସମାଧାନ କରି ପାରିବେ

ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ ।

କର୍କଟ:-

  • ନୂତନ ଯୋଜନା ଆରମ୍ଭ କରିବା ସକାଶେ ମନ ବଳାଇବେ
  • ଛାତ୍ର ଛାତ୍ରୀ ମାନେ ଗଠନ ମୂଳକ କାର୍ଯ୍ୟରୁ ପ୍ରଶଂସିତ ହୋଇ ପାରନ୍ତି
  • ବ୍ୟବସାୟ ,ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ

ପ୍ରତିକାର – ଭୂବନେଶ୍ୱରୀ ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ ।

ସିଂହ:-

  • ଯାତ୍ରା ସମୟରେ କୈଣସି ମହିଳାଙ୍କ ଦ୍ୱାରା ଉପକୃତ ହୋଇ ପାରନ୍ତି
  • ଆର୍ଥିକ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ
  • ବିଦ୍ୟାର୍ଥି ମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବେ

ପ୍ରତିକାର - ରାମଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ ।

କନ୍ୟା:-

  • କର୍ମ ସ୍ଥାନରେ ବହୁ ବାଧାବିଘ୍ନ ଓ ବିବାଦ ଦେଖାଦେଇ ପାରେ
  • କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତୃତା ଦେଖାଦେଇ ପାରେ
  • ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇ ପାରେ

ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କ ପୂଜାର୍ଚ୍ଚନା କରନ୍ତୁ

ତୁଳା:-

  • ଜରୁରୀ କାମକୁ ମିତ୍ରଙ୍କ ସହାୟତାରେ ପୂରଣ ହେବ
  • ଆପଣଙ୍କର ଅନ୍ତର ଆତ୍ମା ପ୍ରଖର ରହିବ
  • ବ୍ୟବସାୟରେ ତ୍ୱରନ୍ତ ଫଇସଲା ଫଳପ୍ରଦ ହୋଇପାରେ

ପ୍ରତିକାର – ମହାଦେବଙ୍କର ଦର୍ଶନ କରନ୍ତୁ

ବିଛା:-

  • ନୂଆ ଘର ବା ଜମି କିଣିବାରେ ଦିନଟି ଶୁଭ ରହିବ
  • ପୁରୁଣା କରଜ ଆପଣଙ୍କୁ ଫେରସ୍ତ ମିଳିପାରେ
  • ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ

ପ୍ରତିକାର – ମା ଚର୍ଚ୍ଚିକାଙ୍କ ପୂଜା ପାଠ କରନ୍ତୁ

ଧନୁ:-

  • ଜୀବନ ସାଥୀଙ୍କ ସହିତ ସମ୍ବନ୍ଧ ବଢିଆ ରହିବ
  • ନୂଆ ସ୍ରୋତରୁ ଧନ ଲାଭ ହୋଇପାରେ
  • ସୁଖଦ ସମ୍ବାଦ ମିଳିବାର ସମ୍ଭାବନା ଆସିପାରେ

ପ୍ରତିକାର –ଘିଅ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ମକର:-

  • କର୍ମ କ୍ଷେତ୍ରରେ ଖର୍ଚ୍ଚାନ୍ତ କାରଣରୁ ଆର୍ଥିକ ଚାପ ଦେଖାଦେଇ ପାରେ
  • କୈଣସି କଥାକୁ ନେଇ ଟିକେ ଅଶାନ୍ତି ଦେଖାଦେଇ ପାରେ
  • ଅଜଣା ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ

ପ୍ରତିକାର – ଶାରଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

କୁମ୍ଭ:-

  • ଅଧିକାରୀଙ୍କ ସହିତ ତାଳ ମେଳ ରଖନ୍ତୁ ଫାଇଦ ହେବ
  • ନିଜର ପ୍ରିୟ ବନ୍ଧୁଙ୍କ ସହିତ ଗପସପ ରେ ସମୟ ବିତାଇବେ
  • ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ

ପ୍ରତିକାର – ହନୁମାନଙ୍କର ପୂଜା ସହିତ ଚାଳିଶା ପାଠ କରନ୍ତୁ

ମୀନ :-

  • ବ୍ୟକ୍ତିଙ୍କ ମନଭାବକୁ ଶିଘ୍ର ବୁଝିନେବେ
  • ସ୍ଥଗିତ ଥିବା କାମ ପୂରା ହୋଇପାରେ
  • ଅଭାବି ଲୋକଙ୍କୁ ସାହାର୍ଯ୍ୟ ସହଯୋଗର ହାତ ବଢାଇବେ

ପ୍ରତିକାର – ମା ତାରାଙ୍କର ମନ୍ତ୍ର ପାଠ କରନ୍ତୁ ।

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)