• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

bomikhal
ବମିଖାଲରେ ରହସ୍ୟମୟ ବିସ୍ଫୋରଣ

ଭୁବନେଶ୍ୱର: ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ଆଜି ଏକ ଘରେ ବିସ୍ଫୋରଣ ହୋଇଛି। ବମିଖାଲରେ ପ୍ଲଟ ନମ୍ବର ୧୨୦୨ରେ ଥିବା ଏକ ଘରେ ଏହି ବିସ୍ଫୋରଣ ହୋଇଛି। ଏଥିରେ ଘରର ସମସ୍ତ ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି। ତେବେ କାହାର କିଛି କ୍ଷତି ହୋଇନାହିଁ। ପଡ଼ୋଶୀ ଲୋକଙ୍କ କହିବା ଅନୁସାରେ,...

Juel Oram
ନବୀନଙ୍କୁ ପରାସ୍ତ କରିବୁ: ଜୁଏଲ୍ ଓରାମ

ଭୁବନେଶ୍ୱର: ପୁଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି। ଉତ୍ତର ପୂର୍ବାଞ୍ଚଳ ନିର୍ବାଚନରେ ବିଜେପିର  ସଫଳତା ପରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି,“ ଯେଉଁ ସଂସ୍ଥା ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସରକାରଙ୍କୁ  ପୁରସ୍କୃତ କରିଥିଲା,...

ssc exam paper leak
ଷ୍ଟାଫ ସିଲେକସନ୍ କମିଶନ ପରୀକ୍ଷା ଦୁର୍ନୀତିକୁ ନେଇ ସିବିଆଇ ତଦନ୍ତ ଦାବି

ନୂଆଦିଲ୍ଲୀ: ଷ୍ଟାଫ ସିଲେକସନ୍ କମିଶନ ପରୀକ୍ଷାରେ ହୋଇଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ଦାବି ଜୋର ଧରିଛି। ପରୀକ୍ଷାର୍ଥୀମାନେ  ସିବିଆଇ ତଦନ୍ତ ଦାବି କରି ଷ୍ଟାଫ ସିଲେକସନ କମିଶନ ଅଫିସ ଆଗରେ ଧାରଣା ଦେଇଛନ୍ତି। ଘଟଣାର ସିବିଆଇ ତଦନ୍ତ ପାଇଁ ସେମାନେ ଦାବି କରୁଛନ୍ତି। ସେପଟେ ଦୁର୍ନୀତି ବିରୋଧୀ...

karti chidambaram
ଇନ୍ଦ୍ରାଣୀ ଓ ପିଟର ମୁଖାର୍ଜୀଙ୍କ ସହ କାର୍ତ୍ତି ଚିଦାମ୍ବରମଙ୍କ ହେବ ମୁହାଁମୁହିଁ ଜେରା

ମୁମ୍ବାଇ:  INX ଲାଞ୍ଚ ମାମଲାରେ ଗିରଫ ହୋଇଥିବା କାର୍ତ୍ତି ଚିଦାମ୍ବରମଙ୍କୁ ମୁମ୍ବାଇ ନେଇଛି ସିବିଆଇ। ସେଠାରେ ଇନ୍ଦ୍ରାଣୀ ମୁଖାର୍ଜୀ ଓ ପିଟର ମୁଖାର୍ଜୀଙ୍କ ସହିତ କାର୍ତ୍ତି ଚିଦାମ୍ବରମଙ୍କୁ ସିବିଆଇ ମୁହାଁମୁହିଁ କରି ଜେରା କରିବ। ପିଟର ମୁଖାର୍ଜୀ ଆଗରୁ INX  ମିଡିଆର ସହ-ମାଲିକ ଥିଲେ।  ଅଭିଯୋଗ ଅନୁସାରେ, ୨୦୦୭ରେ...

car timber
ରଥ ନିର୍ମାଣ ଲାଗି ପୁରୀରେ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଲା ରଥ କାଠ

ପୁରୀ: ଶ୍ରୀଜିଉଙ୍କ ରଥ ନିର୍ମାଣ ଲାଗି ପୁରୀରେ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଲା ରଥ କାଠ।  ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନଖଣ୍ଡରୁ ୨୧ଟି ବିରାଟକାୟ କାଠ ଆସି ପୁରୀରେ ପହଞ୍ଚିଛି।  ଏଥିରେ ୮ଟି ଧଉରା କାଠ  ଏବଂ ୧୩ଟି ଅସନ କାଠ ରହିଛି। ରଥ ନିର୍ମାଣ ପାଇଁ ଚଳିତବର୍ଷ ପ୍ରଥମଥର...

elephant
ଘର ଭାଙ୍ଗିଲେ, ଚାଉଳ ବି ଖାଇଗଲେ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ହାତୀପଲଙ୍କ ଉତ୍ପାତ। ରାଇରଙ୍ଗପୁର ରେଞ୍ଜର ବିଜାତଳା ବ୍ଲକର ଖେଜୁରୀ ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି ଜଙ୍ଗଲୀ ହାତୀ। ଗାଁରେ ବହୁ ଘର ଓ ସ୍କୁଲ କୋଠା ଭାଙ୍ଗିବା ସହ ସ୍କୁଲରେ ମଧ୍ୟାହ୍ନ ଭୋଜନ ପାଇଁ ଥିବା ଚାଉଳ ମଧ୍ୟ ଖାଇଯାଇଥିବା ଅଭିଯୋଗ...

temp
ସାରା ରାଜ୍ୟରେ ବଢ଼ୁଛି ତାପମାତ୍ରା

ଭୁବନେଶ୍ୱର: ସାରା ରାଜ୍ୟରେ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ଭୁବନେଶ୍ୱର ହେଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ଭୁବନେଶ୍ୱରରେ ସର୍ବାଧିକ ୩୯.୭ ଡିଗ୍ରୀ, ଟିଟିଲାଗଡ଼ ୩୯ ଡିଗ୍ରୀ ଗତକାଲି ରେକର୍ଡ କରାଯାଇଛି। ରାଜ୍ୟର ୧୩ ସହରର ତାପମାତ୍ରା ୩୮ ଡିଗ୍ରୀ ଉପରେ ଥିଲା।

berhampur
ନିଆରା ପ୍ରେମ: ବଞ୍ଚି ଥାଇ ପତ୍ନୀଙ୍କ ସମାଧି ନିକଟରେ ତିଆରି କରିଛନ୍ତି ପ୍ରତିମୂର୍ତ୍ତି

ବ୍ରହ୍ମପୁର: ଆଜିର ଦୁନିଆରେ ପ୍ରେମ କହିଲେ ଲୋକେ ଯୁବପିଢ଼ିଙ୍କ କଥା ଭାବନ୍ତି ଏବଂ ଏହାକୁ ଅଢ଼େଇ ଦିନିଆ ବୋଲି କହନ୍ତି। ହେଲେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍ ନନ୍ଦିଆଗଡ଼ାର ନରସିଂହ ଦଳେଇଙ୍କ ପ୍ରେମ ଏଦିଗରେ ବ୍ୟତିକ୍ରମ। ପ୍ରେମ ଓ ପ୍ରତିଶ୍ରୁତି ମୃତ୍ୟୁ ଭିତରେ ଜୀବନକୁ ଖୋଜୁଥିବା ଏଇ ମଣିଷଟି...

aiims student sohel
କେଉଁଠି ଅଛନ୍ତି କାଶ୍ମୀରୀ ଛାତ୍ର ସୋହେଲ୍ : କୋଲକାତାରୁ ଖାଲି ହାତରେ ଫେରିଲା କମିଶନରେଟ୍ ପୋଲିସ୍

ଭୁବନେଶ୍ୱର : ବିତିଗଲାଣି ୨୧ ଦିନ। ତଥାପି ପତ୍ତାମିଳୁନି କାଶ୍ମୀରୀ ଛାତ୍ର ସୋହେଲ୍ ଅଜାଜଙ୍କର। ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଜମ୍ମୁ କାଶ୍ମୀର ପୋଲିସ ସହ  କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ମାରାଥନ୍ ଛାନ୍‌ଭିନ୍‌ ପରେ ବି ଲାପତ୍ତା ସୋହେଲ୍। ଅର୍ଥାତ ଏବେ ବି ୩ଟି ରାଜ୍ୟ ପୋଲିସର ହାତ ଖାଲି।...

tripura-1
୨୫ ବର୍ଷର ବାମ ଗଡ଼ ଭାଙ୍ଗି ତ୍ରିପୁରାରେ ବିଜେପି ଉଡ଼ାଇଲା ଗେରୁଆ ଝଣ୍ଡା

ନୂଆ ଦିଲ୍ଲୀ: ବାମ ଗଡ଼ରେ ଉଡ଼ିଲା ଗେରୁଆ ଝଣ୍ଡା। ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରାରେ ଇତିହାସ ରଚିଲା ଭାରତୀୟ ଜନତା ପାର୍ଟି। ୨୦୧୩ରେ ଏଠାରେ ଗୋଟିଏ ବି ଆସନ ଜିତିପାରି ନଥିବା ଗେରୁଆ ଦଳ ଏଥର ୨୫ ବର୍ଷର ବାମପନ୍ଥୀ ମେଣ୍ଟ ସରକାରର ପତନ ଘଟାଇବାରେ ସକ୍ଷମ ହୋଇଛି। ୬୦ ଆସନ...

facebook up
ଫେସ୍‌ବୁକ୍‌ରେ ନୂଆ ଫିଚର : ‘ଭଏସ୍‌’ ମାଧ୍ୟମରେ ହେବ ଷ୍ଟାଟସ୍‌ ଅପଡେଟ୍‌

ଦିନକୁ ଦିନ ସୋସିଆଲ୍‌ ମିଡ଼ିଆ ସାଇଟ୍‌ ଫେସ୍‌ବୁକ୍‌ର ଲୋକପ୍ରିୟତା ବଢିବାରେ ଲାଗିଛି। ଏହା ବିଶ୍ୱର କୋଣ ଅନୁକୋଣରେ ଥିବା ସବୁ ଲୋକଙ୍କୁ ଗୋଟିଏ ମଞ୍ଚରେ ଠିଆ କରେଇଛି। ଲୋକେ ଦୂରରେ ଥାଇ ମଧ୍ୟ ନିଜ ପରିବାର ଓ ବନ୍ଧୁଙ୍କ ସହ ନିତି ଭାବର ଆଦାନପ୍ରଦାନ କରୁଛନ୍ତି। ଆଉ ମଧ୍ୟ...

chse
ଯୁକ୍ତ ଦୁଇ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କଡା ବ୍ୟବସ୍ଥା ଗ୍ରହଣ

ଭୁବନେଶ୍ୱର : ମାଟ୍ରିକ୍ ପରେ ଏବେ ଯୁକ୍ତ ଦୁଇ ପରୀକ୍ଷା ଚିନ୍ତା। ପ୍ରଶ୍ନପତ୍ର ଯେପରି ଭାଇରାଲ୍ ନହୁଏ ସେଥିଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କଡା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଶ୍ନପତ୍ର ଯଦି ଭାଇରାଲ ହୁଏ ପୋଲିସରେ ଅଭିଯୋଗ ହେବ ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ...

question viral
ପୁଣି ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ : ଆଜି ଥିବା ଗଣିତ ପରୀକ୍ଷା ପ୍ରଶ୍ନପତ୍ର ସୋସିଆଲ୍ ମିଡିଆରେ ବୁଲିବା ସୂଚନା

ଢେଙ୍କାନାଳ: ଢେଙ୍କାନାଳରେ ପୁଣି ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ନେଇ ଚର୍ଚ୍ଚା। ଆଜି ଥିବା ଗଣିତ ପରୀକ୍ଷା ପ୍ରଶ୍ନପତ୍ର ହ୍ୱାଟ୍ସଆପ୍‌ରେ ବୁଲିବା ସୂଚନା ମିଳିଛି। ପରୀକ୍ଷା ୯ଟା୩୦ରେ ଆରମ୍ଭ ହୋଇଥିଲା। ତେବେ ୯ଟା୫୪ରେ ଭାଇରାଲ୍ ହୋଇଥିବା ଚର୍ଚା ହେଉଛି। ଓଡ଼ାପଡ଼ା ବ୍ଲକର ଏକ ପରୀକ୍ଷା କେନ୍ଦ୍ରରୁ ଭାଇରାଲ୍ ହୋଇଥିବା ସୂଚନା ...

sheep
ମାହାଙ୍ଗା ବ୍ଲକ ବାଗସରପୁର ଗାଁରେ ମେଣ୍ଢା ମଡ଼କ

କଟକ : ପୁଣି ଅଜଣା ଯନ୍ତୁର ଆତଙ୍କ। କଟକ ଜିଲ୍ଲା ମାହାଙ୍ଗା ବ୍ଲକ ବାଗସରପୁର ଗାଁରେ ମେଣ୍ଢା ମଡ଼କ । ଗତକାଲି ରାତିରେ ସେହି ଗାଁର ମାତାଜି ମହାନ୍ତିଙ୍କ ଗୁହାଳରେ ଅଜଣା ଯନ୍ତୁ ପଶି ଗୋଟେ ମେଣ୍ଢାକୁ ମାରିଦେଇଥିବା ବେଳେ ଆଉ ଗୋଟେ ମେଣ୍ଢା ଆହତ ହୋଇଛି। ତେବେ...

school
ଜମିଜମା ବିବାଦକୁ ନେଇ ଅନୁଗୁଳ ସାନରୋହିଲା ୟୁପି ସ୍କୁଲରେ ତାଲା : ରାସ୍ତାରେ ପାଠ ପଢିଲେ ଛାତ୍ରଛାତ୍ରୀ

ଅନୁଗୁଳ : ଜଣେ ବ୍ୟକ୍ତି ସ୍କୁଲରେ ତାଲା ପକାଇବାରୁ ରାସ୍ତାରେ ପଢିଲେ ଛାତ୍ରଛାତ୍ରୀ। ଏ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ କଦଳୀମୁଣ୍ଡା ପଞ୍ଚାୟତର ସାନରୋହିଲା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ।  ନିଜର ଜମି ଥିବା ଦର୍ଶାଇ ସେହି ଗ୍ରାମର ଜଣେ ବ୍ୟକ୍ତି ସ୍କୁଲରେ ତାଲ ପକାଇଥିବା ଅଭିଯୋଗ...

bolangiri
ଡୁଙ୍ଗୁରିପାଲି ବିସ୍ଫୋରକ ଗୋଦାମରୁ ଲୁଟ୍ ଅଭିଯୋଗ

ବଲାଙ୍ଗିର : ବଲାଙ୍ଗିର ବେଲପଡ଼ା ନିକଟ ଡୁଙ୍ଗୁରିପାଲି ବିସ୍ଫୋରକ ଗୋଦାମରୁ ଲୁଟ୍ ଅଭିଯୋଗ। ସଂଘବଦ୍ଧ ଭାବେ କିଛି ଲୋକ ଚୋରି କରି କେଉଁଆଡେ ଫେରାର ହୋଇଯାଇଛନ୍ତି।ଏହି ବିସ୍ଫୋରକ ଚୋରି ପଛରେ ନକ୍ସଲଙ୍କ ହାତ ଥିବା ସନ୍ଦେହ କରାଯାଉଛି।  ଘଟଣାସ୍ଥଳରେ ପାଟଣାଗଡ଼ SDPO ଓ ବେଲପଡ଼ା IIC ପହଞ୍ଚି ତଦନ୍ତ ଆରମ୍ଭ...

naveen
ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଅଦଳବଦଳ : ପୂର୍ତ୍ତ, ଜଳ ସଂପଦ  ବିଭାଗ ଛାଡିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଅଦଳବଦଳ। ନିରଞ୍ଜନ ପୂଜାରୀ ହେଲେ ଜଳ ସଂପଦ ମନ୍ତ୍ରୀ। ସେହିଭଳି ପୂର୍ତ୍ତ ବିଭାଗ ପ୍ରଫୁଲ୍ଲ ମଲ୍ଲିକଙ୍କ ନିକଟକୁ ଯାଇଛି। ପୂର୍ତ୍ତ, ଜଳ ସଂପଦ  ବିଭାଗ ଛାଡିଛନ୍ତି ମୁଖ୍ୟମନ୍ତ୍ରୀ। ଅନେକ ଦିନରୁ ନବୀନ ପଟ୍ଟନାୟକଙ୍କ ନିକଟରେ ଜଳ ସଂପଦ, ପୂର୍ତ୍ତ ବିଭାଗ ହାତରେ...

woman
ଡାହାଣୀ ସନ୍ଦେହରେ ମହିଳାଙ୍କୁ ପିଟିପିଟି ହତ୍ୟା

ରାଉରକେଲା : ଡାହାଣୀ ସନ୍ଦେହରେ ମହିଳାଙ୍କୁ ପିଟିପିଟି ହତ୍ୟା। ଏଭଳି ଅଭିଯୋଗ ଆସିଛି ରାଉରକେଲା କୁଆଁରମୁଣ୍ଡାର ଲତାଖଣ୍ଡି ଗାଁରୁ। ମୃତକ ହେଲେ ଯଶୋଦା ସିଂ। ଗାଁଲୋକଙ୍କ ମାଡରେ ଯଶୋଦାଙ୍କ ସ୍ୱାମୀ ଓ ତାଙ୍କ ପୁଅ ମଧ୍ୟ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି...

tripura
ତ୍ରିପୁରାରେ ବିଜେପିର ଲହର!

ନୂଆଦିଲ୍ଲୀ: ତ୍ରିପୁରାରେ ଦୀର୍ଘ ୨୫ ବର୍ଷ ଧରି ଶାସନ କରୁଥିବା ବାମପନ୍ଥୀ ଦଳର ଅବସାନ ହେବାକୁ ଯାଉଛି। କାରଣ ବହୁତ ଶୀଘ୍ର ବିଜେପି ଏଠି ସରକାର ଗଠନ କରିବ। ତ୍ରିପୁରାରେ ଫେବୃଆରୀ ୧୮ରେ ୬୦ଟି ଆସନ ପାଇଁ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ଓ ଏହାର ସହଯୋଗୀ ଦଳ...

pinarayi vijayan
କେରଳ ମୁଖ୍ୟମନ୍ତ୍ରୀ ପିନରୟି ବିଜୟନ ହସ୍ପିଟାଲରେ ଭର୍ତ୍ତି

ଚେନ୍ନାଇ: କେରଳ ମୁଖ୍ୟମନ୍ତ୍ରୀ ପିନରୟି ବିଜୟନଙ୍କୁ ଶନିବାର ସକାଳେ ଚେନ୍ନାଇ ସ୍ଥିତ ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଏନେଇ ହସ୍ପିଟାଲ ପକ୍ଷରୁ କୌଣସି ବୁଲେଟିନ୍ ମିଳି ନ ଥିଲେ ମଧ୍ୟ ତାଙ୍କୁ ସଂକ୍ରମଣ ରୋଗ ବିଶେଷଜ୍ଞଙ୍କ ସମେତ ଦଳେ ଡ଼ାକ୍ତର ଅନୁଧ୍ୟାନ କରୁଥିବାର ସୂଚନା ମିଳିଛି। ଶୁକ୍ରବାର...

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result