ରାଜ୍ୟସଭାକୁ ଯିବେ ଚାରି ଯୁବ ଚେହେରା, ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ୍ ପାତ୍ର ଓ ନିରଂଜନ ବିଶି । ନାଁ ଘୋଷଣା ପରେ ନିରାଶ ହୋଇଛନ୍ତି ପୂର୍ବରୁ ରାଜ୍ୟସଭା ପାଇଁ ପ୍ରତିଶ୍ରୁତି ପାଇଥିବା ଓ ଆଶାୟୀ ଥିବା ପ୍ରସନ୍ନ ପାଟ୍ଟଶାଣୀ, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପ୍ରଦୀପ ମାଝୀଙ୍କ ଭଳି...
ସ୍ୱାମୀଙ୍କ ପାଇଁ ସ୍ତ୍ରୀ ପାଳୁଛନ୍ତି ସାବିତ୍ରୀ ବ୍ରତ.. ଉପବାସ ରଖିବାସହ ମନ୍ଦିରରେ ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ କରୁଛନ୍ତି ପୂଜାର୍ଚ୍ଚନା । ଦେଖନ୍ତୁ ଭୁବନେଶ୍ୱରରେ ମହିଳାମାନେ କିପରି ପାଳନ କରୁଛନ୍ତି ସାବିତ୍ରୀ ବ୍ରତ ...
ବେଆଇନ ଆର୍ଥିକ କାରବାର ମାମଲାରେ ଗିରଫ ହୋଇଛନ୍ତି ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ ଗିରଫ କରିଛି। ଏହାପୂର୍ବରୁ ଏହି ମାମଲାରେ ଇଡି ତାଙ୍କୁ ଅନେକ ଥର ଜେରା କରିଥିଲା। ଶେଷରେ ଆଜି ତାଙ୍କୁ ଗିରଫ କରାଯାଇଛି।
ଜୁନ୍ ୧ ତାରିଖ ସକାଳ ୧୧ଟା ଠାରୁ ଆରମ୍ଭ ହେବ ଅନଲାଇନରେ ଟିକେଟ ବିକ୍ରି । ନିଜର ପରିଚୟ ପ୍ରମାଣପତ୍ର ଦେଖାଇ ଫୋନ୍ ନମ୍ବର ଏବଂ ଇମେଲ ଆଇଡ଼ି ଦେଇ ବୁକ କରିହେବ ଟିକେଟ୍ । ଜଣେ ବ୍ୟକ୍ତି କେବଳ ଦୁଇଟି ଟିକେଟ ବୁକିଙ୍ଗ କରିପାରିବେ । WWW.insider.in ୱେବସାଇଟ୍ରେ...
ଅସଜଡ଼ା ଘରକୁ ସଜାଡ଼ିବା ପାଇଁ ଉଦ୍ୟମ ଆରମ୍ଭ କରିଛି ରାଜ୍ୟ କଂଗ୍ରେସ। ନୂଆ କରି ରାଜ୍ୟ କଂଗ୍ରେସର ମୁଖିଆ ହୋଇଥିବା ଶରତ ପଟ୍ଟନାୟକ ଏବେ ଦଳୀୟ ନେତା ଓ କର୍ମୀଙ୍କୁ ଏକାଠି କରିବାକୁ ରଣନୀତି ପ୍ରସ୍ତୁତି କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି ନବୀନ । ମହାମାରୀ ପରେ ଏହା ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି କହିଛନ୍ତି ନବୀନ ।
ରାଜ୍ୟ ସରକାରଙ୍କ ସଲାସୁତୁରାରେ କିଛି ଗୁଣ୍ଡା କାଳିମାଡ଼ କରିଥିବା ଅଭିଯୋଗ କରିଛନ୍ତି ରାକେଶ ଟିକାୟତ । ମୋଦି ସରକାରଙ୍କ ତିନି କୃଷି ଆଇନ ବିରୋଧରେ ଭାରତୀୟ କିଶାନ ୟୁନିୟନର ମୁଖ୍ୟ ରାକେଶ ଟିକାୟତଙ୍କ ନେତୃତ୍ୱରେ ସାରା ଦେଶରେ ଆନ୍ଦୋଳନ ହୋଇଥିଲା ।
କୁମ୍ଭୀର ମୁହଁରୁ ସଂଘର୍ଷ କରି ଜୀବନ ବଞ୍ଚାଇଲେ ନାବାଳକ । କାଣି ନଦୀରେ ଗାଧୋଇଲା ବେଳେ କୁମ୍ଭୀର ଟାଣି ନେଇଥିଲା ।
ଆଜି ସାବିତ୍ରୀ ଅମାବାସ୍ୟା । ଓଡ଼ିଆ ଘରର ସଧବା ମାନେ ଏହି ପର୍ବ ପାଳନ କରିଥାନ୍ତି । ସ୍ୱାମୀଙ୍କର ଉତ୍ତମ ସ୍ବାସ୍ଥ୍ୟ ଓ ନିରାମୟ ଜୀବନ କାମନ କରି ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି । ତେଣୁ ଆଜିର ଦିନରେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବିବାହିତା...
ଯୁବକ ବେଶରେ ଆସି ଲୁଟ୍ କଲେ ଯୁବତୀ । ନକଲି ଚାବିରେ ସ୍କୁଟର ଡିକି ଖୋଲି ନେଇଗଲେ କାଗଜପତ୍ର ।
ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଓ ଉତ୍ତର ଓଡ଼ିଶାର ୧୦ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା...
Taste of Odisha - Mati handi dum chicken recipe OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries
Asha Ra Aloka - Child suffers when parents lack respect for each other OdishaTV is Odisha\'s no 1 News Channel. OTV being the first private satellite
Lady assistant professor \'raped\' in Bhubaneswar, complaint filed at Khandagiri PS OdishaTV is Odisha\'s no 1 News Channel. OTV being the first private
OTV News Fuse - Sambit Routray matches steps to Rangabati tune OdishaTV is Odisha\'s no 1 News Channel. OTV being the first private satellite TV channel
ବାପା-ମାଆଙ୍କ ଝଗଡ଼ାରେ ବଳି ପଡ଼ିଗଲା କି ଝିଅ? କେତେବେଳେ ବାପାଙ୍କ ପାଖରେ ରହିବାକୁ କହୁଛି ପୁଣି କେତେବେଳେ ମାଆଙ୍କ ପାଖରେ ରହିବାକୁ କହୁଛି ଝିଅ...ତେବେ ହେବ କ’ଣ?
ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଟିକିଏ ଡେରି ହେବାରୁ ଏମିତି ମାଆଙ୍କୁ ଚା’ ମାଗୁଛି ଶୁଆ। ସ୍ୱର ଶୁଣିଲେ ଆପଣ ବି ବାରମ୍ବାର ଶୁଣିବେ ଶୁଆର ଏଇ ଡାକ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ...
କାହାର ଭାଇ ନାହିଁ ତ କାହାର ଟଙ୍କା ନାହିଁ। ଏମିତି ମହିଳାଙ୍କ ପାଇଁ ଭାଇ ସାଜି ବସ୍ତିରେ ପହଞ୍ଚିଥିଲେ ଜଣେ ଯୁବକ। ସାଙ୍ଗରେ ଆଣିଥିଲେ ସାବିତ୍ରୀ ସଜ। ନୂଆ ଶାଢ଼ି, ଫଳମୂଳ, ଶଙ୍ଖା ଓ ସିନ୍ଦୂର। ଏହି ଅଜଣା ଭାଇର ହାତରୁ ସାବିତ୍ରୀ ସଜ ନେଲାବେଳେ କଇଁକଇଁ ହୋଇ...
ମାଟି ହାଣ୍ଡି ଦମ୍ ଚିକେନ୍। ଅଦା, ହଳଦୀ, ଲଙ୍କା ସହିତ ଟିକିଏ ଲୁଣ ଦେଇ ଖାଲି ରିଫାଇନ୍ ତେଲର ଛୁଙ୍କ ଦିଅନ୍ତୁ। ପିଆଜ ଭାଜି ହୋଇଗଲେ...ବାସ୍ ହାତ ଚାଟୁଥିବେ ଖାଲି
ବେକରେ ମୋଟା ସୁନା ଚେନ୍। ହାତରେ ମୋଟା ବ୍ରେସ୍ଲେଟ୍। ଆଉ ଘଣ୍ଟା ବି ପୂରା ସୁନା...ଚୋର ୟାଙ୍କ ପଛରେ ପଡ଼ିବ କି ନାହିଁ ଆପଣ ଥରେ ଭାବନ୍ତୁ। ଭୁବନେଶ୍ୱରରେ ପକୋଡ଼ା ବିକି ମାଲେମାଲ୍ ...ଏତେ ଧନୀ ହେବା ପରେ ଓଟ ଅଣ୍ଡା ପାଇଁ ଫସିଲେ ଅଭିନେତା ପିଣ୍ଟୁ ନନ୍ଦ,...