କଟକ / ବଲାଙ୍ଗିର/ଭୁବନେଶ୍ୱର : ଏଟିଏମ୍ରେ ସୁଧୁରିନି ଟଙ୍କା ଅଭାବ ସ୍ଥିତି। କିଛି ରାଜ୍ୟରେ ସ୍ଥିତି ଉତ୍କଟ ହୋଇଥିଲେ ମଧ୍ୟ ଓଡ଼ିଶାରେ ସେଭଳି ସ୍ଥିତି ନାହିଁ। ତଥାପି ଅନେକ ସ୍ଥାନରେ ଏଟିଏମ୍ ଖାଲି ପଡିଥିବାରୁ ଗ୍ରାହକ ହଇରାଣ ହୋଇଛନ୍ତି। କଟକ ବଡ ମେଡିକାଲରେ ପ୍ରତି ମୁହୂର୍ତ୍ତରେ ରୋଗୀ ଓ...
ଝାରସୁଗୁଡା : ଝାରସୁଗୁଡା ବାଗଡିହି ରେଞ୍ଜରେ ଟ୍ରେନ୍ ଧକ୍କାରେ ୪ ହାତୀଙ୍କ ମୃତ୍ୟୁ। ଘଟଣାରେ ୪ ବନ କର୍ମଚାରୀ ନିଲମ୍ବିତ। କାର୍ଯ୍ୟରେ ଅବହେଳା ଯୋଗୁଁ ଝାରସୁଗୁଡା ଡିଏଫଓ ସୁଶାନ୍ତ କୁମାର ଜଣେ ଫରେଷ୍ଟର ଓ ୩ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହୋଇଥିବା କର୍ମଚାରୀମାନେ ହେଲେ ଫରେଷ୍ଟର...
ଭୁବନେଶ୍ୱର : ବିଧାନସଭାରେ ଅଚଳାବସ୍ଥା ନେଇ ଦାମଙ୍କ ରୋକଠୋକ୍ ବାଣୀ। ବିଜେଡିର ଏହି ବରିଷ୍ଠ ବିଧାୟକ କହିଛନ୍ତି ଯଦି କାମ ନାହିଁ ତ ଦରମା ନାହିଁ। ବିଧାୟକମାନଙ୍କୁ କାମ ଅନୁସାରେ ଭତ୍ତା ମିଳୁ। ଅଧିବେଶନ ବେଳେ ଯେତିକି ସମୟ ଗୃହ ଚାଲୁଛି, ସଦସ୍ୟମାନଙ୍କୁ ସେହି ଅନୁପାତରେ ଭତ୍ତା ମିଳୁ।...
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ଏକ ହୋଟେଲ ଉପରେ ପୋଲିସର ଅଚାନକ ଚଢାଉ। ଚଢାଉ ବେଳେ ପୋଲିସ ୩ ଜଣ ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରିଛି। ନିଜର ପରିଚୟ ସଠିକ୍ ଭାବରେ ଦେଇନଥିବାରୁ କେନ୍ଦ୍ରାପଡା ଟାଉନ ଥାନା ପୋଲିସ ସେମାନଙ୍କୁ ଅଟକ ରଖିଛି। ତେବେ ସମସ୍ତଙ୍କ ଘର କେନ୍ଦ୍ରାପଡ଼ା ଅଞ୍ଚଳରେ...
ଭୁବନେଶ୍ୱର : ବିଜେଡ଼ିରେ ଯୋଗ ଦେଲେ ପୂର୍ବତନ ପୋଲିସ ଅଧିକାରୀ ଅରୂପ ପଟ୍ଟନାୟକ। ମହାରାଷ୍ଟ୍ର କ୍ୟାଡରର ଏହି ପୂର୍ବତନ ଆଇପିଏସ୍ ଅଧିକାରୀ ଆଜି ଅପରାହ୍ନରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗ ଦେଇଛନ୍ତି। ଅରୂପ ପୂର୍ବରୁ ମୁମ୍ବାଇ ପୋଲିସ କମିଶନର ଭାବେ କାମ କରିଥିଲେ। ବିଜେଡିରେ ଯୋଗଦାନକୁ ନେଇ...
ଚେନ୍ନାଇ: ସାମ୍ବାଦିକାଙ୍କ ଗାଲକୁ ଛୁଇଁ ଅଡୁଆରେ ତାମିଲନାଡୁ ରାଜ୍ୟପାଳ। ଗତକାଲି ତାମିଲନାଡୁ ରାଜ୍ୟପାଳ ବନୱାରିଲାଲ୍ ପୁରୋହିତ ଏକ ସାମ୍ବାଦିକ ସମ୍ମିଳନୀ ପରେ ଜଣେ ମହିଳା ସାମ୍ବାଦିକଙ୍କ ଗାଲକୁ ଛୁଇଁ ଦେଇଥିଲେ। ସାମ୍ବାଦିକା ଜଣଙ୍କ ତାଙ୍କୁ ପ୍ରଶ୍ନ ପଚାରୁଥିବା ବେଳେ ରାଜ୍ୟପାଳ ପ୍ରଶ୍ନକୁ ଏଡାଇ ଯାଇ ତାଙ୍କ ଗାଲକୁ ଛୁଇଁଥିଲେ।...
ନୂଆଦିଲ୍ଲୀ: ଏଟିଏମ୍ରେ ଟଙ୍କା ଅଭାବ ସତ୍ତ୍ୱେ ସରକାର ଏହାକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି। କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଶିବ ପ୍ରସାଦ ଶୁକ୍ଲା କହିଛନ୍ତି, ଏଟିଏମ୍ରେ ଟଙ୍କାର ଅଭାବ ନାହିଁ। କେତେକ ସ୍ଥାନରେ କମ୍ ପରିମାଣର ଟଙ୍କା ମିଳୁଛି। କିନ୍ତୁ ଯାହା କୁହାଯାଉଛି, ଟଙ୍କା ଆଦୌ ମିଳୁନି, ତାହା...
ଭୋପାଳ: ମଧ୍ୟପ୍ରଦେଶରେ ନଦୀକୁ ଟ୍ରକ୍ ଖସି ୨୧ଜଣଙ୍କ ମୃତ୍ୟୁ ହୋଇଛି। ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଉଥିବା ବେଳେ ମଧ୍ୟପ୍ରଦେଶର ସିଦ୍ଧି ନିକଟରେ ଟ୍ରକ୍ଟି ସୋନ୍ ନଦୀ ଭିତରକୁ ଖସିପଡିଥିଲା। ଘଟଣାସ୍ଥଳରେ ୧୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଆହତ ମାନଙ୍କୁ ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଡାକ୍ତରଖାନାରେ...
ବାଲେଶ୍ୱର: ପୁଣି ଏକ ଅମାନବୀୟ ଘଟଣା। ସାମୂହିକ ଭାବେ ଜଣେ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧିବା ନେଇ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଏହାକୁ ନେଇ ସିମୁଳିଆ ଥାନାରେ ଦୁଇଟି ପୃଥକ ପୃଥକ...
ମାଲକାନଗିରି: ମାଲକାନଗିରିରେ ଅଭାବନୀୟ ଘଟଣା। ଜଗନ୍ନାଥ ମନ୍ଦିର ପାଖରେ ଜଳୁଥିବା ଏକ ଘରୁ ୩ ଭଉଣୀଙ୍କ ଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ଉଦ୍ଧାର ବେଳେ ଘର ଭିତର ପଟୁ ବନ୍ଦ ରହିଥିଲା। ଘରେ ନିଆଁ ଲାଗିଥିବା ଜାଣିପାରି ସ୍ଥାନୀୟ ଲୋକେ ଦମକଳକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ...
ସୁରଟ: ସୁରଟ୍ର ପାଣ୍ଡେସରା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ମିଳିଲା ସୁରାକ୍। ନାବାଳିକା ଜଣକ ଓଡ଼ିଶାର ନୁହଁନ୍ତି ବରଂ ଆନ୍ଧ୍ରର ବୋଲି ଜଣାପଡ଼ିଛି। ଗତ ଅକ୍ଟୋବର ମାସରୁ ନାବାଳିକା ଜଣକ ନିଖୋଜ ଥିଲେ। ମୃତ ନାବାଳିକାର ବାପା-ମା ସୁରଟରେ ପହଞ୍ଚିଛନ୍ତି। ତେବେ ପରିଚୟ ସ୍ପଷ୍ଟ କରିବା ଲାଗି...