• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

rairangapur
ଘର ଭାଙ୍ଗି ଧାନ ଓ ଚାଉଳ ଖାଇଗଲେ ହାତୀ ପଲ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ହାତୀ ଉପଦ୍ରବ।  ଗତକାଲି ବିଳମ୍ବିତ ରାତିରେ ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ଗୋରୁମହିଷାଣୀ ଥାନା ଅଞ୍ଚଳରେ ଥିବା ଛତ୍ରମଣ୍ଡଳ ଗାଁରେ ହାତୀପଲ ଘର ଭାଙ୍ଗି ଦେଇଛନ୍ତି। ଛତ୍ରମଣ୍ଡଳ ଗାଁରେ ୫ଟି ଘର ଭାଙ୍ଗି ଦେବା ସହ ଘରେ ଥିବା ଧାନ ଚାଉଳ ଖାଇ ଦେଇଛନ୍ତି। ...

temp
ରାଜ୍ୟରେ ଆହୁରି ବଢିବ ତାତି

ଭୁବନେଶ୍ୱର: ରାଜ୍ୟରେ ଆହୁରି  ବଢିବ ତାତି।  ଏଭଳି  ପୁର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର। ଓଡିଶା ଉପରେ ପବନର ଗତି ପରିବର୍ତ୍ତନ ହେଉଛି। ପୂର୍ବରୁ ଓଡିଶା ଉପରକୁ ଉତ୍ତର ଦିଗରୁ ପବନ ବହୁଥିବା ବେଳେ  ଏବେ ଦକ୍ଷିଣ ଦିଗରୁ ପବନ ପ୍ରବାହିତ ହେଉଛି। ଯାହା ରାଜ୍ୟରେ ତାତି...

HC bench
ତେଜିଲା ଉତ୍ତର ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି

ଭୁବନେଶ୍ୱର: ଜୋରଧରିଲା ଉତ୍ତର ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି।  ବାଲେଶ୍ୱର ବାର ଆସୋସିଏସନ ପକ୍ଷରୁ ଆଜି ଓ ଆସନ୍ତା ସୋମବାର ସମସ୍ତ କାର୍ଯ୍ୟବନ୍ଦ କରିବା ସହ କୋର୍ଟ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତୁରନ୍ତ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଏବଂ ଜୁଡିସିଆଲ ଫାଷ୍ଟକ୍ଲାସ ମାଜିଷ୍ଟ୍ରେଟ୍...

bjp
ରଣନୀତି ପାଇଁ ବିଜେପିର ବୋର୍ଡ ବୈଠକ

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ବିଜେପିର ବୋର୍ଡ ବୈଠକ ହେବ।  ଏଥିରେ ଆସନ୍ତା ରାଜ୍ୟସଭା ନିର୍ବାଚନ ସମ୍ପର୍କରେ ରଣନୀତି କ’ଣ ରହିବ ସେନେଇ ଆଲୋଚନା ହେବ। ଆସନ୍ତା ଏପ୍ରିଲ ୨ରେ ୫୮ଜଣ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଛି।  ଏନେଇ ଫେବୃୟାରୀ ୨୩ରେ ନିର୍ବଚାନ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା।...

tourist bus
ଜଳିଗଲା ଟୁରିଷ୍ଟ ବସ୍

ଭୁବନେଶ୍ୱର: ରାଜଧାନୀରେ ଜଳିଗଲା ଟୁରିଷ୍ଟ ବସ୍। ବାଣୀବିହାର ସତସଙ୍ଗ ବିହାର ନିକଟରେ ଏଭଳି ଘଟଣା ଘଟିଛି। ଗତକାଲି ରାତିରେ ପାର୍କିଂ କରାଯାଇଥିବା ବେଳେ ନିଆଁ ଲାଗି ଥିବାର ସୂଚନା ମିଳିଛି। ବସଟି ଜଳିବା ସମୟରେ କୌଣସି ଯାତ୍ରୀ କିମ୍ବା ଡ୍ରାଇଭର ନଥିଲେ। ନିଆଁର କାରଣ ଅସ୍ପଷ୍ଟ। ତେବେ ଟୁରିଷ୍ଟ...

north east election
ଆଜି ୩ ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ

ନୂଆଦିଲ୍ଲୀ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ୩ ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନର ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି।  ଏହି ୩ ରାଜ୍ୟରେ ଭୋଟ ଗଣତି ପାଇଁ ଗଣତି କେନ୍ଦ୍ରରେ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ତିନିଟି ରାଜ୍ୟରେ...

mao
ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟର : ପୋଲିସ ଗୁଳିରେ ୧୦ ମାଓବାଦୀଙ୍କ ସହ ଟପ୍ ମାଓ ଲିଡର୍ ନିହତ

ଛତିଶଗଡ଼ : ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟର। ପୋଲିସ ଗୁଳିରେ ୧୦ ମାଓବାଦୀଙ୍କ ସହ ଟପ୍ ମାଓ ଲିଡର୍ ହରିଭୂଷଣ ନିହତ ହୋଇଥିବା ସୂଚନା ମିଳିଛି। ହରିଭୂଷଣ ହେଉଛି ତେଲଙ୍ଗାନା ମାଓ ସଂଗଠନର ନେତା। ବିଭିନ୍ନ ସ୍ଥାନରେ ପୋଡ଼ାଜଳା ସହ ହତ୍ୟାକାଣ୍ଡରେ ସଂପୃକ୍ତ ରହିଛି ହରିଭୂଷଣର। ବାରମ୍ବାର ପୋଲିସ୍‌କୁ...

chidambaram
INX ମିଡିଆ ଲାଞ୍ଚ ମାମଲା : ପୁଅ କାର୍ତ୍ତି ପରେ ଅଡୁଆରେ ବାପା ପି.ଚିଦାମ୍ବରମ୍

ନୂଆ ଦିଲ୍ଲୀ :  INX ମିଡିଆ ଲାଞ୍ଚ କାରବାରରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଜେରା କରାଯାଇପାରେ। କେତେକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପି. ଚିଦାମ୍ବରମଙ୍କୁ ସିବିଆଇ ମୁଖ୍ୟାଳୟକୁ ସମନ କରାଯିବ ଓ ଏ ମାମଲାରେ ତାଙ୍କୁ ପଚରା ଉଚରା କରାଯିବ। ତେବେ INX ଲାଞ୍ଚ ମାମଲାର ଏତଲାରେ...

wine protest
ଜୋର ଧରିଲା ମଦ ବିରୋଧୀ ଆନ୍ଦୋଳନ : ଦେଶୀ ମଦ ଦୋକାନରେ ପଶି ବ୍ୟାପକ ଭଙ୍ଗାରୁଜା କଲେ ଉତ୍ତ୍ୟକ୍ତ ମହିଳା

ଖୋର୍ଦ୍ଧା : ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ। ଖୋର୍ଦ୍ଧା ଜିଲ୍ଲା ଜଟଣୀ ମାଛ ମାର୍କେଟରେ ଥିବା ମଦ ଦୋକାନ ଭାଙ୍ଗିଛନ୍ତି ମହିଳା। ମାର୍କେଟରେ ଏକ ଦେଶୀ ମଦ ଦୋକାନ ଥିବାବେଳେ ତାହାକୁ ସ୍ଥାନୀୟ ଲୋକେ ବିରୋଧ କରିଆସୁଥିଲେ। ଆଜି ମହିଳାମାନେ ଏକତ୍ରିତ ହୋଇ ଦୋକାନ ବନ୍ଦ ଥିବା ବେଳେ...

worship
ଯନ୍ତ୍ରଣାରେ ଛଟପଟ ହେଉଥିଲା ନାଗ ସାପ : ଠାକୁର ଭାବି ଲୋକେ କଲେ ପୂଜା

ନୂଆ ଦିଲ୍ଲୀ: ବେଳେବେଳେ ଏମିତି କିଛି ଘଟଣା ଘଟେ, ଯାହାକୁ ଲୋକେ ଭଗବାନଙ୍କର କିଛି ଚମତ୍କାର ବୋଲି ଧରିନିଅନ୍ତି। ଭକ୍ତି ଭାବରେ ପୂଜା କରନ୍ତି। ଏହିପରି ଏକ ଘଟଣା ଘଟିଛି ରେୱଳା ଖାନପୁର ଗାଁରେ। ନାଗ ସାପଟିଏ ଗୋଟିଏ ସ୍ଥାନରେ ଦେଢ ମାସ ହେଲା ରହିବା ଏକ ଚର୍ଚ୍ଚାର...

rourkela
ସୁନ୍ଦରଗଡ଼ରେ ବାଣ ଫୁଟି ୨ ଶିଶୁ ଗୁରୁତର 

ସୁନ୍ଦରଗଡ଼ : ବାଣ ଫୁଟି ୨ ଶିଶୁ ଗୁରୁତର। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଦେଓକରଣ ଗାଁରେ ଘଟିଛି ଏହି ଅଘଟଣ।  ବାଣ ବିସ୍ଫୋରଣ ହେବାରୁ ୨ ଶିଶୁ ଗୁରୁତର ହୋଇଛନ୍ତି। ବାଣ ରହିଥିବା ଏକ ଗାଡିରେ ନିଆଁ ଲାଗିଯାଇ ଏହି ବିସ୍ଫୋରଣ ହୋଇଛି।ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ୨ଶିଶୁଙ୍କୁ...

BILU-PARI
ଆଜି ଫିଲ୍ମ ଫ୍ରାଇଡେରେ ପରଦାକୁ ଆସୁଛି ‘ପରି’ ଓ ‘ବିଲୁ ଉସ୍ତାଦ’

ଦେଶ ସାରା ହୋଲିର ଧୂମ୍ ଥିବା ବେଳେ ଆଜି ଫ୍ରାଇଡେରେ ରିଲିଜ ହେବ ୨ଟି ହିନ୍ଦୀ ଫିଲ୍ମ ‘ପରି’ ଓ ‘ବିଲୁ ଉସ୍ତାଦ’।  ବଲିଉଡ୍ ସୁପରଷ୍ଟାର ଅନୁଷ୍କା ଶର୍ମା ଓ ପରମ୍ବିତ ଚାଟାର୍ଜୀ ଅଭିନୀତ ‘ପରି’ ଏକ ହରର ମୁଭି ଥ୍ରୀଲର। ରୋମାଞ୍ଚକର ସସପେନ୍ସରେ ଭରପୁର ଫିଲ୍ମ ‘ପରି’।...

holika
ରାଉରକେଲାରେ ହୋଲିକା ଦହନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା : ହୋଲି ଉତ୍ସବ ପାଳନ ଅବସରରେ ଗତକାଲି ରାଉରକେଲାରେ ହୋଲିକା ଦହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଧାରଣତଃ ଦୋଳପୂର୍ଣ୍ଣିମାରେ ମାରବାଡି ସମାଜ ପକ୍ଷରୁ ଏହି ଉତ୍ସବ ପାଳନ କରାଯାଇଥାଏ। ଅଧର୍ମ ଉପରେ ଧର୍ମର ବିଜୟ ପ୍ରତୀକ ସ୍ୱରୁପ ଏହି ଉତ୍ସବରେ ହୋଲିକାକୁ ଦହନ କରାଯାଇଥାଏ। ଏଥିରେ ମୁଖ୍ୟ...

holi
ଆଜି ରଙ୍ଗର ପର୍ବ ହୋଲି : ଗାଁ ଠୁ ସହର ସବୁଠି ଉତ୍ସବର ମାହୋଲ

ଭୁବନେଶ୍ୱର : ଆଜି ରଙ୍ଗର ପର୍ବ ହୋଲି।  ଏଥିପାଇଁ  ଗାଁ ଠୁ ସହର ସବୁଠି ଉତ୍ସବର ମାହୋଲ।  ପରସ୍ପରକୁ ରଙ୍ଗ ଲଗାଇ ହୋଲିର ମଜା ନେଉଛନ୍ତି ସମସ୍ତେ।  ଭାଇଚାରାର  ସହର କଟକରେ ମଧ୍ୟ ହୋଲି ଖେଳକୁ ନେଇ ବେଶ ଉତ୍ସାହ ଦେଖାଦେଇଛି। ଚଳିତ ବର୍ଷ ଫ୍ୟାନ୍ସିଂ ଓ ହରବାଲ...

dola purnima-1
ରାଜ୍ୟରେ ଦୋଳପୂର୍ଣ୍ଣିମାର ଧୂମ୍ : ସୁସଜ୍ଜିତ ବିମାନରେ ବସି ବୁଲୁଛନ୍ତି ରାଧାଗୋବିନ୍ଦ

ଭୁବନେଶ୍ୱର : ପରମ୍ପରା ଓ ରୀତିନୀତିର କଥା ପଡ଼ିଲେ ମନକୁ ଛାଏଁ ଆସିଯାଏ ଶ୍ରୀକ୍ଷେତ୍ରର କଥା। ମହାପ୍ରଭୁଙ୍କ ଦୋଳ ଉତ୍ସବ ନୀତି। ବିମାନରେ ବିରାଜିତ ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ଭକ୍ତଙ୍କ ସହ ମାତିଛନ୍ତି। ଫଗୁ ଅବିରର ଖେଳରେ ସେପଟେ ରତ୍ନ ସିଂହାସନରେ ଶ୍ରୀଜିଉଙ୍କର ସୁନାବେଶ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ।...

bjd
ବିଜେଡିର ବିଜେପୁର ବିଜୟ ପଛରେ କାମ କଲା କେଉଁ ଷ୍ଟ୍ରାଟେଜି : ବିକାଶର ପ୍ରତିଶ୍ରୁତି ଓ ସୁବଳଙ୍କ ଅନୁକମ୍ପା ଭୋଟ୍ ଟାଣିଥିବା ଚର୍ଚ୍ଚା

ଭୁବନେଶ୍ୱର : ସୁବଳଙ୍କ ପତ୍ନୀ ରୀତାଙ୍କୁ ବିଜେଡି ଆଣିବା ଥିଲା ବିଜେପୁର କବଜା ପାଇଁ ପ୍ରସ୍ତୁତ ହୋଇଥିବା ରଣନୀତିର ପ୍ରଥମ ସଫଳ ଫର୍ଦ୍ଦ।  ରିତାଙ୍କ ଆଖିରୁ ଲୁହ ଯେତିକି ଝରିଲା ବିଜେଡି ଖାତାକୁ ଅନୁକମ୍ପାର ଭୋଟ ସେତିକି ଚଢିଲା। ରୀତାଙ୍କୁ ଆଣିବା ଆଗରୁ ବିଜେପୁର ବାଜିରେ ଏକ ଗୋଟି...

somesh
୨୦୨୪ ଅଲିମ୍ପିକ୍ସ ଲାଗି ପ୍ରସ୍ତୁତ ହେଉଛନ୍ତି ଓଡ଼ିଆ ପୁଅ ସୋମେଶ

ରାଉରକେଲା : ସର୍ବଭାରତୀୟ ଦୌଡ଼ ପ୍ରତିଯୋଗିତାରେ ୧୦୦ ମିଟର ଦୌଡ଼ରେ ରାଉରକେଲା ଦିଲ୍ଲୀ ପବ୍ଲିକ ସ୍କୁଲର ଛାତ୍ର ସୋମେଶ ସ୍ୱାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ରାଉରକେଲା ରେଳ ଷ୍ଟେସନରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଦିଲ୍ଲୀ ପବ୍ଲିକ ସ୍କୁଲ ପଡିଆରେ କୋଚ ଧୀରେନ ସାମନ୍ତ ସିଂହାରଙ୍କ ଠାରୁ ପ୍ରଶିକ୍ଷଣ...

arvind muduli
ଅବେଳରେ ସ୍ୱର୍ଗଦ୍ୱାର ଚାଲିଗଲେ ଅରବିନ୍ଦ : ଝୁରୁଛି ଗାଁ ମାଟି, ଝୁରୁଛନ୍ତି ଜଗନ୍ନାଥ ପ୍ରେମୀ

ଭୁବନେଶ୍ୱର : ଭକ୍ତିଭାବ ଜଣାଣରେ କୃଷ୍ଣ ବଳରାମଙ୍କୁ ବାଲି ଖେଳାଇ ଖେଳାଇ ଶେଷରେ ସଂସାର ବେଳାଭୂମିରୁ ନିଜ ଖେଳ ସାରି ବାହୁଡି ଗଲେ କୋଟି ଓଡ଼ିଆଙ୍କ ହୃଦୟର ପ୍ରିୟ ଜଣାଣ ଗାୟକ ଅରବିନ୍ଦ ମୁଦୁଲି। ଯାହାଙ୍କ କଣ୍ଠରେ ସବୁବେଳେ ଥିଲେ ଜଗନ୍ନାଥ, ହୃଦୟରେ ଥିଲେ ଭାଇ ବଳଭଦ୍ର ଓ...

poonam
ଉତ୍ତରାଖଣ୍ଡ ଜୁଡିସିଆରୀ ପରୀକ୍ଷାରେ ଅଟୋ ଚାଳକଙ୍କ ଝିଅ ଟପ୍ପର୍‌

ଡେରାଡୁନ୍ : ସମୟ ସହ ତାଳ ଦେଇ ଝିଅମାନେ ଆଜି ସବୁ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖେଇଲେଣି। ପୁରୁଷ ସହ କାନ୍ଧ ମିଶାଇ ସୀମାରେ ଶତ୍ରୁ ସହ ଯୁଦ୍ଧ କରୁଛନ୍ତି। କୁହାଯାଏ ଯେଉଁଠି ପୁରୁଷଟିଏ ହାରିଯାଏ, ନାରୀ ସେଠାରେ ବିଜୟୀ ହୋଇଥାଏ। ଏଣୁ ଝିଅ ବି କିଛି କମ୍‌...

malikajun
ଲୋକପାଳ ନିଯୁକ୍ତି କମିଟିକୁ କଂଗ୍ରେସର ବର୍ଜନ : ମଲ୍ଲିକାର୍ଜ୍ଜୁନଙ୍କୁ ସ୍ପେସାଲ ଇନ୍‌ଭାଇଟି ଭାବେ ନିମନ୍ତ୍ରଣ କରାଯାଇଥିବାରୁ କ୍ଷୁବ୍ଧ

ନୂଆ ଦିଲ୍ଲୀ : ଲୋକପାଳ ନିଯୁକ୍ତି ଲାଗି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ହେଉଛି। କିନ୍ତୁ ଏହି ବୈଠକରେ ଯୋଗ ଦେବେ ନାହିଁ ଲୋକସଭାରେ କଂଗ୍ରେସର ସଂସଦୀୟ ନେତା ମଲ୍ଲିକାର୍ଜୁନ ଖର୍ଗେ। ତ।ଙ୍କୁ ଯେଭଳି ଭାବେ ନିମନ୍ତ୍ରଣ କରାଯାଇଛି, ତାକୁ ଦୃଢ଼ ବିରୋଧ କରିଛି କଂଗ୍ରେସ।...

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result