• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

prasad
ପ୍ରସାଦଙ୍କ ମନ୍ତବ୍ୟକୁ ନେଇ ବିରୋଧୀ କ୍ୟାମ୍ପରେ ହଲ୍‌ଚଲ୍‌

ଭୁବନେଶ୍ୱର :  ବେଶ୍ କିଛି ଦିନର ନିରବତା ପରେ ପ୍ରସାଦଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା। କଂଗ୍ରେସର ନବକଳେବରର ବିନ୍ଧାଣୀ ନିଜେ ସାଜିବେ କି ପ୍ରସାଦ। ବୁଥ୍ ସ୍ତରରୁ ଆରମ୍ଭ କରି ବ୍ଲକ୍ ପର୍ଯ୍ୟନ୍ତ, ଜିଲାସ୍ତରରୁ ଆରମ୍ଭ କରି ପ୍ରଦେଶ କମିଟି ପର୍ଯ୍ୟନ୍ତ ସବୁଥିରେ ହେବ ନବକଳେବର। ପ୍ରଦେଶ କଂଗ୍ରେସ...

app
ଆଉ ବଜ୍ରପାତକୁ ଭୟ ନାହିଁ !  ବିଜୁଳି ମାରିବା ପୂର୍ବରୁ ସୂଚନା ଦେବ ଏହି ମୋବାଇଲ୍‌ ଆପ୍‌

ଏବେ ଦିନକୁ ଦିନ ବିଜୁଳି ଓ ଘଡ଼ଘଡ଼ିରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଫଳରେ ଅନେକ ଧନଜୀବନ ନଷ୍ଟ ହେଉଛି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ଏବେ ଏକ ନୂଆ ମୋବାଇଲ୍ ଆପ୍‌ ଶୁଭାରମ୍ଭ କରିଛନ୍ତି। ଏହାର ବିଶେଷତ୍ୱ ହେଲା, ବିଜୁଳି ମାରିବା ପୂର୍ବରୁ ଏହି...

modi
ଆଦିବାସୀ ମହିଳାଙ୍କୁ ଚପଲ ପିନ୍ଧାଇଲେ ମୋଦି…

#WATCH PM Modi presented a pair of slippers to a tribal woman under the Charan-Paduka (footwear) Scheme. The scheme aims to provide footwear to Tendu leaves (tendupatta) collectors to facilitate smooth movement in the forest...

representational image
କେନାଲରେ କାମ କଲାବେଳେ ଦଳିଦେଲା ଦନ୍ତା

ଢ଼େଙ୍କାନାଳ: ପୁଣି ମଣିଷକୁ ଦଳି ମାରିଦେଲା ହାତୀ। ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଗଉଡ଼କାଟେଣୀ କେନାଲରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି।  ଗୌଡ଼କାଟେଣୀରେ ନିକଟରେ ଥିବା କେନାଲରେ କାମ କରୁଥିବା ବେଳେ ଜଣେ ଶ୍ରମିକଙ୍କୁ ହାତି ଦଳି ମାରି ଦେଇଥିବା ଜଣାପଡିଛି।  ମୃତ ଶ୍ରମିକ ଜଣଙ୍କ ଘର...

america attack on syria
ସିରିୟାରେ ଆମେରିକାର ଆକ୍ରମଣ

ୱାଶିଂଟନ୍‌: ସିରିୟା ଉପରେ ଆମେରିକାର ଯୁଦ୍ଧ ଘୋଷଣା।  ସିରିୟା ରାଜଧାନୀ ଡାମାସ୍‌କସ୍‌ରେ ଆକାଶରୁ ମିସାଇଲ ମାଡ଼ କରିଛି ଆମେରିକାର ଯୁଦ୍ଧ ବିମାନ। ଡାମାସ୍‌କସ୍‌ରେ ଭୟଙ୍କର ବିସ୍ଫୋରଣ ହୋଇଥିବା ଶୁଣିବାକୁ ମିଳିଛି। ଦେଶକୁ ସମ୍ବୋଧିତ କରି ସିରିୟା ଉପରେ ଯୁଦ୍ଧ ଘୋଷଣା ନେଇ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ...

kandhamal
ବାପା ସାଜିଲା କଂସ, କଚାଡ଼ି ମାରିଲା ଛୁଆକୁ

କନ୍ଧମାଳ: ଜୀବନ ନେଲା ଜନ୍ମଦାତା। କନ୍ଧମାଳ ଜିଲ୍ଲା ମୁଣ୍ଡଳାବାଲି ସାହିରେ ଝିଅର ହତ୍ୟା ଘଟଣାରେ ଅଭିଯୁକ୍ତ ପିତାକୁ ଦାରିଙ୍ଗବାଡ଼ି ପୋଲିସ ଆଜି ଗିରଫ କରିଛି। ନିଶାସକ୍ତ ଅବସ୍ଥାରେ ଜଣେ ବାପା ନିଜ ୨ ବର୍ଷର ଝିଅକୁ କଚାଡ଼ି ମାରିଦେଇଥିବା ଅଭିଯୋଗ ହୋଇଛି। ମୃତ ଝିଅର ମାଙ୍କ ଅଭିଯୋଗ, ତାଙ୍କ...

naveen-modi
ଓଡ଼ିଆ ନବବର୍ଷ ଅବସରରେ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଆ ନବବର୍ଷ ଅବସରରେ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଆରେ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି। ବିଶ୍ଵର କୋଣ ଅନୁକୋଣରେ ରହୁଥିବା ମୋର ସମସ୍ତ ଓଡିଆ ବନ୍ଧୁ, ଭାଇ, ଭଉଣୀମାନଙ୍କୁ ମହାବିଷୁବ ସଂକ୍ରାନ୍ତିର ଅଭିନନ୍ଦନ। ନୂତନବର୍ଷ ଭଲ ଓ ସୁଖରେ କଟୁ । ସମୃଦ୍ଧ ଓଡିଆ ସଂସ୍କୃତିକୁ...

berhampur
ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ବ୍ରହ୍ମପୁର: ବ୍ରହ୍ମପୁରରେ ପୁଣି ଥରେ ପୋଲିସର ଏନ୍‌କାଉଣ୍ଟର। ସଦର ଥାନା ଝାଡ଼ାଙ୍କୁଲି ଅଞ୍ଚଳରେ ପୋଲିସ ଏବଂ ଅପରାଧୀ ମଧ୍ୟରେ ମୁହାଁମୁହିଁ। ଝାଡ଼ାଙ୍କୁଲି ଅଞ୍ଚଳରେ ପୋଲିସ ଉପରକୁ ବୋମାମାଡ଼ କରିଥିଲା ଦୁର୍ଦ୍ଦାନ୍ତ ଅପରାଧି ମୋହନ ରାଓ। ତେବେ ଏହାର ଜବାବ ଦେଇଥିଲେ ସଦର ଥାନା ପୋଲିସ। ଏହି ଏନ୍‌କାଉଣ୍ଟରରେ ମୋହନର...

odia new year
ବାଲୁକା କଳା ମାଧ୍ୟମରେ ଓଡ଼ିଆ ନବବର୍ଷର ଶୁଭେଚ୍ଛା

ଭୁବନେଶ୍ୱର: ଆମ ଉତ୍କଳୀୟମାନଙ୍କର ନବବର୍ଷ ପଣା ସଂକ୍ରାନ୍ତି ବା ବିଷୁବ ସଂକ୍ରାନ୍ତିରୁ ହିଁ ଆରମ୍ଭ ହୋଇଥାଏ। ଆମର ସମସ୍ତ ଶୁଭ କର୍ମ, ଭୂମି ପୂଜନ ଏବଂ ବିହନ ଅନୁକୂଳ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥାଏ। ଏହା ସହିତ ବର୍ଷ ଆରମ୍ଭରୁ ଅର୍ଥାତ୍‌୧୪ ଏପ୍ରିଲ୍‌ ୨୦୧୮ରୁ ୧୫ ମେ ୨୦୧୮...

pana sankranti
ଚଳଚଞ୍ଚଳ ସାରା ରାଜ୍ୟ, ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

‍‍ଭୁବନେଶ୍ୱର: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ସହ ପଣା ସଂକ୍ରାନ୍ତି, ଏବଂ ହନୁମାନ ଜୟନ୍ତୀ। ଏହାସହ ଆଜି ଓଡିଆ ନବବର୍ଷ ମଧ୍ୟ।  ଶ୍ରୀମନ୍ଦିରରେ ପରମ୍ପରା ରୀତିନୀତିରେ ହନୁମାନ ଜୟନ୍ତୀ ପାଳନ କରାଯିବ। ସକାଳ ଧୂପ ପରେ  ହନୁମାନଙ୍କୁ ଏକ ସ୍ୱତନ୍ତ୍ର ବିମାନରେ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରାଯାଇ...

airtel--
ଏୟାରଟେଲ୍‌ ଦେଉଛି ୩୦ ଜିବି ମାଗଣା ଡାଟା : ଜାଣନ୍ତୁ ପୁରା ତଥ୍ୟ

ଭୁବନେଶ୍ୱର : ଭାରତୀ ଏୟାରଟେଲ୍‌ ତାର ଗ୍ରାହକ ମାନଙ୍କ ପାଇଁ ଏକ ନୂଆ ସୁବିଧା ଘୋଷଣା କରିଛି। ଯାହା ଦ୍ୱାରା ୨ଜି ଓ ୩ଜି ବ୍ୟବହାରକାରୀମାନଙ୍କୁ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ। ସେମାନେ ୪ଜି ସ୍ମାର୍ଟଫୋନକୁ ଅପଗ୍ରେଡ୍ କଲେ ୩୦ ଜିବି ମାଗଣା ଡାଟା ପାଇପାରିବେ...

pregnat
ଠିଆ ହୋଇ ଗୀତ ଗାଇ ନପାରିବାରୁ ଗୁଳି ଚୋଟରେ ପ୍ରାଣ ହରାଇଲେ ଗର୍ଭବତୀ

ଛଅ ମାସର ଛୁଆକୁ ଗର୍ଭରେ ଧରି ଷ୍ଟେଜ୍‌ରେ ଗୀତ ଗାଉଥିବା ମହିଳାଙ୍କୁ ଶେଷରେ ଗୁଳି ଚୋଟରେ ଟଳିବାକୁ ପଡ଼ିଛି। ତାଙ୍କର ଦୋଷ ହେଉଛି ସେ ଠିଆ ହୋଇ ଗୀତ ଗାଇ ପାରି ନ ଥିଲେ। ଏଭଳି ଏକ ଅଭାବନୀୟ, ଅବିଶ୍ୱସନୀୟ ଓ ହୃଦୟବିଦାରକ ଘଟଣା ଘଟିଛି ପାକିସ୍ତାନରେ। ଏହି...

ipl beting
ଆଇପିଏଲ୍ ବେଟିଂ ବେଳେ ସାଢ଼େ ୭ ଲକ୍ଷ ଟଙ୍କା ଜବତ

ବ୍ରହ୍ମପୁର : ବ୍ରହ୍ମପୁରରେ ଆଇପିଏଲ ବେଟିଂ ବେଳେ ସାଢ଼େ ୭ ଲକ୍ଷ ଟଙ୍କା ଜବତ। ଏହି ଘଟଣାରେ ପୋଲିସ ତିନି ଜଣ ଦଲାଲଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଜଣେ ବିଟେକ୍ ଛାତ୍ର ଥିବା ପୋଲିସ କହିଛି। ମୋବାଇଲ ଆପ୍ ଜରିଆରେ ଏହି ବେଟିଂ ଚାଲିଥିବା ସୂଚନା ପାଇ...

acid-1
ଏସିଡ୍ ପୀଡ଼ିତାଙ୍କ ଥଇଥାନ ଦାବି

ଭୁବନେଶ୍ୱର : ଏସିଡ୍ ଆକ୍ରମଣର ପୀଡ଼ିତାଙ୍କ ଥଇଥାନ ଓ ସରକାରୀ ଚାକିରିରେ ସେମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ଦାବିରେ ଲୋୟର ପିଏମ୍‌ଜିରେ ଧାରଣା। ଇନ୍‌ଷ୍ଟିଚ୍ୟୁଟ୍‌ ଫର୍ ସୋସିଏଲ୍ ଡେଭେଲପମେଣ୍ଟ ଓ ଏସିଡ୍ ଆକ୍ରମଣର ପୀଡ଼ିତାଙ୍କୁ ନେଇ ଗଠିତ ଓଡ଼ିଶା ଚାପ୍ଟର ପକ୍ଷରୁ ଏହି ଧାରଣା ଦିଆଯାଇଛି। ସୂଚନା ଅନୁସାରେ...

mahanadi-1
ବିଧାନସଭାରେ ମହାନଦୀ ମହାବିତର୍କ

ଭୁବନେଶ୍ୱର : ବିଧାନସଭାରେ ମହାନଦୀ ଉପରେ ମହାବିତର୍କ। ଆଜି ପ୍ରଶ୍ନକାଳ ବାତିଲ କରାଯାଇ ଏହି ପ୍ରସଙ୍ଗରେ ସରଗରମ ଆଲୋଚନା ହୋଇଛି। ଏ ପ୍ରସଙ୍ଗରେ ବିବୃତ୍ତି ରଖି ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା ଓ ଶାସକଦଳ ମୁଖ୍ୟ ସଚେତକ ଅମର ଶତପଥୀ କହିଥିଲେ, ମହାନଦୀର ୮୫୧ କି.ମିରୁ ୪୯୪ କି.ମି...

newton
ଜାତୀୟ ଚଳଚ୍ଚିତ୍ର ପୁରସ୍କାର : ‘ନିଉଟନ’ ଶ୍ରେଷ୍ଠ ହିନ୍ଦୀ ସିନେମା

ମୁମ୍ୱାଇ : ଘୋଷଣା ହୋଇଛି ୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ହିନ୍ଦୀ ଫିଲ୍ମ ‘ମମ୍’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ ହୋଇଛନ୍ତି ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀ। ଫିଲ୍ମକୁ ବ୍ୟାକ୍ କରିବା ପରେ ଏହା ହେଉଛି ଶ୍ରୀଦେବୀଙ୍କ ତୃତୀୟ ଜାତୀୟ ଚଳଚ୍ଚିତ୍ର ପୁରସ୍କାର।ନିକଟରେ ଦୁବାଇରେ ତାଙ୍କର ଦେହାନ୍ତ ହୋଇଥିଲା। ସେହିପରି...

bajaranga
ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୧୮ : ସ୍ୱର୍ଣ୍ଣ ଜିତିଲେ ବଜରଙ୍ଗ ପୁନିଆ

ଗୋଲ୍ଡ କୋଷ୍ଟ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ସକାଳୁ ସକାଳୁ ସୁଟିଂରେ ଭାରତ ଦୁଇଟି ସ୍ୱର୍ଣ୍ଣ ହାତେଇ ଥିବା ବେଳେ ତୃତୀୟ ସ୍ୱର୍ଣ୍ଣଟି କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଦେଇଛନ୍ତି। ଏହା ଭାରତର ୧୭ ତମ ସ୍ୱର୍ଣ୍ଣ ପଦକ। ଫ୍ରିଷ୍ଟାଇଲ୍‌ ୬୫ କେଜି...